50. ୫୦. ଯୀଶୁ ଲେଓଟି ଆସୁ ଆଏ

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 1

ପାକା୍ପାକି୍ ୨, ୦୦୦ ବରଷ୍ ଧରି, ସଂସାରର୍ ପ୍ରାୟ୍ ଜାଗାମନତି୍ ଅଧିକ୍ଲେ ଅଧିକ ଲୋକମନ୍ ଖ୍ରୀଷ୍ଟ ଯୀଶୁର୍ ବିଷୟତିର ସୁସମାଚାରକେ ଶୁଣ୍ବାଆଛେତ୍। ମଣ୍ଡଳୀ୍ ମନର୍ ଉନ୍ନତି ହଏତେ୍ ଯାଏସି୍ ଆଚେ୍। ଯୀଶୁ ଜଗତର ଶରାଶରିକେ ଲେଓଟି ଆସବି ବୋଲି ପ୍ରତିଜ୍ଞା କର୍ଲା ଆଛେ। ହଏକେ ପାରେ। ହାଏ ଏବ୍ଲେ ନାଆଏଲା ଆଛେ, ମାତର୍ ହାଏ ତାର୍ ପ୍ରତିଜ୍ଞାକେ୍ ପାଳନ କର୍ସି।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 2

ଜଡ଼ଦାଏ ଆମି ଯୀଶୁର୍ ଲେଓଟି ଆସ୍ବାଟାକେ ଜାଗ୍ଲୁଆଛୁ, ପରମେଶ୍ବର ଚାହାଁନ୍ତି ଯେ ଆମି ଅନ୍ତା ବଞ୍ଚିବା ଦରକାର ଆଏ ଯନ୍ଟାକି ପବିତ୍ର ଆରି ତାକେ ଭାଏସି୍। ଜଡ଼ଦାଏ ଯୀଶୁ ପୃଥିବୀତି୍ ରେଲା୍ ହାଏ ବଲା୍, ସେତେବେଳେ ହାଏ ବଲିରେଲା, ମୋର ଚେଲା୍ମନ୍ ଜଗତର୍ ସବୁବାଟେ ପରମେଶ୍ବରର୍ ରାଜ୍ୟର୍ ବିଷୟତି୍ ସୁସମାଚାର ପ୍ରଚାର କର୍ବାଏ ଆରି ତାର୍ପାଛେ ଜଗତର ଅନ୍ତ ଆଏସି।”

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 3

ଟକା୍ ଜାତି୍ ଏବେଲେ୍ ମିଶା୍ ଯୀଶୁର୍ ବିଷୟତି ନା ଶୁଣ୍ଲାଆତ୍। ସ୍ୱର୍ଗେ ଯିବାର୍ ଆଗେ, ଯୀଶୁ ଖ୍ରୀଷ୍ଟିଆନ ମନ୍କେ ହାଇ ସୁସମାଚାକେ ପ୍ରଚାର କର୍ବା କାଛେ ବଲିରେଲା ଯନ୍ମନ ଇଟାକେ୍ କେବେ ନା ଶୁନାଲା ଆତ୍। ହାଏ ବଲା୍, “ଯାଆ ଆରି ସବୁ ଜାତିର ଲୋକ୍କେ ଚେଲା୍ ବନାଆ।” "ଆରି କାଟ୍ବାକାଛେ ବେଢ଼ା ତାନେ୍ ତାନେ୍ ପାକି୍ଗଲାବେ!"

