50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 1

ଦୁଇ ହ୍‌ଜାର୍ ବ୍‌ର୍ଷହ୍‌ଣି ଅଦିକ୍ ସମୟ୍ ସାରା ପୁର୍‌ତିବିର୍ ବେଶି ସେ ବେଶି ଲକ୍ ଖ୍ରୀଷ୍ଟ ଯୀଶୁର୍ ବିଷୟେ ସୁବ୍ କ୍‌ବର୍ ଶୁଣି ଆସୁଲାଇ। ମ୍‌ଣ୍ତଳି ବେଶି ବାଡି ଜ୍‌ମ୍‌ଲି। ଯୀଶୁ ସପତ୍ କ୍‌ଲା ଯେ ସେ ସ୍‌ରାସ୍‌ରି ବ୍‌ଳ୍ ଜ୍‌ଗତେ ଲେଉଟି ଆସେଦ୍। ଯଦି ସେ ଅବେ ହ୍‌ତେକ୍ ଆସି ନ୍‌କେରେ, ସେ ତାର୍ ସପତ୍ କ୍‌ଲାର୍ ର୍‌କ୍ଯା କ୍‌ରେଦ୍।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 2

ଅମିମ୍‌ନ୍ ଯୀଶୁ ଆସ୍‌ତାର୍ ଜାଗୁ ଜାଗୁ, ଇଶ୍ବର୍ ଇଚା କ୍‌ରୁଲା ଜ୍‌ନ୍‌କ୍‌ରି କି ଅମି ଗଟେକ୍ ପବିତ୍‌ର ଆର୍ ତାର୍ ଗ୍‌ଉର୍‌ବ ଦେତିରିଲା ଗଟେକ୍ ଜୀବନ୍ କାଟୁମା। ସେ ଇଚା କ୍‌ରୁଲା ଜ୍‌ନ୍‌କ୍‌ରି ଅମି ତାର୍ ରାଇଜାର୍ ବିଷୟେ ବିନ୍ ଲକ୍‌ମ୍‌ନ୍‌କେ କ୍‌ମ୍‌ନ୍ଦ୍। ଯୀଶୁ ପୁର୍‌ତିବି ଲ୍‌ଗେ ବାସା କ୍‌ର୍‌ତି ରିଲାବ୍‌ଳ୍ କଇଲା, “ ମର୍ ଚେଲ୍‌ମ୍‌ନ୍ ଇଶ୍ବରାର୍ ରାଇଜାର୍ ସୁବ୍ କ୍‌ବର୍ ଜ୍‌ଗତେ ରିଲା ସ୍‌ବୁ ଲକ୍‌ମ୍‌ନ୍‌କେ ପର୍‌ଚାର୍ କ୍‌ର୍‌ତି, ତାର୍‌ହ୍‌ଚେ ଯୁଗ୍ ଶେଷ୍ ଅଇଦ୍।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 3

ବେଶି ଲକ୍ ଅବେ ହ୍‌ତେକ୍ ଯୀଶୁର୍ ବିଷୟ୍ ଶୁଣି ନ୍‌କେର୍‌ତି। ସେ ସ୍‌ର୍‌ଗେ ଲେଉଟି ଜାତା ଆଗେ, ଜୁଇ ଲକ୍‌ମ୍‌ନ୍ କ୍‌ବେ ହେଁ ସୁବ୍ କ୍‌ବର୍ ଶୁଣି ନ୍‌କେର୍‌ତି ସେମ୍‌ନ୍‌କାର୍ ଲ୍‌ଗେ ସୁବ୍ କ୍‌ବର୍ କ୍‌ଉତାର୍ ଗିନେ ଯୀଶୁ ଖ୍ରୀଷ୍ଟାଆନ୍ ମ୍‌ନ୍‌କେ କଇଲା ଆଚେ। ସେ କଇଲା, “ ତୁମିମ୍‌ନ୍ ଜାଇ ସ୍‌ବୁ ଲକ୍‌ମ୍‌ନ୍‌କେ ସିକ୍ଯା ଦିଆସ୍!“, ଆର୍ “ ଚାଷ୍ କ୍‌ଲାର୍‌ ଗିନେ ଦାନ୍ ମ୍‌ଣ୍ତିଆ ହାକ୍‌ଲି ଆଚେ!”

