12. ୧୨. ବଡ଼ ଜାବାର୍
ମିଶର୍ ଛାଡ଼୍ବାର୍ ଦିଁ ଇସ୍ରାଏଲ୍ହେନ୍ ବହୁତ୍ ଖୁସି ଥାହ୍ଲିଁନ୍। ଉର୍ହା ଆର୍ ଚାକର୍ ହୋଇଁ ଥାହ୍ଲିଁନ୍ ନାଇଁ, ଆର୍ ଉର୍ହା ପର୍ତେକ୍ନୋକ୍ ଦେଶ୍କେ ଯାତେଥାହ୍ଲିଁନ୍। ଇସ୍ରାଏଲହେନ୍ ଯାହା କିଛୁ ମିଶରୀୟହେନ୍କେ ମାଗ୍ହ୍ଲିଁନ୍,ଉର୍ହା ସୌସବୁ ଦିହ୍ଲିଁନ୍,ଏରକନ୍ ସନା ଆର୍ ରୂପା ଆର୍ ଐନ ମୁଇଲବାନ୍ ଜିନିଷ୍ଗାକେ ଦିହ୍ଲିଁନ୍।ଐନ ଦେଶେର୍ କିଛୁକ୍ ନୋକ୍ହେନ୍ ଈଶରେର୍ ପାଶେ ବିଶାଷ୍ କର୍ହ୍ଲିଁନ୍ ଆର୍ ଉର୍ହା ମିଶର୍ ଛାଡ଼୍ବାର୍ ସମୟେ ଇସ୍ରାଏଲୟହେନ୍କାର ସଙ୍ଘେ ଗେଲେକ୍।
ଦିନ୍ ସମୟେ ଈଶର୍ ଉର୍ହାକାର୍ ସାମ୍ନାଇଁ ଗୋଟାକ୍ ମେଗ୍ବାସାତ୍ ଉର୍ହାକେ ବାଟ୍ ଏଢ଼ାଇଁ ନିଲେକ୍,ଆର୍ ସେଟା ରାତୀ ସମୟେ ଉଚ୍ଚା ଆଗୁନ୍ ବାସାତ୍ ହୋଲେକ୍।ଈଶର୍ ଉର୍ହାକାର୍ ସଙ୍ଘେ ରୈତେଥାଲେକ୍ ଆର୍ ଉର୍ହା ଯାବାର୍ ସମୟେ ଉର୍ହାକେ ବାଟ୍ ଦେଖାଲେକ୍।ଉର୍ହା ଉହାର୍ ପିଛୁପିଛୁ ଯାବାର୍ ଥାଲେକ୍।
କିଛୁକ୍ ସମୟ୍ ପରେ,ଫାରୋ ଆର୍ ଉହାର୍ ନୋକ୍ହେନ୍ ଉର୍ହାକାର୍ ମନ୍ ଘୂରାହ୍ଲିଁନ୍ ଆର୍ ଇସ୍ରାଏଲୟହେନ୍କେ ଉର୍ହାକାର୍ ଚାକର୍ ହୋବାପାଇଁ ଆର୍ବାରେକ୍ ଦେଖ୍ଲେକ୍। ଈଶର୍ ଫାରୋକେ ଜୀତ୍କର୍ଲେକ୍,ଯେନ୍ ନୋକ୍ହେନ୍ ଗୋଟାକ୍ ମାତ୍ର ସତ୍ ଈଶର୍ ଆର୍ ବୁଝେକ୍ଯେ ଔ ସଦାପର୍ଭୁ ଫାରୋ ଆର୍ ଫାରୋର୍ ଦେବ୍ତାହେନ୍କାର୍ହେନ୍କାର୍ଠେନୁ ଅଧିକ୍ ମାନ୍।
ତେଣୁ ଉର୍ହାକେ ଆର୍ବାରେକ୍ ଚେଲା କର୍ବାକେ ଇସ୍ରାଏଲୟହେନ୍କାର୍ ପିଛୁ ପିଛୁ ଫାରୋ ଆର୍ ଉହାର୍ ସୈନିକ୍ହେନ୍ ଖେଦ୍ହ୍ଲିଁନ୍।ମିଶରେର୍ ସୈନହେନ୍ ଆସ୍ବାର୍ ଯେତେବା ଇସ୍ରାଏଲୟହେନ୍ ଦେଖ୍ହ୍ଲିଁନ୍,ଉର୍ହା ମୋନ୍କଷ୍ଟ କର୍ହ୍ଲିଁନ୍ ଯେ ଉର୍ହା ଫାରୋର୍ ସୈନିକ୍ହେନ୍ ଆର୍ ଦେଖ୍ହ୍ଲିଁନ୍ ଲୋହିତ୍ ସମ୍ଦୁରେ ମାଝୁ ଢ଼ୁକିଁ ଯାନ୍ଠେ। ଉର୍ହା ବହୁତ୍ ଡରାତେ ଥାହ୍ଲିଁନ୍ ଆର୍ ଉର୍ହା ହୁରିଁକରିଁ କୈହ୍ଲିଁନ୍”ଆମ୍ରା କେନେ ମିଶର୍ ଛାଡ଼୍ ଲାଇ ? ଆମ୍ରା ମର୍ତେ ଯାଇଠି !”
