2. ୨. ପାପ୍ ଜଗତତି୍ ଓଳୁଆଏ

2. ୨. ପାପ୍ ଜଗତତି୍ ଓଳୁଆଏ — illustration 1

ପରମେଶ୍ବର ହାଏମନ କାଚେ୍ ତିଆରି କରିରେବା ସୁନ୍ଦର ଉଦ୍ୟାନତି ଆଦମ ଆରି ତାର ସ୍ତ୍ରୀ ବହୁତ ସରଦା୍ ରେଲାଏ। ତିକର ଭିତରେ କୋନୀ ପୋଷାକ ନାପିନ୍ଧ୍ତେ ରେଲାଏ, ତଥାପି ଏଟା ହାଏମନ୍କେ କାକେ ଲଜ୍ଜିତ ନାକରଲା, କାରଣ ଦୁନିଆତି କାଇ ପାପ ନାରେଲା। ହାଏମନ୍ ପ୍ରାୟତ ହାଇ ବଗିଚାତି ବୁଲି ପରମେଶ୍ବର ସଙ୍ଗେ କଥାବାର୍ତ୍ତା ହୋଏଥେରେଲାଏ।

2. ୨. ପାପ୍ ଜଗତତି୍ ଓଳୁଆଏ — illustration 2

ମାତର ହାଇ ବଗିଚାତି ଗୋଟକ୍ ସାପ ରେଲା। ହାଏଟା ବହୁତ ଚତୁର ରେଲା। ହାଏ ମହିଳାକେ ପଚାର୍ଲା, ପରମେଶ୍ବର ତମ୍କେ ଇ ବଗିଚାଲେ କଣୀ ଗଛର ଫଳ ଖାଏବାକାଚେ ମନା କର୍ଲା ଆଚ୍ଚେ କି?

2. ୨. ପାପ୍ ଜଗତତି୍ ଓଳୁଆଏ — illustration 3

ହାଇ ସ୍ତ୍ରୀ ଉତ୍ତର ଦେଲା, "ପରମେଶ୍ବର ଆମକେ ବଲା୍ଆଚେ ଯେ ଆମି ଜୀବନର ଗଛ୍ ଆରି ଭଲମନ୍ଦ ଜ୍ଞାନର ଗଛ। ହାଇ ଗଛକେ ଛାଡ଼ି ଦେଇ ଅଳଗା କନିଚ୍ ଗଛର ଫଳ ଖାଏକେ ପାରବାସ୍। ପରମେଶ୍ବର ଆମ୍କେ ବଲା୍ଆଚେ ଯେ ଯଦି ତମି ହାଇ ଫଳକେ ଖାଏବାସ୍, କି ତମି ଛିଇବାସ୍ ତ ତମି ମରିବାସ୍।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 4

ସାପ ହାଇ ସ୍ତ୍ରୀକେ ଉତ୍ତର ଦେଲା, "ଏଟା ସତ୍ ନୁଆଏ! ତମି ନାମରାଆସ୍। ପରମେଶ୍ବର ଜାଣେ ଯେ ତମି ହାଇ ଫଳକେ ଖାଇବାର୍ ସଙ୍ଗେ ସଙ୍ଗେ ତମି ପରମେଶ୍ବର ଅନ୍ତା ହୋଏବାସ୍ ଆରି ତାରଅନ୍ତା ଭଲ ଆରି ମନ୍ଦ୍ କେ ବୁଝ୍କେ ପାରବାସ୍।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 5

ହାଇ ସ୍ତ୍ରୀ ଦୋଖାଲା୍ ଯେ ଫଳ ଟକା୍ ସୁନ୍ଦର ଆରି ସ୍ୱାଦ୍ ଦେଖାଯାଏଥେରେଲା। ହାଏ ମିଶା ଜ୍ଞାନୀ ହୋଏବାକାଚେ୍ ଚାହେଁଥେରେଲା, ହାଇଟାକାଛେ୍ ହାଏ ଫଳକେ ତଳା୍ ଆରି ଖାଏଲା। ତାର୍ପାଚେ ହାଏ ତାର ଖାଇରେବା ଫଳକେ ତାର ସ୍ୱାମୀକେ (ମୁନୁଷ)ଦେଲା ଆରି ହାଇ ମିଶା ଏଟାକେ ଖାଏଲା।

