42. ୪୨. ଯୀଶୁ ସର୍ଗେ ଲେଓଟିଗଲା୍
ଯନ୍ ଦିନେ ପରମେଶ୍ବର୍ ଯୀଶୁକେ ମୃତ୍ୟୁରୁ ପୁନରୁତ୍ଥିତ କରଳାଏ, ହାଏ ଦିନେ ତାକର୍ ଦୁଇଟା ଶିଷ୍ୟ ଲେଗର୍ ଗାଁ ଯାଏତେରେଲାଏ ହାଏ ମନ୍ ହିଣ୍ଡି ହିଣ୍ଡି ଯୀଶୁ ସଂଗେ ଯନ୍ ଟା ହଇ ରେଲା, ତାକର୍ ବିଷୟରେ କଥାବାର୍ତ୍ତା ହେତେରେଳାଏ, ହାଏ ମନ୍ ଆଶା କରତେ ରେଲାଏ କି ହାଏ ମଶିଆ ଆଏ, ମାତର୍ ତାର ପଚେ ମିସା ମାରୀରେଲାଏ ଏବେ ହାଇ ବାଏଲେ ମନ୍ କଏତେରେଲାଏ ଯେ ହାଏ ଜୀବନ୍ ଆଚେହାଏ ମନ୍ ନା ଜାନତେ ରେଲାଏ କି କାଏ କତାକେ ବିଶ୍ୱାସ କରବାଏ।
ଯୀଶୁ ହାଏ ମନ୍ ଲେଗେ ଆସି କରି ତାକର୍ ସଂଗେ ହିଣ୍ଡିବାଟା ଆରମ କର୍ଲାଏ ମାତର୍ ହାଏ ମନ୍ ତାକେ ଚିତାଏକେ ନା ପାର୍ଳାଏ ହାଏ ପଚାରଳାଏ କି ତମି କାର କତା ହେବା ଆଚାସ୍ ହାଏ ମନ୍ ତାକେ କେତେକ ଦିନ୍ ତଳେ ଯୀଶୁ ସଂଗେ ହି ରେଲା ଘଟନା ର୍ କତା ତାକେ ବଲ୍ ଲାଏ ହାଏ ମନ୍ ଭାବ ଲାଏ କି ହାଏ ଗଟେକ୍ ପରଦେସୀ କତା ହେୟସୀ ଆଚେ ବଲି ହାଏ ନା ଯାନେ କି ଯିରୁଶାଲୋମ୍ ଥାନେ କାଇଟା ହିରେଲା।
ତେବେ ଯୀଶୁ ହାଏ ମନ୍ କେ ବୁଯାଏଲା କି ପରମେଶ୍ବର୍ ବାକ୍ୟ ମଶିଆର୍ ବିଷୟ ଲଗେ କାଏ ବଲ୍ ଲାନୀ। କେତେକ୍ ଦିନର୍ ଆଗେ, ଭାବବାଦୀ ମନ୍ ବଲିରେଲାଏ କି ଖରାପ୍ ଲକ୍ ମଶିଆ କେ ଦୋଣ୍ଡ୍ ଦେବାୟ ଅଉରି ମାରିଦେବାଏ ମାତର୍ ଭାବବାଦିମନ୍ ଏତାମିସା ବଲି ରେଲାଏ କି ହାଏ ତିନ୍ ଦିନ୍ କେ ଜୀବନ୍ ହେସି।
ଜେଡ୍ କି ଦାଏ ହାଏ ମନ୍ ହାଏ ଗାଁଅ ଥାନେ ଖେଟଳାଏ ଜନ ଥାନେ ଦୁଇ ଲୋକ୍ ଠେବ୍ ବାକଯେ ହେତେ ରତ୍ ହଡ୍ କି ଦାଏ ଅନ୍ଦାର୍ ହିରେଲା। ହାଏ ମନ୍ ଯୀଶୁ କେ ହାଏ ମନ୍ ସଂଗେ ରେବା କାଜେ ଗୁଆରୀ କରଳାଏ, ତେବେ :ହାଏ ତାକର୍ ସଂଗେ ଗଟକ୍ ଘରେ ଗଲା ତିକର୍ ସଂଗେ ଖାଏକେ ବସଲା ଯୀଶୁ ଗଟକ୍ ରୋଟି ଧରି ପରମେଶ୍ବର୍ କେ ଧନ୍ୟବାଦ ଦେଲା, ଅଉରି ହାଇ ରୋଟି କେ ଗନ୍ଦା କାର୍ଲା ହଟାତ ହାଏ ମନ୍ ଜାନ୍ଲାଏ କି ଯୀଶୁ ଆଏବଲି ଚିତାଏଲାଏ। ମାତର୍ ହାଏ ସମୟ, ଥାନେ ହାଏ ତାକର୍ ଆଖି ଥାଣୁ ମାୟା ହଇ ଗଲା।
ହାଏ ଦୁଇ ଲୋକ୍ କୁଆକୁଇ ହେଲାଏ, ”ହାଏ ଯୀଶୁ ରେଲାଏ !ହାଇଟା କାଜେ ଯେଡ୍ଦାଏ ହାଏ ହାମକେ ପରମେଶର୍ ର୍ ବାକ୍ୟ କେ ବୁଯାଏଲା ହଡକୀଦାଏ ହାମୀ କେତେକ୍ ଆନନ୍ଦ ରେଲୁ!”ହଡ଼କିଦାଏ, ହାଏ ମନ୍ ନିକିରିକରୀ ଯିରୁଶଲୋମ୍ ଲେଉଟି ଗଲାଏ। ଯେଡ୍କି ଦାଏ ହାଏ ମନ୍ ଖେଟି କରି ଚେଲା ମନ୍ କେ କଏଲାଏ, ”ଯୀଶୁ ଜୀବନ୍ ଆଚେ!ହାମୀ ତାକେ ଦକ୍ଲୁ!”