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 4

ଯୀଶୁ ଏଟା ମିଶା ବଲିରେଲା, "ଗଟ୍ ଲୋକର୍ ଚାକର୍ ତାର ମାଲିକ୍ଲେ ବଡେ ନୁଆଏ। ଏହି ଜଗତର ବଡେ ବଡେ ଲକ୍ମନ୍ ମକେ ଘୃଣା କର୍ଲାଏ, ଆଓରି୍ ହାଏମନ୍ ମର୍ କାଚେ୍ ବଲି୍ ତମକେ୍ ତାଡ଼ନା କର୍ବାଏ ଆଓରି୍ ମର୍ତେ ମାର୍ବାଏ। ଇ ଜଗତତି୍ ତମି୍ ଯନ୍ତ୍ରଣା ବଗ୍ବାସ୍, ମାତର୍ ଶକ୍ତିଶାଳୀ ହୁଆ, କାରଣ ମୁଇ ଶୟତାନକେ୍ ହାରାଏଲି୍ ଆଚି୍ ଜନ୍ କି ଇ ଜଗତକେ୍ ଶାସନ କରୁଆଏ। ଯଦି ତମି ଶରାଶରି୍ ତକ୍ ମର୍ ସଙ୍ଗେ୍ ବିଶ୍ୱସ୍ତ ରେବାସ୍, ତେବେ୍ ପରମେଶ୍ବର ତମକେ୍ ରକ୍ଷା କର୍ସି! "

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 5

ଜଡ଼ଦାଏ ଜଗତର୍ ଅନ୍ତ ହଏସି୍ ହାଡ଼କିଦାଏ ଲକର୍ ସଙ୍ଗେ୍ କନ୍ତା ହଏସି୍ବେ୍ ହାଇଟାକେ୍ ବୁଜାଏବାକାଚେ୍ ଯୀଶୁ ନିଜର୍ ଚେଲା୍ମାନକେ୍ ଗଟକ୍ କାଓନି ସାଙ୍ଗଲା୍। ହାଏ ବଲା୍, "ଗଟକ୍ ମାନେ୍ ନିଜର୍ ବେଡାତି ଅଛା ମଜି ବୁନ୍ଲା। ତାର୍ ଶୋଇରେବା୍ ଦାଏ ତାର୍ ଗଟକ୍ ଶତ୍ରୁ ଆସି ଗଉଁ ବୁନଲା୍ତି ଜାରେରେବା୍ ମଜି ଆନିକରି୍ ବୁନିଦେଲା୍, ଆରି୍ ହାଏ ଉଟି ଗଲା୍।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 6

"ଜଡ଼ଦାଏ ଗାଜା ଅକର୍ଲା, ତ୍ ଚାକରମନ୍ ହାଇ ମାନେକେ୍ ବଲା୍ଏ, "ଏ ମାଲିକ୍, ତୁଇତ୍ ନିଜର୍ ବେଡାତି୍ ଅଛା ମଜି୍ ବୁନି ରେଇସି୍। ହଏଲେ୍ ଇତି୍ ଜାରର୍ ବୁଟାଲାଟା୍ କନ୍ତା କରି୍ ଆଏଲା୍? " ହାଇ ମାନେ୍ ଉତ୍ତର୍ ଦେଲା, କାଲି୍ ମୋର ଶତ୍ରୁମନ୍ ଆକା ଅନ୍ତିଟା ବୁନୁ୍ ବାଏ। ଇଟା କନି୍ ମର୍ ଶତ୍ରୁ ହଇରେଏସି୍ ଜନ୍ କି ଅନ୍ତି କର୍ଲା ଆଚେ୍।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 7

"ଚାକର୍ମନ୍ ତିକର୍ ମାଲିକେ ଉତ୍ତର ଦେଲାଏ, "ଜାରର୍ ଅନ୍ତା ଲାଟା ବୁଟାକେ୍ ଜିକିକରି୍ ପକାଏ ଦେବୁକି?" ହାଇ ମାଲିକ୍ ବଲା୍, 'ନାଇ। ଯଦି ତମି୍ ଅନ୍ତି କର୍ବାସ୍ ତେବେ ହାଇଟାକେ ଜିକ୍ବି ଆଚି୍ ବଲି୍ ଗଉଁକେ ମିଶା୍ ଜିକି୍ ଦେବାସ୍। କାଟ୍ବା ସମୟ୍ ତକ୍ ଜାଗାତା୍। ତାର୍ପାଚେ ହାଇ ଲାଟାବୁଟାକେ୍ ଗଟକ୍ ବରା୍ ତାନେ୍ ବର୍ବାସ୍ ଜନ୍ଟାକେ୍ ତମି୍ ପାଚେ୍ ପଡାଏ ବାସ୍। ମାତର୍ ଗଉଁକେ୍ ମର୍ ପାଲ୍ ତାନେ୍ ଆନି ସଙ୍ଗାଏ ବାସ୍। '"

