49. ୪୯. ପରମେଶ୍ବରର ନୂଆ ନିୟମ୍
ଗୋଟକ୍ ଦୂତ ମରିୟମ ନାମର ଜଣେ ଯୁବତୀକେ ବଲିରେଲା ଯେ ହାଏ ପରମେଶ୍ବର ପୁତ୍ରକେ ଜନ୍ମ କର୍ସି। ହାଏ କୁମାରୀ ଆକା ରେଲା, ମାତର ପବିତ୍ରଆତ୍ମା ତାରଭିତରେ ଆଏଲା ତେବେ ହାଏ ଗର୍ଭବତୀ ହୋଏଲା। ହାଏ ଗୋଟ୍ ପିଲା୍କେ ଜନମ୍ ଦେଲା। ଜାର୍ ନାଓ ଯୀଶୁ ରକ୍ଲା। ଇଟାକାଛେ ଯୀଶୁ ମାପୃ ଆଏ ଆରୀ ମାନେ୍ ମିଶା ଆଏ।
ଯୀଶୁ ଠକା୍ ଚମତ୍କାର କର୍ଲା ଯାନ୍ଟା ଯୀଶୁକେ ମାପୃ ଆଏ ବୋଲି୍ ସାଙ୍ଗୁଆଏ। ହାଏ ପାଣି ଉପରେ ହିଣ୍ଢଲା୍ ଆରୀ ଝଡ଼କେ ଥେବାଏଲା୍। ହାଏ ଠକା୍ ରୋଗୀମନ୍କେ ଅଚ୍ଛା କର୍ଲା ଆରି ଲୋକମନ୍ତାନ୍ଲେ ଭୂତମନ୍କେ ନିକ୍ରାଏଲା୍। ହାଏ ମର୍ଲା ଲୋକ୍ମନ୍କେ ଜୀଆଁଏଲା୍। ହାଏ ୫୦୦୦ ଲକେ୍ ୫ଟା ରଟି ଆରି ୨ଟା ମାଛ୍ ତିଲେ୍ ତିକେ ପେଟ୍ ଭର୍ ଖୁଆଲା୍।
ଯୀଶୁ ମିଶା ଗୋଟ୍କ ମହାନ ଗୁରୁ ରେଲା। ହାଏ ଯନ୍ଟା ମିଶା ଶିଖାଇଲା୍, ହାଏ ବିଲ୍କୁଲ୍ ଠିକ୍ ଠାକ୍ ସଙ୍ଗେ ଶିକାଏଲା୍। ଲକେ୍ ଯୀଶୁ ଜନ୍ଟା କର୍ବାକାଚେ ବଲେ୍ ହାଇଟି ତିକେ୍ କରାବା୍ କତା ଆଏ କାଐକଚେ ବଲେ ହାଏ ପରମେଶ୍ବର ର୍ ବେଟା ଆଏ। ଦକ୍ବା ହିସାବ୍ତି, ହାଏ ଶିକା୍ଏଲା କି ତମି ନିଜ୍କେ ଜନ୍ତା ମୟା କର୍ବାସ୍ ହାନ୍ତିଆକା ଅଲା୍ଗା ଲକେ୍ ମିଶା ମୟା୍ କରା୍।
ହାଏ ଆହୁରି ମିଶା ଶିକ୍ଷା ଦେଲାଆଛେ ଯେ ତମି ପରମେଶ୍ବରକେ ସବୁ ଜିନିଷତାନ୍ଲେ ଅଧିକ ଆରି ତମର ସମ୍ପତ୍ତିଲେ ଅଧିକ ଭଲ ପାଇବା ଉଚିତ୍ ଆଏ।
ଯୀଶୁ ବଲିରେଲା ଯେ ଦୁନିଆରେ କିଛି ପାଇବା ଅପେକ୍ଷା ପରମେଶ୍ବର ରାଜ୍ୟତି ରହିବା ଭଲ ଆଏ। ତମି ତାର ରାଜ୍ୟତି ପ୍ରବେଶ କର୍ବା କାଛେ, ପରମେଶ୍ବର ତମ୍କେ ତମର୍ ପାପ୍ ତାନ୍ଲେ ରକ୍ଷା କର୍ଓତ୍।