2. ୨. ପାପ୍ ଜଗତତି୍ ଓଳୁଆଏ — illustration 6

ହଠାତ୍ ତିକର୍ ଆଖି ଖୋଲିଗଲା, ଆରି ହାଏମନ୍ ଜାଣକେ୍ ପାଏଲା ଯେ ନାଙ୍ଗ୍ଡା ଆଚେତ। ହାଏମନ ନିଜର ପୋଷାକ ତିଆରି କରି ପତ୍ରକେ ସିଲାଏ କରି ନିଜର ଶରୀରକେ ଡାପା୍ କାଚେ ଚେଷ୍ଟା କର୍ଥେରେଲାଏ।

2. ୨. ପାପ୍ ଜଗତତି୍ ଓଳୁଆଏ — illustration 7

ତାର୍ପାଚେ ହାଇ ବ୍ୟକ୍ତି ଆରି ତାର ପତ୍ନୀ ବଗିଚାତି ବୁଲ୍ବା ସମୟତି ପରମେଶ୍ବର ସ୍ୱର୍ ଶୁଣଲାଏ। ଦୁନୋଓ ପରମେଶ୍ୱର ଲଗ୍ଲେ ଲୁକି୍ରେଲାଏ। ତାର୍ପାଚେ ପରମେଶ୍ୱର ହାଇ ପୁରୁଷକେ ଡାକ୍ଲା, “ତମି କୋନ୍ଲେଗେଆଚ୍ସ୍?” ଆଦମ ଉତ୍ତର ଦେଲା, "ମୁଁ ଶୁଣ୍ଲି ତୁଇ ବଗିଚାତି ବୁଲବିଆସ୍, ଆରି ମୁଇ ଡରିଗଲି, କାରଣ ମୁଇ ଲାଙ୍ଗ୍ଡା୍ ରେଲି। ହାଇଟାକାଚେ୍ ମୁଇ ଲୁକିରେଲି।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 8

ତାର୍ପାଚେ ପରମେଶ୍ବର ପଚାର୍ଲା, "ତମି ଲାଙ୍ଗ୍ଡା ଆଚ୍ସ୍ ବୋଲି କନାଏ ସାଙ୍ଗ୍ଲା? ମୁଇ ତମ୍କେ ଖାଏବାକାଚେ୍ ମନା କରିରେବା ଫଳକେ ଖାଏଲାସ୍ କି?" ହାଏ ଉତ୍ତର ଦେଲା, ତୁଇ ମୋକେ ଦେଇରେବା ସ୍ତ୍ରୀ ମୋକେ ହାଇ ଫଳ ଦେଲା। ତାର୍ପାଚେ ପରମେଶ୍ୱର ସ୍ତ୍ରୀକେ ପଚାରିଲା, “ତୁ ଏଟା କନ୍ତା କର୍ଲିସ୍?” ସ୍ତ୍ରୀ ବଲା୍, ସାପ ମୋକେ ଠଗ୍ଲା ଆଚେ।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 9

ପରମେଶ୍ବର ସାପକେ ବଲା୍, "ତୁଇ ଶ୍ରାପିତ ଆସ୍! ତୁଇ ତର ପେଟଦେଇ ବୁଲାବୁଲି କରବିସ୍ ଗଡ଼ି ମାଟିକେ ଚାଟିବିସ୍। ତୁଇ ଆରି ଇ ସ୍ତ୍ରୀ ପରସ୍ପରକେ ଘୃଣା କର୍ବାସ୍, ଆରି ତର ବଂଶ ଆରି ଏତାର୍ ପିଲାଟକିମନ ପରସ୍ପରକେ ଘୃଣା କର୍ବାଏ। ଇ ସ୍ତ୍ରୀର ବଂଶର ଲୋକ ତର ମୁଣ୍ଡକେ ଚୂର୍ଣ୍ଣ କରବାଏ ଆରି ତୁଇ ତାର ଗୋଇଠା କେ ଛାବସି୍।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 10

