48. ୪୮. ଯୀଶୁ ହଏସି୍ ଆଚେ୍ ପ୍ରତିଜ୍ଞା କରି୍ରେବା ଖ୍ରୀଷ୍ଟ
ଜଡ଼ଦାଏ ପରମେଶ୍ବର ଜଗତକେ୍ ବନାଏଲା୍ ହାଡ଼କିଦାଏ ସବୁକିଛି୍ ଅଚା୍ରେଲା୍। କାଇ ପାପ୍ ନା ରେଲା୍। ଆଦମ ଆଓରି୍ ହବା ଦୁଇଲକ୍ ମୟା୍ କରାକରି୍ ହଏତେ୍ ରେଓତ୍, ଆରି ହାଏମନ୍ ପରମେଶ୍ବରକେ୍ ମୟା୍ କର୍ତେରେଲା୍ଏ। କାଇ ରୋଗ ଆରି୍ ମରନ୍ ନା ରେଲା୍। ପରମେଶ୍ବର ଜଗତ୍କେ ଅନ୍ତି ବନାଏରେଲା୍।
ଶୟତାନ ହବା ସଙ୍ଗେ୍ ସାପଦେଇ ବଗିଚାତାନେ୍ କଥା ହଏଲା୍, କାରଣ ହାଏ ତାକେ୍ ଦଖା୍ ଦେବାକାଚେ୍ ହୋଏତେରେଲା୍ଏ। ତାର୍ପାଚେ୍ ହବା ଆଓରି୍ ଆଦମ ପରମେଶ୍ବର ବିରୁଦତି୍ ପାପ କର୍ଲାଏ। କାରଣ ହାଇମନ୍ ପାପ କର୍ଲାଏ, ଇଟାର୍ଲାଗି ପୃଥିବୀର ସବୁ ଲୋକ ମରୁଆତ୍।
କାରଣ ଆଦମ ଆଓରି୍ ହବା ପାପ କରି୍ରେଲା୍ଏ, ଇଟାକାଚେ୍ ଆଓରି୍ କିଛି ଖରାପ୍ ଘଟନା୍ ଘଟ୍ଲା। ହାଏମନ୍ ପରମେଶ୍ୱରର୍ ଶତ୍ରୁ ହଏଲା୍ଏ। ଫଳସ୍ୱରୂପ, ହାଇଦିନଲେ୍ ସବୁ ପାପ୍ କର୍ଲାଆଚେ୍ତ୍। ଜନ୍ମତାନ୍ଲେ ସବୁ୍ ପରମେଶ୍ବରର୍ ଶତ୍ରୁ ଆତ୍। ପରମେଶ୍ବର ଆଓରି୍ ଲୋକର୍ ଭିତ୍ରେ ଶାନ୍ତି ନାରେଲା୍। ମାତର୍ ପରମେଶ୍ବର ଶାନ୍ତି ରକ୍ବାକାଚେ୍ ହଏତେ୍ରେଲା୍।
ପରମେଶ୍ବର୍ ପ୍ରତିଜ୍ଞା କର୍ଲାଆଚେ ଯେ ହବାର୍ ଗଟ୍କ ବଂଶ ଶୟତାନର୍ ମୁଣ୍ଡକେ୍ ବିଲାସି୍। ହାଏ ଏଟା ମିଶା ବଲା୍ଆଚ୍ ଯେ ଶୟତାନ ତାର୍ ପଦ୍କେ ଚାବ୍ସି୍। ଅଲଗା୍ ଅର୍ଥତି ବଲେ୍, ଶୟତାନ ଖ୍ରୀଷ୍ଟକେ ମର୍ତେମାରସି୍, ମାତର୍ ପରମେଶ୍ବର ତାକେ ମର୍ଲାତାନ୍ଲେ ଉଟାଏସି୍। ଏତାର୍ ପାଚେ୍, ଖ୍ରୀଷ୍ଟ ଶୟତାନର୍ ଶକ୍ତିକେ୍ ସବୁଦିନ୍ କାଚେ୍ ଶରାଏଦେଏସି୍। ବହୁତ୍ ବର୍ଷର୍ ପାଚେ୍, ପରମେଶ୍ବର ପ୍ରକାଶ କର୍ଲା ଯେ ହାଇ ଖ୍ରୀଷ୍ଟ ଯୀଶୁ ଆଏ।