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 4

ଯୀଶୁ ଆରେକ୍ କଇଲା, “ ଦାସ୍ କାମ୍ କ୍‌ର୍‌ତା ତ୍‌ଇହ୍‌ଣି ବ୍‌ଡ୍ ନ୍‌ଉତି। ଇ ଜ୍‌ଗତାର୍ ଅଦିକାର୍ ଲକ୍‌ମ୍‌ନ୍ ଜ୍‌ନ୍‌କ୍‌ରି ମକେ ଗୁର୍‌ଣା କ୍‌ର୍‌ତି, ଟିକ୍ ସେନ୍‌କ୍‌ରି ସେମ୍‌ନ୍ ମର୍ ଗିନେ ତୁମୁକ୍‌ମ୍‌ନ୍‌କେ ଲିନ୍ଦା କ୍‌ରି ମ୍‌ର୍‌ନେ ମାର୍‌ତି। ଯଦି ଇ ଜ୍‌ଗତେ ତୁମିମ୍‌ନ୍ ଦୁକ୍ କ୍‌ଷ୍ଟ ହାଉଆସ୍, ସ୍‌ର୍‌ଦା ଅଉଆ କାଇତାକ୍ ଜ୍‌ଗତ୍‌କେ ଶାସନ୍ କ୍‌ର୍‌ତିରିଲା ଶଇତାନ୍‌କେ ମୁଇ ଜିତ୍‌ଲେ ଆଚି। ଯଦି ତୁମିମ୍‌ନ୍ ସ୍‌ରାସ୍‌ରି ହ୍‌ତେକ୍ ମର୍ ଲ୍‌ଗେ ବିଶ୍ବାସ୍ ରେଇଦ୍, ତ୍‌ବେ ଇଶ୍ବର୍ ତୁମୁକ୍‌ମ୍‌ନ୍‌କେ ର୍‌କ୍ଯା କ୍‌ରେଦ୍!”

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 5

ଯେ ଜ୍‌ଗତ ଶେଷ୍ ଅଉତା ବ୍‌ଳ୍ ଲକ୍‌ମ୍‌ନ୍‌କାର୍ ଗିନେ କ୍‌ଇରି ଗଟେଦ୍ ସେରି ବୁଜାଉତାର୍ ଗିନେ ଯୀଶୁ ତାର୍ ଚେଲାମ୍‌ନ୍‌କେ ଗଟେକ୍ କ୍‌ତା: କଇଲା। ସେ କଇଲା, “ ଗଟେଲକ୍ ତାର୍ ହ୍‌ଦାଇ ବ୍‌ଲ୍ ବିଆନ୍ ବୁଣିରିଲା। ସେ ଶଇରିଲା ବ୍‌ଳ୍ ତାର୍ ଶ୍‌ତ୍‌ରୁ ଆସି ଗହମ୍ ସ୍‌ଙ୍ଗ୍ ବାଳୁଙ୍ଗା ବିଆନ୍ ବୁନ୍‌ଲା ଆର୍ ସେ ବାରି ଗ୍‌ଲା।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 6

“ ଜ୍‌ଡେବ୍‌ଳ୍ ମ୍‌ଞି ଗ୍‌ଜା ଅଇଲି, ସେ ଲକାର୍ ଦାସ୍‌ମ୍‌ନ୍ ଆସି କଇଲାଇ, ‘ ଗୁରୁ, ତୁଇ ସେ ହ୍‌ଦାଇ ବ୍‌ଲ୍ ବିଆନ୍ ବୁଣିରିଲିସ୍। ତ୍‌ବେ ସେତି କାଇତାକ୍ ବାଳୁଙ୍ଗା ଦ୍‌କୁ ଅମ୍‌ଲି?“ ‘ ଗୁରୁ ଉତ୍ତର୍ ଦିଲା, ‘ ଗଟେକ୍ ଶ୍‌ତ୍‌ରୁ ସେରି କ୍‌ଲାଆଚେ।”

