41. ୪୧. ପରମେଶ୍ବର ଯୀଶୁକେ୍ ମର୍ଲାତାନ୍ଲେ୍ ଉଠାଉଆଏ
ସେନା୍ମନ୍ ଯୀଶୁକେ୍ କୁରୁଶ୍ତି ଟାଙ୍ଗ୍ବାର୍ ପାଚେ୍, ଯିହୂଦୀ ନେତାମନ୍ ପୀଲାତକେ୍ ବଲା୍ଏ, "ହାଇ ଟଗ୍ରା, ଯୀଶୁ ବଲିରେ୍ଲା ମରିକରି୍ ତିନ୍ ଦିନର୍ ପାଚେ ଝୀଁ ଉଟ୍ସି୍। ଇଟା ସତେ୍ ଆଏ କି ନୁଆଏ ଜନ୍ବାକାଚେ ତାର୍ କବର୍ ଲଗେ୍ ଜାଗ୍କେ୍ ପଢ଼ସି୍ ନାଇତ୍ ବଲେ୍ ତାର୍ ଚେଲା୍ ମନ୍ ଆସି୍ ତାକେ ଚରିକରି୍ ନେବାଏ। ଯଦି ହାଏମନ୍ ଅନ୍ତି କର୍ବାଏ ତେବେ ହାଏମନ୍ ବଲ୍ବାଏ କି ହାଏ ମର୍ଲା ତାନ୍ଲେ ଜୀଁ ଉଟଲା୍ ଆଚେ।”
ପୀଲାତ୍ ବଲା୍, “କେତ୍ଟାମା ସେନାମନ୍କେ ନିଆ, ଆରି ଜନ୍ତା ତମି୍ କର୍ବାକାଚେ୍ ହୋଏବାଆସ୍ ହାନ୍ତି କରା୍।” ଇଟାକାଚେ ହାଏମନ୍ କବର୍ର୍ କବାଟ୍ତି ଗୋଟ୍କ୍ ସିଲ୍ ମାର୍ଲାଏ। ହାଏମନ୍ ଆରି୍ ସେନା୍ମନ୍କେ ଜାଗା୍ଏଲାଏ କି କନି୍ ଆସିକରି୍ ତାର୍ ଶରି୍ରକେ ଚରିକରି୍ ନା ପାର୍ତ୍।
ଯୀଶୁର୍ ମର୍ବାଦିନ୍ ବିଶ୍ରାମବାର୍ ରେଲା୍। କନିମିଶା୍ ହାଇଦିନେ୍ କାମ୍ ନା କର୍ତେ ରେଏତ୍, ଇଟାକାଚେ୍ ଯୀଶୁର୍ କନି୍ଚ୍ ସଙ୍ଗା୍ମନ୍ କବର୍ତି ନା ଆସି୍ରଜଲାଏ। ମାତର୍ ବିଶ୍ରାମବାର୍ ପାଚର୍ ଦିନେ୍, ସକାଳ୍ ସକାଳ୍, ଯୀଶୁର୍ କବର୍ ଲଗେ୍ ଜିବାକାଚେ୍ କେତ୍କ ବାଏଲେ୍ମନ୍ ତିଆର୍ ହଏଲାଏ। ହାଏମନ୍ ତାର୍ ଶରୀର୍ତି ଆରି ଗନ୍ଦରସ୍ ଲଗାଏବା କାଚେ ହୋଏତେରେଲାଏ।
ବାଏଲେ୍ମନର୍, କେଟ୍ବାର୍ ଆଗେ, କବର୍ ବାଟାଏ ଗଟ୍କ୍ ବଡ଼ ଭୂମିକମ୍ପ ହଏଲା୍। ସର୍ଗର ଗୋଟକ୍ ଦୂତ ଆସି କବରର୍ ଦୁଆର୍ ତି ଡାପିରେବା୍ ପକ୍ନାକେ ଗୁଚାଏଦେଇ ହାଇଟାର୍ ଉପରେ୍ ବସ୍ଲା। ସର୍ଗ ଦୂତ ଉଜ୍ଲ୍ ଅନ୍ତା ଚମକ୍ତେ ରେଲା୍। କବର୍ ଲଗେ୍ ଜନ୍ ସେନା୍ ମନ୍ ଜାଗି୍ରେଲାଏ ହାଏମନ୍ ଦକ୍ଲାଏ ଆରି ଅତ୍କ ଡରିଗଲା୍ଏ କି ମର୍ଲା ଲୋକ୍ ଅନ୍ତା ହୋଇ ତଲେ୍ଅଧ୍ରିଗଲା୍ଏ।
