13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 1

ପର୍ମେଶର୍‌ ଇସ୍ରାଏଲ୍‌ହେନକାର୍‌ ଲୋହିତ୍‌ ସମ୍‌ଦୁର୍‌ ଦିଁ ପାର୍କରା ଲେକ୍‌। ପିଛୁ ଅଉ ଗୋଟାକ୍‌ ମରୁଭୂମୀ ଦିଁ ସିୟନ୍‌ ନାମେର୍‌ ବଣ୍‌କେ ଆସ୍‌ଲେକ୍‌।ସେଟା ସୌବଣ୍‌ ଥାଲେକ୍‌ ଯେଠେଁ ମଶା ଆଗୁନ୍‌ ବୁଦା ଦେଖଲେକ୍‌। ବଣ୍‌ତୋଳେ ନୋକ୍‌ହେନ୍‌ ଉର୍ହାକାର୍‌ ତମ୍ବୁଗାକେ ଅଛାଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 2

ପର୍ମେଶର୍‌ ମୋଶାକେ ଆର୍‌ ଇସ୍ରାଏଲର୍‌ ନୋକ୍‌ହେନ୍‌କେ କୈଲେକ୍‌”ତୁର୍ହା ଯଦି ଆହ୍ମାର୍‌ କିରା ପାଳ୍‌ନ୍‌ କର୍ଭୋ ତେବେ ଆହ୍ମାର୍‌ ରାଖା ଧନ୍‌,ଯାକୁବ୍‌ହେନ୍‌କାର୍‌ ଗୋଟାକ୍‌ ରାଜ୍‌ ବଂଶ ଆର୍‌ ଗୋଟାକ୍‌ ପବିତର୍‌ ଦେଶ୍‌ ଦେକ୍‌।”

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 3

ତିନ୍‌ଦିନ୍‌ ପିଛୁ, ନୋକ୍‌ହେନ୍‌ ନିଯେକେ ଆତ୍ମା ବାଭେ ତେଆର୍‌ କର୍ଲେକ୍‌,ଇଶର୍‌ ମେଙ୍ଘେର୍‌ ସାଡ଼ା,ଚୁଗୁର୍‌, ଧୁଆଁ, ଆର୍‌ ଗୋଟାକ୍‌ ଜୁର୍‌ ତୁରିଶାଡ଼ା ସଙ୍ଘେ ସିୟନ୍‌ ବଣ୍‌ ଉପର୍‌କେ ଯାବାର୍‌ ଅନୁମତି ପାଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 4

ତାପରେ ପର୍ମେଶର୍‌ ଉର୍ହାକେ ଉହାର୍‌ ନିୟମ୍‌ ଦିକେଲ୍‌ ଆର୍‌ କୈଲେକ୍‌”ଆହ୍ମିଁ ତୁର୍ହାକାର୍‌ ଈଶର୍‌ ସବୁଖଣ୍ଡା ଆଛି, ଯେ ତୁର୍ହାକେ ମିଶରେର୍‌ ଚେଲଅବସ୍ଥାନୁ ରକ୍ଷା କରିଁ ଆଣ୍‌ହ୍ଲିଁନ୍‌।ଐନଦେବ୍‌ହେନ୍‌କାର୍‌ ଗୀତ୍‌ଗାନ୍‌ କରନାଇଁ।”

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 5

“କୋହ୍ଣ ମୁର୍ତି ତେଆର୍‌ କରନାଇଁ ଆର୍‌ ସେଗାର୍‌ ଗୁଣ୍‌ଗାନ୍‌ କର୍ ନାଇଁ,କାରଣ୍‌,ଆହ୍ମିଁ ରାଗ୍‌ବାର୍‌ ସଦାପର୍ଭୁ ଆହ୍ମାର୍‌ ନାମ୍‌ ଅସନ୍‌ମାନ ଭବେ ବେଭାର୍‌ କର୍ଭୋ ନାଇଁ।ଜୀରାଣ୍‌ ଦିନ୍‌କେ ପବିତର୍‌ ରକନ୍‌ ପାଳନ୍‌ କର୍ଭୋ।ଐନ ଆର୍ଥୟ୍‌, ଖାଲି ଛଅ ଦିନେ ତୁର୍ହାକାର୍‌ ସବୁ କାମ୍‌ କର୍ଭୋ,ହୋଲେ ସବୁ ଦିନ୍‌ ତୁର୍ହାକାର୍‌ ତୋରେ ଜୀରାଣ୍‌ ଦିନ୍‌ ହୋୟ ଆର୍‌ ତୁହା ଆହ୍ମାକେ ମନେ କର୍ଭୋ।”

