43. ୪୩. ବିଶ୍ବାସୀ ମନର୍ ଆରମ୍ ଆଏ
ଯୀଶୁ ସରଗେ ଗଲା ପଚେ, ଚେଲା ମନ୍ ଯିରୁଶାଲୋମ୍ ଥାନେ ରେଲାଏ ଜେନ୍ତା କି ଯୀଶୁ ହାଏ ମନ୍ କେ କରବାଟା ଆଦେଶ୍ ଦେଇ ରଲା ହାଇଥାନର୍ ବିଶ୍ବାସୀ ଲୋକ୍ ଲଗାତାର ପାରତନା କରବା କାଜେ ଗଟେକ୍ ଲେଗେ ରୁଣ୍ଡା ହଇ ରେଲାଏ
ସବୁ ବରଷ୍ ଆମଟି ଗୁଣ୍ଡ ର୍ ପରବ୍ ୫୦ ଦିନର୍ ପଚେ, ଯିହୁଦୀ ଲୋକ୍ ପେଣ୍ଟିକୋଷ୍ଟୋ ନାମର୍ ଗଟକ୍ ମହାନ ଦିନ୍ କେ ମନାଏତେ ରେଲାଏ ହାଏ ଟା ପେଣ୍ଟିକୋଷ୍ଟୋ ସମୟ ରେଲା ଜେଡ୍କିଦାଏ ଯିହୁଦିଲୋକ୍ ଗଉଁର୍ କାଟ୍ ବାର ଦିନ୍ ମନାଏତେ ରେଲାଏ। ସାରା ଦୁନିଆର୍ ଲୋକ୍ ପଣ୍ଟିକୋଷ୍ଟୋ ଦିନକେ ଗୋଟେକ୍ ସଂଗେ ମନାଏବା କାଜେ ଯିରୁଶାଲୋମ୍ ଆଇ ରେଲାଏ “ଈ” ବରଷ, ପେଣ୍ଟିକୋଷ୍ଟୋ ସମୟ ଦାଏ ଯୀଶୁ ସରଗେ ଗଲା ପୋଚେ ଲଗ ଭଗ୍ ଗଟେକ୍ ସପ୍ତାହ ପଚେ ଆସି ରେଲାଏ।
ହାଏ ସମୟ ଦାଏ ସବୁ ବିଶ୍ବାସି ଲୋକ୍ ଏକ ଝୁଟ୍ ହଇ ରେଲାଏ, ଜନ୍ ଘରେ ହାଏ ମନ୍ ରେଲାଏ ହଟାତ କିନା ଭାରୀ ପବନ୍ ବଏତେ ରେବା ଗର୍ ଜନ୍ ସବୁ ବାଟେ ପୁରୀ ଗଲା ପାଚେ ହାଏ ମନ୍ ଜୟ ପରା ଦକ୍ ତେ ରେବା କେତେକ୍ ବିଶ୍ବାସୀ ମନର୍ ମୁଣ୍ଡ୍ ଉପରେ ଉତର୍ ଲା। ହାଏ ମନ୍ ସବୁ ପବିତ୍ର ଆତମା ଥାନେ ଭରି ଗଲାଏ, ଆଉରି ହାଏ ମନ୍ ଅନ୍ୟ ଭାଷା ଥାନେ ପରମେଶ୍ବର୍ ସ୍ତୁତି କର୍ଲାଏ ହାଏ ମନ୍ ଏ ଭାଷା କେ ନା ଜାନତେ ରେଲାଏ ଏ ଭାଷା ରେଲା ଜନମନ୍ କେ ବଲ୍ବାକାଜେ ପବିତ୍ର ଆତମା ଶକ୍ତି ଦେଲା।
ଜେଡକିଦାଏ ଯିରୁଶାଲୋମ୍ ତି ରେବା ଲୋକ୍ ମନ୍ ହାଏ କଲାର୍ କେ ସୁନ୍ ଲାଏ, ତେବେ ହାଏ ମନ୍ ରୁଣ୍ଡି ରେବା ଲୋକ୍ କେ ଦକି ସଂଗେ ଆଏଲାଏ କି କେନ୍ତା ହେଲାଣି ହାଏ ମନ୍, ବିଶ୍ବାସୀମନକେ ପରମେଶ୍ବର୍ ଦ୍ବାରା କରିରେଲା ବଡ଼େ -ବଡ଼େ କାମ କେ ପରଚାର କର୍ତେ ରେବାଟା ସୁନଳାଏହାଏ ମନ୍ ଆଚମ୍ବିତ ରେଲାଏ କାଏକାଜେ କି ହାଏ ମନ୍ ଭିନ୍ -ଭିନ୍ ଦେଶର୍ ରେଲାଏ ଆଉରି କେତେକ୍ ଭିନ୍- ଭିନ୍ ଭାଷା ବଲତେ ରେଲାଏ ହେଲେ ମିସା କାମ କେ ନିଜର୍ ଭାଷା ପାରା ସୁନତେରେଳାଏ ଚେଲାମନ୍ ଇସ୍ରାଏଲ୍ ଥାନର୍ ରେଲାଏ ଆଉରି ଆରାମିକ୍, ଇବ୍ରାନୀ, ଗ୍ରୀକ୍ ବଲ୍ତେ ରେଲାଏ, ମାତର୍ ଲୋକ୍ ନିଜର୍ ନିଜର୍ ମାତୃ ଭାଷା ଲେଗେ ସୁନତେ ରେଲାଏ କି ପରମେଶ୍ବର୍ କାଏ କାଏ ଟା କରି ରେଲାଏ।