ଯୀଶୁ ବଲା୍ କି କିନ୍କିମା ଲକ୍ ତାକେ୍ ବିଶ୍ୱାସ୍ କର୍ବାଏ। ପରମେଶ୍ବର ହାଇ ଲୋକମନ୍କେ ରକ୍ଷା କର୍ସି। ମାତ୍ର ଅଲଗା ଲୋକେ୍ ତାକେ୍ ଗ୍ରହଣ ନା କରେଏତ୍। ହାଏ ଏଟା ମିଶା ବଲା୍ କି କତ୍କ୍ ଲୋକ ଅଚ୍ଛା ମାଟିର୍ ଅନ୍ତା ଆତ୍, କାରଣ୍ ହାଏମନ୍ ଯୀଶୁର ବିଷୟର ସୁସମାଚାରକେ ମାନୁଆତ୍ ଆଓରି ପରମେଶ୍ବର ତିକେ୍ ବାଚାଉ ଆଏ। ମାତର୍ କତ୍କ ଲୋକ୍ ବାଟର୍ କଢା ମାଟି୍ ଅନ୍ତା ଆତ୍। ପରମେଶ୍ବର ବାକ୍ୟ ମଞ୍ଜି ଅନ୍ତା ବାଟେ ବୁନାଯାଉ ଆଏ ମାତର ହାଏତିଲେ କାଇଟା ନା ଅକ୍ରେ। ଇ ମନ୍ ଯୀଶୁର୍ ବିଷୟର୍ ସମାଚାର୍ କେ ନା ମାନେତ୍। ଯୀଶୁର୍ ରାଜ୍ତି ଓଲ୍ବାକାଚେ ମିଶା ନାଇ ବଲୁଆତ୍।
ଯୀଶୁ ଶିକ୍କାଏଲା୍ କି ପରମେଶ୍ବର ପାପିକେ ଟକା୍। ମୟା୍ କରୁଆଏ। ହାଏ ତିକେ କ୍ଷେମା କରାବାକାଚେ ହୋଉଆଏ ଆରି ବେଟାବେଟି ବନାଏବା କାଚେ ମିଶା।
ଯୀଶୁ ଏଟା ମିଶା ବଲା୍ କି ପରମେଶ୍ବର ପାପ୍କେ ଘୃଣା କରୁଆଏ। କାରଣ ଆଦମ ଆରି ହବା ପାପ କର୍ଲାଏ, ହାଇଟାର୍ ଲାଗି ତାର୍ ସବୁ ବଂଶ ମିଶା ପାପି ହୋଇଗଲାଏ୍। ଇ ଦୁନିଆତି୍ ରେବା ସବୁ ପାପ୍ କରୁଆତ୍ ଆରି୍ ପରମେଶ୍ବରତାନ୍ଲେ ଦୂରୁ୍ ହୋଏଲାଏ। ସବୁଲୋକ୍ ମାପୃର୍ ଶତ୍ରୁ ଆତ୍।
ମାତର୍ ପରମେଶ୍ବର ଇ ଜଗତ୍ ତାନେ ରେବା ସବୁକେ ଅନ୍ତା ମୟା୍ କର୍ଲା କି ତାର୍ ଗୋଟ୍କ ବଲି୍ ବେଟାକେ ଦେଇଦେଲା ଜନ୍ଟାର୍ ଲାଗି ପରମେଶ୍ବର ତିକେ୍ ଦଣ୍ଡ ନାଦେଏ ଜନ୍ମନ୍ ତାକେ ବିଶ୍ବାସ୍ କର୍ବାଏ। ମାତର୍ ହାଏ ତାର୍ ସଙ୍ଗେ୍ ସବଙଦାଏ୍କାଚେ ରେଏସି୍।
ତମି ପାପ କର୍ତେରେବାର୍ ଲାଗି ତମି ମର୍ବାକାଛେ ଯୋଗ୍ୟ ଆସ୍। ପରମେଶ୍ବର ତମର ଉପରେ କ୍ରୋଧ କର୍ବାଟା କେବଳ ଠିକ୍ଆଏ, ଏହା ପରିବର୍ତ୍ତେ, ହାଏ ଯୀଶୁର ଉପରେ କ୍ରୋଧିତ ହୋଏଲା। ହାଏ କ୍ରୁଶ ଉପରେ ଯୀଶୁକେ ମୃତ୍ୟୁଦଣ୍ଡ ଦେଲା।
