1. ୧. ବନା୍ଏବାଟା

1. ୧. ବନା୍ଏବାଟା — illustration 1

ଅନ୍ତିକରି ପରମେଶ୍ବର ଆରମ୍ଭତି ସବୁଜିନିଷ୍କେ ସୃଷ୍ଟି (ବନାଏଲା)କରଲା। ହାଏ ଛ ଦିନ ଭିତରେ ଜଗତ ଆରି ଏଥିରେବା ସବୁ ଜିନିଷକେ ସୃଷ୍ଟି କରଲା। ପରମେଶ୍ବର ପୃଥିବୀକେ ସୃଷ୍ଟି କରଲାର ପାଚେ, ଏଟା ଅନ୍ଧକାର ଆରି ଖାଲି ରେଲା, କାଏକାଚେବଲେ୍ ପରମେଶ୍ବର ହାଏତି କାଇଟା ନା ବନାଏ ରେଲା। ମାତର ପରମେଶ୍ବର ର ଆତ୍ମା ଜଳ ଉପରେ ବୁଲ୍ତେରେଲା।

1. ୧. ବନା୍ଏବାଟା — illustration 2

ତାରପାଚେ ପରମେଶ୍ବର ବଲା୍, "ଉଜ୍ୱଲ ହୋଓ!" ଆଓରି ଉଜ୍ୱଲ ହୋଏଲା୍। ପରମେଶ୍ବର ଦୋଖାଲେ ଯେ ଉଜ୍ୱଲ ଅଚ୍ଛା ଆଏ ତେବେବଳି ଏଟାକେ "ଦିନ" ବୋଲି ବଲା୍। ଆରି ହାଏ ଏଟାକେ ଅନ୍ଧାରତିଲେ ଅଲଗା କରଲା ଯନଟାକେ ହାଏ "ରାତି" ବୋଲି ବଲା୍। ସୃଷ୍ଟିର୍ ପ୍ରଥମ ଦିନତି ପରମେଶ୍ବର ଉଜ୍ୱଲକେ ବନାଏଲା।

1. ୧. ବନା୍ଏବାଟା — illustration 3

ସୃଷ୍ଟିର ଦ୍ୱିତୀୟ ଦିନତି ପରମେଶ୍ବର ବଲା୍, "ଜଳ ଭିତର୍ଲେ ଗଟକ ଫାଙ୍କା ହୋଓ ଆଓରି ପାଣିକେ ଦୁଇ ଭାଗକର।” ଆଓରି ଗଟକ ଫାଙ୍କା ହୋଏଲା। ପରମେଶ୍ବର ହାଇ ଫାଙ୍କାକେ “ଆକାଶ” ବୋଲି ବଲା୍।

1. ୧. ବନା୍ଏବାଟା — illustration 4

ତୃତୀୟ ଦିନତି ପରମେଶ୍ବର ବଲା୍, "ପାଣି ଗଟକି୍ ଲଗେ ରୁଣ୍ଡା ହୋଓ ଆଓରି ଶୁକ୍ଳା ଭୂମି ଦୋଖାଦଓ।” ହାଏ ଶୁକ୍ଳା ଭୂମିକେ “ପୃଥିବୀ” ଆଓରି ପାଣିକେ “ସମୁଦ୍ର” ବୋଲି ବଲା୍। ପରମେଶ୍ବର ଦୋଖାଲା ଯେ ହାଏ ଯନ୍ଟା ବନାଏରେଲା ହାଏଟାମନ ସବୁ ଅଛା୍ରେଲା୍।

1. ୧. ବନା୍ଏବାଟା — illustration 5

ଆଓରି ପରମେଶ୍ୱର ବଲା୍, "ପୃଥିବୀ ସବୁ ପ୍ରକାର ଗଛ ଆରି ଲାଟାବୁଟାକେ ଅକ୍ରାଓ।” ଆଓରି ଅନ୍ତି ଆକା ହୋଏଲା। ପରମେଶ୍ବର ଦୋଖଲା ଯେ ହାଏ ଯନ୍ଟା ବନାଏରେଲା ହାଏଟା ଅଚ୍ଛାରେଲା।

