40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 1

ଯୀଶୁର ମଜାକ୍ ଉଢାଏଲା ପାଚେ୍, ସେନାମନ୍ ତାକେ କୁରୁଶ୍ ତି ମାର୍ବାକାଚେ୍ ନେଲାଏ୍। କୁରୁଶ୍ କେ ନିଜେ ବଇକରି ନେଲା୍ ଜନ୍ କୁରୁଶ୍ ତି ହାଏ ମର୍ସିବେ।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 2

ହାଇ ସେନାମନ୍ ଯୀଶୁକେ “ଖପୁରୀ” ବଲ୍ବା ଜାଗାତି ଆନି୍ ତାର ହାତ୍ ଗଢ଼କେ କୁରୁଶ୍ ତାନେ୍ ଟାଙ୍ଗ୍ଲାଏ। ମାତର୍ ଯୀଶୁ ବଲା୍, ବୁଆ, ଇକେ କ୍ଷମା କର୍, କାରଣ ଏମନ୍ କାଏକର୍ବାତ୍ ହାଇଟା ନା ଜାନେଏତ୍। ହାଏମନ୍ ତାର୍ ମୁଣ୍ଡେ ଉପରେ୍ ଗୋଟ୍କ୍ ଫାରା ମିଶା୍ ଟାଙ୍ଗିରେଲା୍ଏ। ହାଏତି ଏଟା ଲେକାରେଲା୍, "ଯିହୂଦୀମନର ରାଜା।” ପୀଲାତ ତିକେ ଲେକ୍ବା କାଚେ୍ ବଲିରେ୍ଲା।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 3

ଏତାର୍ ପାଚେ୍ ସେନାମନ୍ ଯୀଶୁର୍ ପଶା୍କେ କାଚେ୍ ଚିଟି ପକାଏଲା୍ଏ। ଜଡ଼ଦାଏ ହାଏମନ୍ ଅନ୍ତି କର୍ଲାଏ, ତେବେ ଗୋଟ୍କ୍ ଭବିଷ୍ବାନିକେ ହାଏମନ୍ ପୂରା କର୍ଲାଏ, ଜନ୍ଟା ବଲା୍ ଯାଇରେଲା୍, "ହାଏମନ୍ ମର ପଷାକେ୍ ତିକର୍ ଭିତରେ୍ ବାଟା କର୍ବାଏ, ଆରି ମର୍ ପଷାକ୍ କାଚେ୍ ଚିଟି ପକା୍ଏ ବାଏ।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 4

ହାଏତି୍ ଦୁଇଟା ଚୋର୍ମନ୍ ମିଶା ରେଲା୍ଏ, ଜନ୍ମନ୍କେ ହାଢ଼କିଦାଏ ଆକା କୁରୁଶ୍ତି ଟାଙ୍ଗି୍ରେଲାଏ। ତିକେ ଯୀଶୁର୍ ଦୁଇବାଟେ ଚେଗାଏରେଲାଏ ଗୋଟ୍କେ ଡେବ୍ରୀ ଆରି ବୁଜ୍ନି ବାଟେ। ତିକର୍ଭିତ୍ରଲେ ଗୋଟକ୍ ଚୋର୍ ଯୀଶୁର୍ ମଜାକ୍ ଉଢାଏଲା୍, ମାତର୍ ଅଲ୍ଗା ଚୋର୍ ବଲା୍, "ତୁଇ ମାପୃକେ ନା ଡରିସି୍ କି, ହାଏ ତକେ୍ ଦଣ୍ଡ ଦେଏକେ୍ ପରେ୍? ଆମି ଠକା୍ ଖରାପ୍ କାମ କର୍ବାର୍ ଲାଗିବଲି୍ ଦୋଷୀ ଆଏ, ମାତର୍ ଇ ମାନେ୍ ନିର୍ଦ୍ଦୋଷ ଆଏ।” ତାର୍ପାଚେ୍ ହାଏ ଯୀଶୁକେ୍ ବଲା୍, “ତୁଇ ଜଢ଼ଦାଏ ତର୍ ରାଜ୍ୟତି ଆସ୍ବିସ୍, ଦୟାକରି ମୋକେ ହେତ୍କର୍।” ଯୀଶୁ ଉତ୍ତର ଦେଲା୍, ଆଜି ତୁଇ ମୋର୍ ସଙ୍ଗେ ସର୍ଗେ ରଏବିସ୍।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 5