ଯୀଶୁ କେବେଚି୍ ପାପ୍ ନା କର୍ଲା, ମାତର ହାଏ ପରମେଶ୍ବର ତାକେ ଦଣ୍ଡ ଦେବାକାଛେ ଅନୁମତି ଦେଲା। ହାଏ ମର୍ବାକାଛେ ଗ୍ରହଣ କର୍ଲା। ଅନ୍ତାକି, ହାଏ ତମର ପାପ ଆରି ଇ ଦୁନିଆତି ବାସ୍ କର୍ତେରେବା ସବୁଲୋକ୍ର ପାପକେ ଦୂର କର୍ବା କାଛେ ହାଏ ଏକ ସମ୍ପୂର୍ଣ୍ଣ ବଳିଦାନ ରେଲା। ଯୀଶୁ ନିଜ୍କେ ପରମେଶ୍ବର ଲଗେ ବଳିଦାନ ଦେଲା, ତେଣୁ ପରମେଶ୍ବର କାଇଛ ପାପ, ଅନ୍ତାକି ଭୟଙ୍କର ପାପକେ ମିଶା କ୍ଷମା କରୁଆଏ।
ଯଦିଓ ତମି ଅନେକ ଭଲ କାମ କରୁଆସ, ପରମେଶ୍ବର ତମ୍କଜ ଏତା୍ର ଦ୍ୱାରା ରକ୍ଷା ନା କରେ। ତାର ବନ୍ଧୁ ହୋଏବା କାଚେ ତମି କାଇଚ୍ କରକେ ନା ପାରା୍ଆସ୍। ଏତାର ପରିବର୍ତ୍ତେ, ତମ୍କେ ବିଶ୍ୱାସ କର୍କେ ପଡିସି୍ ଯେ ଯୀଶୁ ହୋଏସିଆଛେ ପରମେଶ୍ବରର ପୁତ୍ର, ଆରି ହାଏ ତମର କାଚେ କ୍ରୁଶତି ମର୍ଲା ଆଛେ ଆରି ପରମେଶ୍ବର ତାକେ ଜୀବନ କରି ଉଠାଇଲା ଆଛେ। ଯଦି ତମି ଏତାର ଉପରେ ବିଶ୍ୱାସ କର୍ବାସ୍, ପରମେଶ୍ବରଶ୍ବର ତମର ପାପକେ କ୍ଷମା କର୍ସି।
ପରମେଶ୍ବରଶ୍ବର ଯୀଶୁକଜ ବିଶ୍ବାସ କର୍ତେରେବା ଆରି ତାକେ ପ୍ରଭୁ ଭାବେ ଗ୍ରହଣ କର୍ତେରେବା ସବୁକେ ଉଦ୍ଧାର କର୍ସି। ମାତର ଯୋନ୍ମନ ତାକେ ବିଶ୍ୱାସ ନା କରେତ୍ ହାଏ ତିକେ ରକ୍ଷା ନା କରେ। ତମି ଧନୀ କି ଗରିବ, ମୁନୁଷ୍ କି ବାଏଲେ, ଡକ୍ରା କି ଧାଙ୍ଗ୍ଡା, କି ତମି କନି୍ଚତାନେ ରାଆ ହାଏତିଲେ କାଇଛ୍ ଫରକ ନା ପଡ଼େ। ପରମେଶ୍ବର ତମ୍କେ ଭଲ ପାଉଆଏ ଆରି ଚାହୁଁଆଏ ଯେ ତମି ତମର ବନ୍ଧୁ ହୋଏବା କାଛେ ଯୀଶୁର୍ ତାନେ ବିଶ୍ୱାସ କରା।
ଯୀଶୁ ତମ୍କେ ବିଶ୍ୱାସ କର୍ବାକାଛେ ଆରି ବାପ୍ତିଜିତ ହୋଏବାକାଛେ ଆହ୍ୱାନ କର୍ସି ଆଛେ। ତମି ବିଶ୍ୱାସ କରା ଯେ ପରମେଶ୍ବରଙ୍କ ଗୋଟକି୍ବୋଲି ପୁତ୍ର ଯୀଶୁ ହୋଏସିଆଛେ ଖ୍ରୀଷ୍ଟ? ତମି ବିଶ୍ୱାସ କରା ଯେ ତମି ଜଣେ ପାପୀ ଆରି ତୁମେ ପରମେଶ୍ବରଙ୍କ ଦ୍ୱାରା ଦଣ୍ଡ ପାଏବାକାଛେ ଯୋଗ୍ୟ? ତମର ପାପ ଦୂର କର୍ବା କାଛେ ଯୀଶୁ କ୍ରୁଶ୍ ଉପରେ ମର୍ଲାଆଛେ କି?