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 8

ଚେଲାମନ୍ ଇ କାଓନିର ଅର୍ଥକେ ବୁଜକେ୍ ନା ପାର୍ଲାଏ, ତେବେ ହାଇମନ୍ ଯୀଶୁକେ୍ ହାଇ କାଓନିକେ୍ ତିକେ ବୁଜାଏବା କାଚେ୍ ବଲା୍ଏ? ଯୀଶୁ ବଲା୍, "ଅଛା ମଜି ବୁନିରେବା୍ ମାନେ ଖ୍ରୀଷ୍ଟକେ୍ ବୁଜାଉ ଆଏ। ବେଡା ଜଗତକେ୍ ବୁଜାଉ ଆଏ। ଅଛା ମଜି ପରମେଶ୍ବରର୍ ରାଜ୍ୟର୍ ଲକେ୍ ବୁଜାଉ ଆଏ।”

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 9

"ଜାରର୍ ଲାଟାବୁଟା୍ ହାଇ ମନ୍ଦ ଲୋକ, ଶୟତାନର୍ ଲୋକମନକେ୍ ବୁଜାଉ ଆଏ। ହାଇ ମାନେର୍ ଶତ୍ରୁ ଶୟତାନକେ୍ ବୁଜାଉ ଆଏ, ଜନ୍ କି ଜାରର୍ ଲାଟା୍ ବୁଟା୍ କେ ବୁନିରେଲା୍। କାଟବା୍ ସମୟ୍ ଇ ଜଗତର୍ ଅନ୍ତକେ୍ ବୁଜାଉ ଆଏ ଆଓରି୍ କାଟ୍ବା ଲକ୍ ପରମେଶ୍ବରର୍ ଦୂତମନକେ୍ ବୁଜାଉ ଆଏ।”

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 10

"ଜଡଦାଏ ଜଗତର୍ ଅନ୍ତ ହଏସି୍, ସ୍ୱର୍ଗଦୂତମନ୍ ଶୟତାନର୍ ସବୁ ଲୋକେ୍ ଗଟ୍କି ଲଗେ୍ ରୁନଣ୍ଡାଏବାଏ। ହାଇ ଦୂତମନ୍ ତିକେ୍ ଟକା୍ ଗରମ୍ ରେବା୍ ଜୟତି୍ ପକାଏ ବାଏ। ହାଏତି ହାଏମନ୍ ଭୟଙ୍କାର୍ ତାଡ୍ନାତି ରଏବା୍ଏ ଆରି୍ ଦତ୍କେ କଟର୍ ବାଏ। ମାତର୍ ଜନ୍ମନ୍ ଧାର୍ମିକ୍ ଆତ୍ ଜନ୍ମନ୍ ଯୀଶୁକେ୍ ମାନୁଆତ୍, ହାଏମନ୍ ପରମପିତା ପରମେଶ୍ବରର୍ ରାଜ୍ୟତି୍ ବେଲ୍ ଅନ୍ତା ଚମ୍କବାଏ।”