ଯିହୂଦୀ ନେତା ଆରି ଅଲ୍ଗା ଲୋକ୍ମନ୍ ଯୀଶୁର୍ ମଜାକ୍ ଉଡାଏଲା୍ଏ। ହାଜମନ୍ ତାକେ୍ ବଲା୍ଏ, "ଯଦି ତୁଇ ମାପୃର୍ ବେଟା ଆସ୍, କୁରୁଶ୍ ତାନ୍ଲେ ଉତରି୍ ନିଜ୍କେ ରକ୍ଷା କର! ତେବେ ଆମି ତକେ ବିଶ୍ୱାସ କର୍ବୁ।”

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 6

ତାର୍ପାଚେ ହାଇ ଦେଶ୍ ଉପରେ ବାଦ୍ଲି ସବୁ କାଲା୍ ହୋଇଗଲା୍, ଇ ଘଟନ୍ ମୁଣ୍ଡେବେଲା୍ର ଦାଏ ହୋଇରେଲା୍ ହଏଲେ ମିଶା୍ ହାଇ ଦିନର୍ ମୁଣ୍ଡେବେଲାର୍ ଦାଏ ଅନ୍ଦାର୍ ହଈରେଲା୍। ଆରି ତିନ୍ ଘଣ୍ଟା ତକ୍ ଅନ୍ଧାର ହଇରେଲା୍।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 7

ତାର୍ପଚେ ଯୀଶୁ କଲା୍ର ହଇକରି ବଲା୍, "ଏଟା ସର୍ଲା! ବାବା, ମୁଇ ମର୍ ଆତ୍ମାକେ ତର ହାତେ ଦେବିଛି।” ତାର୍ପାଚେ ହାଏ ମୁଣ୍ଡକେ ଲୁଆଁଲା୍ ଆରି ନିଜର୍ ଜୀବନକେ ତିଆଗ୍ଲା୍। ଜଢ଼ଦାଏ ହାଏ ମରି୍ଗଲା୍ ହାଇଲେଗେ୍ ଭୂକମ୍ପ ହୋଇଲା। ମାପୃର ଆରି ମାନେର୍ ମଜେକେ ରେବା ପରଦା ଜନ୍ଟା ମାନେକେ। ଆରଗ ମାପୃକେ ଅଲଗ୍ କର୍ତେ ରେଲା ହାଇଟା ଉପର୍ଲେ ତଲେ ଚିରି ହୋଇ ଦୁଇ ଭାଗ ହୋଏଲା୍।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 8

ତାର୍ ମର୍ବାର ଲାଗି ବଲି, ଯୀଶୁ ଲୋକମନ୍କେ ମାପୃର୍ ଲଗେ ଆସ୍ବାବା କାଚେ ବାଟ କଲିଦେଲା। ଯୀଶୁକେ୍ ଦକାରାକା କର୍ତେ ରେବା ଗୋଟ୍କ ସେନା ଇ ସବୁ ଗଟ୍ନା ଦକି ବଲା୍, "ସତେ ଆକା ଏ ନିର୍ଦ୍ଦୋଷ ରେଲା୍। ଏ ପରମେଶ୍ବର ର ବେଟା ଆଏ୍।

40. ୪୦. ଯୀଶୁକେ କୁରୁଶ୍ ତାନେ ଚେଗାଉ ଆତ୍ — illustration 9

ତାର୍ପାଚେ ଯୋସେଫ ଆରି ନିକଦିମ ନାମର ଦୁଇଟା ଯିହୁଦୀ ନେତା ଆସ୍ଲାଏ। ହାଏମନ୍ ଯୀଶୁକେ୍ ଖ୍ରୀଷ୍ଟ ଆଏ ବଲି ବିଶ୍ବାସ୍ କର୍ତେରେଲାଏ। ହାଇମନ୍ ପୀଲାତକେ ଯୀଶୁର୍ ମଢ଼୍ଆକେ ମାଗ୍ଲାଏ। ହାଏମନ୍ ତାର୍ ଶରୀରକେ ପାଟିତି୍ ଗୁଡ଼୍ଏ ଦେଲା୍ଏ। ତାର୍ପାଚେ ହାଏମନ୍ ତାକେ ଗଟ୍କ ପକ୍ନାତି କାଟି କରି। ବନାଏ ରେବା କବରତି ନେଇ ଭିତରେ୍ ସଙ୍ଗାଏଲାଏ। ତାର୍ପାଚେ ହାଇ କବରକେ ଡାପ୍ କାଚେ୍ ଗୋଟକ୍ ବଡେ୍ ପକ୍ନାକେ ଆନି ଡାପ୍ଲାଏ।

ମାଥିଉ ୨୭:୨୭-୬୧; ମାର୍କ ୧୫:୧୬-୪୭; ଲୂକ ୨୩:୨୬-୫୬; ଯୋହନ ୧୯:୧୭-୪୨ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).