1. ୧. ବନା୍ଏବାଟା — illustration 6

ସୃଷ୍ଟିର୍ ଚତୁର୍ଥ ଦିନତି୍, ପରମେଶ୍ବର ବଲା୍, "ଆକାଶତି ଆଲୋକ ହୋଓ।” ଆରି ବେଲ୍, ଯୋନ୍ ଆରି ତାରାମନ୍ ଦୋଖାଦେଲା। ପୃଥିବୀକେ ଆଲୋକ ଦେବା କାଚେ ଆରି ଦିନରାତି, ଋତୁ ଆଓରି ବର୍ଷ ଭିତରେ ପ୍ରଭେଦ କରିବା କାଚେ ପରମେଶ୍ବର ହାଏଟାମନକେ ସୃଷ୍ଟି କରଲା।

1. ୧. ବନା୍ଏବାଟା — illustration 7

ପଞ୍ଚମ ଦିନତି୍ ପରମେଶ୍ବର ବଲା୍, "ଜୀବମନ୍ ଜଳକେ ଭରି ଦିଅତ ଆରି ପକ୍ଷୀମାନେ (ଚେଢ଼େମନ) ଆକାଶରେ ଉଡ଼ତ୍। ଅନ୍ତିକରି ହାଏ ସବୁ ପ୍ରାଣୀକେ ସୃଷ୍ଟି କରଲା ଯନଟା କି ପାଣିତି ପହଁରୁଆତ୍ ଆରି ଚେଢ଼େମନ ଆକାଶ ତି ଉଡ଼ଆତ୍ ପରମେଶ୍ବର ଏଟା କେ ଭଲ ବୋଲି ଦେଖଲା ଆରି ହାଏଟାମନକେ ଆଶୀର୍ବାଦ କରଲା।

1. ୧. ବନା୍ଏବାଟା — illustration 8

ସୃଷ୍ଟିର ଷଷ୍ଠ ଦିନ୍ତି ପରମେଶ୍ବର ବଲା୍, "ମାଟିତି ରଙ୍ଗାବା ସବୁ ପ୍ରକାର ପ୍ରାଣୀ ହୋଓତ୍।”ଏଟା ପରମେଶ୍ୱର ବାକ୍ୟ ଅନୁସାରେ ହୋଏଲା। କେତେକ ପଶୁ ଘରେପଷବାଟା ହୋଇରେଲା, କେତେକ ମାଟିତି ରଙ୍ଗାବାଟା ଆରି କେତେକ ଜାର ଜୀବଜନ୍ତୁ ରେଲାଏ। ଆରି ପରମେଶ୍ବର ଦେଖଲା ଯେ ଏଟା ଅଚ୍ଛା ଆଚେ।

1. ୧. ବନା୍ଏବାଟା — illustration 9

ତାରପାଚେ ପରମେଶ୍ବର ବଲା୍, "ଆସା୍, ଆମି ମନୁଷ୍ୟକେ ଆମର ନିଜର ପ୍ରତିମୂର୍ତ୍ତିରେ ଆରି ଆମର ଅନ୍ତି ହୋଏସି। ହାଏ ପୃଥିବୀ ଆରି ସବୁ ପଶୁମାନ ଉପରେ ଶାସନ କରସି୍।”

1. ୧. ବନା୍ଏବାଟା — illustration 10

ତେଣୁ ପରମେଶ୍ବର ମାଟି ନେଇକରି ମନୁଷ୍ୟକେ ହାଇତିଲେ ସୃଷ୍ଟି କରଲା ଆରି ହାଇତି ଜୀବନର ନିଶ୍ୱାସ ପ୍ରଶ୍ୱାସ କର୍ଲା। ଇ ପୁରଷର ନାମ ଆଦମ ରେଲା୍। ଆଦମର ବାସ କରିବା କାଚେ ପରମେଶ୍ବର ଗୋଟକ୍ ବଡ଼ ଉଦ୍ୟାନ ତିଆର୍ କର୍ଲା ଆରି ଏଟାକେ ଯତ୍ନ କର୍ବାକାଚେ ଆଦମକେ ହାଇତାନେ ସଙ୍ଗାଏଲା।

1. ୧. ବନା୍ଏବାଟା — illustration 11

ହାଇ ବଗିଚାର୍ ମଜିତି ପରମେଶ୍ବର ଦୁଇଟା ବିଶେଷ ଗଛ ରୋପଲା୍ - ଜୀବନର ଗଛ୍ ଆରି ଭଲମନ୍ଦ ଜ୍ଞାନର ଗଛ୍। ପରମେଶ୍ବର ଆଦମକେ ବଲିରେଲା ଯେ ହାଏ ବଗିଚାର ଜୀବନର ଆରି ଭଲମନ୍ଦ ଜ୍ଞାନର ଗଛର ଛାଢି ହାଇ ବଗିଚାର୍ ରେବା କନିଚ୍ ଗଛର ଫଳକେ ଖାଏକେ ପାରସି୍। ଯଦି ହାଏ ହାଇ ଗଛର ଫଳ ଖାଏସି୍, ତେବେ ହାଏ ମରିଯାଏସି୍।

