3. ୦୩. ଜଳପ୍ଲାବନ

3. ୦୩. ଜଳପ୍ଲାବନ — illustration 1

ବହୁତ୍ ଦିନ୍ ସମୟ ପେରେ ତେରନ୍ ହେନେ ପୃଥିବୀ ଏ ରହିତେ ଥାଇନ୍। ଆଇନ୍ ଭରା ବହତ୍ ହିନ୍ ଆର୍ ହିଂସା ଥାଲିନ୍। ଏତ୍ ଖାରାପ୍ ହଳେ ଯେ ପରମେଶ୍ବର୍ ସାରା ଦେଶ୍ ମହାମାରୀ ପୃଥିମ୍ କେ ଧଂସ କରବାଏ ନିଷପତି ନିଲେନ୍।

3. ୦୩. ଜଳପ୍ଲାବନ — illustration 2

ହୋଲେ, ହଲେନାଇଂ ପରମେଶ୍ବର୍ ଦୃଷ୍ଟି ଏ ଭାଲ୍ ନାଗାଲେକ୍ ନାଇଂ ଉ କେତା ଧର୍ମିକ୍ ନକରକ ଜୀବନ୍ କାଟତେ ଥାଲେକ୍।

3. ୦୩. ଜଳପ୍ଲାବନ — illustration 3

୧୪୦ ମିଟର ନମ୍ବା ୨୩ ମିଟର ଅସାର୍ ଆର୍ ୧୩.୫ ମିଟର ଉଛା ଡଙ୍ଗ ବନାତେ କହିଲେକ୍ ପରମେଶ୍ବର୍ ନହଙ୍କେ କଇଂ ଲେକେ ଉହାକେ କାଠେ ତିଆରି କରତେ ଆର୍ ତିନ୍ ମାହାଲା ଢେର୍ ଘର ଗୋଟାଂକକ ଛାତ୍ ଆର୍ ଏକଟା ଝରକା ବନାତେ କହିଲେକ୍। ପାଣି ଯୁଆର୍ ରେ ନହକେ ଉରାକାର୍ ପରିବାର୍ ଆର୍ ସବୁ ରକମେ ର୍ ସ୍ଥଲ୍ ଚର୍ ପଗୁଗାକେ ସୁରଖିଟ୍ ଲାଗିବିନ୍।

3. ୦୩. ଜଳପ୍ଲାବନ — illustration 4

ନହ ପରାମେଶର୍ କ ବାଧ୍ୟ କଲେକ୍। ପରମେଶ୍ବର୍ ଯେପ୍ରକାରେ କହିଲେକ୍ ଠିକ୍ ସ୍ଉ ପ୍ରକାର୍ ନହ ଆର୍ ଉହାର୍ ତିନ୍ ବେଟା ଜାହାଜ୍ ତିଆରି କଲେ। ଜାହାଜ୍ ତିଆରି କରତେ ବହୁତ୍ ବଛର୍ ଲାଗିଗେଲା କାରଣ ଉହାର୍ ଅତି ବହୁତ୍ ଥାଲେକ୍। ଆସୋତେ ଥାବାର୍ ପାଣି ବାସଃ ବିଷଏ ନହ ନକକେ ଜାଣାଇ ଦିତେ ଥାଲେକ୍, ଆର୍ ପରମେଶ୍ବର୍ ରେ ଆଡେକେ ଜୁରୀ ଆସ୍ତେ କଇ ତେ ଥାଲେକ୍, ହଳେ ଉହାର୍ କଥାକେ ବିଶ୍ବସ୍ କରଲିନା ।

3. ୦୩. ଜଳପ୍ଲାବନ — illustration 5

ପରମେଶ୍ବର୍ ଉରାକାର୍ ପରିବାର୍ କେ ଉରାକାର୍ ନିମନ୍ତେ ଆର୍ ପଶୁ ରାକାର୍ ପାଇଁ ଅଦିକା ଖାବାର୍ ଜଗାଇ ରାତେ କଇଲେକ୍। ଯୌତବା ସବୁ ହଇଂ ଗେଲା ନହକେ ପରମେଶ୍ବର୍ କଇଲେକ୍ ଏତା ତୁରା ଢର୍ ବୁହାକେ ତର୍ ବେଟାକେ ଆର୍ ଉହାର୍ ବୁହେରା ସବୁ ଆଠ ନକ ଡଙ୍ଗା ଭିତର୍ କେ ତୁକୁ ବାର ସମୟ ହୋଇ ଗେଛେ।

