1. ୦୧. ସୃଷ୍ଟି

1. ୦୧. ସୃଷ୍ଟି — illustration 1

ସବୁ ସୃଷ୍ଟି ଔରକମ୍ ହଲେକ୍। ଛଅ ଦିନ୍ ପରେ ପରମେଶ୍ବର୍ ସ୍ବର୍ଗ ଆର୍ ପୃଥିବୀ ଆର୍ ସେଠେଁକାର୍ ସମସ୍ତ ବିଷୟ ତିଆରି ହଲେକ୍। ଆନ୍ଧାର୍ ଆର୍ ସୁନ ଥାଲେକ୍ କିଛୁକ୍ ବିଷୟ ଗଠନ୍ ହଲେକ୍। ପରମେଶ୍ବର୍ ରେ ଆତ୍ମା ପାଣି ଉପରେ ଆସିଲେ।

1. ୦୧. ସୃଷ୍ଟି — illustration 2

ତା’ପରେ ପରମେଶ୍ବର୍ କହିଲେ, ଦିନ୍ ହୋଉ ତା’ପରେ ଦିନ୍ ହର୍ଲେକ୍। ପରମେଶ୍ବର୍ ଦିନ୍ କେ ଭାଲ୍, ଦେଖଲେକ୍ ଆର୍ ଉହାକେ ଦିନ୍ କହିଲେକ୍, ଉ ଉହାକେ ଆନ୍ଧାର୍ ନୁ ପୃଥିବୀ କେ, ଯାହାକେ ଭାଲ୍ କହିଲେକ୍। ତାର ପରମେଶ୍ବର୍ ବନାଲେକ୍ ପ୍ରଥମ୍ ଦିନ୍ ଆଲ ତିଆରି କର୍ଲେକ୍।

1. ୦୧. ସୃଷ୍ଟି — illustration 3

ତିଆରି ଉ ଦିତିୟ ଦିନ୍ ପରମେଶ୍ବର୍ ପୃଥିବୀ ଉପରେ ଆକାଶ୍ ତିଆରି କର୍ଲେକ୍, ଉଅ ଛୁତୁ ପାଣି ଆକଶ୍ ତିଆରି କର୍ଲେକ୍।

1. ୦୧. ସୃଷ୍ଟି — illustration 4

ତୃତୀୟ ଦିନ୍ ପରମେଶ୍ବର୍ କର୍ଲେକ୍, ଆଉ ଶୁଷକ୍ ମାଟିନୁ ପାଣିକେ ପୃଥକ୍ କର୍ଲେକ୍। ଉ ଶୁଷ୍କ ମାଟିକେ “ପୃଥିବୀ” କର୍ଲେକ୍ ଆର୍ ପାଣିକେ ସମୁନ୍ଦର୍ କହିଲେକ୍। ପରମେଶ୍ବର୍ ଦେଖଲେକ୍ ଯାହା ସୌଉ ସୃଷ୍ଟି କରଥାଲେକ୍ ଭାଲ୍ ଥାଲେକ୍।

1. ୦୧. ସୃଷ୍ଟି — illustration 5

ତା’ପରେ ପରମେଶ୍ବର୍ କହିଲେକ୍ ପୃଥିବୀ ଏ ସଉ ରକମ୍ ଗାଚ୍ ଆର୍ ଜିନିଷ ହୋଲେକ୍ ଆର୍ ସୌରକମ୍ ହୋଲେକ୍। ପରମେଶ୍ବର୍ ଦେଖି ଯାହା ଉ ସୃଷ୍ଟି କଲେକ୍ ଭାଲ୍ ଥାଲେକ୍।

1. ୦୧. ସୃଷ୍ଟି — illustration 6

ସୃଷ୍ଟିର୍ ଚାର୍ ଦିନ୍ ପରେ ପରମେଶ୍ବର୍ କହିଲେକ୍ ଆର୍ ବେଳା, ଜହ୍ନ, ତାରା ସୃଷ୍ଟି କଲେକ୍। ପରମେଶବର୍ ଉହାକେ ଦିନ୍ ରାତ୍ ରୁତୁ ଗାକେ ଆର୍ ପାଣି ବର୍ଷା ପାଇଁ ହତେ କହିଲେକ୍। ପରମେଶ୍ବର୍ ଦେଖି ଯାହା ସୃଷ୍ଟି କଲେକ୍ ଭାଲ୍ ଥାଲେକ୍।

1. ୦୧. ସୃଷ୍ଟି — illustration 7

ପାଞ୍ଚ ଦିନ୍ ପରେ ପରମେଶ୍ବର୍ କହିଲେକ୍ ଆର୍ ପାଣିଏ ପହଁରିବାର୍ ଜୀବରାକେ ଆର୍ ଚଡଇ ସୃଷ୍ଟି କରଲେକ୍। ପରମେଶ୍ବର୍ ସେପା ଭାଲ୍ ଦେଖଲେକ୍ ଆର୍ ଉ ରାକେ ଆସିର୍ ବାଦ୍ ଦେଲେ।

1. ୦୧. ସୃଷ୍ଟି — illustration 8

ସୃଷ୍ଟିର୍ ଛଅ ଦିନ୍ ପରେ ପରମେଶ୍ବର୍ କରଲେକ୍ ମାଟିଏ ରହିବାର୍ ପଶୁ ସୃଷ୍ଟି ହେଉ। ପରମେଶ୍ବର୍ ଯେ ରକମ୍ କହିଲେକ୍ ଠିକ୍ ତାଉ ରକମ୍ ହୋଲେନ୍। ତାହେଲେ ଚାଷୀ ସେଇ ପଶୁ ଥାଲିନ୍ ଯୋତୁକ୍ ମାଟି ଉଅପରେ ଚାଲା ବୁଲ କରବାଏ ପଶୁ ଥାଳିନ୍ ଆର୍ ପରମେଶ୍ବର୍ ଉରାକେ ଭାଲା ଦେଖଲେକ୍।

