45. ୪୫. ସ୍ତିପାନ୍ ଆଉରି ଫିଲୀଫ୍
ପ୍ରଥମ ଯୀଶୁର୍ ପେରିତ୍ ମନ୍ର୍ ମଜିରେ ସ୍ତିପାନ୍ ନାଅର୍ ଗଟେକ୍ ମାନେ, ରେଲା ସବୁ ଲୋକ୍ ତାକେ ମୟା କର୍ତେ ରେଲାଏ ପବିତ୍ର ଆତ୍ମା ତାକେ କେତେକ୍ ଶକ୍ତି ଆଉରି ବୁଦି ଦେଏତେ ରେଲା ସ୍ତିପାନ୍ କେତେକ୍ ବଡ଼େ- ବଡ଼େ ଚମତକାର କର୍ଲା ଯେବେ ହାଏ ଯୀଶୁ ଉପରେ ଭରଷା କରବା କାଜେ ତାଏଁକେ ଶିକ୍ଷା ଦେଲା ତେବେ କେତେଲୋକ୍ ତାର୍ ଉପ୍ରେ ବିଶ୍ବବାଶ୍ କର୍ ଲାଏ।
ଗଟେକ ଦିନ, ସ୍ତିପନ ଯିଶୁର ବିଷୟ ଥାନେ ଶିକ୍ଷା ଦେତେରେଲା। ଆଉରି କେତେକ ଏନତି ଯିୟୁଦୀ ଆଏଲା ଜନମନ କି ଯିଶୁ ଉପ୍ରେଵିଶ୍ଵାସ ନା କରତେ ରେଲାଏ। ଆଉରି ତାର ସଙ୍ଗେ ଝୁକ୍ତି ତରକ କର୍ବା ଟା ଆରମ୍ଭ କରଲାଏ। ହାଏ ମନ ଭାରି ରିସା ହୋଇ ଗଲାଏ।”ଇଟା କାଜେ କି ହାଏମନ ଧାର୍ମିକ ଗୁରୁ ଲଗେ ଗଲାଏ, ଆଉରି ତାକର ଵିଷୟ ଲଗେ ମିଚ କଏଲା। ହାଏ ମନ କଏଲା, "ହାମି ସ୍ତିପନକେ ମୋଶା ଆଉରି ପରମେଶ୍ବରର୍”!ବିରୁଧେ କତା କଏବାଦାଏ ସୁନଲୁ ଆଚୁ !"ହାଇଟା କାଜେ ଧାର୍ମିକ ଗୁରୁ ମନ ସ୍ତିପାନ୍ କେ ବାନ୍ଦିକରି ଆରି ତାକେ ମୁକିଆ ପୁଜାରିମନ୍ ଆଉରି ଯିହୁଦିମନ୍ର୍ ଭିନ୍ନ ଆଇନ୍ ଗୁରୁମନର୍ ଛମେ ଆନଲାଏ। ଆଉରି ତାର ବିରୁଧେ ଫନ୍ଦି କତା ହେବା ଲୋକ୍ ଆଏଲାଏ ଆଉରି ହାଏମନ୍ ସ୍ତିପାନ୍ର୍ ବିଷୟ ଥାନେ ମିଚ୍ କତା ହେଲାଏ।
ମୁଖୀଆ ପୁଜାରୀ ମନ୍ ସ୍ତିପାନ୍ କେ ପଚାରଲାଏ, ”କେନ୍ତା ଇ ଲୋକ୍ ତର୍ ବିଷୟ ଥାନେ ସତ୍ କତା ହେଲାଏ ନିକୀ ?”ସ୍ତିପାନ୍ ମୂଖୀଆ ପୁଜାରୀକେ ଜବାବ ଦେବାକାଜେ କେତେକ୍ କତା କେ କଏକେ ଆରମ କର୍ଲାହାଏ କଏଲା କି ଅବ୍ରାମ୍ର୍ ସମୟ ଦାଏଲେ ଯୀଶୁର୍ ସମୟ ଦାଏ ପରମେଶ୍ବର୍ ଇସ୍ରାଏଲ୍ ଲୋକ୍ର୍ କାଜେ କେତେକ୍ ଅଦଭୂତ କାମ୍ ମନ୍ କର୍ଲାଏ। ମାତର୍ ଲୋକ୍ ମନ୍ ସବୁଦାଏ ପରମେଶ୍ବରର୍ ଆଜ୍ଞାକେ ନା ମାନଲାଏ ସ୍ତିପାନ୍ କଏଲା, ” ତମି ମନ୍ ପରମେଶ୍ବରର୍ ବିରୁଦେ ଅପ୍ ମାନ୍ ଆଉରି ନୀନ୍ଦା କରବା ଲୋକ୍ ଆସ୍ ତମି ସବୁ ଦାଏ ପବିତ୍ର ଆତ୍ମାର୍ ବିରୁଦ କରବା ଆଚାସ୍, ଆଉରି ସବୁ ଦାଏ ତାକର୍ ଭାବବାଦୀମନ୍ କେ ଆଉରି ସବୁ ଦାଏ ମରନେ ମାର୍ ଲାସ୍ ମାତର୍ ଯନ୍ଟା ହାଏ ମନ୍ କରି ରେଲାଏ ତାକର୍ ତୁଲନା ଥାନଲେ ଆଉରି ଅଦିକ୍ ଖରାପ୍ କର୍ଲା ଆଚାସ୍! ତମି ଖ୍ରୀଷ୍ଟୋ କେ ମରନେ ମାର୍ ଲାସ୍!”