3. ୦୩. ଜଳପ୍ଲାବନ — illustration 6

ପରମେଶ୍ବର୍ ପଶୁ ଆର୍ ଚଡଇ ହେନ୍ କେ ସବୁ ନକ କେ ନହର୍ ପାସ୍ କେ ପାଠାଇ ଦିଲେକ୍ ଯେନ ଉରା ପାଣି ବାସାତି ସମୟେ ଯାହାଜ୍ ଭିତରୀ ଯାଏଁ ସୁରଖିତ ରହିଭ। ପରମେଶ୍ବର୍ ବଳୀ କହିତେ ସାତ୍ ଟା ଆଣ୍ଡିଆ ଆର୍ ମାଇ ସବୁ ପଶୁ ଗାକେ ନହର୍ ପାସ୍ କେ ପାଠାଲେକ୍ ଯାଉତ ବାଉରା ଜାହାଜ୍ ଭିତରେ ଥାଆଲିନ୍, ପରମେଶ୍ବର୍ ନିଜେ କପାଟ ବାଗାଲେକ୍।

3. ୦୩. ଜଳପ୍ଲାବନ — illustration 7

ତାପରେ ବହୁତ୍ ମେଘ ଆରମ୍ଭ ହଲେକ୍। ୪୦ ଦିନ୍ ଧରି ମେଘ ପାଣି ଆସଲେକ୍। ପୃଥିବୀ ମେର୍ ଉପର ଭଟ୍ ତେନାଗେଲେକ୍। ପୃଥିବୀ ଏ ଏରକମ୍ ଉଛା ପାହାଡ଼ ଭି ପାଣିଏ ଡୁବି ଯାତେ ନାଗ ଗେଲେତ।

3. ୦୩. ଜଳପ୍ଲାବନ — illustration 8

ଜାହାଜ୍ ଭିତିରେ ଥାବା ନକହେନେ ଆର୍ ପଶୁ ଚଡଇ ଚାଡି ପୃଥିବୀ ପୃଷ୍ଠରେ ସବୁ ଜୀବ ହେନେ ଯୌଉ ହେଁ ସୌଠେ ରହିତେ ଥାଲିଂ ମରି ଗେଲେନ୍। ଜାହାଜ୍ ପାଣି ଉପରେ ଭାସତେ ଥାଲେକ୍ ଆର୍ ଜାହାଜ୍ ଭିତରେ ଥାକ ସବୁ ନକକେ ଡୁବିବାରୁ ସୁରକ୍ଷିତ ରଖେଲେକ୍।

3. ୦୩. ଜଳପ୍ଲାବନ — illustration 9

ମେଘ ବନ୍ଦ ହଲା ପରେ, ଜାହାଜ୍ ପାଞ୍ଚ ମାସ୍ ତଡିକେ ପାଣିଏ ଭାସି ରଇଂ ଥାଲେକ୍ ଆର୍ ଅଉ ସମୟେ ପାଣି କମତେ ନାଗେଲେକ୍, ତାପରେ ଏକ ଦିନ୍ ଜାହାଜ୍ ଏକଟା ପାହାଡ଼ ସାଇଡ ଏ ନାଗେଲେକ୍, ହଳେ ଏତାନୁ ପାଣି ଏ ଡୁବି ରଦିଛେ ଆର୍ ତିନ୍ ମାସ୍ ପରେ ପାହାଡ଼ ଗର ନପର୍ ଆଗ ଟୁଇ ଗା ଦେଖାକୀ କାହିଁ ମିକିଲେକ।

3. ୦୩. ଜଳପ୍ଲାବନ — illustration 10

ଆର୍ ୪୦ ଦିନ୍ ପରେ ପାଣି ଶୁଖେକ୍ କିନା ଦେଖାକାକେ ନହ ଏକଟା ପକ୍ଷୀ କଆକେ ବାହିର୍ କେ ପାଠାଲେକ। କଆ ସୁଖୁଣ ଜାଗା ଦେକେତେ ଗେଲା ଏଆଡେ ସେଆଡେ ଉଡି ବୁଲେକ୍ ହୋଲେ କୋଣଠେ ଜାଗାଇ ପାଲେକ୍ ନାହିଁ।