ପରମେଶ୍ବର ତାର୍ ପରିବାରକେ୍ ବନ୍ୟା ତାନ୍ଲେ ରକ୍ଷା କରି୍ରେଲା୍ ଯାକେ୍ ହାଏ ଆନବା୍ କାଚେ୍ ହଇରେଲା୍। ନେହାକେ୍ ଗଟ୍କ ଡଙ୍ଗା ବନାଏବା କାଚେ୍ ବଲା୍ କି ପରମେଶ୍ବର ଅନ୍ତିକରି୍ ହାଇ ଲକମନକେ୍ ଉଦ୍ଧାର୍ କର୍ଲା ଜନମନ୍ ତାକେ୍ ବିଶ୍ବାସ୍ କର୍ତେରେଏତ୍। ହାଇଅନ୍ତି ଆକା, ହାଇମନ୍ ସବୁ ପରମେଶ୍ବର ଦ୍ୱାରା ମୃତ୍ୟୁଦଣ୍ଡ ପାଏବାକାଚେ୍ ଯୋଗ୍ୟ ରେଲା୍ଏ କାରଣ ହାଏମନ୍ ସବୁ ପାପ୍ କରିରେଲା୍ଏ। ମାତର୍ ଜନମନ୍ ତାକେ୍ ବିଶ୍ୱାସ କରୁଆତ୍ ତିକେ୍ ଉଦ୍ଧାର୍ କର୍ବାକାଚେ୍ ପରମେଶ୍ବର ଯୀଶୁକେ ପଟା୍ଏଲା୍।
ବରଷ୍ ବରଷ୍ ଧରି ଯାଜକମନ୍ ପରମେଶ୍ବରକେ୍ ବଳି ଦେଏତେ୍ ରେଲା୍ଏ। ଏଟା ଦକାଉଆଏ ଯେ ଲୋକମନ୍ ପାପ୍ କର୍ଲାଏ, ଆଓରି୍ ହାଏମନ୍ ପରମେଶ୍ବର ବାଟ୍ଲେ ଦଣ୍ଡ ପାଏବାକାଚେ୍ ଯୋଗ୍ୟ ଆତ୍। ମାତର୍ ହାଇ ବଳିଦାନ୍ ତିକର୍ ପାପ କ୍ଷମା କର୍କେ ନା ପାର୍ତେରେଲା୍। ଯୀଶୁ ସବୁଲେ୍ ବଡେ ମହାଯାଜକ ଆଏ। ହାଏ ହାଇଟା କର୍ଲା ଯନ୍ଟାକି କନି୍ ଯାଜକ କର୍କେ ନା ପର୍ଲାଏ। ହାଜ ନିଜକେ ଗଟ୍କି ବଲି୍ ବଳିଦାନ ହଏବାକାଚେ୍ ଦେଇଦେଲା ଯନ୍ଟା କି ସବୁଲକର୍ ପାପ୍କେ ଦଏକେ ପାରେ୍। ହାଏ ମାନ୍ଲା କି ପରମେଶ୍ବର ସବଙଲକର୍ ପାପ୍ କାଚେ୍ ତାକେ୍ ଦଣ୍ଡ ଦେଲା୍। ଇଟାକାଚେ୍ ବଲି ଯୀଶୁ ସିଦ୍ଧ ମହାଯାଜକ ରେଲା୍।
ପରମେଶ୍ବର ଅବ୍ରହାମକେ୍ ବଲା୍, "ମୁଇ ତର୍ ବାଟ୍ଲେ ଜଗତର୍ ସବୁ ଜନ୍ଜାତିକେ୍ ଆଶୀର୍ବାଦ କର୍ବି"। ଯୀଶୁ ଇ ଅବ୍ରହାମର୍ ବଂଶଧର ରେଲା୍। ପରମେଶ୍ବର ଅବ୍ରହାମର ବାଟ୍ଲେ ସବୁ ପରିବାରକେ୍ ଆଶୀର୍ବାଦ କରୁଆଏ, କାରଣ ଜନମନ୍ ଯୀଶୁକେ୍ ବିଶ୍ୱାସ କରୁଆତ୍ ତିକେ ସବୁକେ୍ ପରମେଶ୍ବର ପାପ୍ ତାନ୍ଲେ ରକ୍ଷା କରୁଆଏ। ଜଡ଼ଦାଏ ଇ ଲୋକମନ୍ ଯୀଶୁକେ୍ ବିଶ୍ୱାସ କରୁଆତ୍, ପରମେଶ୍ବର ତିକେ୍ ଅବ୍ରହାମର୍ ବଂଶଧର ହିସାବ୍ତି ମାନୁଆଏ।