ଯେଡ୍ ଦାଏ ଚେଲା ମନ୍ କତା ହେତେ ରେଲାଏ, ଯୀଶୁ ହତାଟ୍ କିନା ହାଏ ଘରେ ହାଏ ମନ୍ ସଂଗେ ଦକାଏ ଦେଲା ହାଏ କଏଲା, ”ତମି ଶାନ୍ତି ପା !”ଚେଲା ମନ୍ ଭାବଲାଏ କି ହାଏଟା ଗଟକ୍ ଭୁତ୍ ଆଏ, ମାତର୍ ଯୀଶୁ କଏଲା, ”ତମି କାଏ କାଜେ ଡରବା ଆଚସ୍?ତମି କାଏ କାଜେ ଏତକୀ ନା ଭାବାସ୍ କି ଇଟା ସତେ ମୁଇଁ ଯୀଶୁ ଆଏ, ମର୍ ହାତ୍ ଆଉରି ଗଡ୍ କେ ଦକା ଭୁତ୍ ଲେଗେ ଏନ୍ତି ଶରିର୍ ନା ରେ, ଜେନ୍ତା ମର୍ ଲେଗେ ଆଚେ ”ଇଟା ଦକାଏବା କାଜେ କି, ହାଏ ଟା କନୀ ଭୁତ୍ ନା ରେଲାଏ, ହାଏ ଖାଏବା କାଜେ ଖୀନିକ୍ ମାଂଗଲା ହାଏ ମନ୍ ତାକେ ମାଛ ଗନ୍ଦେକ୍ ଦେଲାଏ ଅଉରି ହାଏ, ହାଏଟା ଖାଏଲା।
ଯୀଶୁ କଏଲାଏ, ମର୍ ବିଷୟ ଲଗେ ପରମେଶ୍ବର୍ ର୍ ବାକ୍ୟ ଜନଟା ମିସା କଇସି, ହାଏଟା ଘଟ୍ସି ମୁଇଁ ତମକେ କଇରେଲି ଯେ ଏତାର୍ ହେବାର୍ ଆବଶ୍ୟକ୍ ଆଏ ”ତେବେ ଯୀଶୁ ହାଏ ମନ୍ କେ ପରମେଶ୍ବର୍ ର୍ ବାକ୍ୟ କେ ଭଲ କରି, ହାଏ ମନ୍ କହେଲା, ”କେତେକ୍ ଆଗେ ଭାବବାଦୀ ମନ୍ ଲେଖିରେଲାଏ କି ମଶିଆ କେ ଦୁଃକ ଉଠାଏ କେ ପଡସୀ, ମରକେ ପଡସୀ, ଆଉରି ତିନ୍ ଦିନ୍ ତି ମରନା ତିଲେ ଜୀଉଠକେ ହେସି।”
"ହାଏ ଭାବବାଦୀମନ୍ ଇଟା ମିସା ଲେଖି ରେଲାଏ କି ମର୍ ଚେଲା ମନ୍ ପରମେଶ୍ବର୍ ର୍ ବାକ୍ୟ କେ ଘଷଣ କର୍ ବାଏ। ହାଏ ମନ୍ ସବୁ ଲକ୍କେ ମନ୍ ଫେରାଏବା କାଜେ କଇବୁଲଲାଏ ଯଦି ହାଏ ମନ୍ ଏନ୍ତି କର୍ ବାଏ ତେବେ ପରମେଶ୍ବର୍ ତାକର୍ ପାପ କେ କ୍ଷମା କରସୀ ମର୍ ଚେଲାମନ୍ ଇ ଶୁସମାଚାର କେ ପ୍ରଚାର୍ କରି ଯିରୁଶାଲୋମ୍ ତିଲେ ଆରମ୍ବ କରି। ତେବେ ହାଏ ମନ୍ ସବୁ ଜଗ ସବୁ ଜାତି ଲେଗେ ଜିବାଏ। ତମି ସବୁ ଲକ୍ ମୋର ସବୁ କଥା ଅଉରି ସବୁ କାମର୍ ସାଖୀ ଆଏ ଜନଟା ମୁଇଁ କଇରେଲି ଆଉରି କରିରେଲି, ଅଉରି ହାଏ ସବୁ କେ ମିସା ଜନଟା ମୋର ସଂଗେ ଘଟି ରେଲା।”
