46. ୪୬. ପାଉଲ ଖ୍ରୀଷ୍ଟିଆନ ହଉଆଏ

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 1

ଶାଉଲ ନାମର୍ ଗଟକ୍ ମାନେ୍ ରେଲା୍ ଯନା୍ଏ ଯୀଶୁକେ୍ ବିଶ୍ୱାସ ନା କରି୍ରେଲା୍। ହାଏ ଜଡ଼ଦାଏ ସାନ୍ ରେଲା୍, ହାଏ ସ୍ତିପାନର୍ ହତ୍ୟାଆରା୍ ମନର୍ ପଷାକେ୍ ଦକାରାକା୍ କରି ରେଲା୍। ପାଚେ୍, ବିଶ୍ବାସ୍ ମନ୍କେ ତାଡ଼ନା କରି୍ ରେଲା୍। ହାଏ ଯିରୁଶାଲମତି୍ ଘରେ୍ ଘରେ୍ ଯାଇ ବାଏଲେ୍ ମୁନୁଷ୍ କେ ବାନ୍ଦି କରି ଜେଲ୍ତି ଡାପ୍ତେରେଲା୍। ତାର୍ପାଚେ୍ ମହାଯାଜକ ଶାଉଲକେ୍ ଦମ୍ମେସକ ସହରତି ଯିବାକାଚେ୍ ଅନୁମତି୍ ଦେଲା୍। ହାଏ ଶାଉଲକେ୍ ହାଏତି ରେବା୍ ଖ୍ରୀଷ୍ଟିଆନମନକେ୍ ବାନ୍ଦି କରି୍ ଯିରୁଶାଲମତି୍ ଆନ୍ବାକାଚେ୍ ବଲି୍ରେଲା୍।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 2

ତେବେବଲି୍ ଶାଉଲ ଦମ୍ମେସକତି୍ ଯିବା୍ଟା ଆରମ୍ଭ କର୍ଲା। ହାଇ ସହରତି କେଟବା୍ର ଅଲପ୍ ଆଗେ୍ ତାକେ୍ ଆକାଶତିଲେ୍ ଗଟକ୍ ଉଜ୍ଜ୍ୱଳ ତାର୍ ଚାର୍ ବାଟେ ଚମ୍କଲା୍, ତେବେ୍ ହାଏ ତଲେ୍ ଅଦର୍ଲା। ଶାଉଲ କାଆର୍ ଗଟକ୍ ବଲା୍ବାଟାକେ୍ ଶୁନ୍ଲା, "ଏ ଶାଉଲ! ଏ ଶାଉଲ! ତୁଇ ମକେ୍ କାଏକାଚେ୍ ତାଡ଼ନା କର୍ବିସ୍?" ଶାଉଲ ପଚା୍ରଲା୍, "ପ୍ରଭୁ, ତୁଇ କନାଆସ୍?" ଯୀଶୁ ଉତ୍ତର ଦେଲା, "ମୁଇ ଯୀଶୁ ଆଏ। ତୁଇ ମକେ୍ ଯନ୍ତ୍ରନା ଦେବି୍ଇସି୍।”

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 3

ଜଡ଼ଦାଏ ଶାଉଲ ଉଟଲା୍ ତ କାଇଟା୍ ଦଖେ୍ ନାପାର୍ଲା। ତାର୍ ସାଙ୍ଗ୍ ମନ୍ ତାକେ୍ ଦମ୍ମେସକତି ନେଲା୍ଏ। ଶାଉଲ ତିନ୍ ଦିନ୍ ତକ୍ କାଇଚ୍ ଟା ନା ଖାଏଲା୍ କି ନା ପିଇଲା୍।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 4

ଦମ୍ମେସକତି୍ ହନାନିଅ ନାମର୍ ଗଟକ୍ ଚେଲା୍ ରେଲା୍। ପରମେଶ୍ୱର୍ ତାକେ୍ ବଲା୍, "ଶାଉଲ୍ ଜନ୍ ଘରେ୍ ଆଚେ୍, ହାଇ ଘରେ୍ ଯାଆ। ତର୍ ହାତ୍କେ ତାର୍ ଉପରେ୍ ରଖ୍ ଜନ୍ଟାର୍ ଲାଗି୍ ଆଓରି୍ ହାର୍କ ହାଏ ଦଖେ୍ ପର୍ସି।” ମାତର୍ ହନାନିୟ ବଲା୍, ପ୍ରଭୁ, ମୁଇ ଶୁନ୍ଲିଆଛି କି ହାଇ ମାନେ କନ୍ତା ବିଶ୍ବାସ୍ ମନ୍କେ ମାର୍ତେରେଲା୍।” ପରମେଶ୍ୱର ତାକେ୍ ଉତ୍ତର ଦେଲା୍, "ଯାଆ! ମୁଇ ତାକେ୍ ଯିହୁଦୀ ଆରି ଅଲଗା୍ ଜାତିର୍ ଲଗେ୍ ମର୍ ନାଓକେ ପ୍ରଚାର୍ କର୍ବାକାଚେ୍ ତାକେ୍ ବାଛଲି୍ଆଚି୍। ହାଏ ମର୍ ନାଓ କାଚେ୍ ଟକା୍ କଷ୍ଟ୍ ଉଟାଏସି୍।”