ତାର୍ପାଚେ ପରମେଶ୍ୱର ହାଇ ସ୍ତ୍ରୀକେବଲା୍, "ମୁଇ ତର ସନ୍ତାନ ପ୍ରସବ କରିବାଟାକେ ବହୁତ କଷ୍ଟଦାୟକ କରିବି। ତୁଇ ତର ସ୍ୱାମୀ କାଚେ ବହୁତ ଇଚ୍ଛା କରବିସ୍ ଆରି ହାଏ ତର ଉପରେ ଶାସନ କରସି୍।”

2. ୨. ପାପ୍ ଜଗତତି୍ ଓଳୁଆଏ — illustration 11

ପରମେଶ୍ୱର ହାଇ ପୁରଷ୍କେ ବଲା୍, "ତୁଇ ତୋର ସ୍ତ୍ରୀର କଥାକେ ଶୁଣଲିସ୍ ଆରି ମୋର କଥାକେ ନା ମାନ୍ଲିସ୍। ହାଇଟାକାଚେ ଭୂମି ଶ୍ରାପିତ ହୋଏଲା, ଆରି ଖାଦ୍ୟ ବଇବା କାଚେ ତକେ କଠିନ ପରିଶ୍ରମ କର୍ବାକାଚେ ପଡ଼୍ସି। ବର୍ତ୍ତମାନ ତୁଇ ମର୍ବିସ୍, ଆରି ତର୍ ଶରୀର ଧୂର୍ଳିତି ମିଶି୍ଯାଏସି। ଇ ବ୍ୟକ୍ତି ତାର ପତ୍ନୀର ନାମ ହବା ଦେଲା, ଯାହାର ଅର୍ଥ ଆଏ "ଜୀବନ ପ୍ରଦାନକାରୀ", କାରଣ ହାଏ ସବୁ ଜାତିର ମାତା ହୋଏସି୍। ଆରି ପରମେଶ୍ବର ଆଦମ ଆରି ହବାକେ ପଶୁ ଚାମଢା଼ର ତିଆରିହୋଇରେବା ପୋଷାକ ପିନ୍ଧାଏଲା।

2. ୨. ପାପ୍ ଜଗତତି୍ ଓଳୁଆଏ — illustration 12

ତାର୍ପାଚେ ପରମେଶ୍ବର ବଲା୍, “ଏବେ ମନୁଷ୍ୟ ଭଲ ଆରି ମନ୍ଦ ଜାଣ୍ବା୍ ଦ୍ୱାରା ଆମର ଅନ୍ତା ହୋଇଗଲାଆଚେ, ହାଇଟାକାଚେ ହାଏମନ୍କେ ଜୀବନର ଗଛର ଫଳକେ୍ ଖାଏବାକାଚେ ନାଦିଆସ୍, ନୋଏଲେ ହାଏମନ୍ ଚିରକାଳ ଜୀଇବାଏ।” ତେଣୁ ପରମେଶ୍ବର ଆଦମ ଆରି ହବାକେ ହାଇ ଉଦ୍ୟାନଲେ ନିକ୍ରାଏଦେଲା। ଆରି ଶକ୍ତିଶାଳୀ ଦୂତମନକେ ହାଇ ଉଦ୍ୟାନର ପ୍ରବେଶ ଦ୍ୱାରତି ଜାଗା୍ଏଲା ଯନ୍ତାକି ହାଇ ଗଛର ଫଳକେ ଆରି କନି ତଳିକରି ନା ଖାଏବାଏ।

ଆଦିପୁସ୍ତକ ଅଧ୍ୟାୟ ୩ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).