39. ୩୯. ଯୀଶୁର ବଏଟକ୍ ଚଲୁଆଏ
ଏଟା ମଜି ରାତି୍ ରେଲା। ହାଇ ସେନାମନ ଯୀଶୁକେ ମହାଯାଜକର ଘରେ ଆନ୍ଲା୍ଏ, ହାଏମନ ଯୀଶୁକେ ପ୍ରଶ୍ନ ପଚା୍ର ବାକେ ହୋଏତେରେଲା୍ଏ। ଦୂର୍ଲେ ପିତର ତିକର୍ ପିଟିପିଟି ଯାଏତେ ରେଲା। ଜଡ଼ଦାଏ ସେନାମନ ଯାଶୁକେ ଘରେ ନେଲା୍ଏ, ପିତର ବାହାରେ ତେବ୍ଲା ଆରି ଜଏ୍ ଛେକ୍ତେରେଲା୍।
ଘର ଭିତ୍ରେ, ଯିହୁଦୀ ନେତାମନ୍ ଯୀଶୁର ବିରୁଦ୍ତି କାମ୍ କର୍ଲାଏ। ହାଏମନ୍ ତାର ବିରୁଦ୍ତି ମିଚ୍ ବଲ୍ବାବା କାଚେ ଠକା୍ ମିଥ୍ୟା ସାକ୍ଷୀମନ୍କେ ଆନି୍ରେଲାଏ। ହୋଏଲେମିଶା୍, ତିକର୍ କଥାବାର୍ତ୍ତା ତିକର ଭିତରେ୍ ନା ମିଶ୍ତେ ରେଲା୍, ହାଇଟାକାଚେ୍ ଯିହୂଦୀ ନେତାମନ୍ ଦୋଷୀ ଆଏ ବଲି୍ ପ୍ରମାଣ କର୍କେ ନା ପାର୍ଲାଏ। ଯୀଶୁ କାଇଚି୍ ନା ବଲା୍।
ଶରା୍ଶରିକେ, ମହାଯାଜକ ସିଦା ଯୀଶୁର ବାଟେ ଦକି୍ କରି ବଲା୍, "ଆମ୍କେ ସାଙ୍ଗ୍, ତୁଇ ଜୀବ୍ତ୍ ମାପୃର୍ ବେଟାଆସ୍ କି?
ଯୀଶୁ ବଲା୍, “ମୁଇ ଆଏ, ଆରି ତମି ମକେ ପରମେଶ୍ୱର୍ ସଙ୍ଗେ ବସି୍ରେବାଟା ଆରି ସରଗ୍ ତାନ୍ଲେ ଆସ୍ବାଟା ଦକ୍ବାସ୍।” ମହାଯାଜକ ଯୀଶୁର କଥା ଉପରେ ଠକା୍ ରିଶା ହୋଇ ନିଜର ପୋଷାକ୍କେ ଚିରି୍ ପକାଏଲା। ହାଏ ଅଲ୍ଗା ନେତାମନ୍କେ କଲା୍ର ହୋଇ ବଲା୍, "ଇ ଲକ୍ କାଏ କର୍ଲାଆଚେ ହାଇଟା ସାଙ୍ଗ୍ବାବା କାଚେ ଆମ୍କେ ଆରି ସାକ୍ଷୀର ଦରକାର୍ ନିଆଏ!ତମି୍ ନିଜେ ଶୁନ୍ଲାଆସ୍ ତାର୍ ବଲା୍ଟା କି ହାଏ ମାପୃ ବେଟା ଆଏ ବୋଲି। ତମି ତାର୍ ବିଷୟତି କାଏ ବଲ୍ବାସ୍?"