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 6

“ତୁର୍ହାକାର୍‌ ବାୟ୍‌ ଆର୍‌ ମାୟକେ ମାନ୍‌ କର।ନୋକ୍‌ହେନ୍‌କେ ମରାହା ନାଇଁ।ବେବିଚାର୍‌ କର ନାଇଁ।ଚୋର୍‌ କରନାଇଁ।ମିଛ କହନାଇଁ।ତୁର୍ହାକାର୍‌ ପର୍ତେକ୍‌ ନୋଖେର୍‌ ମାୟାକେ,ଉହାର୍‌ ଘର୍‌କେ ବା ପର୍ତେକ୍‌ ନୋଖେର୍‌ ଜୀନିଷ୍‌କେ ଯେଟା ଉହାର୍‌ ସେଟା ନୋବ୍‌ କରନାଇଁ।”

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 7

ତାର୍‌ ପିଛୁ ପର୍ମେଶର୍‌ ଦୁଟା ପାଥର୍‌ ପାଟାୟ୍‌ ସୌଦଶ୍‌ଟା କିରାଗାକେ ନେଖ୍‌ଲେକ୍‌ ଆର୍‌ ମୋଶାକେ ଦିଲେକ୍‌ ପର୍ମେଶର୍‌ ଆହ୍ମିଁ ବହୁତ୍‌ ବେବସ୍ତ ବା ନିୟମ୍‌ ଆର୍‌ ନୀତିଗାକେ ପାଳନ୍‌ କର୍ବାକେ ଦିଲେକ୍‌। ପର୍ମେଶର୍‌ କିରା କରିଁ କୈଲେକ୍‌,ଯଦି ନୋକ୍‌ହେନ୍‌ ଅଉ ସବୁ ବେବସ୍ତା ବା ନିୟମ୍‌ ପାଳନ୍‌ କର୍ବାକେ,ତାହେଲେ ଅଉ ଆର୍‌ ତୁର୍ହାକେ ସାଇଁପ କରେକ୍‌ ଆର୍‌ ଭାଲ୍‌ ରାଖେକ୍‌।ଯଦି ତୁର୍ହା ସେଗାର୍‌ ଅମାନ୍ତି ହୋଭ,ତୋବେ ଈଶର୍‌ ତୁର୍ହାକେ ଦଣ୍ଡ ଦେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 8

ଇଶର୍‌ ଆର୍ହଁ ମୈଧ ଇସ୍ରାଏଲୀୟହେନ୍‌କେ ଗୋଟାକ୍‌ ତମ୍ବୁର୍‌ କିଛିକ୍‌ ବିଷୟ୍‌ ଦିଲେକ୍‌ ଯେଟା ଉର୍ହା କରନ୍‌ କହିଁ ଅଉ କୈଲେକ୍‌।ଗୋଟାକ୍‌ ସବୁନୋଖେର୍‌ ତମ୍ବୁ କହାଯାତେଥାଲେକ୍‌,ଆର୍‌ ଏଠେଁ ଦୁଟା କୂଠୁରୀ ଥାଲେକ୍‌ ଯେଟାକେ ଗୋଟାକ୍‌ ବଡ଼ ପର୍ଦା ବୁଝାତେଥାଲେକ୍‌।ଖାଲୀ ମହାଯାଜକ୍‌ ହିଁ ପର୍ଦାର୍‌ ପିଛୁ ବାଗେଥାବା କୁଠୁରୀକେ ଯାବାର୍ ତୋରେ ହୁକୁମ୍‌ ପାଲେକ୍‌,କାରଣ୍‌ ଇଶର୍‌ ସେଠେଁ ରୈତେଥାଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 9