1. ୦୧. ସୃଷ୍ଟି — illustration 9

ଟାପରେ ପରମେଶ୍ବର୍ କହିଲେନ୍ ଆମ ଆମରା ମାତୁଷ୍ କେ ଆଭାନ୍ କରି ନିଜେର୍ ଦେହ ସୃଷ୍ଟି କରବ୍। ସୃଷ୍ଟି ଉପରେ ଉରାକାର୍ ଅଧିକାର୍ ରହିବା ଦାରକାର୍।

1. ୦୧. ସୃଷ୍ଟି — illustration 10

ତାହେଲେ ପରମେଶ୍ବର୍ କିଛୁକ ଧୁଲା ଆଣଲେକ୍, ମାଣୁଶ୍ କେ ତିଆରି କଲେକ୍, ଆର୍ ଉରକା ଭିତରେ ଜୀବନ୍ ଦିଲେନ୍। ଆଉ ମାଣୁଶ୍ ଆମରାକା ଥାଲିନ୍। ପରମେଶ୍ବର୍ ଏକେଲା ରଦେହ ଥାଲେନ୍ ଆର୍ ଉରକେ ଜତନ୍ କରବାକେ ସଭତେ ରଖଲେକ୍।

1. ୦୧. ସୃଷ୍ଟି — illustration 11

ଉଦୟାନ୍ ରେ, ମାଟୁ ପରମେଶ୍ବର୍ ଦୁଟା ମୁଖିଆ

1. ୦୧. ସୃଷ୍ଟି — illustration 12

ତାପରେ ପରମେଶ୍ବର୍ କହଲେକ୍ ମାଣୁଶ୍ ଏକଲାଗୀ ରହିବାର୍ ଭାଲ୍ ନାହି, ହୋଲେ ଯାହା ହଲେଭି ପଶୁ ରାକର୍ ସାହାର୍ୟ କାରୀ ଥାଇ ଥାଲେ।

1. ୦୧. ସୃଷ୍ଟି — illustration 13

ତାହେଲେ ପରମେଶ୍ବର୍ ଆମରାକେ ବହୁତ୍ ନୀଦେ ଶୁଆଇ ଦିଲେନ୍। ତାପରେ ପରମେଶ୍ବର୍ ଆମରକାର୍ ପାଞ୍ଜାରା ଏକଟାକେ ନଇଂ ତିଆରି କରଲେକ୍ ଆର୍ ଆମରାକର୍ ପାଶ୍ କେ ଆଣ ଲେକ୍।

1. ୦୧. ସୃଷ୍ଟି — illustration 14

ଜବା ଆମରାକାର୍ ହାଡ଼କେ ଦେଖଲେ ଉ, କଇଲେକ୍ ସଥଉ। ଆମରକାର୍ ରକମ୍ ଉହାକେ ମାୟା ଡାକା ହବେକ୍ ଯାହାକି, ମାଣୁଶ୍ ସୃଷ୍ଟି ହୋଛେ ଆଉ କରି ମାଣୁଶ୍ ଉହାର୍ ବାପେ ମାଇଁକେ ଛାଡି ମାୟାର୍ ସଙ୍ଗେ ରହେକ୍।

1. ୦୧. ସୃଷ୍ଟି — illustration 15

ପରମେଶ୍ବର୍ ମରଦ ଆର୍ ମାୟାକେ ଉଦାର୍ ନିଜେ ମଣେ ତିଆରି କରଲେକ୍। ଉ ଉରାଜକେ ଆସିରବାଦ୍ କରଲେକ୍, ଆର୍ କହିଲେକ୍ ବହୁତ୍ ମରଦ ଆର୍ ମାୟା ଜନ୍ମ କର ଆର୍ ପୃଥିବୀ ଏ ରହ। ପରମେଶ୍ବର୍ ଯାହା ସୃଷ୍ଟି କରଲେକ୍ ସେ ସବୁ ବେଶୀ ଭାଲ୍ ନାଗୋଲେକ୍। ଯାହା ସବୁ ଥିଏ ଉହାର୍ ବେଶୀ ମନ ଥାଲେକ୍ ଏ ବିଷୟେ ସୃଷ୍ଟି ଛଅ ଦିନ୍ ରେ ହଲେକ୍।

1. ୦୧. ସୃଷ୍ଟି — illustration 16

ଯୌବେ ସାଟ୍ ଦିନ୍ ଆସଲେକ୍, ପରମେଶ୍ବର୍ ଉହାର୍ ସବୁ କାମ୍ ସାରୀ ଗେଥାଲେକ୍। ହଲେ ପରମେଶ୍ବର୍ ସବୁ କାମ ଠେନୁ ଯାହା ଆସ୍ତେ ଥାଲେକ୍ ଦିଶରାମ ବିଲେକ୍ ଉ ସାଟ୍ ଦିନ୍ କେ ଆସିରବାଦ୍ କଲେକ। କାରଣ ଆଉ ଦିନେ ଉହାର୍ କାମ୍ ସାରୀ ବିଶ୍ରାମ ନିଲେକ୍। ଅ ଉ ରକମ୍ ପରମେଶ୍ବର୍ ବ୍ରହ୍ମାଣ୍ଡ ସୃଷ୍ଟି କଲେକ୍।

ବାଇବଲର ଏକ କାହାଣୀ:ଆଦିପୁସ୍ତକ ୧ – ୨

Read in the reader

Free to use, adapt, and share under an open license (CC BY-SA 4.0).