14. ୧୪. ମର୍ଭୁମିର୍ ଧାରେ ବୁଲା
ପର୍ମେଶର୍ ଇସ୍ରାଏଲୀୟହେନ୍କେ ନିୟମ୍ଗାକେ, ଯେଟା ଅଉ ଉର୍ହାକେ ଉହାର୍ ସଙ୍ଘେ ଭାଲେ ଏକ୍ଭାଗ୍ ହୋଇଁ ପାଳନ୍ କର୍ବାର୍ ତୋରେ ଇଛାକର୍ଲେକ୍, କୈବାର୍ ମାତ୍ରେ ଉହା ସିନୀୟ ବଣ୍କେ ବାର୍ହ୍ଲିନ୍।ଈଶର୍ ଉର୍ହାକେ ଭାଲା ଦେଶ୍ ଆଡ଼୍କେ ଏଢ଼ାଇଁ ନିବାକେ ଆରାମ୍ଭ କର୍ଲେକ୍, ଯୌ ଦେଶ୍କେ କିଣାନ୍ କହାଗେତେଥାଲେକ୍।ମେଙ୍ଘେର୍ ଡେଔ ଉହାକାର୍ ଆଗୁ ଆଗୁ କିଣାନ୍ ଆଢ଼େ ଯେତେଥାଲେକ୍ ଆର୍ ଉର୍ହା ଉର୍ହାକାର୍ ପିଛୁ ପିଛୁ ଚହ୍ଲିଁନ୍।
ପର୍ମେଶର୍ ଅବ୍ରହାମ୍,ଇସହାକ୍ ଆର୍ ଯାକୁବ୍କେ କିରା କର୍ଥାଲେକ୍,ଯେ ଅଉ କିରାକରା ଦେଶ୍ ଉର୍ହାକାର୍ ବଂଶହେନ୍କେ ଦେକ୍,ହୋଲେ ଅଖ୍ଣୁ ସୌଜାଗାୟ୍ ଢ଼େର୍ ନୋକ୍ହେନ୍କାର୍ ଦୋଳ୍ ଘର୍କର୍ଥାର୍ହ୍ଲିଁନ୍। ଉର୍ହାକେ କିଣାନୀୟ୍ କହାଗେତେ ଥାଲେକ୍। କିଣାନୀୟହେନ୍ ଈଶରେର୍ ଉପବାସ୍ କର୍ତେ ଥାହ୍ଲିଁନ୍ ନାଇଁ କି ଉହାର୍ ଆଇଗାଁ ଅମାନ୍ତି ହଥାହ୍ଲିଁନ୍ଲ। ଉର୍ହା ଭଣ୍ଡଦେବ୍ତାକେ ଗିତ୍ଗାନ୍ କର୍ତେଥାହ୍ଲିଁନ୍ ଆର୍ ଢ଼େର୍ ମନ୍ଦ କାମ୍କର୍ତେଥାହ୍ଲିଁନ୍।
ଈଶର୍ ଇସ୍ରାଏଲୀୟହେନ୍କେ କୈଲେକ୍”କିରାକରା ଦେଶେ ତୁର୍ହା ସବୁ କିଣାନୀୟ ହେନ୍କାର୍ଠେଁନୁ କ୍ଷେମା ପାବା ଠିକ୍।ତୁର୍ହାକାର୍ ସଙ୍ଘେ ଶାନ୍ତି ଥାପ୍ନା କରନାଇଁ କି ଉହାକେ ବେହାହୋହୋ ନାଇଁ।ତୁର୍ହାସବୁ ସେନୋଖେର୍ ମୂର୍ତିଗାକେ ପୂରାପୁରି ଭାଭେ ନଷ୍ଟ କରାଯାକ୍।ଯଦି ତୁର୍ହା ଆହ୍ମାର୍ ଅଇଗାଁ ନାଇଁମାନ,ଆହ୍ମାର୍ ବଦ୍ଳେ ତୁର୍ହା ଉର୍ହାକାର୍ ମୂର୍ତିଗାର୍ ଗିତ୍ଗାନ୍ କର୍ଭୋନାଇଁ।”