ମୋଶା ଇସ୍ରାଏଲୟ୍ହେନ୍କେ କୈଲେକ୍,”ଡରାବାର୍ ବନ୍ଦ୍ କର! ପର୍ମେଶର୍ ଆଜ୍ ତୁର୍ହାକାର୍ ସଙ୍ଘେ ଯୁଦ୍ଧ କର୍ଭିନ୍ ତୁର୍ହାକେ ରକ୍ଷା କର୍ଭିନ୍।” ତାର୍ ପିଛୁ ପର୍ମେଶର୍ ମୋଶାକେ କୈଲେକ୍“ନୋକ୍ହେନ୍କେ ଲୋହିତ୍ ସାଗର୍ ଆଡ୍କେ ଯାତେ କୋହ।“
ତାର୍ପରେ ପର୍ମେଶର୍ ମେଘେର୍ ବିରିଷ୍ଟି ନିଁ ଇସ୍ରାଏଲୟ୍ ଆର୍ ମିଶରୀୟହେନ୍କାର୍ ମୈଧେ ରାଖ୍ହ୍ଲିଁନ୍ ଯେନ୍କି ମିଶରୀୟହେନ୍ ଇସ୍ରାଏୟ୍ହେନ୍କେ ଦେଖିଁପାର୍ଭିନ୍ ନାହିଁ।
ପର୍ମେଶର୍ ମୋଶାକେ ଉହାର୍ ହାତ୍ ଉଠାଇଁ ସମ୍ଦୁର୍ ପାଣିକେ ଦୁଭାଗ୍ କର୍ବାକେ କୈଲେକ୍। ତାର୍ପରେ ପର୍ମେଶର୍ ବାସାତେର୍ ଦିଁ ସମୁଦୁରେ ବହାଇଁ ନେଙ୍ଗା ଆର୍ ଦକ୍ଷିଣେ ପାଣିକେ ଠେଲ୍ବାକେ,ଯେନ୍କି ସମ୍ଦୁର୍ ମାଝୁ ଗୋଟାକ୍ ବାଟ୍ ହୋଲେକ୍।
ଇସ୍ରାଏଲ୍ହେନ୍ ସମ୍ଦୁର୍ ମାଝୁଏ ଶୁଖ୍ଲା ମାଟିଏ ଚହ୍ଲିଁନ୍ ଆର୍ ଉର୍ହାକାର୍ ଦୁପାଶେ ପାଣିର୍ କାନ୍ଥ ରୈଥାଲେକ୍।
ତାର୍ପରେ ପର୍ମେଶର୍ ମେଗ୍କେ ସେଜାଗାନୁ ଉପର୍କେ ନିଁ ଗେଲା ଯେନ୍କି ଇସ୍ରାଏଲୟ୍ହେନ୍ ପୁଚ୍କିଁ ପାଳାବାର୍ ମିଶରୀୟହେନ୍ ଦେଖିଁପାର୍ଭିନ୍। ମିଶରୀୟହେନ୍ ଉର୍ହାକେ ଖେଦ୍ବାର୍ ତୋରେ କୈହ୍ଲିଁନ୍।
ତେଣୁ ଉର୍ହା ସମ୍ଦୁର୍ ମାଝୁଦିଁ ହୋଥାର୍ ବାଟ୍ଦିଁ ଇସ୍ରାଏଲହେନ୍କେ ଖେଦ୍ହ୍ଲିଁନ୍ ହୋଲେ ପର୍ମେଶର୍ ମିଶରୀୟହେନ୍କେ କଷ୍ଟ ଦିହ୍ଲିଁନ୍ ଆର୍ ଉର୍ହାକାର୍ ରତ୍ଗାକେ ଫସାହ୍ଲିଁନ୍। ଉର୍ହା ହୁରିଁ କରିଁ କୈହ୍ଲିଁନ୍“ପାଳାଇଁ ଯାଆ! ପର୍ମେଶର୍ ଇସ୍ରାଏଲ୍ହେନ୍କାର୍ ଆଢେ ଯୁଦ୍ଧ କରେନ୍ଠେ !”ଇସ୍ରା