ଯଦି ତମି ଯୀଶୁଙ୍କ ଉପରେ ବିଶ୍ୱାସ କରୁଆସ୍ ଆରି ହାଏ ତମର କାଛେ କଣ କର୍ଲାଆଛେ, ତେବେ ତମି ଜଣେ ଖ୍ରୀଷ୍ଟିଆନ! ଅନ୍ଧକାରର ରାଜ୍ୟତି ଶୟତାନ ଆରି ତମର ଉପରେ ଶାସନ ନା କରେ। ବର୍ତ୍ତମାନ ପରମଶ୍ବର ତାର ଆଲୋକ ରାଜ୍ୟତି ତମର ଉପରେ ଶାସନ କରୁ ଆଏ। ହାଏ ତମକେ କରିରେବା ପାପ୍ ତାନ୍ଲେ ନିବୃତ୍ତ କର୍ଲାଆଛେ। ହାଏ ତମକେ ଗୋଟକ୍ ନୂଆ, ଉପଯୁକ୍ତ ଜୀବନ ଦେଲାଆଛେ।
ଯଦି ତମି ଗୋଟକ୍ ଖ୍ରୀଷ୍ଟିଆନ, ଯୀଶୁ ଯନ୍ଟା କର୍ଲାଆଛେ ହାଇଟାକାଛେ ପରମେଶ୍ବର ତମର ପାପ କ୍ଷମା କରି ଦେଲାଆଛେ। ଏବେ, ପରମେଶ୍ବର ତମକେ ଶତ୍ରୁ ଅପେକ୍ଷା ଘନିଷ୍ଠ ବନ୍ଧୁ ଭାବେ ବାଭୁଆଏ।
ଯଦି ତମି ପରମେଶ୍ବରର ବନ୍ଧୁ ଆରି ପ୍ରଭୁ ଯୀଶୁଙ୍କର୍ ସେବକ, ତମି ଯୀଶୁ ଯନ୍ଟା ଶିଖାଏଲା ଆଛେ ତାକେ ଅନୁସରଣ କର୍ବାକାଛେ ଇଚ୍ଛା କର୍ବାସ୍। ଯଦିଓ ତୁମେ ଖ୍ରୀଷ୍ଟିଆନ ଆସ୍, ଶୟତାନ ତମ୍କେ ପାପ କର୍ବାକାଛେ ପ୍ରଲୋଭିତ କର୍ସି। ମାତର ପରମେଶ୍ବର ସବୁଦାଏ ଯାହା କରୃଆଜ ହାଏ ଯାହା କରନ୍ତି ତାହା କରନ୍ତି। ହାଏ ବଲୁଆଏ ଯଦି ତମି ତମର ପାପ ସ୍ୱୀକାର କର୍ବାସ୍, ହାଏ ତମକେ କ୍ଷମା କର୍ସି। ପାପ ବିରୁଦ୍ଧତି ଲଢ଼ବା କାଛେ ହାଏ ତମକେ ଶକ୍ତି ଦେଏସି।
ପରମଶ୍ବର ତମ୍କେ ପ୍ରାର୍ଥନା କର୍ବାକାଛେ ଆରି ତାର ବାକ୍ୟ ପଢ଼ବାକାଛେ ବଲୁଆଏ। ଅଳଗା ବିଶ୍ବାସି ମନ୍ ସଙ୍ଗେ ତାକେ ଉପାସନା କର୍ବାକାଛେ ମିଶା ବଲୁଆଏ। ହାଏ ତମର କାଛେ କ’ଣ କରିଛନ୍ତି ଅଳଗା ଲୋକ୍କେ ମିଶା କହିବାକାଛେ ପଡିସି। ଯଦି ତମି ଇ ସବୁ କାମ କର୍ବାସ, ତେବେ ତମି ତାର ଅଚ୍ଛାସାଙ୍ଗ୍ ହୋଏବାସ୍।
ରୋମୀୟ ୩:୨୧-୨୬, ୫:୧-୧୧; ଯୋହନ ୩:୧୬ ମାର୍କ ୧୬:୧୬ କଲସୀୟ ୧:୧୩-୧୪; ୨ କରିନ୍ଥୀୟ ୫:୧୭-୨୧ ;୧ ଯୋହନ ୧-୫-୧୦ ତାନର୍ ଗୋଟକ୍ ବାଇବଲର କାଓନି।
Free to use, adapt, and share under an open license (CC BY-SA 4.0).