ଯେବେ ହାଏ ଧାରମିକ୍ ଗୁରୁ ଏଟା ସୁନଲା, ତେବେ ହାଏ ଏତକୀ ରିସା ହେଲା କି ହାଏ ମନ୍ ନିଜର୍ ନିଜର୍ କାନ୍ ମନ୍ କେ ଚୁଟି ହେଲାଏ ଆଉରି ଭାରୀ କଲାର୍ ହେଲାଏ ହାଏ ସ୍ତିପାନ୍ କେ ଝିକୀ ଆନୀ ସହରର ବାହାରେ ନୀ ଗଲାଏ ଆଉରି ତାକେ ମର୍ ନେ ମାରବା କାଜେ ହାଏ ମନ୍ ପକନା-ପକନା ମାର୍ କେ ମୁଲାଏ ଲାଏ।
ଜେଡ୍ କି ଦାଏ ସ୍ତିପାନ୍ ମରତେ ରେଲା, ହାଏ ଡାକଲା, ହେ ଯୀଶୁ, ମର୍ ଆତ୍ମାକେ ନେ !”ତେବେ ହାଏ ନିଜର୍ ମାଣ୍ଡି ଖୁଟା ଦି ରେଲା ଆଉରି ଅଦ୍ରୀ ଗଲା ଆଉରି ହାଏ କଲାର୍ ହି ଡାକ୍ଲା “ହେ ପ୍ରଭୁ, ଏ ପାପ କେ ହାଏ ମନର୍ ଉପ୍ରେ ନା ଲେଦ୍।” ତେବେ ହାଏ ମରି ଗଲା।
ହାଏ ଦିନେ ଯିରୁଶାଲୋମର୍ ଥାନେ ରେବା କେତେକ୍ ଲୋକ୍ ଯୀଶୁର୍ ପଚେ ଚାଲବା ଲୋକେ ତାଡ଼ନା କରକକେ ଆରମ୍ କରଳାଏ, ଇଟା କାଜେ ବିଶ୍ବାସୀ ମନ୍ ସବୁ ବାଟେ ପଲାଏ ଗଲାଏ ମାତର୍ ହେଲେ ମିସା, ଜନ ଥାନେ ମିସା ହାଏ ମନ୍ ଗଲାଏ ହାଏ ମନ୍ ଯିଶୁର୍ ବିଷୟ ଥାନେ ପ୍ରଚାର୍ କାରଲାଏ।
ଫିଲିପ୍ ନାମର୍ ଯିଶୁର୍ ଗଟେକ ବିଶ୍ବାସୀ ରେଲା ଜେନତାକୀ ଭିନ୍ ଭିନ୍ କେତେକ୍ ବିଶ୍ବାସୀ ମନ କରି ରେଲାଏ ହାଏ ମିସା ଯିରୁଶଲୋମ୍ ଥାନ୍ନୁ ପଲାଏ ଯାଇ ସମିରନ୍ ବଡ଼ ସହରେ ଉଟି ଗଲା ହାଏ ଥାନେ ହାଏ ଲୋକ୍ ମନକେ ଯିଶୁର୍ ବିଷୟ ଥାନେ ପ୍ରଚାର୍ କାର୍ଲା କେତେକ୍ ଲୋକ୍ ତାର ଉପରେ ବିଶ୍ବାସ୍ କରଳାଏ ଆଉରି ଉଧାର୍ ପାଏଲା ଗଟେକ୍ ଦିନ୍ ଫିଲିପ୍ ଲେଗେ ପରମେଶ୍ବର୍ ବାଟଲେ ଗଟେକ୍ ସରଗ୍ ଦୁତ୍ ଆଏଲା ଆଉରି ତାକେ ଝାର୍ ଥାନେ ଯିବା କାଜେ ଆଉରି ଗଟେକ୍ ରୋଡ୍ ଉପରେ ହିଣ୍ଡିବା କାଜେ କଏଲା ତେବେ ହାଏ ଗଟେକ୍ ମାନେ କେ ନିଜର୍ ରତ୍ ଥାନେ ଯିବାଟା ଦକଲା ହାଏ ମାନେ କୃଶ୍ ଦେସର୍ ଗଟେକ୍ ବଡ଼େ ଅଦିକାରୀ ରେଲା ପବିତ୍ର ଆତ୍ମା ଫିଲିପ୍ କେ କଏଲା କି ତୁଇ ଯାଇ କରି ହାଏ ମାନେ କେ କତା ହୋ।
