38. ୩୮. ଯୀଶୁକେ ଧରାଏ ଦେଉଆତ

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 1

ସବୁବର୍ଷେ ଯିହୁଦୀ ଲୋକମନ୍ ନିସ୍ତାରପର୍ବ କେ ମାନ୍ତେ ରେଲାଏ। ଇଟା ଏଟାକାଚେ ଗୋଟ୍କ ପରବ ରେଲା କି କତକ୍ ବରଷର୍ ଆଗେ ପରମେଶ୍ବର ତିକର୍ ଆଇ ଦାଦିମନ୍କେ ମିଶର ଦେଶର କମିଆ ତାନ୍ଲେ ଉଦାର କରିରେଲା। ପାକାପାକି ତିନ୍ ବରଷର ପାଚେ, ଯୀଶୁ ସବୁବାଟେ ପ୍ରଚାର ଓ ଶିକାଏବାଟା ଆରମ୍ କର୍ଲା । ଯୀଶୁ ନିଜର୍ ଚେଲାମନ୍କେ ବଲା୍ କି ହାଏ ଯିରୁଶାଲମତି ତିକର୍ ସଙ୍ଗେ ନିସ୍ତାରପର୍ବ ମାନ୍ବାକାଚେ ଚାହିଁସିଆଚେ ଛନ୍ ଆରି ତାକେ ହାଏତି ତାକେ ମର୍ତେମାରବାଏବେ।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 2

ଯୀଶୁର୍ ଯିହୂଦା ନାମର ଗୋଟ୍କ ଚେଲା ରେଲା। ପେରିତ୍ମନର ପଏସା ସଙ୍ଗାଏବା ତଏଲିର ଦାଇତ୍ତତି ରେଲା, ମାତର୍ ହାଏ ସବୁଦାଏ ହାଏତିଲେ ପଏସା ନିକ୍ରାଏତେରେଲା। ଯୀଶୁ ଆରି ତାର୍ ଚେଲାମନ୍ ଯିରୁଶାଲମତି କେଟବାର୍ ପାଚେ ଯିହୁଦା ଯିହୁଦୀ ନେତାମନର୍ ଲଗେ ଗଲା। ହାଏ ପଏସା ଦେଲେ ଯୀଶୁକେ ତିକର୍ ହାତେ ଦରାଏଦେଏସି୍ ବୋଲି ବଲା୍। ହାଏ ଜାନିରେଲା ଯେ ଯିହୂଦୀ ନେତାମନ୍ ଯୀଶୁକେ୍ ଖ୍ରୀଷ୍ଟ ବୋଲି ନା ମାନତେ୍ ରେଲାଏ। ହାଏ ଜାନିରେଲା ଯେ ହାଏମନ ତାକେ ମାର୍ବାକାଚେ ଚାହେଁବା ଆଚେତ୍।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 3

ମହାଯାଜକମନର୍ ବଲ୍ବାକେ ଯିହୁଦୀ ନେତାମନ୍ ଯିହୁଦାକେ ତିରିଶ୍ଟା ରୂପା ଶିକ୍କା ଦେଲାଏ। ଏଟା ଅନ୍ତି ଆକା ହୋଏଲା ଯନ୍ତା କି ଭବିଷ୍ୟ‌ଦ୍‌ବକ୍ତାମନ ହୋଏସି ବୋଲି ବୋଲିରେଲାଏ। ଯିହୁଦା ରାଜି ହୋଇ ପଏସା ନେଇଗଲା। ହାଏ ଯୀଶୁକେ ଗିରଫ କର୍ବାର ସାହାଯ୍ୟ କର୍ବାକାଚେ ଗୋଟ୍କ ମଓକା ଡଗ୍ରାଏତେରେଲା।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 4

ଯିରୁଶାଲମତି, ଯୀଶୁ ନିଜର୍ ଚେଲାମନ୍କେ ସଙ୍ଗେ ନିସ୍ତାରପର୍ବ ମନା୍ଏଲା। ନିସ୍ତାରପର୍ବର ଖାଏବାଦାଏ, ଯୀଶୁ ରୋଟି ନେଇ କରି ଏଟାକେ ଭାଙ୍ଗ୍ଲା। ହାଏ ବଲା୍, "ଏଟାକେ ନିଆ ଆରି ଖାଅ। ଏଟା ମୋର ଶରୀର ଆଏ ଜନ୍ଟା ମୁଇ ତମ୍ରକାଚେ ଦେବିଆଚି। ମୋକେ ହେତକର୍ବା କାଚେ ଏଟା କରା।” ଅନ୍ତି ଆକା, ଯୀଶୁ ହାଏମନ୍କେ ବଲା୍ କି ତମର କାଚେ ମୁଇ ମରି୍ବେ, ବଲେ୍ ହାଏ ତିକରକାଚେ୍ ତାର ନିଜର୍ ଶରୀରକେ ବଳିଦାନ ଦେଏସି୍।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 5

