44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 1

ଗଟେକ ଦିନ, ପିତର ଆଉରି ଯହନ ମନ୍ଦିର୍ ଥାନେ ଗଲାଏ। ଗଟେକ ଛଟା-କଲା ମାନେ ଭିକ ମାଗଵା କାଜେ ଦୁଆରବନ୍ଦ ଲେଗେ ଠିଆ ହୋଇ ରଲା।

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 2

ପିତର ହାଏ ଛଟା ମାନେଵାଟେ ଦକଲା ଆଉରି କଏଲା, "ମୋର ଲଗେ ତକେ ଦେବାକାଜେ ଡାଵୁତ ନିଆଏ। ମାତର ଜନଟା ମୋର ଲଗେ ଆଚେ ହାଏଟା ମୁଇଁ ତକେ ଦେବିଆଚି। ଯିଶୁର ନାଆଁ ତି ଉଠ ଆଉରି ହିଣ୍ଡା -ବୁଲା ହୋ!"

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 3

ସଂଗେ ସଂଗେ, ପରମେଶ୍ବର ହାଇ ଛଟା ମାନେ କେ ନୁକୁ କରିଦେଲା। ହାଏ ଏନେ -ତେନେ ହିଣ୍ଡ୍ଲା-ଆଉରି ଡଗାଏଲା, ଆଉରି ପରମେଶ୍ବରର ସ୍ତୂତି କରଵାଟା ଆରମ୍ କରି ଦେଲା। ଗୁଡି ଥାନେ ଆଏଲା ଲୋକ ଭକୁଆ ହୋଇ ରେଲାଏ।

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 4

ହାଏ ମାନେ କେ ଦକଵା କାଜେ ଵେଗି ଲୋକ ମନ ରୁଣ୍ଡାହେଲାଏ। ଜନାଏ କି ନୁକୁ ହୋଇ ରେଲା। ପିତର ତାକେ ବଳଲା, "ଏ ମାନେ ନୁକୁ ହି ଗଲା, ମାତର ଇ କତା ଲଗେ ଭକୁଆ ନା ହୁଆ। ହାମି ଏକେ ହାମର ନିଜର ବପୁ ଲଗେ ନୁକୁ ନା କରଲୁ ଆଚୁ, କି ଏଟା କାଜେ ନୁଆଁଏ ହାମି ପରମେଶ୍ବର କେ ପେରମ କରଵୁଆଚୁ। ମାତର ହାଏ ଯିଶୁ ଆଏ, ଯନାଏ ନିଜର ଵପୁ ଲଗେ ନୁକୁ କରଲା, ଜେନତା କି ହାମି ଯିଶୁ କେ ଭରଷା କରଵୁଆଚୁ।”

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 5

ହାଏ ତମି ଆକା ଆୟ ଜନମନ୍ ହାଏ ରମ୍ ରାଜ୍ୟପାଲ୍ କେ ଯୀଶୁ କେ ମାରବା କାଜେ କହି ରେଲା ତମି ତାକେ ମାରଲାସ୍ ଜନାଏ ସବୁ କେ ଜୀବନ୍ ଦେଲା। ମାତର୍ ପରମେଶ୍ବର୍ ତାକେ ମର୍ଲା ଥାନଲେ ଜୀବନ୍ କର୍ଲା। ତମି ନା ବୁଯଲାସ୍ କି ତମି କାଏଟା କରବୁ ଆଚୁ, ମାତର୍ ଯେବେ ତମି ହାଏ କାମ କେ କର୍ତେ ରେଲାସ୍ ତେବେ ଜନ୍ ଭାବବାଦିମନ କଇ ରେଲାଏ ହାଏଟା ପୁରା ହେଲା ହାଏ ମନ କହି ରେଲାଏ କି ଖ୍ରୀଷ୍ଟୋ ଦୁଃଖ୍ ଉଠାଏସି ଆଉରି ମରି ଯାଏସି ପରମେଶ୍ପର୍ ଏନତିକରୀ ହାଇ ଘଟନାକେ ଘଟାଏଲା ଇଟାକାଜେ ଏବେ ମନ ଫେରା ଆଉରି ପରମେଶ୍ବର୍ ଲେଗେ ଲେଉଟିଆସା, ତେବେ ହାଏ ତମର୍ ପାପ୍ କେ ଧଇଦେଇସୀ“