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 7

“ ଦାସ୍‌ମ୍‌ନ୍ ତାକାର୍ ମାଲିକ୍‌କେ କଇଲାଇ, ‘ ଅମି କାଇରି ବାଳୁଙ୍ଗାମ୍‌ନ୍ ଜିକୁମା?“ ମାଲିକ୍ କଇଲା, ନାଇ, ଯଦି ତୁମି ସେରି କ୍‌ରାସ୍, ତ୍‌ବେ ତାର୍ ସ୍‌ଙ୍ଗ୍ ତୁମି ଗହମ୍ ହେଁ ଜିକି ଦିଆସ୍। ଚାଷ୍ ନିଗିକ୍‌ରି ମ୍‌ଞି ଅଉତା ହ୍‌ତେକ୍ ଜାଗା, ବାଳୁଙ୍ଗାମ୍‌ନ୍ ଗଟେତ୍‌ଇ ହଡାଇ ଦିଆସ୍, ମ୍‌ତର୍ ଗହମ୍‌କେ ମର୍ ଅମାର୍‌କେ ଆଣା।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 8

ଚେଲାମ୍‌ନ୍ ସେ କ୍‌ତା ବା ଦ୍‌କାଇକ୍‌ରି କଇଲା କ୍‌ତାର୍ ଅର୍ଥ ବୁଜୁ ନାହାର୍‌ଲାଇ, ସେତାକ୍ ସେମ୍‌ନ୍ ସେରି ବୁଜାଇ ଦେତାର୍ ଗିନେ ଯୀଶୁକେ କଇଲାଇ। ଯୀଶୁ କଇଲା, “ ଜୁଇ ମାନାଇ ବ୍‌ଲ୍ ବିଆନ୍ ଲାଗାଇଲା ସେ ଖ୍ରୀଷ୍ଟର୍ ବାଟ୍ ଅଇଦ୍। ଜମି ଅମ୍‌ଲି ଜ୍‌ଗତ୍। ବ୍‌ଲ୍ ବିଆନ୍ ଇଶ୍ବରାର୍‌ ରାଇଜାର୍ ଲକ୍‌ମ୍‌ନ୍‌କେ ବୁଜାମ୍‌ଲି।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 9

“ବାଳୁଙ୍ଗାମ୍‌ନ୍ ସେମ୍‌ନ୍‌କେ ଚିନା କ୍‌ରେଦ୍ ଜୁଇଲକ୍ କ୍‌ରାପ୍ ଆତ୍‌ତି। ଜୁଇ ଶ୍‌ତ୍‌ରୁ ବାଳୁଙ୍ଗାମ୍‌ନ୍ ଲାଗାଇଲା କି ବୁଣିକ୍‌ରି ବାରିଗ୍‌ଲା ସେ ଅମ୍‌ଲା ଶଇତାନ୍। ଚାଷ୍ ଅମ୍‌ଲି ଜ୍‌ଗତାର୍ ଶେସ ଆର୍ ଚାଷ୍ କ୍‌ର୍‌ତା ଲକ୍‌ମ୍‌ନ୍ ଅମ୍‌ଲାଇ ଇଶ୍ବରାର୍ ଦୂତ୍‌ମ୍‌ନ୍।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 10

ଜ୍‌ଡେବ୍‌ଳ୍ ଜ୍‌ଗତ୍ ଶେସ୍ ଅଇଦ୍, ସ୍‌ଡେବ୍‌ଳ୍ ଦୂତ୍‌ମ୍‌ନ୍ ପାପାର୍ ସ୍‌ବୁ ଦଷକେ ଗଟେତ୍‌ଇ କ୍‌ରି ଲାଗ୍‌ତି ରିଲା ଜୟେ ବିତ୍‌ରେ ହ୍‌କାଇ ଦେତି, ଜୁଇତି କି କାନ୍ଦ୍‌ତାର୍ ଆର୍ ଦାତାର୍ କିଡିମିଡି ଅଇଦ୍। ସ୍‌ଡେବ୍‌ଳ୍ ଦ୍‌ର୍‌ମ୍ ଲକ୍‌ମ୍‌ନ୍ ସେମ୍‌ନ୍‌କାର୍ ଉବା ଇଶ୍ବରାର୍ ରାଇଜେ ବେଳ୍‌ହର୍ ଉଜାଳ୍ ଅଉତି।“

