6. ୦୬. ଇସାହକର୍ ତରେ ପରମେଶ୍ଵର ଯୁଗାଏ
ଯୈତବା ଅବ୍ରାହାମ ବହୁତ୍ ବୁଢା ହୋଇଂଗେଲା, ଉହାର୍ ବେଟା ଇସାହକ ବଡ଼ ହୋଇ ଛଣ୍ଡା ହୋଥାଲେକ I ତେଣୁ ଅବ୍ରାହାମ ଉହାର୍ ବେଟା ଇସହାକକ ତରେ ବଉ ଆଣବାର୍ ପାଇଁ ଉହାର୍ ପରିବାର ହେନ୍ ଯେଠେଁ ରଇତେ ଥାଲିନ୍ ସୌ ଜାଗାକେ ଚେଲାହେନ୍ କାର୍ ମ୍ଇଧେନୁ ଏକ ନକକେ ପାଠାଲେକ I
ଢେର୍ ସମୟ ଚଲା ପରେ ଯେଉଁ ଜାଗାଇ ଅବ୍ରାହମର ପରିବାର ହେନେ ରଇତେ ଥାଲିନ୍ ପରମେଶ୍ଵର ଚେଲାକେ ରିବିକାର୍ ପାସ୍ କେ ନି ଗେହ୍ଲିନ୍ I ଅଉ ଅବ୍ରାହମେର୍ ଭାୟାର୍ ନାତେଣେ ଥାଲେକ୍ I
ରିବିକା ଉହାର୍ ପରିବାରକେ ଛାଡି ଇସହାକେର୍ ଘରକେ ଚାକରେର୍ ସଙ୍ଘେ ଘୁରି ଆସବାର୍ ପାଇଁ ଇଚ୍ଛା କରଲେ ଅଉ ପହଞ୍ଚିବା ସାଙ୍ଘେ ସାଙ୍ଗ ଉହାର୍ ସଙ୍ଘେ ଇସାହାକ ବେହା ହଲେକ୍ I
ଢେର୍ ଦିନ୍ ପରେ ଅବ୍ରାହମ ମରି ଗେଲାକ୍, ଆର୍ ଉହାର୍ ସଙ୍ଗେ ଯୋଉସବୁ କିରାଗାକେ ପରମେଶ୍ଵର କର୍ ଥାଲେକ୍ ସେସବୁ ନିୟମ ଇସହାକକେ ଦିଲେକ୍। ପରମେଶ୍ଵର କିରା କରଥାଲେକ୍ ଯେ ଅବ୍ରାହମେର୍ ବଂଶ ଅଗଣତି ହଭିନ୍, ହୋଲେ ରିବିକା, ଇସାହକାର୍ ବୁହେକେ, ଛାଆ ହୋଇ ପାରୁଥାଲେକ୍ ନାଇଁ।
ରେବିକାର୍ ତରେ ଇସହାକ ପ୍ରାଥର୍ନା କର୍ଲେକ୍, ଆର୍ ପରମେଶ୍ଵର ଉହାକେ ଯୋଡା ଜମାଃ ଛାଆ ସଙ୍ଗେ ଉଅତି ହେବାକେ ହୁକୁମ୍ ଦିଲେକ୍ I ଦୁଟା ଛୁାଆ ଯେତେବା ରିବିକାର୍ ପେଟେ ଥାଲିନ୍, ସଉ ସମୟନୁ ଉର୍ହାକାର୍ ସଙ୍ଘର୍ଷ କର୍ତେ ଥାଲିନ୍, ହୋଲେ ପରମେଶ୍ଵର୍ କେ ରିବିକା ଏଟା ଅଛେ ବୋଲି ସୁଧୁଆଲିନ୍, I
ପରମେଶ୍ଵର୍ ରିବିକାକେ କହିଲେକ୍, “ ତୋର୍ ଭିତରେ ଥାବା ଦୁଟା ଛାଆ ଦୁଟା ଦେଶ ଆସେକ୍ I ଉର୍ହା ଦୁନକ୍ ଉର୍ହାକାର୍ ଉର୍ହା ଝଗଡା କର୍ ଭିନ୍ ଆର୍ ବଡ ବେଟା ଛୁଟୁ ବେଟାର୍ ସେବା କରଭିନ୍ I
ଯୌତବା ରିବିକାର୍ ବେଟାହେନ୍ ଜନ୍ମ ହଲିନ୍, ବଡ ବେଟାର ରଙ୍ଗ ନାଲ ଆର୍ ଚୁର୍ ଚୁଲିଆ ଦେହ ଥାଲେକ୍, ଆର୍ ଉର୍ହା ଉର୍ହାର୍ ନାମ ଏଷୌ ରାଖଲେକ I ତା’ପରେ ଛୋଟ ଛାଆ ଏଷରେର ଗୋଡେ ଧରି ଆସିଲେକ, ଉର୍ହା ଉର୍ହାକାର୍ ନାମ ଯାକୁବ ଦିହ୍ଲିନ୍ I
ବାଇବଲର ଏକ କାହାଣୀ:ଆଦିପୁସ୍ତକ ୨୪:୧ - ୨୫: ୨୬
Free to use, adapt, and share under an open license (CC BY-SA 4.0).