5. ୦୫. ପ୍ରତିଜ୍ଞାର ପୁତ୍ର

5. ୦୫. ପ୍ରତିଜ୍ଞାର ପୁତ୍ର — illustration 1

ଦଶ ବଛର୍ ପରେ କିଣାନ୍ କେ ଆସୋଲେକ୍ ପରେ ମଧ୍ୟ ଆବ୍ରାହମ୍ ଆର୍ ସାରୀର୍ ଛୁଆ ଥାଲିନ୍ ନାଇଁ। ହୋଲେ ଆବ୍ରାହମ୍ ରେ ଭାର୍ଯ୍ୟା ସାରୀ ଆବ୍ରାହମ୍ କେ କଇଲେକ୍ ଏପର୍ଯ୍ୟନ୍ତ ପ୍ରମେଶ୍ବର୍ ଆମାକେ ସନ୍ତାନ୍ ଦିବାର୍ ମନ କଲେ ନାହିଁ। ଆର୍ ବର୍ତମାନ୍ ଏ ତା ଆମାର୍ ସନ୍ତାନ୍ ଜାତ କରବା ପାଇଁ ଆମାର୍ ବୟସ ଅଧିକା ହେଇଂ ଗଛେ ଆଉ ଆମାର୍ ଚାକର୍ ଆଛନ୍ ଉ ଆମାର୍ ପାଇଁ ଛାଆ ଜନ୍ମ କରେକ୍।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 2

ତାହେଲେ ଆବ୍ରାହମ୍ ହାଗାର୍ ତେ ବେହା କରଲେକ୍। ହାଗାର୍ ଏକଟା ବେଟା ଛାଆ ହଲେକ୍ ଆର୍ ଆବ୍ରାହମ୍ ଉହାକେ ଇସମାଏଲ୍ ନଂ ଦିଲେକ। ହଲେକ୍ ସାରୀକେ ହାଗାର୍ ପ୍ରତି ହିସାରେ ଗେଲା। ଯୋବେ ଇସମାଏଲ୍ କେ ତେର ବଛର୍ ହଲେକ୍, ଆରହ ଏକ ବାର ପ୍ରମେଶ୍ବର୍ ଆବ୍ରାହମ୍ କେ କାଥା କଇଲେ।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 3

ପ୍ରମେଶ୍ବର୍ କହେଲେକ୍ ଆମିଟ୍ ସର୍ବ ଶକ୍ତିମାନ, ନିଜେ ତୁରକା ସଙ୍ଗେ ଆମୀ ଏକଟା ନିୟମ କରା କରାବ୍। ତେବେ ଆବ୍ରାହମ୍ ପେଟୁଆଇଂ ଗଡ଼ କରଲେକ୍, ପ୍ରମସ୍ବ ହିଁ ଆବ୍ରାହମ୍ କେ କଇଲେକ୍ ତୁରା ବହୁତ୍ ଦେଶେର୍ ବାପ୍ ହେବେ, ଆମୀ ତକେ, ଆର୍ ତୁରଆର୍ ବଂଶକେ କିଣାନ୍ ଦେଶ୍ ଉହା ଆଧିକାର୍ ଦିବ, ସେଠେ ଉହିର୍ ଆମୀ ଚିରକ ଦିନରେ ପାଇଁ ଉରକେ ଈଶ୍ବର୍ ତୁରାକା ପରିବାର୍ ସବୁ, ମରଦ, ସୁନ୍ନତ କଇବାଇ ଠିକ୍।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 4

ତୁରାକ ଭାଉଡେ ସାରୀ ରାକାଉ ଏକ ଛାଆ ହବେକ୍, କ୍ରିୟା ପୁତ୍ର ହୋବେକ୍ ଉହାର୍ ନାମ୍ ଇସାହାକ୍, ରାଖେବ୍। ଉରାକ୍ ସଙ୍ଗେ ଆମୀ ଆମାର୍ ନିୟମ ରାଖବ। ଆର୍ ଉ ଏକ ବଡ଼ ଦେଶ୍ ହବେକ୍ ଆମୀ ହେଲେ ମାଏଲେକ୍ ମଖା ଏ ମହା ଦେଶ୍ ରହିବେ। ହଲେ ଆମାର୍ କିରା ଇସାହାକ୍ କେ ସେଙ୍ଗେ ଥାବ। ତାପରେ ପ୍ରମେଶ୍ବର୍ ଆବ୍ରାହମ୍ କେ ଏହକେ, ଆବ୍ରାହମ୍ ନାମେରେ ବଦଲାଲେ ଯାହା ଅର୍ଥ ବହୁତ୍ ଏଭେର ବାବ୍,। ପ୍ରମେଶ୍ବର୍ ସାରୀ ନାମକେ ବାଦାଲାଇ ଦିଲେକ୍ ଯାହାର୍ ଅର୍ଥ ରାଜ୍ କୁମାରୀ।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 5

ସେ ଦିନ୍ ଆବ୍ରାହମ୍ ଉରାକାର୍ ପରିବାର ର ସବୁ ମରଦେ ର୍ ସୁନ୍ନତ କଲେ। ପ୍ରାୟ ଏକ ବଚ୍ଛର୍ ବିତିଗେଲା ପରେ ଆବ୍ରାହମ୍ କେ ଯୌତବା ୧୦୦ ବର୍ଷ ହଲେକ୍, ଆର୍ ସାରୀର କେ ୯୦ ବର୍ଷ କ ହଛେ। ସାରୀ ଆବ୍ରାହମ୍ ହେନେ ଏକଟା ଛାଆ ଜନ୍ମ କଲେକ୍। ପ୍ରମେଶ୍ବର୍ ଉରକେ କହିକ୍ ଅନୁସାରେ ଉରା ଉହାକେ ଇସାହାକ୍ ନାମୋ ଦିଲିନ୍।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 6