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 5

ତେବେ ହନନିୟ ଶାଉଲ୍ ଲଗେ୍ ଯାଇ ତାର୍ ଉପରେ ହାତ ରଖି କରି୍ ବଲା୍, "ଯୀଶୁ, ଇତି ଆଏବା ବାଟେ ତକେ୍ ଦଖା୍ଏ ହଏଲା୍, ମକେ୍ ତର୍ ଲଗେ୍ ପଟାଏଲା୍ ଆଚେ୍ ଜନ୍ଟଟାର୍ ଲାଗି୍ ତୁଇ ଆଓରିହାରକ୍ ଦଖେ୍ ପର୍ବିସ୍, ଆରି୍ ପବିତ୍ର ଆତ୍ମା ତକେ୍ ଭରି୍ଦେଓ।” ସଙ୍ଗେ୍ ସଙ୍ଗେ୍ ଶାଉଲ ଆଓରିହାରକ୍ ଦଖେ୍ ପର୍ଲା, ଆରି ହନାନିୟ ତାକେ୍ ବାପ୍ତିସ୍ମ ଦେଲା୍। ତେବେ ଶାଉଲ୍ ତାର୍ ଭାତ୍ ଖାଇ ଆଓରି୍ ଶକ୍ତି ପାଏଲା୍।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 6

ହାଇଦିନ୍ଲେ ଶାଉଲ୍ ଦମ୍ମେସକତି୍ ରଏତେ୍ରେବା ଯିହୁଦୀମନ୍ ଲଗେ୍ ପ୍ରଚାର୍ କର୍ବାଟା ଆରମ୍ଭ କର୍ଲା। ହାଏ ବଲା୍, "ଯୀଶୁ ହଏସି୍ ଆଚେ୍ ପରମେଶ୍ବରର୍ ବେଟା!" ଯିହୁଦୀ ଲକ୍ମନ୍ ବକୁଆ ହଏଲା୍ଏ, କାରଣ ଶାଉଲ୍ ବିଶ୍ବାସି୍ ମନ୍କେ ମର୍ତେ ମାର୍ବାକାଚେ୍ ଚେଷ୍ଟା କରି୍ରେଲା, ମାତର୍ ଏବେ ହାଏ ଯୀଶୁକେ୍ ବିଶ୍ୱାସ କରି୍ରେ୍ଲା୍। ଶାଉଲ ଯିହୂଦୀମନ୍ ସଙ୍ଗେ ଯୁକ୍ତିତର୍କ କର୍ଲା। ହାଏ ଯୀଶୁକେ୍ ଖ୍ରୀଷ୍ଟ ଆଏ ବଲି୍ ଦକାଏଲା୍।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 7

କତ୍କ ଦିନ୍ ଯିବାକେ୍ ଯିହୁଦୀମନ୍ ଶାଉଲକେ୍ ମର୍ତେମାର୍ବା କାଚେ୍ ଶଢ଼ଯନ୍ତ୍ର କର୍ଲାଏ। ହାଏମନ୍ ତାକେ୍ ମାର୍ବାକାଚେ୍ ନଗର୍ ଫାଟକ୍ତି ଲକେ୍ ପଟାଏଲାଏ ତାକେ୍ ଲୁକିକରି୍ ଦକ୍ବାକାଚେ୍। ମାତର୍ ଶାଉଲ୍ ହାଇ ଶଢଢ଼ୟନ୍ତ୍ରର ବିଷୟତି୍ ଶୁନଲା୍, ତାର୍ ସଙ୍ଗମନ୍ ତାକେ୍ ବାଚା୍ଏବା କାଚେ୍ ସାହାଯ୍ୟ କର୍ଲାଏ। ଗଟ୍ଦିନ୍ ରାତ୍ର୍ ଦାଏ ହାଏମନ୍ ତାକେ୍ ଗଟୋକ୍ ଡାଲାତି୍ ବସା୍ଏ କରି୍ ନଗର୍ କାତି ତିଲେ୍ ଉତ୍ରାଏ ଦେଲା୍ଏ। ଦମ୍ମେସକତାନ୍ଲେ ପଲାଏ କରି୍ ଶାଉଲ ଯୀଶୁର୍ ବିଷୟତି୍ ପ୍ରଚାର୍ କର୍ବାଟା୍ ଜାରି୍ ରକା୍ଲା।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 8