ତାର୍ପାଚେ ଯୀଶୁ ଗୋଟ୍କ ଦ୍ରାକ୍ଷାରସର୍ ଦରି ବଲା୍, "ଇଟାକେ ପିଆ। ଏଟା ହୋଏସି ଆଚେ ନୂଆ ଚୁକ୍ତି ଜନ୍ଟା ମୋର ବନିଆଏ ଏଟାକେ ମୁଇ ଝରାଏଦେବି ଜନ୍ଟାର୍ ଲାଗି ମାପୃ ତମର ପାପକେ କେମା କରସି୍। ସବୁହାର ଇଟାକେ ପିଇବା ଦାଏ ମକେ ହେତ୍ କରବାକାଚେ କରା ଜନ୍ଟା ଏବେ ମୁଇ କର୍ଲିଆଚି।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 6

ତାର୍ପାଚେ ଯୀଶୁ ନିଜର ଚେଲାମନ୍କେ ବଲା୍, “ତୁମର୍ ଭିତର୍ର ଗୋଟ ଲୋକ୍ ମକେ ଦରାଏଦେବାସ୍ବେ।” ଚେଲା ମନ୍ ବକୁଆ ହୋଇଗଲାଏ, ଆରି ପଚାର୍ଲାଏ କନାଏ ଅନ୍ତି କର୍ସି। ଯୀଶୁ ବଲା୍, "ଜନାଏ ମକେ ଅନ୍ତି କର୍ସି, ମୁଇ ତାକେ ଇ ରୋଟି ଦେବି।” ତାର୍ପାଚେ ହାଏ ହାଇ ରୋଟିକେ ଯିହୁଦାକେ ଦେଲା।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 7

ହାଇ ରୋଟି କେ ନେଲାର୍ ପାଚେ ଶୟତାନ ଯିହୁଦାର୍ ଭିତରେ୍ ଓଲା୍। ଯିହୂଦା ନିକ୍ରିକରି ଯିହୂଦୀ ନେତାମନର୍ ଲଗେ ଯୀଶୁକେ ଧରାଏଦେବା କାଚେ ଗଲା। ଏଟା ରାତିର୍ ଦାଏ ହୋଇରେଲା।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 8

ଖାଏଲାର୍ ପାଚେ, ଯୀଶୁ ଆରି ତାର୍ ଚେଲାମନ୍ ଜୀତ୍ ପର୍ବତତି ଗଲାଏ। ଯୀଶୁ ବଲା୍, "ତମି ସବୁ ଆଜି ରାତିକେ ମୋକେ ଛାଡି କରି ଯିବାସବେ। ଶାସ୍ତ୍ରତି ଲେଖାଆଛଜ, 'ମୁଇ ଗାଇଦରିକେ ମାର୍ବି ଆରି ସବୁ ମେଣ୍ଢମେଣ୍ଢି ଏନ୍ ହାନେ ପଲାଏବାଏ।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 9

ପିତର ଉତ୍ତର ଦେଲା, " ସବୁ ତକେ ଛାଡ଼ଲେ ମିଶା, ମୁଇ ତକେ ନା ଛାଡି!" ତାର୍ପାଚେ ଯୀଶୁ ପିତରକେ ବଲା୍, "ଶୟତାନ ତମକେ ସବୁକେ ନେବାକାଚେ ଚାଏଶି ଆଚେ, ମାତର୍ ହେ ପିତର, ମୁଇ ତର କାଚେ ପାର୍ଥନା କର୍ଲି ଆଚି ଯନ୍ତାକି ତୁଇ ବିଶ୍ବାସ ତାନ୍ଲେ ନାଗୁଛବିସ୍। ହୋଏଲେମିଶା, ଆଜି ରାତିର୍ କୁକୁଡ଼ା ଡାକ୍ବାର ଆଗେ, ତୁଇ ତିନ୍ ହାର ମୁଇ ତାକେ ନା ଜାନି ବୋଲି ବୋଲବିସି୍।”

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 10

ପାଚେ ପିତର ଯୀଶୁକେ ବଲା୍, "ମୁଇ ମର୍ଲେ ମିଶା, ତକେ 'ମୁଇ ନା ଜାନି ବୋଲି' ନା ବୋଲି!" ଅଲ୍ଗା ସବୁ ଚେଲାମନ ମିଶା ଅନ୍ତି ଆକା ବଲା୍ଏ।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 11