ଯେକୋ‍ହ୍ଣ ନୋକ୍‌ ଈଶରକେ ବେବସ୍ତାୟ୍‌ ଅମାନ୍ତି ହୋଲେ ଆର୍‌ ଈଶରେର୍‌ ଉଦେଶେ ଗୋଟାକ୍‌ ବଳିରକନ୍‌ ଗୋଟାକ୍‌ ପଶୁକେ ସବୁ ନୋଖେର୍‌ ତମ୍ବୁ ସାମ୍ନାଇଁ ଥାବା ବେଦୀ ପାଶ୍‌କେ ଆଣିଁ ପାର୍ତେ ଥାହ୍ଲିଁନ୍‌।ଗୋଟାକ୍‌ ଯାଜକ୍‌ ପଶୁକେ ମାରାଇଁ କରିଁ ଉହାକେ ବେଦୀୟେ ପୁଢ଼୍‌ତେ ଦିହ୍ଲିଁନ୍‌।ବଳିଦିଆ ଯାଥାବା ପଶୁର୍‌ ରକତ୍‌ ସୌନୋଖେର୍‌ ପାପ୍‌କେ ଭାଲା କର୍ଲେକ୍‌ ବା ଢାଙ୍କାଲେକ୍‌ ଆର୍‌ ସୌନୋକ୍‌ ଇଶରେର୍‌ ନଯ୍‌ରେ ଫାର୍ଚା ହୋତେଥାଲେକ୍‌ ପର୍ମେଶର୍‌ ମୋଶାର୍‌ ଭାଇ ହାରୋଣ୍‌ ଆର୍‌ ହାରୋଣେର୍‌ ବଂଶକେ ଉହାର୍‌ ଯାଜକ୍‌ ହୋବାର୍ ତୋରେ ବାଞ୍ଚ୍‌ଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 10

ସବୁ ନୋକ୍‌ହେନ୍‌ ପର୍ମେଶର୍‌ ଉର୍ହାକେ ଦିୟା ବେବସ୍ତାଗାକେ ପାଳନ୍‌ କର୍ବା ତୋର,ଖାଲି ଇଶରେର୍‌ ଗୀତ୍‌ଗାଣ୍ କର୍ବାର୍ ତୋରେ ଆର୍‌ ଉହାର୍‌ କିଛୁକ୍‌ ନୋକ୍‌ ହୋବାର୍‌ ତୋରେ ଏକ୍‌ଠେଁ ହ୍ଲିଁନ୍‌। ହୋଲେ ଉର୍ହା ଈଶରେର୍‌ ଆଇଗାଁ ଅମନ୍ତି ହୋବାର୍‌ ତୋରେ କିରାକର୍ବାର୍‌ କିଛୁକ୍‌ ସମୟ୍‌ପରେ ଉର୍ହା ଡରାଣୀୟା ପାପ୍ କର୍ହ୍ଲିଁନ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 11

ଢେର୍‌ ଦିନ୍‌ ଧରିଁ ମୋଶା ଈଶରେର୍‌ ସଙ୍ଘେ ସୀନୟ ବଣେର୍‌ ଉପ୍ରେ କଥାବାର୍ତା ହୋତେଥାହ୍ଲିଁନ୍‌।ମୋଶା ଆସ୍‌ବାର୍‌ ବାଟ୍‌ ଚାହିଁ ଚାହିଁ ନୋକ୍‌ହେ ଥକିଁ ଆର୍‌ ବେସ୍ତହ୍ଲିଁନ୍‌।ହୋଲେ ଉର୍ହା ହାରୋଣେର୍‌ ପାଶ୍କେ ସନା ଆଣିଁ ଉହାକେ ଉର୍ହାକାର୍ ତୋରେ ଗୋଟାକ୍‌ ଠାକୁର୍‌ ବନାତେ କୈହ୍ଲିଁନ୍‌!

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 12

ହାରୋଣ୍‌ ସୌ ସନା ଦିଁ ବାଚୁରେର୍‌ ମୁର୍ତୀ ଠାକୁର୍‌ ତେଆର୍‌ କର୍ଲେକ୍‌ ନୋକ୍‌ହେନ୍‌ ବହୁତ୍‌ ହିନ୍‌ ବାଭେ ସୌ ଠାକୁର୍‌କେ ପୂଜା କର୍ଲେକ୍‌ ଆର୍‌ ବଳିଁ ଦିହ୍ଲିଁନ୍‌।ଉର୍ହାକାର୍‌ ପାପେର୍‌ ଦିଁ ଉହାର୍‌ଠେଁ ପର୍ମେଶର୍‌ ବହୁତ୍‌ କଷ୍ଟ କର୍ଲେକ୍‌ ଆର୍‌ ଉର୍ହାକେ ଭୋଷ୍ଟ କର୍ବାକେ ଇଚ୍ଚାକର୍ଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 13