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 6

ଯେବେ ଗୁଡିରର୍ ପୁଜାରୀ ମନ ପିତର୍ ଅଉରି ଯୋହନ କେ ସୁନଲାଏ, ତେବେ ହାଏ ମନ ଅଦିକ୍ ଡରିଗଲାଏ ହାଏଟାକାଜେ ହାଏମନ୍ ତାୟଂକେ ବାନ୍ଦୀକରି ଜଇଲ୍ ଘରେ ଡାପିଦେଲାଏ। ମାତର୍ ଯନ୍ଟା ପିତର୍ କହିରେଲା ହାଏଟାକେ ଅଦିକ୍ ବିଶ୍ବାସ୍ କରଲାଏ ଯୀଶୁ କେ ବିଶ୍ବାସ୍ କରବା ଲୋକ୍ ମନର ହିସାବ୍ ବଡୀକରି ଅନୁମାନ୍ ରେ ୫, ୦୦୦ ହେଇଗଲାଏ।

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 7

ତାର ପାଚର୍ ଦିନେ, ହାଏ ଯିହୂଦିମନ ପିତର୍ ଅଉରି ଯହନ କେ ମୁକିଆ ଲୋକ୍ ମନ ଅଉରି ଆଇନ୍ ଗୁରୁମନର୍ ଛମେ ଆନ୍ ଲାଏ ହାଏ ମନ ହାଏ ଲୋକ୍ କେ ମିସାର୍ ଆନ୍ ଲାଏ ଜନ ନିଜର୍ ରେଲା ହାଏ ମନ ପିତର୍ ଅଉରି ଯହନ୍ କେ ପଚାର୍ ଲାଏ, “କାଏ ଅଧିକାର ଥାନେ ତମି ଇ ଛୋଟା ମାନେକେ ସୁସ୍ତ କରଲାସ୍?”

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 8

ପିତର୍ ହାଏ ମନ କେ କଏଲା, “ଏ ମାନେ ଜନ ତମର୍ ଛମେ ଠିଆ ହେଲା ଆଚେ ତାକେ ଯୀଶୁ ଖ୍ରୀଷ୍ଟୋର୍ ଶକ୍ତି ତି ସୁସ୍ତ କର୍ଲା ଆଚେତ ତମି ଯୀଶୁ କେ କୁରୁଶ୍ କାଟ୍ ତି ଚେଗାୟଲାସ୍, ମାତର୍ ପରମେଶ୍ବର୍ ତାକେ ଆଉରି ଜୀବନ୍ କରି ଦେଲାତମି ତାକେ ନା ଜାନଲାଶ୍, ମାତର୍ ଯୀଶୁର୍ ଶକ୍ତି ଦୁଆରା ଉଧାର୍ ପାଏବାର କାଇ ଅଲଗା ବାଟ ନିଆଏ।”

44. ୪୪. ପିତର ଆଉରି ଯହନ ଗଟେକ ଭିକାରି କେ ନୁକୁ କରଲାଏ — illustration 9

ହାଏ ପୁଜାରୀ ମନ କାବା ହି ଗଲାଏ ପିତର୍ ଆଉରି ଯୋହନ୍ ର୍ କଥା ହେବାର୍ ସାହାସ୍ ଦକି ହାଏ ମନ୍ ଦକ୍ ଲାଏ କି ଏମନ୍ ସାଦାରଣ ଆଉରି ଅଜ୍ଞାନୀ ମାନେ ରେଲାଏ ମାତର୍ ଆରି ହାଏମନ୍ ହେତାଏଲାଏ କି ଏ ମାନେମନ୍ ଯୀଶୁ ସଂଗେ ରେଲାଏ ଇଟା କାଜେ ହାଏମନ୍ ତାଏଁକେ କଏଲା।”ହାମୀ ତମକେ ଅଦିକ୍ ଦଣ୍ଡ୍ ଦେବୁ ଯଦି ତମି ଇ ମାନେ ଯୀଶୁ ବିଷୟ ଲୋକ୍ ମନକେ କାଇଟା ଆଉରି ପରଚାର୍ କର୍ଲେ ”ଏନ୍ତି କେତେକ୍ କତା କଏଲାର୍ ପଚେ, ହାଏମନ୍ ପିତର୍ ଆଉରି ଯୋହନ୍ କେ ଯାଏକେ ଦେଲାଏ।

ପ୍ରେରିତ୍ ୩:୧-୪:୨୨ ବାଇବଲର୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).