ପରମେଶ୍ବର ଅବ୍ରହାମକେ୍ ତାର୍ କାଚେ୍ ନିଜର୍ ବେଟାକେ ବଳି ଦେବାକେ୍ ବଲା୍। ମାତର୍ ତାର୍ପାଚେ୍ ଇସ୍ହାକ୍ର ବଦଲେ୍ ବଳି ଦେବାକାଚ୍ ଗଟକ୍ ମେଣ୍ଡାପିଲା୍କେ ଦେଲା୍। ଆମି ସବୁ ନିଜର୍ ପାପ କାଚେ୍ ମର୍ବାଦଣ୍ଡ ପାଏବାର୍ ଯୋଗ୍ୟ! ମାତର୍ ପରମେଶ୍ବର ଆମର୍ ଜାଗାତି୍ ମର୍ବା କାଚେ୍ ଯୀଶୁକେ୍ ବଲିଦାନ୍ ହିଶାବ୍ତି ମରି୍ଦେଲା୍। ଇଟାକାଚେ୍ ଆମି ଯୀଶୁକେ୍ ପରମେଶ୍ବରର୍ ମିଣ୍ଡାପିଲା୍ ବଲି୍ ବଲୁଆଏ।
ଜଡ଼ଦାଏ ପରମେଶ୍ୱର ମିଶର୍ ତି ଶରାଶରି୍ ମହାମାରୀ ପଠାଏଲା୍, ହାଡ଼କିଦାଏ ହାଏ ସବୁ ଇସ୍ରାଏଲୀୟ ପରିବାରକେ୍ ଗଟ୍କ ମେଣ୍ଡାପିଲା୍ ପୂଜ୍ବା କାଚେ୍ ବଲି୍ରେଲା୍। ହାଇ ମେଣ୍ଡାପିଲା୍ର୍ କାଇଟା ନା ହଇରେବାର୍ ଆଚେ୍। ତାର୍ପାଚେ୍ ହାଏମନ୍ ତାର୍ ବନି୍କେ ଦୁଆର୍ର ଉପରେ୍ ଆରି୍ ଦୁଆର୍ବନ୍ଦତି ରଚାଏବାର୍ ରେଲା୍। ଜଡ଼ଦାଏ ପରମେଶ୍ୱର ହାଇ ବନି୍କେ ଦଖ୍ଲା, ତ ହାଇ ଘରମନ୍କେ ଜିତିଜିତି୍ ଗଲା୍ ଆରି ତିକର୍ ବଡେ ପିଲାକେ୍ ନା ମାର୍ଲା। ଜଡ଼ଦାଏ ଏଟା ହଏଲା୍, ପରମେଶ୍ବର ଏଟାକେ୍ ନିସ୍ତାରପର୍ବ ବୋଲି ନାଓ ଦେଲା୍।
ଯୀଶୁ ନିସ୍ତାରପର୍ବର୍ ମେଣ୍ଢାପିଲା ଅନ୍ତାଆଏ। ହାଏ କେବେଚି୍ ପାପ୍ ନା କର୍ଲା, ଇଟାକାଚେ୍ ତାର୍ତି କାଇ ଭୂଲ୍ ନା ରେଲା୍। ନିସ୍ତାରପର୍ବର୍ ଦାଏ ହାଏ ମରିରେଲା୍। ଜଡ଼ଦାଏ କନି ଗଟକ୍ ଯୀଶୁକେ୍ ବିଶ୍ୱାସ କରୁଆଏ, ହାଡକିଦାଏ ଯୀଶୁର୍ ବନି୍ ହାଇ ଲକର୍ ପାପର୍ ମୂଲ୍ୟକେ ଦେଉଆଏ। ଏଟା ଅନ୍ତା ଆଏ କି ପରମେଶ୍ବର ହାଇ ଲକେ୍ ଜିତିକରି୍ ଯାଉଆଏ, କାଏକାଚେ ବଲେ୍ ପରମେଶ୍ବର ତାକେ୍ ଆରି ଦଣ୍ଡ୍ ନା ଦେବେ।