ଶାଉଲ୍ ପେରି୍ତମନକେ୍ ଭେଟ୍ବା କାଚେ୍ ଯିରୁଶାଲମତି୍ ଗଲା୍, ମାତର୍ ହାଏମନ୍ ତାକେ୍ ଡର୍ତେ ରେଲା୍ଏ। ହାଇଟାକାଚେ୍ ବର୍ଣ୍ଣବାବ୍ ନାଓର୍ ଗଟକ୍ ବିଶ୍ୱାସୀ ଶାଉଲକେ୍ ପେରି୍ତମନ୍ ଲଗେ୍ ନେଲା୍। ହାଏ ତିକେ୍ ଶାଉଲ୍ କନ୍ତା ଦମ୍ମେସକତି୍ ସାହସ୍ ସଙ୍ଗେ୍ ପ୍ରଚାର୍ କରି୍ରେଲା୍, ହାଇଟାକେ୍ ସାଙ୍ଗଲା୍। ଏତା୍ର୍ପାଚେ୍ ପେରି୍ତମନ୍ ଶାଉଲକେ୍ ଗ୍ରହଣ୍ କର୍ଲାଏ।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 9

କତ୍କ ବିଶ୍ବାସ୍ ମନ୍ ଯିରୁଶାଲମର୍ ତାଢ଼ନା୍ ତାନଲେ୍ ପଲା୍ଏକରି୍ ଦୂର୍ର ଆନ୍ତିୟଖିଆ ସହରକେ୍ ଯାଇ ଯୀଶୁର୍ ବିଷୟତି୍ ପ୍ରଚାର କର୍ଲାଏ। ଅଧିକରି୍ ଆନ୍ତିୟଖିଆତି୍ ଯିହୂଦୀ ଲକ୍ ବସ୍ବାସ ନା ରେଲା୍ଏ, ମାତର୍ ପର୍ତମ୍ ହାର୍ କାଚେ୍ ତିକର୍ ଭିତର୍ଲେ ଟକା୍ ଲକ୍ ବିଶ୍ୱାସୀ ହଏଲା୍ଏ। ବର୍ଣ୍ଣବାବ୍ ଆଓରି୍ ଶାଉଲ୍ ଇ ନୂଆ ବିସ୍ବାସି୍ ମନ୍କେ ଯୀଶୁର୍ ବିଷୟତି୍ ଟକା୍ ଶିକାଏବା୍ କାଚେ୍ ହାଏତି ଗଲା୍ଏ ଆଓରି୍ ମଣ୍ଡଲୀ୍କେ ମଜଭୁତ୍ କର୍ଲାଏ। ଜନମନ୍ ଯୀଶୁକେ୍ ବିଶ୍ୱାସ କର୍ତେରେଲା୍ଏ ତିକେ୍ ପର୍ତମ୍ ତର୍ କାଚେ୍ ଆନ୍ତିୟଖିଆତି୍ “ଖ୍ରୀଷ୍ଟିଆନ” ବଲା୍ଏ ହଏଲା୍ଏ।

46. ୪୬. ପାଉଲ  ଖ୍ରୀଷ୍ଟିଆନ ହଉଆଏ — illustration 10

ଗଟ୍ଦିନେ୍ ଆନ୍ତିୟଖିଆର୍ ଖ୍ରୀଷ୍ଟିଆନମନ୍ ଉପବାସ କରି୍ ପ୍ରାର୍ଥନା କର୍ତେରେ୍ଲାଏ। ପବିତ୍ରଆତ୍ମା ତିକେ୍ ବଲା୍, "ବର୍ଣ୍ଣବାବ୍ ଆଓରି୍ ଶାଉଲକେ୍ ଅଲଗା୍ କରା୍, ଜନ୍ କାମ୍ କର୍ବା କାଚେ୍ ମୁଇ ତିକେ୍ ଡାକ୍ଲିଆଚି୍।” ଇଟାକାଚେ୍ ଆନ୍ତିୟଖିଆର୍ ମଣ୍ଡଳୀ୍ ବର୍ଣ୍ଣବାବ୍ ଆଓରି୍ ଶାଉଲ୍ କାଚେ୍ ପାର୍ତନା୍ କର୍ଲା ଆଓରି୍ ତିକର୍ ଉପରେ ହାତ ରକ୍ଲାଏ। ତାର୍ପାଚେ୍ ତିକେ୍ ଯୀଶୁର୍ ବିଷୟର୍ ସୁସମାଚାର୍ ପ୍ରଚାର କର୍ବାକାଚେ୍ ତିକେ୍ ଅଲଗା୍ ଅଲଗା୍ ଜାଗାମନତି୍ ପଟାଏଲା୍ଏ। ବର୍ଣ୍ଣବା୍ ଆଓରି୍ ଶାଉଲ୍ ଅଲଗା୍ ଅଲଗା୍ ଜାତିର୍ ଲୋକକେ୍ ଶିକାଏଲା୍ଏ, ଆଓରି୍ ଅନେକ୍ ଲୋକମନ୍ ଯୀଶୁକେ ବିଶ୍ୱାସ କର୍ଲାଏ।

ପ୍ରେରିତ ୮:୩; ୯:୧-୩୧; ୧୧:୧୯-୨୬; ୧୩:୧-୩ ତାନର୍ ଗୋଟକ୍ ବାଇବଲର୍ କାଓନି।

Read in the reader

Free to use, adapt, and share under an open license (CC BY-SA 4.0).