ତେବେ ଫିଲିପ୍ ରତ୍ ଲେଗେ ଗଲା ହାଏ ସୁନଲା କି ନଂପୁସକ ପରମେଶ୍ବରର୍ ବାକ୍ୟ କେ ପଡତେ ରେଲା ଜନଟା ଯିଶାଏ ଭାବବାଦୀ ଲେଖିରେଲା ହାଏ ଟାକେ ହାଏ ପଡ ତେ ରେଲା ହାଏ ପଡ଼ତେ ରେଲା, "ହାଏ ତାକେ ପୁଜବା କାଜେ ମେଣ୍ଡା ସମାନ୍ ଟା ନି କରି ଗଲାଏ ଆଉରି ଜେନ୍ତା କି ଗଟେକ୍ ମେଣ୍ଡା ଶାନ୍ତି ରେଏସି, ହାଏ ମିସା ଗଟକ୍ ପଦ କତା ମିସା ହାଏ ନାବଲ୍ଲା ହାଏ ମନ୍ ତାକେ ଅପମାନ୍ କରଲାଏ ଆଉରି ତାକେ ସନମାନ ନା ଦେଲାଏ”ହାଏ ମନ୍ ତାର ଜୀବନ୍ କେ ନେଲାଏ।”
ଫିଲିପ୍ ହାଏ ନଂପୁସକ୍କେ ପଚାର୍ଲା, "ଜନଟା ତୁଇ ପଡବି ଆଚିସ୍ ହାଏଟା କେ ତୁଇ ବୁଜ୍ କେ ପାର୍ ବି ଆଚିସ୍ କି ?” ହାଏ ନଂପୁସକ କଏଲା, ନାଇଁ ଯେଡ୍ କି ଦାଏ କନୀ ମିସା ମକେ ନା ବୁଜାଏ ଦେଲେ, ମୁଇଁ କେନ୍ତା କରି ବୁଜ୍ ବି ଦୟାକରି ମର୍ ଲଗେ ଆସି ବସ୍।
ଫିଲିପ ରଥ ଉପରେ ଚେଗି୍ ବସଲା୍। ତାର୍ପାଚେ୍ ହାଏ ହାଇ ନଂପୁସକ କେ ସାଙ୍ଗଲା୍ ଜନ୍ଟା ଯିଶାଇୟ ଯୀଶୁର୍ ବିଷୟତି୍ ଲେକିରେଲା୍। ଫିଲିପ୍ ପରମେଶ୍ବର ର୍ ବାକ୍ୟର୍ ଅଲ୍ଗା ଅଲ୍ଗା ଅଂଶ ବିଷୟତାନର୍ ମିଶା୍ କତାବାର୍ତା କରିରେଲା୍ଏ। ଅନ୍ତିକରି୍, ହାଏ ହାଇ ନଂପୁସକ କେ୍ ଯୀଶୁର୍ ବିଷୟର୍ ସୁସମାଚାର କେ୍ ଜନାଏଲା୍।
ଫିଲିପ ଆରି୍ ହାଇ ପାଣି ଲଗେ୍ ଆସ୍ଲାଏ। ହାଇ ବଲା୍, "ଦକ୍!, ଇଲଗେ୍ ପାନି୍ ଆଚେ୍! ମୁଇ ବାପ୍ତିଜିତ୍ ହଏକେ୍ ପାର୍ବି କି?" ଆରି୍ ହାଇ ରଥକେ୍ ତେବାଏବା କାଚେ୍ ବଲା୍।
ତେବେ୍ ହାଇମନ୍ ପାନି୍ ଭିତ୍ରେ ଗଲା୍ଏ ଆରି୍ ଫିଲିପ୍ ହାଇ ନଂପୁସକ୍ କେ ବାପ୍ତିସ୍ମ ଦେଲା୍। ଜଡ଼ଦାଏ ହାଏମନ୍ ପାନି୍ ତାନ୍ଲେ ନିକ୍ରି ଆଏଲା୍ଏ, ପବିତ୍ର ଆତ୍ମା ହଠାତ୍ ଫିଲିପକେ୍ ଅଲ୍ଗା ଜାଗାତି୍ ନେଲା୍। ହାଏତି୍ ଫିଲିପ୍ ଲକମନକେ୍ ଯୀଶୁର୍ ବିଷୟତି୍ ଶାଙ୍ଗ୍ବାକେ ଲାଗ୍ଲା୍।
ହାଇ ନଂପୁସକ୍ ନିଜର୍ ଘରେ୍ ଗଲା୍। ହାଏ ଟକା୍ ସର୍ଦା ହଇରେଲା୍ କାରନ୍ ହାଏ ଏବେ ଯୀଶୁକେ୍ ଜାନ୍ଲା୍।
ପେରି୍ତ ୬:୮-୮:୫; ୮:୨୬-୪୦ ତାନର୍ ବାଇବଲର୍ ଗୋଟକ୍ କାଓନି।
Free to use, adapt, and share under an open license (CC BY-SA 4.0).