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 11

ଯୀଶୁ ଏଟା ମିଶା ବଲା୍ ଯେ ଜଗତର୍ ଅନ୍ତ ହଏବାର୍ ଆଗେ୍ ପୃଥିବତି୍ ଲେଓଟି ଆଏସି୍। ହାଏ ଯନ୍ତା ହଇ ଗଲା୍ ହାନ୍ତିଆକା ଆଏସି୍। ଅର୍ଥାତ୍ ତାର୍ ଆଗର୍ ଶରୀର ରଏସି୍, ଆରି୍ ଆକାଶର୍ ବଦ୍ଲି ଉପରେ୍ ବସି୍କରି୍ ଆଏସି୍। ଜଡ଼ଦାଏ ଯୀଶୁ ଲେଓଟସି୍, ମରି୍ରେବା ସବୁ ଖ୍ରୀଷ୍ଟିଆନ ମନ୍ ମର୍ଲାତାନ୍ଲେ ଜୀଁଇ ଉଟବାଏ ଆରି ହାଏମନ୍ ଯୀଶୁକେ ଆକାଶ୍ତି ଭେଟବାଏ।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 12

ତାର୍ପାଚେ ଜତକ୍ ଖ୍ରୀଷ୍ଟିଆନମନ୍ ଜୀଁଇରେବାଏ ହାଏମନ୍ ଆକାଶ୍ତି ଉଟାନିଆଯିବାଏ ଆଓରି୍ ମର୍ଲାତାନ୍ଲେ ଜୀଁଇ ଉଟଲା୍ ଖ୍ରୀଷ୍ଟିଆନମନ୍ ସଙ୍ଗେ ମିଶି୍ଯିବା୍ଏ। ହାଏମନ୍ ସବୁ ଯୀଶୁର୍ ସଙ୍ଗେ ରେବା୍ଏ। ଏତା୍ର ପାଚେ୍, ଯୀଶୁ ତାର୍ ନିଜର୍ ଲୋକ୍ ସଙ୍ଗେ ରଏସି୍। ଜଡ଼ଦାଏ ହାଏମନ୍ ସବୁ ଗଟକି୍ଲଗେ୍ ରେବା୍ଏ ତେବେ୍ ହାଏମନ୍ ସବୁଦିନ୍ କାଚେ୍ ପୂରା୍ପୂରି୍ ଶାନ୍ତି ପାଏବାଏ।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 13

ଯୀଶୁ ତାକେ୍ ବିଶ୍ୱାସ କରିରେବା୍ ସବୁଲକେ୍ ମୁକୁଟ୍ ଦେବାକାଛେ ପ୍ରତିଜ୍ଞା କର୍ଲାଆଛେ। ହାଏମନ୍ ପରମେଶ୍ବର୍ ସଙ୍ଗେ୍ ସବୁତି୍ ଶାସନ କର୍ବାଏ। ତିକର୍ଲଗେ ପୂରାପୂରି୍ ଶାନ୍ତି ରେଏସି୍।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 14

ମାତର୍ ଜନ୍ମନ୍ ଯୀଶୁକେ୍ ବିଶ୍ୱାସ୍ ନା କରେଏତ୍, ପରମେଶ୍ୱର ତିକେ୍ ବିଚାର୍ କର୍ସି। ହାଏ ତିକେ୍ ନର୍କତି ପକାଏସି୍। ହାଏତି ହାଏମନ୍ କାନ୍ଦିବାଏ ଆରେ ଦତ୍କେ କଟର୍ବାଏ, ଆରି ହାଏମନ୍ ସବୁଦାଏ ଯନ୍ତ୍ରଣା ପାଏବାଏ। କେବେ୍ ନା ଶର୍ବା ଜଏ ତିକେ୍ ସବୁଦାଏ ଜଲାଏତ୍ ରଏସି୍ ଆଓରି୍ କିଢା ମାକଢା ତିକେ୍ ଖାଇବା କାଛେ ବନ୍ଦ୍ ନା କରେତ୍।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 15