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 11

ଯୀଶୁ ଆରେକ୍ କଇଲା ଯେ ଜ୍‌ଗତ୍ ଶେସ୍ ଅଉତା ଟିକ୍ ଆଗେ ସେ ପୁର୍‌ତିବିକେ ଲେଉଟି ଆସେଦ୍। ସେ ଜ୍‌ନ୍‌କ୍‌ରି ପୁର୍‌ତିବି ଲ୍‌ଗେହ୍‌ଣି ସ୍‌ର୍‌ଗେ ଜାଇରିଲା, ସେ ଟିକ୍ ସେନ୍‌କ୍‌ରି ପୁର୍‌ତିବିକେ ଲେଉଟି ଆସେଦ୍। ତାର୍ ଗଟେକ୍ ଗ୍‌ଗାଳ୍ ରେଇଦ୍ ଆର୍ ସେ ଆକାଶାର୍ ମେଗ୍‌ମାଳାଇ ହ୍‌ଣି ଉତ୍‌ରି ଆସେଦ୍। ଯୀଶୁ ଜ୍‌ଡେବ୍‌ଳ୍ ଲେଉଟେଦ୍, ଜ୍‌ତିଲକ୍ ଖ୍ରୀଷ୍ଟାନ୍ ମ୍‌ନ୍ ମ୍‌ର୍‌ତି। ସେମ୍‌ନ୍ ମ୍‌ଲାତ୍‌ଇ ହ୍‌ଣି ଉଟ୍‌ତି ଆର୍ ତାକେ ଆକାଶେ ଦ୍‌କା କ୍‌ର୍‌ତି।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 12

ତାର୍‌ହ୍‌ଚେ ଜୁଇ ଖ୍ରୀଷ୍ଟାନ୍‌ମ୍‌ନ୍ ଜୀବନ୍ ରେତି ସେମ୍‌ନ୍ ମ୍‌ର୍‌ନେ ହ୍‌ଣି ବାଚିକ୍‌ରି ଖ୍ରୀଷ୍ଟାନ୍ ମ୍‌ନ୍‌କାର୍ ସ୍‌ଙ୍ଗ୍ ମିସିକ୍‌ରି ଆକାଶେ ଉଟାଇ ନେତି। ସେମ୍‌ନ୍ ସ୍‌ବୁଲକ୍ ସେତି ଯୀଶୁର୍ ସ୍‌ଙ୍ଗ୍ ରେତି। ତାର୍‌ହ୍‌ଚେ, ଯୀଶୁ ତାକାର୍ ଲକ୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ପୁରା ଶାନ୍ତି ଆର୍ ଗଟେତ୍‌ଇ ସ୍‌ବୁବ୍‌ଳ୍ ରେତି।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 13

ଜୁଇ ଲକ୍‌ମ୍‌ନ୍ ଯୀଶୁର୍ ତ୍‌ଇ ବିଶ୍ବାସ୍ କ୍‌ର୍‌ତି ସେମ୍‌ନ୍‌କେ ଗଟେକ୍ ମୁକୁଟ୍ ଦେତାର୍ ଗିନେ ସପତ୍ କ୍‌ଲାଆଚେ। ସେମ୍‌ନ୍ ଇଶ୍ବରାର୍ ସ୍‌ଙ୍ଗ୍ ପୁରା ଶାନ୍ତିରେ ବାସା କ୍‌ରି ଦିନ୍‌କାଳ୍ ବିତାଉତି।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 14

ମ୍‌ତର୍ ଜୁଇଲକ୍‌ମ୍‌ନ୍ ଯୀଶୁର୍‌ତ୍‌ଇ ବିଶ୍ବା ସ୍ ନ୍‌କେର୍‌ତି ସେମ୍‌ନ୍‌କାର୍ ବିଚାର୍ କ୍‌ରେଦ୍. ସେ ସେମ୍‌ନ୍‌କେ ନ୍‌ର୍କେ ଚାଡି ଦେଇଦ୍, ଜୁଇତି କାନ୍ଦ୍‌ତାର୍ ଆର୍ ଦାତା କିଡିମିଡି ଅଇଦ୍। ଅନ୍‌କ୍‌ରି ଗଟେକ୍ ଜୟ୍ ଜୁଇରି କ୍‌ବେ ହେଁ ଲିବି ନ୍‌କେରେ ଆର୍ ସ୍‌ବୁବ୍‌ଳ୍ ଲାଗ୍‌ତି ରେଇଦ୍, ଆର୍ କିଳାମ୍‌ନ୍ ସେମ୍‌ନ୍‌କେ କାମ୍‌କେ ବ୍‌ନ୍ଦ୍ କ୍‌ରି ନ୍‌କେର୍‌ତି।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 15