ଇସ୍ରାଏଲୀୟହେନ୍ ଯୌତେବା କିଣାନୀୟହେନ୍କାର୍ ସୀମାୟ୍ ପହଞ୍ଚ୍ଲେ,ସୌତେବା ମୋଶା ପର୍ତେକ୍ ଜାତୀନୁ ଏକ୍ନୋକ୍ ଏକ୍ନୋକ୍ କରିଁ ବାର ମରଦ୍ହେନ୍କେ ବାଞ୍ଚ୍ଲେକ୍।ଅଉ ନୋକ୍ହେନ୍କେ ସୌ ଦେଶ୍କେ ଯାଇଁ ସେଟା ଦେଖ୍ବାକେ କେନ୍ ଆଛେ ସେଟା ନୁକାଇଁ ଦେଖିଆସ୍ ବାର୍ ପାଇଁ କଥା ଦିଥାଲେକ୍ କିଣାନୀହେନ୍ ବଳ୍ବାନ୍ ଆର୍ ଦୁର୍ବଳ୍ ଥାହ୍ଲିଁନ୍ ଉହାର୍ ମୈଧ ଅନୁସନ୍ଧାନ୍ କର୍ବାର୍ ତୋରେ ଉର୍ହାକେ କହାଯାଥାଲେକ୍।
ସୌ ବାରନୋକ୍ କିଣନ୍ ସାରା ଚାଳିସ୍ ଦିନ୍ ବୁଲିଁ କରିଁ ଘୂରିଁ ଆସ୍ହ୍ଲିଁନ୍।ଉର୍ହା ନୋକ୍ହେନ୍କେ କୈହ୍ଲିନ୍”ସୌ ଦେଶ୍ ବହୁତ୍ ଖତ୍ ଆର୍ ସେଠଁ ବହୁତ୍ ଫଳ୍ ଫଳେକ୍!”ହୋଲେ ସୌ ଅନୁସନ୍ଧାହେନ୍କାର୍ ମୈଧନୁ ଦୋଶ୍ନୋକ୍ କୈହ୍ଲିଁନ୍”ସେଠେଁନୁ ବାଜାର୍ଗା ବହୁତ୍ ଧୁର୍ ଆର୍ ସେଟେଁ ନୋକ୍ହେନ୍ ବହୁତ୍ ଆଛନ୍!ଯଦି ଆମ୍ରା ଉର୍ହାକେ ଆଘାତ୍ କର୍ବୋ, ଉର୍ହା ନିହାତି ଆମ୍ରାକେ ଖେଦିଁ କରିଁ ଆମ୍ରାକେ ମରାଭିନ୍!”
ସାଙ୍ଘେସାଙ୍ଘ୍ ଐନ ଦୁନୋକ୍ ନୁକାଣ୍ଚର୍ କାବେଲ୍ ଆର୍ ଯିହୋଶୂୟ କୈହ୍ଲିଁନ୍”ଏଟା ସତ୍ ଯେ କିଣାନେର୍ ନୋକ୍ହେନ୍ ବହୁତ୍ଦିନିୟା ଆର୍ ବଳ୍ବାନ୍ ଆଛନ୍, ହୋଲେ ଆମ୍ରା ଉର୍ହାକେ ନିହାତୀ ହାରାବ!ଆମ୍ରାକାର୍ ଆଡ଼୍ଲା ଯୁଦ୍ଧ କର୍ଭିନ୍!”