ସବୁ ଯିହୁଦୀ ନେତାମନ୍ ମହାଯାଜକକେ ଉତ୍ତର ଦେଲାଏ, "ହାଏ ମର୍ବାର୍ ଯୋଗ୍ୟ ଆଏ!" ତାର୍ପାଚେ ହାଏମନ ଯୀଶୁର୍ ଆଖିତି ପାଟି ବାନ୍ଦିଦେଲାଏ, ତାର ଉପ୍ରେ ତୁକ୍ଲାଏ, ତାକେ ମାର୍ଲାଏ, ଆରି ତାର୍ ମଜା୍କ୍ ଉଢାଏ ଲାଏ।
ଆରି ପିତର ଘରର ବାଆରେ ଜାଗି ରଲାଦାଏ। ଗୋଟ୍କ ସାନ୍ ଚାକର୍ନି ଟକି୍ ତାକେ ଦକ୍ଲା। ହାଏ ତାକେ୍ ବଲା୍, "ତୁଇ ମିଶା ଯୀଶୁର୍ ସଙ୍ଗେ୍ ରେଲିଇସ୍!" ପିତର୍ ନୁଆଏ ବଲା୍। ତାର୍ପାଚେ ଅଲଗା୍ ଟକି୍ ଗୋଟକ୍ ଅନ୍ତି ଆକା ବଲା୍ ମାତର୍ ପିତର୍ ଆଓରିହାରକ୍ ନୁଆଏ ବଲି ବଲା୍। ଶରାଶରିକେ୍, କନ୍ କନ୍ ବଲା୍ଏ "ହାମି ଜାନୁ ତୁଇ ଯୀଶୁର୍ ସଙ୍ଗେ୍ ରେଲିଇସ୍, ତମି ଦୁନ୍ ଗାଲିଲୀଲେ ଆସ୍।
ତର୍ପାଚେ ପିତର୍ ବଲା୍, “ଯଦି ମୁଇ ଇ ଲୋକେ୍ ଜାନି ଆଲେ, ପରମେଶ୍ୱର ମକେ ଶରାପ୍ ଦେଓ!" ପିତର୍ ଅନ୍ତି କିର୍ଆ ପାଢୁ ପାଢୁ ଗୋଟ୍କ କୁକ୍ଡ଼ା ଡାକ୍ଲା। ଯୀଶୁ ପିଟି ଉଲ୍ଟି କରି୍ ପିତର୍କେ ଦକ୍ଲା।
ପିତର ହାଇଲଗଲେ ଉଟିଗଲାଆ ଆରି ସୁଇକି ସୁଇକି କାନ୍ଦ୍ଲା। ହାଡ଼କି୍ଚ୍ ଦାଏ, ଯିହୂଦା ଜନାଏ ଯୀଶୁକେ ଦରାଏଦେଇରେଲା୍, ଯିହୁଦୀ ନେତାମନ ଯୀଶୁକେ ମର୍ତେ ମାର୍ବାଟା ଦକିକରି। ହାଏ ଠକା୍ ଦୁକ୍ ହୋଏଲା ଆରି ଯାଇକରି ନିଜେ ଉଚ୍କି ହୋଏଲା।
ହଡ଼କିଦାଏ ହାଇ ଦେଶର୍ ରାଜା ପୀଲାତ ରେଲା। ହାଏ ରୋମରାଜ୍ୟର କାଚେ୍ କାମ କର୍ତେରେଲା। ଯିହୂଦୀ ନେତାମନ ଯୀଶୁ ତାର୍ ଲଗେ୍ ଆନ୍ଲାଏ। ତିକର୍ ଇଚାରେଲା କି ପୀଲାତ ତାକେ ଫାସି୍ ଦଣ୍ଡ୍ ଦେଓ ଆରି ତାକେ ମର୍ତେ ମାରିଦୋ। ପୀଲାତ ଯୀଶୁକେ ପଚାର୍ଲା, "ତୁଇ ଯିହୂଦୀମନର୍ ରାଜା ଆସ୍ କି?"