1. ୧. ବନା୍ଏବାଟା — illustration 12

ତାର୍ପାଚେ ପରମେଶ୍ବର ବଲା୍, ଗୋଟକ୍ ପୁରଷ ଏକ୍ଲା ରଏବାଟା ଅଚ୍ଛା ନୁଆଏ। ମାତର କନି ପ୍ରାଣୀ ଆଦମର ସାଥୀ ହୋଏକେ ନାପାରେତେ।

1. ୧. ବନା୍ଏବାଟା — illustration 13

ହାଇଟାକାଚେ ପରମେଶ୍ବର ଆଦମକେ ଭୟାଙ୍କାର ନିଦ୍ରାତି ଶୁଆଏଲା। ତାର୍ପାଚେ ପରମେଶ୍ବର ଆଦମର ଗୋଟକ୍ ହାଢାକେ ନେଇ ହାଇତାନ୍ଲେ ଗୋଟକ୍ ନାରୀ ସୃଷ୍ଟି କରି ଆଦମ ଲଗେ ଆଣଲା।

1. ୧. ବନା୍ଏବାଟା — illustration 14

ଆଦମ ତାକେ ଦୋଖି ବଲା୍, କନ୍ତିଚ ହୋ ଏ ତ ମୋର ଅନ୍ତା ଆଏ! ତାକେ 'ନାରୀ' ବଲାଯାଏସି, କାରଣ ହାଏ ନର ତାନଲେ ବନାଗଲାଆଚେ।” ଇଟାକାଚେ ପୁରୁଷ ନିଜର ଆୟା୍ବୁଆକେ ଛାଡ଼ି ନିଜର ସ୍ତ୍ରୀ ସଙ୍ଗେ ଏକ ହୋଇଯିବାଏ।

1. ୧. ବନା୍ଏବାଟା — illustration 15

ପରମେଶ୍ବର ନିଜର ପ୍ରତିମୂର୍ତ୍ତୀତି ନର ଆରି ନାରୀ କେ ସୃଷ୍ଟି କରଲା। ହାଏ ହାଏମନ୍କେ ଆଶୀର୍ବାଦ କରଲା ଆରି ହାଏମନ୍କେ ବଲା୍, ଠଖା ପିଲାଟକିକେ, ନାତିନାତନି୍ ଜନମ କରା ଆରି ପୃଥିବୀତି ପୂର୍ଣ୍ଣ କରା! ଆରି ପରମେଶ୍ବର ଦଖଲା ଯେ ହାଏ ସୃଷ୍ଟି କରିରେବା ସବୁ ଜିନିଷ ବହୁତ ଭଲରେଲା, ଆରି ହାଏ ସବୁର୍ ଉପରେ ଅଧିକ ସରଧା ହୋଏଲା। ସୃଷ୍ଟିର୍ ଷଷ୍ଠ ଦିନତି ଇ ସବୁ ଘଟ୍ଲା।

1. ୧. ବନା୍ଏବାଟା — illustration 16

ଯଡ଼ଦାଏ ସପ୍ତମ ଦିନ୍ ଆସଲା, ପରମେଶ୍ବର ଯନ୍ଟା କର୍ତେରେଲା ହାଏଟାକେ ସରାଏଲା। ହାଏ ସପ୍ତମ ଦିନ୍କେ ଆଶୀର୍ବାଦ କରଲା ଆରି ଏଟାକେ ପବିତ୍ର କରଲା, କାରଣ ହାଇ ଦିନେ ହାଏ ସବୁ ଜିନିଷ ସୃଷ୍ଟି କରି ସରାଏରେଲା। ଅନ୍ତିକରି ପରମେଶ୍ବର ଜଗତ ଆରି ହାଇତି ରେବା ସବୁ ବିଷୟ ସୃଷ୍ଟି କରଲା।

ଆଦିପୁସ୍ତକ ଅଧ୍ୟାୟ ୧-୨ ତାନର୍ ଗୋଟକ୍ ବାଇବଲର କାଓନି ।

Read in the reader

Free to use, adapt, and share under an open license (CC BY-SA 4.0).