ବାଏଲେ୍ ମନ୍ ଜଡ଼ଦାଏ କବର୍ ଲଗେ୍ କେଟ୍ଲାଏ ତ ସର୍ଗ ଦୂତ୍ ତିକେ ବଲା୍, " ନା ଡରା୍। ଯୀଶୁ ଇତି ନିଆଏ। ହାଏ ମର୍ଲାତାନ୍ଲେ ଜୀଁ ଉଟ୍ଲା ଆଚେ, ଜନ୍ତା କି ହାଏ ବଲି୍ରେଲା ଜୀଁ ଉଟ୍ବି ବଲି୍! କବର୍ ତି ଓଲି୍ କରି୍ ଡଗ୍ରା।” ହାଇ ବାଏଲେମନ୍ ବିତ୍ରେ ଗଲା୍ଏ ଆରି ଜନ୍ତି ଯୀଶୁର୍ ଶରୀର୍କେ ସଙ୍ଗା୍ଏ ରେଲାଏ ହାଇତି ଯାଇ କରି୍ ଦକ୍ଲାଏ ମାତର୍ ଶରିର୍ ହାଇତି ନାରେଲା୍!
ତାର୍ପାଚେ୍ ସ୍ୱର୍ଗଦୂତ୍ ବାଏଲେ୍ମନ୍ କେ ବଲା୍, "ଯାଆ ଆଓରି ତାର୍ ଚେଲାମନ୍କେ ସାଙ୍ଗା୍, ଯୀଶୁ ମର୍ଲାତାନ୍ଲେ୍ ଜୀଁ ଉଟ୍ଲା୍ ଆଚେ ଆରି ତମର୍ ଆଗେ ଆଗେ ଗାଲିଲୀତି ଯାଏସି୍ବ। '"
ହାଇ ବାଏଲେ୍ମନ୍ ଭକୁଆ ଆରି ଟକା୍ ସର୍ଦା ହଏଲା୍ଏ। ହାଏମନ୍ ଚେଲାମନ୍କେ ଇ ସର୍ଦାର୍ ଖବର୍ ସାଙ୍ଗ୍ବା କାଚେ ପଲାଏଲା୍ଏ।
ଜଡ଼ଦାଏ ହାଇ ବାଏଲେ୍ମନ୍ ଚେଲାମନ୍ କେ ଇ ସର୍ଦାର୍ ଖବର୍ ସାଙ୍ଗବା କାଚେ ଯାଏତେ୍ ରେଲା୍ଏ, ଯୀଶୁ ତିକେ ଦଖାଏ ହଏଲା୍। ହାଏମନ୍ ତାର୍ଗଢ଼ ତଲେ ଅଦର୍ଲାଏ। ତେବେ ଯୀଶୁ ତିକେ୍ ବଲା୍, "ନା ଡରା୍। ଯାଇ କରି୍ ମର୍ ଚେଲା୍ ମନ୍କେ ଗାଲିଲୀତି ଯିବା କାଚେ ସାଙ୍ଗା୍। ହାଏମନ୍ ହାଏତି ମକେ ଦଖ୍ବାଏ।”
ମାଥିଉ ୨୭:୬୨-୨୮:୧୫; ମାର୍କ ୧୬:୧-୧୧; ଲୂକ ୨୪:୧-୧୨; ଯୋହନ ୨୦:୧-୧୮ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).