ଯୀଶୁ ଉତ୍ତର ଦେଲା, "ତୁଇ ସତ ବଲ୍ସି। ମାତର୍ ମର୍ ରାଜ୍ୟ ପୃଥିବୀତି ନିଆଏ। ଯଦି ରେଏତା ବଲେ୍ ମର୍ ସେନାମନ ମର୍ କାଚେ ଯୁଦ୍ଧ କର୍ତାଏ। ମୁଇ ମାପୃର ବିଶୟତି ସତେ ବଲ୍ବାକାଚେ ପୁର୍ତୀବିତି ଆଇଲି ଆଚି। ଜନ୍ମନ୍ ସତେ୍ଟାକେ ପସନ୍ଦ କରବାଏ ହାଏମନ ମର୍ କଥାକେ ଶୁନବାଏ। ପୀଲାତ୍ ବଲା୍, “ତେବେ ସତେ୍ କାଏଟା ଆଏ?”
ଯୀଶୁର ସଙ୍ଗେ କଥାବାର୍ତ୍ତା କର୍ଲା ପାଚେ୍, ପୀଲାତ ନିକ୍ରି କରି ଲୋକମନ ଲଗେ ଯାଇ ବଲା୍, “ମୁଇ ପାଶି ଦଣ୍ଡ ଦେବା ଲାଇଗର୍ କାଇ ଦଷ୍ ଏତାର୍ ତାନ୍ଲେ ନା ପାଏଲି।” ମାତର୍ ଯିହୂଦୀ ନେତାମନ୍ ଆରି ଲୋକ୍ମନ୍ କଲା୍ର ହୋଇ ହୋଇ ବଲା୍ଏ "ତାକେ କୁରୁଶ୍ ତାନେ ଚେଗାଆ!" ପୀଲାତ ଉତ୍ତର ବଲା୍, "ହାଏ କାଇଚ୍ ଦୋଶ୍ ନା କର୍ଲା ଆଚେ୍।”ମାତର୍ ହାଏମନ୍ ଆଓରି ଠକା୍ କଲାର ହୋଇ ବଲା୍ଏ। ତାର୍ପାଚେ ପୀଲାତ୍ "ହାଏ ଦୋଷୀ ନୁଆଏ କି କାଇଚ୍ ଦୋଷ୍ ନା କର୍ଲା ଆଚେ।” ଅନ୍ତି ପୀଲାତ୍ ତିନ୍ ହାର ତକ୍ ବଲା୍ ଆରି ଏଟା ତିନ୍ ହାର ଟା ଆଏ।
ପୀଲାତ ଡରିଗଲା୍ କି ଲକ୍ ମନ୍ ଦଙ୍ଗାକର୍ବାଏ ବଲି, ହାଇଟାକାଚେ୍ ହାଏ ଯୀଶୁକେ ତାର୍ ସେନାମନ୍ ଯୀଶୁକେ କୁରୁଶ୍ ତି ଚେଗାଓତ୍ ବୋଲି ମାନ୍ଲା। ରୋମୀୟ ସେନାମନ ଯୀଶୁକେ ଚାପ୍ଡ଼ା ମାରି ତାକେ ରାଜା ଲୋକର୍ ପଷାକେ୍ ପିନ୍ଦାଏ ତାର୍ ମୁଣ୍ଡେ୍ କାଟାତି ବନାଏରେବା୍ ମୁକୁଟ୍ କେ ପିନ୍ଦାଏଲା୍ଏ, ଆରି ତାର୍ ମଜାକ୍ ଉଢାଏ, ବୋଲା୍ଏ "ଦକି୍ଦକାରେ୍ ଯୀହୂଦି ମନର୍ ରାଜାକେ!"
ମାଥିଉ ୨୬:୫୭-୨୭:୨୬; ମାର୍କ ୧୪:୫୩-୧୫:୧୫; ଲୂକ ୨୨:୫୪-୨୩:୨୫; ଯୋହନ ୧୮:୧୨-୧୯:୧୬ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).