ହାଏମନ୍ଥାନଲେ କେତେକଲୋକ୍ କଏଲାଏ କି ହାଏ ଚେଲାମନ ନିଶା ଲଗେ ରେଲାଏ ମାତେର୍ ପିତର୍ ଠିଆ ଉଠଲା ଆଉରି ହାଏ ମନ୍ କେ ବଲ୍ଲା, “ମର୍ କଥା କେ ସୁନା! ଏ ମନ୍ ନିଶା ଥାନେ ନିଆଓତ!ଏ ତାର କାରଣ, ଜନଟା ତମି ଦୋକବା ଆଚସ୍ ହାଏଟା ଇଟା ଆଏ କି ଜୋଏଅଲ୍ଭ ଭାବବାଦୀ କଇରେଲା କି ହେସି:ପରମେଶ୍ବର୍ କଏଲା, ”ସରାସରି ଦାଏ ମୁଇଁ ମର୍ ଆତମା ସବୁ ସବୁଲୋକର୍ ଉପ୍ରେ ଡାଲିଦେବୀ
ହେ ଇସ୍ରାଏଲ୍ ମାନେମନ ଯୀଶୁ ଗୋଟୋକ୍ ଅନ୍ତି ମାନେ ରେଲା ହାଏ ଇଟା ଦକାଏ ବା କାଜେ କି ହାଏ କନାଏ ରେଲା ଭାରୀ କେତେକ୍ ଅଧଭୁତ କାମ୍ କରିରେଲାଏ ତମି ଇଟା ଜାନାସ୍, କାଏ କାଜେ ବଲ୍ଲେ ତମି ଇ ସବୁ କାମ୍ କେ ଦକ୍ଲା ଆଚାସ୍। ମାତର୍ ତମି ତାକେ କୁରଶ୍ ଉପରେ ଚଡୟା ଦେଲାଏ!”
ଯୀଶୁ ମରି ଗଲା ମାତର୍ ପରମେଶ୍ବର୍ ତାକେ ମର୍ଲା ଥାଣୁ ଉଠାଏଲାଏ ହାଏ ଇ କଥା କେ ପୁରା କର୍ଲା କି ଜନଟାକେ ଗଟେକ୍ ଭାବବାଦୀ ଲେଖି ରେଲା କି: ”ତୁଇ ନିଜର୍ ପବିତ୍ର ଲୋକ୍ କେ ମୋଡାଭାଟିଥାନେ କୁଏଁକେ ନା ଦିସ୍”ହାମୀ ସାଖୀ ଆଚୂ କି ପରମେଶ୍ବର୍ ଯୀଶୁ କେ ପୁନର୍ଜିବିତ କରିଦେଲା।”
ପରମେଶ୍ବର୍ ପିତାଏବେ ଯୀଶୁ କେ ନିଜର୍ ବୁଦନୀ ହାତ୍ ବାଟେ ବସାଏ କରି ପେରମ୍ କାର୍ଲା ଆଉରି ଯୀଶୁ ହାମର୍ କାଜେ ପବିତ୍ର ଆତ୍ମା ପଟାଏଲାଏ ଜେନ୍ତା କି ହାଏ କିରିଆ କରି ରେଲା ମୁଇଁ ପଟାଏବି। ପବିତ୍ର ଆତ୍ମା ଆକା ହାଇ ସବୁ କାମ ହେକେ ଦେଇସୀ ଆଚେ ଜାକେ ତମି ଦକବା ଆଚସ୍ ଆଉରି ସୁନବା ଆଚସ୍।”
ତମି ହାଏ ମାନେ [ଯୀଶୁ ], କେ କୁରଶୋ କାଟ୍ ତି ଚେଗାଏଲାସ୍ ମାତର୍ ନିଶ୍ଚୟ ତମି ଜାନା କି ପରମେଶ୍ବର୍ ଯୀଶୁ କେ ସବୁ ବିଷୟ ଲେଗେ ପ୍ରଭୂ ଆଉରି ମଶିହା ଦୁଇଟା ବନାଏଲା ଆଚେ!”