ହୋଲେ ମୋଶା ଉର୍ହାକାର୍‌ ତୋରେ ପାର୍ଥାନା କର୍ଲେକ୍‌,ଆର୍‌ ଈଶର୍‌ ଉହାର୍‌ ପାର୍ଥାନାକେ ଶୁଣ୍‌ଲେକ୍‌ ଆର୍ ଉର୍ହାକେ ଭଷ୍ଟ କର୍ଲେକ୍‌ ନାଇଁ। ମୋଶା ଯେତେବା ବଣ୍‌ନୁ ଆହ୍ଲାଇଁ ଆସ୍ଲେକ୍‌ ଆର୍ ସୌ ମୂର୍ତି ଦେଖ୍‌ଲେକ୍‌,ଅଉ ବହୁତ୍‌ କଷ୍ଟ ହୋଲେକ୍‌ ଯେ ଈଶର୍‌ ଯୌ ପାଥରେର୍‌ ପାଟାୟ୍‌ ଦଶ୍‌ଟା ଅଇଗାଁଗା ନେଖ୍‌ଥାଲେକ୍‌ ଅଉ ସେଟାକେ ଫିଙ୍କି ଗୁଣ୍ଡା କରିଁଦିଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 14

ତାର୍ ପିଛୁ ମୋଶା ସୌ ମୁର୍ତିକେ ପିଟିଁ ଗୁଣ୍ଡା କରିଁ ଦିଲେକ୍‌,ଆର୍‌ ସୌଗୁଣ୍ଡାକେ କିଛୁକ୍ ପାଣିଁୟେ ଫିଙ୍କି ଦିଲେକ୍‌ ଆର୍ ନୋକ୍‌ହେନ୍‌କେ ସୌ ପାଣିଁ ଖାତେ ଦିଲେକ୍‌।ଈଶର୍‌ ନୋକ୍‌ହେନ୍‌କାର୍‌ ମୈଧେ ମହାମାରୀ ପାଠଆଲେକ୍‌ ଆର୍‌ ସୌ ମହାମାରୀୟେ ଅନେକ୍‌ ନୋକ୍‌ ମୋରିଁ ଗେହ୍ଲିଁନ୍‌। ମୋଶା ଯୌ ପାଥର୍‌ଟା ଭାଙ୍ଗି ଦିଥାଲେକ୍‌ ସେଟାର ବଦୋଳେ ଅଉ ଗୋଟାକ୍ ନୋଆ ପାଥର୍‌ ପାଟାୟ ଦଶ୍‌ଅଇଗାଁ ନେଖ୍‌ଲେକ୍‌।

13. ୧୩. ପର୍ମେଶରେର୍‌ ଇସ୍ରାଏଲ୍‌ ସଙ୍ଘେ ନିୟମ୍‌ — illustration 15

ତାର୍‌ ପିଛୁ ଅଉ ଆର୍‌ଏକ୍‌ବାର ସୌବଣ୍‌କେ ଉଠ୍‌କେଲ୍‌ ଆର୍‌ ଈଶରେର୍‌ ପାଶେ ନୋକ୍‌ହେନ୍‌କେ କ୍ଷେମା କର୍ବାର୍‌ ତୋରେ ପାର୍ଥାନା କର୍ଲେକ୍‌।ପର୍ମେଶର୍‌ ମୋଶାର୍‌ ପାର୍ଥାନା ଶୁଣିଁ ଉର୍ହାକେ କ୍ଷେମା ଦିଲେକ୍‌।ମୋଶା ବଣ୍‌ନୁ ନୋଆ ପାଥରେର୍‌ ପାଟାୟ୍‌ ଦଶ୍‌ ଅଇଗାଁଗାର୍‌ ସଙ୍ଘେ ଅହ୍ଲାଇଁ ଘୁରିଁ ଆସ୍‌ଲେକ୍‌।ତାର୍‌ ପରେ ପର୍ମେଶର୍‌ ସୀନୟ ବଣ୍ ନୁ କିରା ଦେଶ୍‌ଗାକେ ଇସ୍ରାଏଲୀୟହେନ୍‌କେ ଏଢ଼ାଇଁ ନିଲେକ୍‌।

ବାଇବଲେର୍‌ ଗୋଟାକ୍‌ କାହାଣ:ଯାତ୍ରାବୈଏର୍‌ ୧୯-୩୪

Read in the reader

Free to use, adapt, and share under an open license (CC BY-SA 4.0).