4. ୦୪. ଆବ୍ରାହାମ୍ ସୋଙ୍ଗେ ଯୁକ୍ତି ପରମେଶ୍ବର୍
ପାଣି ପବେନେ ବହୁତ୍ ବଛର୍ ପରେ ଜଗତେ ବହୁତ୍ ନକ୍ ହେନ୍ ରହିତେ ଥାଲିନ୍ ଆର୍ ଉରା ଏକଟା ଭରା ଭାଷାୟ କଥା କଇ ଠେଥାଲିନ୍। ପରମେଶ୍ବର୍ କଥା ଅନୁସାରେ ପୃଥିବୀ କେ ପରିପୁର୍ଣ କରବା ବଦଲେ ଉରା ମାନୁକ ଏକଠେ ହଇଂ ବାଜାର୍ ତିଆ କରତେ ଗଲୀନ୍।
ଉରା ବହୁତ୍ ଗର୍ବିତ, ଥାଲିନ୍ ଆର୍ ପରମେଶ୍ବର୍ ରେ, କଥା ପ୍ରତି ମନ ଥାଲେ ନାଇ। ଉରା ସ୍ବର୍ଗ ତକ୍ ପହଞ୍ଚିବା ପାଇଁ ସିଡି ତିଆରି କରଲିନ୍। ପରମେଶ୍ବର୍ ଦେଖେଲେକ୍ ଯେ ଉରା ଖାରାପ୍ କାମ୍ କରବାର୍ ଜାରି ରଖିବିନ୍ ତାହେଲେ ଉରା ଅଧିକ ପାପ୍ କାକର୍ ଭିନ୍ନ।
ସଉ କରି ପରମେଶ୍ବର୍ ଉରାକାର୍ ଭାଷାକେ ବହୁତ୍ ଭାଷାଇ ବଦାଲାଇଂ ଦିଲେନ୍ ଆର୍ ପୃଥିବୀ କେ ଅଲଗ୍ ଅଲଗ୍ ଜାଗାରେ ଉରକୁ ପ୍ରଚାର୍ କରିଲିନ୍। ଯୌଉ ନାଗାରେ ଉରକୁ ତିଆରି କରବାର ଆରମ୍ଭ କର ଥାଲିନ୍ ଉଦାର ନାମ୍ ବାବିଲ୍ ଥାଲେକ୍, ଉହାର୍ ଅର୍ଥ ଦ୍ବନ୍ଦ।
ଶହ ଶହ ବଚର୍ ପରେ ଏକ ଦିନ୍ ଆବ୍ରାମ୍ ରେ ସଙ୍ଗେ ପ୍ରମେଶ୍ବର୍ କଥା ହୁଲିନ୍। ପ୍ରମେଶ୍ବର୍ ଉରାକେ କଇଲେକ୍ ତୁରାକ ର୍ ପାରିବାର୍ ଆର୍ ତୁରାକ ଦେଶ ଚାଡି ଆମୀ ଯୌ ଦେଶକେ ଦେଖାଇଦିବ ସଉ ଦେଶ୍ କେ ଯାହା ଆମୀ ତୁରକେ ଆସିରବାଦ କର୍ଵା ଆର୍ ତୁଇକେ ବଦ ଦେଶ କରକ ଆମୀ ତୁରକେ ମହାନ କରି ଦିବ, ଯୌ ହେନ୍ ତୁରାକେ ଆସିରବାଦ କରଭିନ୍, ଉରକେ ଭା ଆମୀ ଆସିରବାଦ କରବା। ଯୌ ହେଁ ଅଭିଶପ୍ ଡୁଉ ଉରାକେ ଅଭିଶପ୍ ଦିବ, ତୁରାକାଇ କାରଣ ନୁ ପୃଥିବୀ ସବୁଦିନ ଆସିରବାଦ ପାକ।
ତେବେ ଆବ୍ରାହମ୍ ପ୍ରମେଶ୍ବର୍ କେ ବାଧ୍ୟ କରଲେକ୍ ଯୌ ହେଁ ଅଭିଶପ୍ ଡୁଉ ଉରାକେ ଅଭିଶପ୍ ଦିବ, ତୁରାକାଇ କାରଣ ନୁ ପୃଥିବୀ ସବୁଦିନ ଆସିରବାଦ ପାକ। ଉ, ଉହାର୍ ବୁହେ ସାରୀକେ ନିଇଂ ତାହାର୍ ଚାକର୍ ଲାକେ ଆର୍ ଯାହା ଉହାର୍ ଥାଲେକ୍ ସବୁ ଖଣ୍ଡା କିଇଂ ପ୍ରମେଶ୍ବର୍ ଯୌ ଦେଶ୍ କେ ଦେଖାଲେକ୍ ସ୍ଉ “କିଣାନ୍” ଦେଶ୍ କେ ଗେଲା।