ତାର୍ପାଚେ ଯୀଶୁ ନିଜର ଚେଲାମନସଙ୍ଗେ ଗେଥ୍ସେମନି ନାମର୍ ଗୋଟକ୍ ଜାଗାତି ଗଲାଏ। ଯୀଶୁ ଚେଲା୍ମନକେ ପ୍ରାର୍ଥନା କର୍ବାକାଚେ ବଲା୍ ଯନ୍ତା କି ଶୟତାନ ତିକେ ପରୀକ୍ଷା ନା କର। ତାର୍ପାଚେ ଯୀଶୁ ନିଜେ ମିଶା ପ୍ରାର୍ଥନା କର୍ବାକାଚେ ଗଲା।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 12

ଯୀଶୁ ତିନ୍ ହାର୍ ପ୍ରାର୍ଥନା କର୍ଲା, "ଏ ମର ବୁଆ, ଯଦି ହୋଏସି ବୋଲେ୍, ଦୟାକରି ମକେ ଇ ଦୁଃକର୍ ପାନୀ ପିଇବାକାଚେ ନା ଦେଏ। ମାତର୍ ଯଦି ଲୋକମନର୍ ପାପକେ କ୍ଷମା କର୍ବାକାଚେ ଅଳଗା କାଇ ଉପାୟ ନିଆଏ ବ୍ଲେ, ତେବେ ତର ଇଚ୍ଛା ଅନୁସାରେ ହୋ। ଯୀଶୁ ଠକ୍ ଗାବ୍ରା ହୋଇରେଲା ଆରି ପସନା ବନି ଅନ୍ତା ହୋଇଯାଇରେଲା। ମାପୃ ତାକେ ଶକ୍ତି ଦେବାକାଚେ ଗୋଟ୍କ ଦୂତକେ ପଟାଏଲା।

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 13

ସବୁହାର ପ୍ରାର୍ଥନାର୍ କରି୍, ଯୀଶୁ ନିଜର୍ ଚେଲାମନ୍ ଲଗେ ଆସିଲା୍, ମାତର୍ ହାଏମନ ଶୋଇରେଲାଏ। ଜଡ଼ଦାଏ ଯୀଶୁ ତୃତୀୟ ହାର କାଚେ ଆସିଲା, ଯୀଶୁ ବଲା୍, "ଉଟାବେ! ଇ ତାନେ ମକେ ଦରାଏଦେବା ମାନେ ଆଚେ।”

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 14

ଯିହୁଦୀ ନେତାମନ୍, ସେନା ଆରି ଠକା୍ ଲୋକ ସଙ୍ଗେ ଆସ୍ଲାଏ। ହାଏମନ ଖଣ୍ଡା ଆରି ଡା୍ଙ୍ଗ ଧରିରେଲାଏ। ଯିହୂଦା ଯୀଶୁର ଲଗେ ଆସି ତାକେ୍ ବଲା୍, “ଗୁରୁ, ଜୁଆର୍” ଆରି ତାକେ ଚୁମା୍ଲା୍। ଯିହୁଦୀ ନେତାମନ୍ ଲଗେ ଗିରଫ ହଏବା ଲକେ୍ ଦକାଏବାକାଚେ ହାଏ ଅନ୍ତି କରିରେଲା। ତାର୍ପାଚେ ଯୀଶୁ ବଲା୍, “ଯିହୂଦା, ତୁଇ ମକେ ଚୁମା ଦେଇ ଦରାଏଦେବି ଆସ୍ କି?”

38. ୩୮. ଯୀଶୁକେ ଧରାଏ ଦେଉଆତ — illustration 15

ଜଡ଼ଦାଏ ହାଏ ସେନାମନ୍ ଯୀଶୁକେ ଧର୍ବାଦାଏ ପିତର ଖଣ୍ଡା ନିକ୍ରାଏ କରି୍ ମହାଯାଜକର ଗୋଟକ୍ ଦାସର୍ କାନ୍ କେ କାଟି ଦେଲା। ଯୀଶୁ ବଲା୍, "ଖଣ୍ଡା କେ ସଙ୍ଗାଓ! ମୁଇ ମୋର ବୁଆକେ ବଲେ୍କେ ପରତି ମକେ ରକ୍ଷା କର୍ବା କାଚେ ସରଗ୍ ଦୂତ ମନ୍କେ ପଠାଏତା। ମାତର୍ ମକେ ମୋର ବୁଆର କଥା ମାନ୍ବାକେ ପଡିସି୍।” ତାର୍ପାଚେ ଯୀଶୁ ହାଇ ଲୋକର କାନ୍କେ ଅଚ୍ଚାକରି ଦେଲା। ଏତାର୍ ପାଚେ ସବୁ ଚେଲାମନ୍ ପଲା୍ଏଲାଏ।

ମାଥିଉ ୨୬:୧୪-୫୬; ମାର୍କ ୧୪:୧୦-୫୦ ; ଲୂକ ୨୨:୧-୫୩; ଯୋହନ ୧୨:୬; ୧୮:୧-୧୧ ତାନର୍ ଗୋଟକ୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).