ଯୀଶୁ ଜ୍‌ଡେବ୍‌ଳ୍ ଲେଉଟେଦ୍, ସେ ପୁରାପୁରି ବାବେ ଶଇତାନ୍ ଆର୍ ତାର୍ ରାଇଜ୍‌କେ ନାଶ୍ କ୍‌ରେଦ୍। ଶଇତାନ୍‌କେ ଆର୍ ଇଶ୍ବର୍‌କେ ଆଗ୍ଯାବହ ଅଉତା ଅପେକ୍ଷା ତାର୍ ହ୍‌ଚେ ଜ୍‌ମ୍‌କେ ବାଚିରିଲା ସ୍‌ବୁଲକେ ନ୍‌ର୍କେ ହିଙ୍ଗେଦ୍ ଜୁଇତି କି ସ୍‌ବୁ ଦିନାର୍ ଗିନେ ହଡ୍‌ତି ରେତି।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 16

ଜ୍‌ନ୍‌କ୍‌ରି ଆଦମ୍ ଆର୍ ହବା ଇଶ୍ବରାର୍ କ୍‌ତା ନ୍‌ମାନ୍‌ଲାଇ ଆର୍ ଇ ଜ୍‌ଗତ୍‌କେ ପାପ୍ ମ୍‌ର୍‌ଡି କ୍‌ରାଇଲାଇ, ସେତାକ୍ ଇଶ୍ବର୍ ଇତାକେ ଅବିଶାପ୍ ଦିଲା ଆର୍ ଇତାକେ ନାଶ୍ କ୍‌ର୍‌ତାର୍ ଗିନେ ନିଷ୍ପତି ନିଲା। ମ୍‌ତର୍ ଗଟେଦିନ୍ ଇଶ୍ବର୍ ଗଟେକ୍ ନ୍‌ଉଆ ସ୍‌ର୍‌ଗ୍ ଆର୍ ନ୍‌ଉଆ ପୁର୍‌ତିବି ତିଆର୍ କ୍‌ରେଦ୍ ଜୁଇରି ସିଦ୍ଧ୍ ଆର୍ ପୁରା ଅଇଦ୍।

50. ୫୦. ଯୀଶୁ ଆରେଗଟ୍‌ତର କ୍‌ରେଦ୍ — illustration 17

ଯୀଶୁ ଆର୍ ତାର୍ ଲକ୍‌ମ୍‌ନ୍‌କେ ନ୍‌ଉଆ ପୁର୍‌ତିଲ୍‌ଗେ ବାସା କ୍‌ର୍‌ତି, ଆର୍ ଜୁଇସ୍‌ବୁ ରେଇଦ୍ ସେ ସ୍‌ବ୍‌କାର୍ ଉହ୍‌ରେ ସେ ସ୍‌ବୁବ୍‌ଳ୍ ରାଜତ୍ବ କ୍‌ରେଦ୍। ସେ ସ୍‌ବ୍‌କେ ଆସୁ ଆଣି ହୁଚି ଦେଇଦ୍ ଆର୍ କ୍‌ଷ୍ଟ, ଦୁକ୍, କାନ୍ଦ୍, କ୍‌ରାପ୍, ବା ମ୍‌ର୍‌ନ୍ ଅଇ ନ୍‌କେରେ। ଯୀଶୁ ଶାନ୍ତି ଆର୍ ନିୟାଏ ତାର୍ ରାଇଜ୍ ଉହ୍‌ରେ ର୍‌ଜତ୍ବ କ୍‌ରେଦ୍ ଆର୍ ସେ ତାର୍ ଲକ୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ ସ୍‌ବୁବ୍‌ଳ୍ ରେଇଦ୍।

ବାଇବଲାର୍ ଗଟେକ୍ କ୍‌ତା:ମାଥିଉ ୨୪:୨୪; ୨୮:୧୮; ଯୋହନ ୧୫:୨୦, ୧୬:୩୩; ପ୍ରକାଶିତ ୨:୧୦; ମାଥିଉ ୧୩:୨୪-୩୦, ୩୬-୪୨; ୧ଥେସଲନିକୀୟ ୪:୧୩-୫:୧୧; ଯାକୁବ ୧:୧୨; ମାଥିଉ ୨୨:୧୩; ପ୍ରକାଶିତ ୨୦:୧୦ ;୨୧:୧-୨୨:୨୧

Read in the reader

Free to use, adapt, and share under an open license (CC BY-SA 4.0).