ପିତର୍ ର୍ ସୁନବା ଲୋକ୍ ତାର ଦ୍ବାରା କଏଲା କଥା କେ ପୁରାଡରି ଯାଇରେଲାଏ ଇଟା କାଜେ ହାଏ ମନ୍ ପିତର୍ ଆଉରି ଚେଲାମନ୍ କେ ପଚାରଳାଏ, ”ହେ ଭାଇ ମନ୍, ହାମ୍ କେ କାଏକର୍ କେ ପଡସି?
ପିତର୍ ତାଏଁକେ ଯବାବ୍ ଦେଲା, ”ତମିସବୁଲୋକ୍ ନିଜର୍ ନିଜର୍ ପାପ୍ ତିଲେ ଫେରା ଜେନ୍ତା କି ପରମେଶ୍ବର୍ ତମର୍ ପାପ୍ କେ କ୍ଷମା କରସୀ, ଆଉରି ଯୀଶୁ ଖ୍ରୀଷ୍ଟର୍ ନାଅଂ ଥାନେ ଡୁବନ୍ ନିଆ ତେବେ ହାଏ ତମକେ ଉପହାର୍ ସ୍ପରୁପେ ପବିତ୍ର ଆତ୍ମା ପାଏବାସ୍।”
ପିତର ଜନଟା ଵଳଲା ହାଏ ଥାନେ ପାକାପାକି ତିନି ହଜାର ଲୋକ ବିଶ୍ୱାସ କରଲାଏ। ଆଉରି ଯିଶୁର ଚେଲା ଵନଲାଏ। ହାଏ ମନ ଡୁବନ ନେଲାଏ ଆଉରି ଯିରୁଶାଲମ ର ଵିଶ୍ଵାସ ସି ବନିଗଲାଏ।
ଜେଡ଼ଦାଏ ପ୍ରେରିତ ମନ ହାଏମନ କେ ଶିକ୍ଷା ଦେଲାଏ ତେବେ ଵିଶ୍ଵାସ ସି ମନ ସଵୁ ଦାଏ ସୁନଲାଏ। ହାଏମନ୍ ଅଧିକ କରି ମିଶ ତେ ରେଲା ଆଉରି ଗଟେକ ଲଗେ ଭୋଜନ କରତେରେଲାଏ, ଆଉରି ହାଏମନ ଅଧିକ କରି ଏତାର ହାତର କାଜେ ପାର୍ଥନା କରଲାଏ। ହାଏ ମନ ମିସିକରି ପରମେଶ୍ବର କେ ସ୍ତତି କରତେରେଲାଏ। ଆଉରି ଜନ ଟା ମିସା ତାକର ଲଗେ ରେଲା ଷମଜାଵୁଜା ହେଲାଏ। ସହରର ସବୁ ଲୋକ ତାକର କାଜେ ନୁକୁ ଵିଚାର କରତେରେଲାଏ। ସବୁ ଦିନ ଅଧିକ ଲେ ଅଧିକ ଲୋକ୍ ବିଶ୍ବାସୀ ବନତେ ଗଲାଏ।
ପ୍ରେରିତ ୨ ର ଗୋଟେକ ଵାଇଵଲର କାଓନି।
Free to use, adapt, and share under an open license (CC BY-SA 4.0).