ଯୌତବା ଆବ୍ରାହମ୍ କିଣାନ୍ ପହଞ୍ଚିଲେକ୍, ପ୍ରମେଶ୍ବର୍ କଇଲେକ୍ ଢର୍ ଚାରିଧାରେ ଦେଖ ଯହା ତୁଇ ଦେଖି ପ୍ରତି ଛୁ ଏସବୁ ଜାଗା ଆମୀ ତୁରକେ ଆର୍ ତୁରାକାର୍ ବଂଶକେ ଅଧିକାର୍ ଭାବେ ଦିବ, ତାପରେ ଆବ୍ରାହମ୍ ସ୍ଉଠେ ରହିଗେଲା।
ଏକ ଦିନ୍, ଆବ୍ରାହମ୍ ମହାନ୍ ଈଶ୍ବର୍ ଜାଜକ୍ ମଲାକୀସେଦକ୍ କେ ଦେଖା କରଲେକ୍। ମଲାକୀସେଦକ୍ ଆବ୍ରାହମ୍ କେ ଆସିରବାଦ୍ କରଲେକ୍ ଆର୍ କହିଲେକ୍ ସର୍ବୋଚ୍ ଈଶ୍ବର୍, ଯେ ସ୍ବର୍ଗ ଆର୍ ପୃଥିବୀର୍ ସବୁ ଅଧିକାର୍ ଆବ୍ରାହମ୍ କେ ଆସିରବାଦ୍ କଲେକ୍। ତାପରେ ଉହାର ସବୁ ସମ୍ପତି ଦ ଦଶମାଂଶ ମଲାକୀସେଦକ୍ କେ ଦିଲକ୍।
ବହୁତ୍ ବଛର୍ ବିତି ଗେଲା, ହଳେ ଏପ୍ରନ୍ତ ଆବ୍ରାହମ୍, ଆର୍ ସାରୀର୍ ଛାଆ ଆଲେକେ ନାଇଂ। ପ୍ରମେଶ୍ବର୍ ଆବ୍ରାହମ୍ କେ ଆର୍ ଏକ ବାଉ କିରା ଦିଇଂ କିଲେକ୍ ଯେ ଉହାର୍ ବଂଶଗଣ ଆକାଶେ ଥାବ୍ ତାରା ଗା ରକମ୍ ହୋବେକ୍। ପ୍ରମେଶ୍ବର୍ କିରାକେ ଆବ୍ରାହମ୍ ମାନିଗେଲା। ପ୍ରମେଶ୍ବର୍ ଆବ୍ରାହମ୍ କେ ଧାର୍ମିକ୍ ବୋଲି ଜାଣଇଲେକ୍, ଯୋହା କଲେ’ଭି ଉ ପ୍ରମେଶ୍ବର୍ ରେ ପାସେ ମାଣିବେଲେ।
ତେବେ, ପ୍ରମେଶ୍ବର୍ ଆବ୍ରାହମ୍ ସଙ୍ଗେ ନିହାତି ସ୍ଥାପନ କରଲେକ୍। ଦୁଇ ଦଳେ ମାଜୁ ଏଟା ଏକଟା ଜୁକ୍ତି କରବ, ଏ ନିୟମ ଟା ପ୍ରମେଶ୍ବର୍ କଇଲେକ୍ ତର୍ ଦେହ ନୁ ତର୍ ପାଇଁ ଏକଟା ବେଟା ଦିବ, ତୁରାକା ବଂଶକେ ଆମୀ “କିଣାନ୍” ଦେଶ ଦିବ। ହୋଲେ ଏ ପର୍ଯ୍ୟନ୍ତ ଆବ୍ରାହମ୍ ରେ ବେଟା ଥାଇ ନାଇ।
ବାଇବଲାର୍ ଏକଟା କହାନୀ ଆଦି ପୁସ୍ତକ୍ ୧୧-୧୫
Free to use, adapt, and share under an open license (CC BY-SA 4.0).