2. ୦୨. ପାପ ଜଗତକୁ ପ୍ରବେଶ କଲା
ପରମେଶ୍ବର୍ ଉରାକାର୍ ମଣେ ବହୁତ୍ କର ଥାବା ବଡିଆ ଉଦାହରଣ ଆମରାକାର୍ ଆର୍ ଉହାର୍ ମାୟା ବହୁତ୍ ଖୁସିଏ ଜୀବନ୍ କାଟତେ ଥାଲେକ୍। ଉରା କେଉ ପସାକ୍ ପରତେ ଥାଲିନାଁ ହୋଲେ। ପୃଥିବୀ କେ ପାପ୍ ଥାଲେକ୍ ନା। ଉରା ସବୁବେଲା ମାୟା ମରଦ ସମ୍ପରକ୍ ରାକେଟ୍ ଥାଲେନିଁ ଆର୍ ପରମେଶ୍ବର୍ କେ ସତ କଥା କଇଂତେ ଥାଲିନ୍।
ହେଲେ, ଉଦାହରଣ ଗୋତେକ୍ ସପ୍ ଥାଲେକ୍। ଉ ମାୟାକେ ସୁଧୁଆଲେକ୍, ପରମେଶ୍ବର୍ ରେ ସଙ୍ଗେ ଉଦାହରଣେର୍ କିଛୁ ଗାଛେର୍ ଫଳ ଖାତେ କଇଂଛନ୍ କି ?
ମାୟା ଉତ୍ର୍ ଦିଲେକ୍, ପରମେଶ୍ବର୍ ଆମାର୍ କେ କୋଲେକ୍ ଭାଲା ଆର୍ ଖାରାପ୍ ଜଞ୍ଜାଲେ ଗାଛେର୍ ଫଳକେ ଛାଡି ଯାହା ଗାଛେର୍ ହଲେ ଫଳ ଖାଇ ପାରବ୍। ପରମେଶ୍ବର୍ ଆମ ରାଜକ୍ କହିଲେକ୍ ଯଦି ତୁରା ସ୍ଉ ଫଳ ଖାଉ ନାଇତ ଛୁଁ ସ୍ଉ ଦିନ୍ ମରଉ।
ସାପ୍ ମାୟାକେ କଇଲେକ୍ ସେଟା ସତ ନାହିଁ। ତୁମେ ମରଉ ନାଇ। ପରମେଶ୍ବର୍ ଜାନିଛେ ଯେ, ତୁରା ଖାବା ସଂଗେ ସଂଗେ ପରମେଶ୍ବର୍ ରକମ୍ ହୋଇଂ ଜାଉ ଆର୍ ଖାରାପ୍ ବୁଝି ପାରଉ।
ମାୟା ତାହା ଦେଖଲେକ୍, ସ୍ଉ ଫଳଗା ଦେକେତ୍ ସୁନ୍ଦର୍ ଥାଲେକ୍ ଆର୍ ଖାଟେ ମିଠା ଥାଲେକ୍। ଉ ବୁଧୁମାନ୍ ହଚେ, ଚାହିଁଲେକ୍, ସଭ ପାଇଁ କିଡୁକ୍ ଫଳ ତୁଲୁଳେକ୍ ଆର୍ ଖାଲେକ୍ ତାପରେ କିଛୁକ୍ ଫଳ ଉହାର୍ ଗାଁ ଆ ଏର୍ ନକକେ ଦିଲେନ୍ ଯେ ଉହାର୍ ପାଶେ ଥାଲେକ୍ ଉହଁ ଖାଲେକ୍।
ଠାତଇଁ କରି ଉରାକାର୍ ଚକ୍ ଖୁଲେକ୍ ଆର୍ ଉରା ମନେ କରଲିଂ ଯେ ଉରା ନେଙ୍ଗେଟା ହୋଇ ଆଛାନ୍। ପତର୍ ଗାକେ ସିଲାଇ କବାର୍ ପରେ ଉରାକାର, ଦେହେ କେ ଟାକାଇ ବାର ଚେଷ୍ଟା କରଲିନ୍ ।
ତାପରେ ପରମେଶ୍ବର୍ ଉଦ୍ୟାନ୍ ମାଝୁକେ ଚଲୀ ଆସ୍ତେ ଥାବା ଶବ୍ଦ ମାର୍ ଆର୍ ମାୟା ଶୁଣିପାଲିନ୍। ଉରା ଜୁନୁକ୍ ପରମେଶ୍ବର୍ ପାସେ, ତାପରେ ପରମେଶ୍ବର୍ ମରଦ କେ ଡାକି କଇଂଲେକ୍, ତୁରା କଂଠେ ଆଚ୍ଛ ? ମରଦ ଉତ୍ତର ଦିଲେକ୍ ତୁଇ ଏତା ଉଦୟାନ୍ ରେ ଚଲବାର ଶୁଣିଲାଇ ଆର୍ ଆମୀ ଡରାଇ ଗେଲାଇ ହଳେ ଆମୀ ନେଡଙ୍ଗ ଟା ଥାଲାଇଂ ହେଲେ ଆମୀ ନୁକାଇ ଆଛି।