ପରମେଶ୍ୱର ଇସ୍ରାଏଲୀୟମନ୍ ସଙ୍ଗେ ଗଟକ୍ ଚୁକ୍ତି କର୍ଲା, କାରଣ ହାଏମନ୍ ଅନ୍ତା ଲକ୍ ରେଲାଏ ଯାକେ ପରମେଶ୍ବର ତାର୍ ଲକ୍ ହଏବାକାଚେ୍ ବାଚିରେଲା୍। ମାତର୍ ପରମେଶ୍ବର ଏବେ ଗଟକ୍ ଅନ୍ତା ଚୁକ୍ତି କର୍ଲା ଯନ୍ଟା ସବୁ ଲକ୍ କଛେ ଆଏ। ଯଦି କନିଚ୍ ଜାତି୍ର କନିଚ୍ ଲକ୍ ଇ ନୂଆ ଚୁକ୍ତିକେ ମାନସି୍, ତେବେ ହାଏ ପରମେଶ୍ବରର୍ ଲକ୍ତି ମିଶସି୍ ଯାଏସି୍। ହାଏ ଯୀଶୁର୍ ତାନେ ବିଶ୍ବାସ୍ କରବା୍ର ଲାଗି୍ ହାଏ ଅନ୍ତା କରୁଆଏ। ।
ମୋଶା ଗଟକ୍ ଅନ୍ତା ଭବିଷ୍ୟଦ୍ବକ୍ତା ରେଲା୍, ଜନାଏ ପରମେଶ୍ବର ର ବାକ୍ୟକେ୍ ଟକା୍ ଶକ୍ତିର୍ ସଙ୍ଗେ ପ୍ରଚାର୍ କରିରେ୍ଲା। ମାତର୍ ଯୀଶୁ ସବୁ ଭବିଷ୍ୟଦ୍ବକ୍ତାମନ୍ଲେ ଶ୍ରେଷ୍ଠ(ବଡେ) ଆଏ। ହାଏ ନିଜେ ମାପୃ ଆଏ, ହାଇଟାକାଚେ୍ ଜନ୍ଟା ମିଶା ହାଏ କର୍ଲା ଆରି୍ ବଲା୍ ହାଇଟା୍ ସବୁ ପରମେଶ୍ବର ବାକ୍ୟ ଆରି କାମ୍ ଆଏ। ଇଟାକାଚେ୍ ପବିତ୍ର ଶାସ୍ତର୍ ଯୀଶୁକେ୍ ପରମେଶ୍ବରର୍ ବାକ୍ୟ ବଲି ବଲୁଆଏ।
ପରମେଶ୍ବର ରାଜା ଦାଉଦକେ୍ ପ୍ରତିଜ୍ଞା କରିରେଲା୍ କି ତାର୍ ଗଟକ୍ ବଂଶଧର ରାଜା ହିଶାବ୍ତି ପରମେଶ୍ବରର୍ ଲୋକମନର୍ ଉପରେ ସବୁଦିନ୍ କାଚେ୍ ଶାସନ କର୍ସି। ଯୀଶୁ ପରମେଶ୍ବରର୍ ବେଟା ଆଓରି ଖ୍ରୀଷ୍ଟ ଆଏ, ଇଟାକାଚେ୍ ହାଏ ରାଜା ଦାଉଦର୍ ବଂଶଧର୍ ଆଏ ଜନ୍ ସବୁଦିନ୍ କାଚେ୍ ଶାସନ୍ କର୍କେପାରେ।
ଦାଉଦ ଇସ୍ରାଏଲର ଆକା ରାଜା ରେଲା୍, ମାତର୍ ଯୀଶୁ ସମଗ୍ର ଜଗତର୍ ରାଜା ଆଏ! ହାଏ ଆଓରିହାରକ୍ ଆସି ନ୍ୟାୟ ଆଓରି୍ ଶାନ୍ତି ସଙ୍ଗେ୍ ତାର୍ ରାଜ୍ କେ ଶାସନ୍ କର୍ସି।
ଆଦିପୁସ୍ତକ ୧-୩, ୬, ୧୪, ୨୨; ଯାତ୍ରା ୧୨, ୨୦; ୨ ଶାମୁୟେଲ ୭; ଏବ୍ରୀ ୩:୧-୬, ୪:୧୪-୫:୧୦, ୭:୧-୮, ୧୩, ୯:୧୧-୧୦:୧୮; ପ୍ରକାଶିତ ୨୧ ତାନର୍ ଗୋଟକ୍ ବାଇବଲର୍ କାଓନି।
Free to use, adapt, and share under an open license (CC BY-SA 4.0).