ଇସ୍ରାଏଲୟ୍ହେନ୍ ସମ୍ଦୁରେର୍ ସେପାସେ ଭାଲ୍ ଭାବେ ପହୁଞ୍ଚହ୍ଲିଁନ୍ ପିଛୁ ପର୍ମେଶର୍ ମୋଶାକେ ଉହାର୍ ଡେଣା ଆର୍ଏକ୍ବାର୍ ମିଶିଁଖେଳିଁ ଗେଲା। ଯୌତେବା ଅଉ ଈଶର୍କେ ବାଇଧ କର୍ଲେକ୍,ପାଣିଁ ମିଶରୀୟହେନ୍କେ ଉପ୍ରେ ମାଡ଼ିଁ ପେକାଲେକ୍ ଆର୍ ସମ୍ଦୁ ଆଗୁକାର୍ରକନ୍ ସମାନ୍ ହୋଇଁ ହୋଇଁଗେଲା। ସବୁ ମିଶରୀୟ ସୈନିକ୍ ସମୁଦୁରେ ଡ଼ୁବିଁଗେହ୍ଲିଁନ୍।
ଇସ୍ରାଏଲୀୟହେନ୍ ଯେତେବା ଦେଖ୍ହ୍ଲିଁନ୍ ମିଶରୀୟହେନ୍ ମରିଁଯାନ୍ଠେ,ଉର୍ହା ଈଶରେର୍ଠେ ଭର୍ଷାକର୍ହ୍ଲିଁନ୍ ଆର୍ ମୋଶା ପର୍ମେଶରେର୍ ଏକ୍ନୋକ୍ ଭାବ୍ବାଦୀ ସେଟା ବିଶାସ୍ କର୍ଲେକ୍।
ଇସ୍ରାଏଲୀୟହେନ୍ ମୈଧ ବହୁତ୍ ଖୁସିଏ ଆନନ୍ଦ୍ ହ୍ଲିଁନ୍ କାରଣ୍ ଈଶର୍ ଉର୍ହାକେ ମରଣ୍ ଆର୍ ଚାକର୍କେ ରକ୍ଷା କର୍ଲେକ୍!ଅଖ୍ଣୁ ଉର୍ହା ଈଶରେର୍ ସେବା କର୍ବାକେ ଖୁଲାଥାଲେକ୍।ଇସ୍ରାଏଲୀହେନ୍ ଉର୍ହାକାର୍ ନୋଆ ସ୍ୱାଧିନେତାକେ ପାଳନ୍ କର୍ବୋ ଆର୍ ଈଶରେର୍ ଗୀତ୍ଗାନ୍ କର୍ବାର୍ ତୋରେ ଢେର୍ ଗୀତ୍ଗା ଗୀତ୍କାହ୍ଲିଁନ୍ କାରଣ୍ ଅଉ ମିଶରୀୟ ସୈନିକ୍ହେନ୍କାରଠେଁନୁ ଉର୍ହାକେ ରକ୍ଷା କର୍ଥାଲେକ୍।
ପର୍ମେଶର୍ ଇସ୍ରାଏଲୀୟହେନ୍କେ ମିଶରୀୟହେନ୍କାର୍ ଉପ୍ରେ କେନ୍କରିଁ ଜୟ୍ ନାବ୍ କରେକ୍ ଆର୍ ଉର୍ହାକେ ଚାକର୍ ଆବସ୍ତାନୁ କେନ୍ଭାବେ ଉଦ୍ଧାର୍ ପାହ୍ଲୋ,ସେଟା ମନେ କର୍ବାର୍ ତୋରେ ଇସ୍ରାଏଲୀହେନ୍କେ ରୁଟିର୍ପରବ୍ ପାଳନ୍ କର୍ବାକେ ହୁକୁମ୍ ଦିଲେକ୍। ଉର୍ହା ଗୋଟାକ୍ ଭାଲା ମେଣ୍ଢାଛାଆକେ ବଳିଁ ଦିବାର୍ ଦିଁ ଆର୍ ତାଡିଶୂନ୍ଯ ରୁଟିର୍ ସଙ୍ଘେ ସେଟାକେ ଖାଇଁ ମୌଛବ୍ ପାଳନ୍ କର୍ଲେକ୍।
ବାଇବଲେର୍ ଗୋଟାକ୍ କାହାଣୀ:ଯାତ୍ରାବୈ୧୨:୩୩-୧୫:୨୧
Free to use, adapt, and share under an open license (CC BY-SA 4.0).