ଯୌଉ ତବା ଇସାହାକ୍ ଛଣ୍ଡା ହଲେକ୍ ପ୍ରମେଶ୍ବର୍ ଆବ୍ରାହମ୍ ରେ ବିଶ୍ବାସ କେ ପରୀକ୍ଷା କରଲେକ୍ ଆର୍ କହିଲେକ୍ ତର୍ ଏକଟା ମାତ୍ର ବେଟା ଇସାହାକ୍ ନେଏ ଆର୍ ଆମାର୍ ପାଇଁ ବଲିଦାନ୍ କରେବାର ସଙ୍ଗେ ସଙ୍ଗେ ଉହାକେ ମରା। ଆର୍ ଏକ ବାର ଆବ୍ରାହମ୍ ପ୍ରମେଶ୍ବର୍ କେ କିରା ଦେଲେ ଆର୍ ଇସାହାକ୍ କେ

5. ୦୫. ପ୍ରତିଜ୍ଞାର ପୁତ୍ର — illustration 7

ଯୌଉ ତିବା ଆବ୍ରାହମ୍ ଆର୍ ଇସାହାକ୍ ବଲିଦାନ୍ ଦିବାର୍ ଜାଗାକେ ନି ଯାତେଥାଲି ଇସାହାକ୍ ବାପେକେ ସୁଧୁଆଲେ, ବଲିଦାନ୍ କରିବା ଆକା ଆମ୍ ଭାକାର୍ ପାସେ କାଟ ଆଛେ, ହଲେ ମେଣ୍ଢା କାହିଁ ଆଛେ ଆବ୍ରାହମ୍ ଉନିଇ ଜିଇଂ କଇଲେକ୍ ଆମାର୍ ପୁତ୍ର ନିମନ୍ତେ ପ୍ରମେଶ୍ବର୍ ମେଣ୍ଢା କାଲେ ଜାଗାଇ ଦିଲେକ୍।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 8

ଯୌଉ ତବା ଉରା ଉପର କଉବାର ଜାଗାକେ ପହୁଞ୍ଚିଲିନ୍, ଆବ୍ରାହମ୍ ଉହାର୍ ବେଟା ଇସାହାକ୍ କେ ବାନ୍ଧି ଏକ ଜଜ୍ଞବେଦୀ ଉପରେ ସୁଆଇ ଦେଲ ଯୋଉତବା ଉ ଉରକେ ଉ ଉହାର୍ ବେଟାକେ ମାରବା ଉପରେ ଥାଲେକ୍, ପ୍ରମେଶ୍ବର୍ ଉହକେ କହିଲେକ୍, ରହ। ଛାଆକେ ଆଘାତ୍ ଦିବ ନାହିଁ। ଅତା ଆମୀ ତକେ ଜାଣି ଯେ, ତୁଇ ଆମାକେ, ଦାରାସୁ ଯେ, କରତେ ତୁଇ ତୁରାକାର୍ ଏକ୍ଟା ମାତ୍ର ପୁତ୍ର ଆମାର୍ ପାଇଁ ରାଖଲେକ୍ ନାହିଁ।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 9

ସାଇଟା ଥାବାର୍ ବୁଦାଇ ଅଗକି ରହିଁ ବୋ ଥାଲେ ଏକଟା ମେଣ୍ଢା ଆବ୍ରାହମ୍ ଦେଖେଲ୍ କଓ, ଇସାହାକ୍ ପରିବର୍ତେ ପରମେଶ୍ବର୍ ଏକଟା ଉତ୍ସର୍ଗ କରବା ପାଏଁ ଜାଗାଲେକ୍ ଆବ୍ରାହମ୍ ମେନ୍ତେ କେ ଏକ ବଲିଦାନ୍ ଭାବୀ ଖୁସିଏ ଉତ୍ସର୍ଗ କରଲେକ୍।

5. ୦୫. ପ୍ରତିଜ୍ଞାର ପୁତ୍ର — illustration 10

ତାପରେ ପରମେଶ୍ବର୍ ଆବ୍ରାହମ୍ କେ କହିଲେଂ ତୁରାକେ ସବୁଳେ ଏକଟା ମାତ୍ର ପୁତ୍ରକେ ଆମାକେ ଉତ୍ସର୍ଗ କରତେ ଇଛା ପ୍ରକାଶ କରତେ ଆବାନୁ, ଆମୀ ତୁରାକେ ଆସିରବାଦ୍ କରତେ କିରା ଦିଠି। ଆକାଶର୍ ତାରାଗଣ ପାସ ନୁ ବଂଶଧର୍ ମାନେ ଆଡିକା ହୋବେକ କାରଣ ତୁରା ଆମାର୍ କିରା ହୋଇଗଛେ, ତୁରାକା ପାଇଁ ପୃଥିବୀଏ ସବୁ ପରିବାର୍ ଆସିରବାଦ୍ ପାବେ।

ବାଇବଲ୍ ର୍ ଏକଟା କାହାଣୀ ଆଡି ବହି ୧୬ -୨୨

Read in the reader

Free to use, adapt, and share under an open license (CC BY-SA 4.0).