ଆଉରି ୪୦ ଦିନ୍ ଭିତ୍ରେ, ଯୀଶୁ ତାକର୍ ଚେଲା ମନ୍ କେ କେତେକ୍ ଥର୍ ଦକାଏ ହଏତେ ରେଲାଏ । ଗୋଟକ୍ ହାର୍ ତ ହାଇ ସମୟ ଦାଏ ୫୦୦ ଲେ ଅଧିକ୍ ଲକ୍ କେ ଦକା ଦେଲାଏ !ହାଏ ତାର ଚେଲା ମନ୍ କେ କେତେକ୍ ତରିକା ଲଗେ ସାବିତ୍ କାର୍ଲା ହାଏ ଜୀବନ୍ ରେଲା, ଆଉରି ହାଏ, ହାଏ ମନ କେ ପରମେଶ୍ବର୍ ର୍ ରାଜ୍ୟ ବିଷୟ ଥାନେ ଶିକ୍ଷା ଦେଲା।
ଯୀଶୁ ତାର ଚେଲା ମନ୍ କେ କଏଲା, ”ପରମେଶ୍ବର୍ ମକେ ସରଗ୍ ଅଉରି ପୃଥିବୀ ର୍ ସବୁ ଲକ କେ ଶାସନ୍ କର୍ ବା କାଜେ ମକେ ଅଧିକାର ଦେଲା ଆଚେ ଇଟା କାଜେ ମୁଇଁ ତମକେ କଇବୀ ଆଚି:ଯାଇକରି ସବୁ ଜାତିର୍ ଲକ୍ କେ ଚେଲା ବନାଓ ଏନ୍ତି କର୍ବା କାଜେ ତମକେ ବୁଆ, ବେଟା, ଆଉରି ପବିତ୍ର ଆତମାର୍ ନା ତି ହାଏ ମନ୍ କେ ଡୁବନ୍ ଦିଆସ୍। ଜନଟା ମିସା ମୁଇଁ ତମକେ ଆଦେସ୍ ଦେଲି ଆଚି ହାଏ ସବୁ କେ ମାନବା କାଜେ ହାଏ ମନ୍ କେ ଶିକ୍ଷା ଦିଆସ୍ ମନେ ରଖା ମୁଇଁ ସବୁ ଦାଏ ତମୋର୍ ସଂଗେ ରେବୀ।”
ଯୀଶୁ ତାର ମର୍ଲା ପାଚେ ଜୀବନ୍ ହେଲା ପଚେ ୪୦ ଦିନ୍ ପଚେ “ହାଏ ନିଜର୍ ଚେଲା ମନ୍ କେ କଏଲା ଜେଡ୍କି ଦାଏଲେ କି ମୋର ବୁଆ ତମକେ ଶକ୍ତି ନା ଦେ, ହାଡ଼ କି ଦାଏଲେ ତମି ଯିରୁଶାଲୋମ୍ ଥାନେ ଆକା ରାଆ। ହାଏ ତମର୍ ଉପରେ ପବିତ୍ର ଆତ୍ମ ପଟାଏସି ତେବେ ଯୀଶୁ ସରଗ୍ ଥାନେ ଉଠି ଗଲା, ଆଉରି ଗୋଟେକ୍ ପାନୀ ବାଦଲୀ ହାଏ ମନ୍ କେ ଢପିଦେଲା ସରଗ୍ ଥାନେ ଯୀଶୁ ସବୁ ବିଷୟ କେ ଶାସନ୍ କର୍ବା କାଜେ ପରମେଶ୍ବର୍ ବୁଦନୀ ବାଟେ ବସଲା ଆଚେ
ମାଥିଉ ୨୮:୧୬-୨୦; ମାର୍କ୍ ୧୬:୧୨-୨୦; ଲୁକ୍ ୨୪:୧୩-୫୩; ଯୋହନ୍ ୨୦:୧୯-୨୩; ପ୍ରେରିତ୍ ୧:୧-୧୧ ବାଇବଲର୍ କାଓନି
Free to use, adapt, and share under an open license (CC BY-SA 4.0).