ତେବେ ପରମେଶ୍ବର୍ ସୁଧୁଆଲେନ୍ ତୁରାଯେ ନେଙ୍ଗେଟା ଆଚ୍ଛ, କେ କହିଲେକ୍ ? ଯେ ଫଳ ନାଇଁ ଖାତେ, କହି ଥାଲାଇ ସଉ ଫଳ ତୁରା ଖାଲ୍ କି ? ମରଦ ଉତ୍ତର ଦିଲେକ୍ ଅଉ ମାୟାକେ ତୁଈଂ ଆମାକେ ଦିଲେ ଅର୍ ଉ ଆମାକେ ଫଳ ଖାତେ ଦିଲେକ୍ ପରମେଶ୍ବର୍ ମାୟାକେ ସୁଧୁଆଲେକ୍ ଏଗା ତୁଇ କି କରଲେ ମାୟା ଉତ୍ର୍ ଦିଲେକ୍ ସାପ୍ ଆମାକେ ଭୁଲାଲେକ୍।
ପରମେଶ୍ବର୍ ସାପ୍ କେ କଇଲେକ୍ ତୁଇ ଅଭିଶାପତ ହଇ ଆଛୁ। ତୁଇ ତର୍ ପେଠେ ଚଲବେ ଆର୍ ଧୁଲା ଖାବେ ତର୍ ଆର୍ ମାୟା ତୁରାକାର୍ ଦୁଖେରେ ଦୁକେ ଘୁଣା କରଉ ଆର୍ ତର୍ ଛାଆ ଆର୍ ଉହାର୍ ଛାଆ ହେ ଘୁତା କରଭିନ୍। ମାୟା ବଂଶ ତୁରାକାର୍ ମୁଣ୍ଡ୍ କେ ଆଘାତ୍ କରଉ ଆର୍ ତୁଇ ଉହାର୍ ଆଗୁକେ କଚୋଲେ କାମୁଡି ଦେ।
ତାପରେ ପରମେଶ୍ବର୍ ମାୟାକେ କଇଲେକ, ଆମୀ ତୁରାକାର୍ ଜନ୍ମ ବେଦନା ଆତିଶୟ ବାଡାଇ ଦିବ୍, ତୁରା ତୁରାକାର୍ ସବାମି କୁଚାହି ଆର୍ ଉ ତୁରାକାର୍ ଉପରେ ଶସନ୍ କରେବ୍।
ପରମେଶ୍ବର୍ ମନୁଶ୍ କେ କହିଲେକ୍ ତୁରା ନିଯେଉ ମାୟାର୍ କଥା ଶୁଣିଲେ, ଆର୍ ଆମାର୍ ପାସେ ଅବାଧ୍ୟ ହୋଲ। ଏତା ମାଟି ଅଭିଶାପ୍ ତ ହୋଲେ ଆର୍ ତୁରାକାର୍ ଖାବାର୍ ଖୁଜାଵ ପାଇଁ ବହୁଦ କଷ୍ଟେ କରତେ ହୋବେକ୍। ତୁରା ମାରୀ ଜାଉ ଆର୍ ତୁରା କାର୍ ଦେହ ମାଟିକେ ଘୁରି ଜାକ୍। ମରଦ ଉହାର୍ ମାୟା ହବାର୍ ନାମ୍ ଦିଲେକ୍, ଯହାର୍ ଅରଥ ଜୀବନ୍ ଦାୟୀ, କାରଣ ଉ ବୁହୁତ୍ ଏ ଖର୍ ମାଇ ହବେକ୍। ଆଉ ପରମେଶ୍ବର୍ ଆମାର୍ କାର୍ ଆର୍ ହବାକେ ପଶୁ ଚାମଡା ପରାଈ ଦେଲେନ୍।
ତାପରେ ପରମେଶ୍ବର୍ କହିଲେକ୍, ଏତା ଭାଲ୍ ଆର୍ ଖାରାପ୍ ଜାଣବାର ମାଣୁଶ୍ ରେ ଆମାର୍ କାର୍ ରକମ୍ ଏକ କେ ଆଛେ, ଉରା ସବୁ ଦିନ୍ ବାଞ୍ଚି ରହିବାର୍ ରକମ୍ ଜିବନଦାୟୀ ଗାଛେର୍ ଫଳ ଖାବାର୍ ଠିକ୍ ନାଇ, ତାହେଲେ ପରମେଶ୍ବର୍ ଆମାର୍କାର୍ ଆର୍ ହବାକେ ସୁଦେର୍ ଉଦୟାରୁ ବାହାରେ ରହିଲିନ୍ ଆର୍ ଧୁର୍ କ୍ର ପଠାଇ ଲେକ୍। ଖାବା ପାଇଂ ପରମେଶ୍ବର୍ ଶକ୍ତି ଶାଲୀଦୁତ ରାକ୍ ଉଦୟାନ୍ ରେ ଗାଚ୍ ତଲେ ଜାଗୁଆଳି ରଖେଲେକ୍।
ବାଇବଲର ଏକ କାହାଣୀ:ଆଦିପୁସ୍ତକ ୩
Free to use, adapt, and share under an open license (CC BY-SA 4.0).