3. ୦୩. ଜଳପ୍ଲାବନ — illustration 11

ପରେ ନୋହ ଆର୍ ଏକ ପକ୍ଷୀ କପତି କେ ବାହିରକେ ପାଠାଲେକ୍ ହୋଲେ ଉ ହଁ ଭି କଣଠେ ସୁଖୁଣ ଜାଗା ତାଲେକ ନାହିଁ। ଆର୍ ସେ ନୋହ ପାସ୍ କେ ଘୁରି ଆସଲେକ୍। ଏ ସପ୍ତାହ ପରେ ନୋହ ଆର୍ ଏକ ବାର କପତି କେ ବାହାର୍ ପାଠାଲେକ୍ ଆର୍ ଭୋ ଜିତ୍ ଗାଛେର୍ ଡାଲ ଚଚଂରେ ଧରି ଘୁରି ଆସଲେକ୍। ପାଣି ଧିରେ କମି ଗେଲ। ଆର୍ ଗାଡଗା ଆର୍ କଦା ବାଡତେ ନାଗଲେକ୍।

3. ୦୩. ଜଳପ୍ଲାବନ — illustration 12

ନୋହ ଆର୍ ଏକ ସପ୍ତାହ ପରେ କପତି କେ ୩ ବାର ବାହିର୍ କେ ପାଠାଲେକ। ଏଥର ଉ ବିଶ୍ରାମ୍ କରତେ ଜାଗା ପାଇ ଗେଲା ଆର୍ ଆସଲେକ ନାଇ। ପାଣି ସୁଖାତେ ନାଗଲେକ୍।

3. ୦୩. ଜଳପ୍ଲାବନ — illustration 13

ଦୁ ମାସ୍ ପରେ ନୋହକୁ ପରମେଶ୍ବର୍ କହିଲେକ୍, ତର ପରିବାର୍ ଆର୍ ସବୁ ପଶୁ ପକ୍ଷୀକେ ଆର୍ ତର୍ ଜାହାଜ୍ ନୁ ବାହିରୀ ଯାଆ। ବହୁତ୍ ଛାଆ ଆର୍ ନାତି ନାତିଆ ଜନ୍ମ କରି ପୃଥିବୀ କେ ପରିପୁର୍ଣ କର। ତାହେଲେ ନୋହ ଆର୍ ଉହାଇ ପରିବାର୍ ଜାହାଜ୍ ନୁ ବାହିରୀ ଆସିଲେନ୍।

3. ୦୩. ଜଳପ୍ଲାବନ — illustration 14

ନୋହ ଜାହାଜ୍ ନୁ ବାହିରୀ ଆବାର୍ ପରେ ଉ ଏକଟା ଛାମାଡା ତିଆରି କରଲେକ୍ ଆର୍ ଯୌଉ ପଶୁ ହେନେକ ବିଲ ଦିବାର୍ ଦରକାର୍ କତ ରକମ୍ ପଶୁ ହେନେକେ ବଳୀ ଉତ୍ସର୍ଗ କରଲେକ୍। ପରମେଶ୍ବର୍ ନୈବେଦ୍ୟରେ ସନ୍ତୁଷ୍ଟ ଥାଲେକ୍। ନୋହ ଆର୍ ଉହାର୍ ପରିବାର୍ କେ ଆସିରବାଦ୍ କଲେକ୍।

3. ୦୩. ଜଳପ୍ଲାବନ — illustration 15

ପରମେଶ୍ବର୍ କହିଲେକ୍ ଆମୀ କିରାନୀଲାଇ, ନକ ହେନ୍ କାର୍ ଦିଆ ମାଟିକେ ଅଭିସାପ୍ କୋବେହଁ କରବ ନାହିଁ ଯଦି ଆର୍ କେହେନ୍ ଉରାକାର୍ ଛାଆ ବେଲାବୁ ପାପୀ ହୁଲେ ଭି ଆମୀ ପୃଥିବୀ କଆର୍ ଏକବାର୍ ପାଣି ପ୍ଲାବନେ ନଇଂ ବିନାଶ୍ କରବ୍ ନାଇଂ।

3. ୦୩. ଜଳପ୍ଲାବନ — illustration 16

କିରା ଏକଟା ଚିହ୍ନା ଭାବେ ପରମେଶ୍ବର୍ ପ୍ରଥମ୍ ମେଘା ହାଣ୍ଡି ସୃଷ୍ଟି କଲେକ୍। ପ୍ରତେକ୍ ଥର୍ ଆକାଶେ ଯେବେ ଯେବେ ମେଘ ହାଣ୍ଡି ଦେଖାଦେକ୍, ପରମେଶ୍ବର୍ ଉହାର୍ କିରା ମାନେ କରେକ୍, ସେମର୍ କମେ ଗେକ ହେନ୍ କରିଭିନ୍।

ବାଇବଲ୍ ରେ ଏକ କାହାନୀ: ଆଦି ପୁସ୍ତକ୍ ୬ -୮

Read in the reader

Free to use, adapt, and share under an open license (CC BY-SA 4.0).