ଜଡ଼ଦାଏ ଯୀଶୁ ଲେଓଟି ଆଏସି୍, ହାଏ ଶୟତାନ ଆରି ତାର୍ ରାଜ୍ୟକେ୍ ପୂରା୍ପୂରି୍ ଦଙ୍ଗ୍ସ୍ କର୍ସି। ହାଏ ଶୟତାନକେ୍ ନର୍କତି ପକାଏସି୍। ହାଏତି୍ ଶୟତାନ୍ ସବୁଦିନ୍ କାଚେ୍ ଜଏତି ପଡ଼ତେ ରେଏସି୍, ହାଇସବୁ୍ ସଙ୍ଗେ୍ ଜନ୍ମନ୍ ପରମେଶ୍ବରକେ୍ ମାନ୍ବାର୍ ଚାଡି ଶୟତାନର୍ ମାନ୍ଲାଏ ଆରି ତାର୍ ବାଟେ ଚଲ୍ବାକାଚେ୍ ବାଚି୍ରେଲା୍ଏ।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 16

କାରଣ ଆଦମ ଆଓରି୍ ହବା ପରମେଶ୍ବରର୍ କତା ନା ମାନି୍କରି୍ ଇ ଜଗତ୍ତି ପାପ ଆନି୍ରେଲାଏ, ପରମେଶ୍ବର ତିକେ୍ ଶ୍ରାପ୍ ଦେଲା୍ ଆରି୍ ତିକେ୍ ଧ୍ୱଂସ୍ କର୍ବାକାଚେ୍ ନିର୍ଣ୍ଣୟ ନେଲା୍। ମାତର୍ ଗଟଦିନ୍ ପରମେଶ୍ବର ଗୋଟକ୍ ନୂଆ ସ୍ୱରଗ୍ ଆଓରି୍ ଗୋଟକ୍ ନୃଆ ପୃଥିବୀ ବନାଏସି୍ ଯନ୍ଟା ସିଦ୍ଧ ହୋଏସି୍।

50. ୫୦. ଯୀଶୁ ଲେଓଟି ଆସୁ ଆଏ — illustration 17

ଯୀଶୁ ଆରି ତାର୍ ଲୋକମନ୍ ହାଇ ନୂଆ ପୃଥିବୀତି୍ ରଜବାଏ ଆରି୍ ସବୁଦିନ୍ କାଚେ୍ ସବୁଟାକେ୍ ଶାସନ୍ କର୍ବାଏ। ହାଏ ଲୋକର୍ ଆଖିର୍ ସବୁ ଆସୁକେ୍ ପଚିଦେଏସି୍। ଏବେ୍ କନିମିଶା୍ ଦୁକ୍ତି କି ଯନ୍ତ୍ରଣାତି୍ ନା ହଏତେ୍। ହାଏମନ ନା କାନ୍ଦେ୍ତ। ହାଏମନ୍ କେବେ ନା ମରେ୍ତ୍ କି ଅସୁସ୍ଥ ନା ହୋଏତେ। ଆରି ହାଏତି କାଇ ଖରାପ୍ ଘଟଣା ନା ଘଟେ। ଯୀଶୁ ନ୍ୟାୟ ଆରି ଶାନ୍ତିତି୍ ତାର୍ ରାଜ୍ୟକେ୍ ଶାସନ୍ କର୍ସି। ହାଏ ତାର୍ ଲକ୍ ସଙ୍ଗେ ସବୁଦିନ୍ କାଚେ୍ ରେଏସି୍।

ମାଥିଉ:୨୪:୧୪; ୨୮:୧୮; ଯୋହନ:୧୫:୨୦, ୧୬:୩୩; ପ୍ରକାଶିତ ବାକ୍ୟ:୨:୧୦; ମାଥିଉ ୧୩:୨୪-୩୦, ୩୬-୪୨; ୧ ଥେସଲନୀକୀୟ ୪:୧୩-୫:୧୧; ଯାକୁବ ୧:୧୨; ମାଥିଉ ୨୨:୧୩ ପ୍ରକାଶିତ ୨୦:୧୦, ୨୧:୧-୨୨:୨୧ ତାନର୍ ଗୋଟକ୍ ବାଇବଲର କାଓନି।

Read in the reader

Free to use, adapt, and share under an open license (CC BY-SA 4.0).