11. ୧୧. ରୁଟିର୍ ପରବ୍
ପର୍ମେଶର୍ ଫାରୋକେ ସତ୍ରକ୍ କରାଇଁ କୈଲେକ୍ ଯେ ଯଦି ଅଉ ଇସ୍ରାଏଲ୍ହେନ୍କେ ଯାବାକେ ନାଇଁ ଦିତାୟ୍, ହୋଲେ ଅଉ ମାଣୁଷ୍ ଆର୍ ପଶୁହେନ୍କାର୍ ସବୁ ପଢଁଆକେ ମରାବେକ୍। ଫାରୋ ଯେତେବା ସେଟା ଶୁଣ୍ଲେକ୍ ଅଉ ତେଥାପି ଏଟା ବିଶାଷ୍ କର୍ବା ଆର୍ ଈଶରେର୍ ଆଈଗାଁ ପାଳନ୍ କର୍ବାକେ ମାନାକର୍ଲେକ୍ ।
ଉହାର୍ଠେଁ ଯେନୋକ୍ ବିଶାଷ୍ କର୍ହ୍ଲିଁନ୍ ଈଶର୍ ଉର୍ହାକାର୍ ପଢ଼ୁଆଜନମ୍ ପର୍ତେକ୍କେ ଉଦ୍ଧାର୍ କର୍ବାର୍ ଗୋଟାକ୍ ବୁଧି ବନାଲେକ୍। ପର୍ତେକ୍ ପର୍ବାର୍କେ ଗୋଟାକ୍ ଧିରା ମେଣ୍ଢାଛାଆକେ ବାଁଚିଁ କରିଁ ଉହାକେ ମରାତେ ପଢ଼ଲେକ୍।
ପର୍ମେଶର୍ ଇସ୍ରାଏଲ୍ହେନ୍କେ ମେଣ୍ଢାଛାର୍ କିଛୁକ୍ ରକତ୍ ଆଣିଁ ଉର୍ହାକାର୍ ଘରେର୍ ଦୁଆରେ ଚାରି ଧାରେ ନାଗାତେ କୈଥାଲେକ୍, ଆର୍ ମାସ୍ ପୁଢ଼ିଁ କରିଁ ଆର୍ ତାଢ଼ିଶୂନ୍ ରୁଟି ଖାବାକେ କୈଲେକ୍। ଉର୍ହା ଖାଇଁ ସାର୍ଲା ପରେ ମିଶର୍କେ ଛାଡ୍ବାର୍ ତୋରେ ସଜ୍ହେବାକେ ମୈଧ ଔ କୈଲେକ୍।
ଈଶର୍ ଯେନ୍ ଉହାକେ କର୍ବାର୍ ତୋରେ କିରା ଦିଥାଲେକ୍। ଇସ୍ରାଏଲ୍ହେନ୍ ସବୁ କାମ୍କେ କୈହ୍ଲିଁନ୍ ମାଝୁରାତିୟେ ଈଶର୍ ମିଶର୍ ମୈଧେ ଯାଇଁ କରିଁ ପଡ଼ୁଁଆ ହୋଆ ସବୁନୋକ୍କେ ମରାଲେକ୍।
ଇସ୍ରାଏଲହେନ୍କାର୍ ଘର୍ଗାର୍ ଦୁଆର୍ ଚାରିପାସେ ରକତ୍ ନାଗ୍ଥାଲେକ୍ ; ହୋଲେ ଈଶର୍ ସେଗାକେ ଛାଡ଼ିଁ ଦିଲେକ୍। ଘର୍ଭିତ୍ରେ ସବୁନୋକ୍ ଆକ୍ତିର୍ ଥାହ୍ଲିଁନ୍। ମେଣ୍ଢାଛାର୍ ରକ୍ତେର୍ ଦିଁ ଉର୍ହା ଉଦ୍ଧାର୍ ପାହ୍ଲିଁନ୍।
ହୋଲେ ମିଶରିୟହେନ୍ ଈଶର୍କେ ବା ଉହାର୍ କିରାଗାକେ ବିଶାଷ୍ କର୍ହ୍ଲଁନ୍ ନାଇଁ। ତେଣୁ ଈଶର୍ ଉର୍ହାକାର୍ ଘର୍ଗାକେ ଛାଡ଼୍ଲେକ୍ ନାଇଁ। ପର୍ମେଶର୍ ମିଶରୀୟହେନ୍କାର୍ ପର୍ତେକ୍ ପଢ଼ୁକେଆଁ ମରାଲେକ୍।
ପର୍ତେକ୍ ମିଶରୀୟହେନ୍କେ ସବୁ ପଢ଼ୁଆଁ ଜନମ୍ ନୋଖେର୍ ମରଣ୍ ହୋଲେକ୍। ଜେଲ୍ଖାନାଇଁ ପଢ଼ୁଆଁଜନମ୍ନୁ ଫାରୋର୍ ପଢ଼ୁଆଜନମ୍ ସବୁ ମର୍ହ୍ଲିଁନ୍। ଅନେକ୍ ମିଶରୀୟ ଉର୍ହାକାର୍ ଦୁଖେର୍ ଦିଁ କାନ୍ଦିହ୍ଲିଁନ୍ ଆର୍ ମନେପେକାହ୍ଲିଁନ୍।
ସୌରାତୀୟେ ଫାରୋ ମୋଶା ଆର୍ ହାରୋଣ୍କେ ଡାକିଁ କୈଲେକ୍ ” ଇସ୍ରାଏଲ୍ହେନ୍କେ ନିଁ ଜଲ୍ଦୀ ମିଶର୍ ଛାଡ଼ିଁ ପାଳାହା ମିଶରେର୍ ନୋକ୍ହେନ୍ ମଇଧ ଇସ୍ରାଏଲ୍ହେନ୍କେ ସାଙ୍ଘେ ସାଙ୍ଘ୍ ମିଶର୍ ଛାଡ଼ି ପାଳାଇଁ ଯାବାର୍ତୋରେ ନେହର୍ ବିନର୍ କର୍ହ୍ଲିଁନ୍।
ବାଇବଲେର୍ ଗୋଟାକ୍ କାହାଣୀ:ଯାତ୍ରା ବୈଏର୍ ୧୧:୧-୧୨;୩୨
Free to use, adapt, and share under an open license (CC BY-SA 4.0).