ହୋଲେ ନୋକ୍ହେନ୍ କାଲେବ ଆର୍ ଯିହୋଶୂୟେର୍ କଥା ଶଣୁହ୍ଲିଁନ୍ ନାଇଁ। ଉର୍ହା ମୋଶା ଆର୍ ହାରୋଣେର୍ ତୋରେ ରାଗ୍ କରିଁ କୈଲେକ୍”ତୁର୍ହା କେହ୍ନେ ଆମ୍ରାକେ ଏରକନ୍ ଗୋଟାକ୍ ଡ଼ରାଣୀୟା ଜାଗାକେ ଆଣ୍ଛ?ଆମ୍ରା ଯୁଦ୍ଧକ୍ଷେତ୍ରୟ ମର୍ବାର୍ ଠେଁନୁ ବରଞ୍ଚ ମିଶରେ ଥାବା ଠିକ୍ ଥାଲେକ୍ ଆର୍ ଆମ୍ରାକାର୍ ମାୟାହେନ୍ ଆର୍ ଛାଆହେନ୍ ଚାକର୍ ରକନ୍ ରୈଥାତିନ୍।” ନୋକ୍ହେନ୍ ଉର୍ହାକାର୍ ତୋରେ ଐନ ଏକ୍ନୋକ୍ ନେତା ବାଞ୍ଚ୍ବାକେ ଚାହେଁଠେ ଯେକି ଉର୍ହାକେ ଦହରା ମିଶର୍କେ ନିଁଯାଭିନ୍।
ଈଶର୍ ବହୁତ୍ ରାଗ୍ କର୍ଲେକ୍ ଆର୍ ବସୁ ନୋଖେର୍ ତମ୍ବୁକେ ଆସ୍ଲେକ୍।ଈଶର୍ କୈଲେକ୍”ଯେହେତୁ ତୁର୍ହା ଆହ୍ମାର୍ ବିରୁଧେ ଖାରାପ୍ କର୍ତିଛ,ସୌକର୍ତେ ସବୁନୋକ୍ହେନ୍ ଧାରେ ବାଟ୍ହିଁନ୍ ଭାବେ ବୁଲ୍ବାକେ ପଢ଼େକ୍। ଯିହୋଶୂୟ ଆର୍ ନୋକ୍ହେନ୍କାର୍ ଛାଡ଼ା ପର୍ତେ କୁଡ଼ିଏ ବଛର୍ ବା ଢ଼େର୍ ସବୁନୋକ୍ ସେଠେଁ ମର୍ଭିନ୍ ଆର୍ ଉର୍ହା କଥାଆଦିୟା ଦେଶେ କଭୁ ଢ଼ୁକିଁ ପାର୍ଭିନ୍ ନାଇଁ।”
ନୋକ୍ହେନ୍ ଯେତେବା ଏଟା ଶୁଣ୍ହ୍ଲିଁନ୍, ସୌତେବା ଉର୍ହା ଯେ ପାପ୍ କର୍ଛୋନ୍ ସେଟାର୍ ଦିଁ ଦୁକ୍ଭୋଗ୍ କର୍ହ୍ଲିଁନ୍।ଉର୍ହା ଉର୍ହାକାର୍ ଖଣ୍ଡାଗାକେ ନିଁ କିଣାନେ ଥାବା ନୋକ୍ହେନ୍କେ ଆଘାତ୍ କର୍ବାକେ ବାହିର୍ହ୍ଲିଁନ୍। ମୋଶା ଉର୍ହାକେ ଯାବାର୍ ମାନା କର୍ଲେକ୍ କାରଣ୍ ଈଶର୍ ଉର୍ହାକାର୍ ସଙ୍ଘେ ଥାଲେକ୍ ନାଇଁ, ହୋଲେ ଉହାର୍ କଥା ଉର୍କା ଶୁଣ୍ହ୍ଲିନ୍ ନାଇଁ।
ଈଶର୍ ସୌ ଯୁଦ୍ଧକ୍ଷେତ୍ରକେ ର୍ଆକାର୍ ସଙ୍ଘେଗେଲା ନିଁ,ତେଣୁ ଉର୍ହା ହାରିଁ ଗେହ୍ଲିଁନ୍ ଆର୍ ଉର୍ହାକାର୍ ମୈଧେ ଡ଼େର୍ ମରିଁ ଗେହ୍ଲିଁନ୍।ତାର୍ପରେ ଇସ୍ରାଏଲୀୟହେନ୍ କିଣାନ୍ନୁ ମୁଁହୁଁ ମାରିଁ ଧାରେ ଚାଳିଶ୍ ବଛର୍ ତୋଡ଼ିକ୍ ବୁଲ୍ହ୍ଲିଁନ୍।
ଇସ୍ରାଏଲୀୟେର୍ ନୋକ୍ହେନ୍ ଧାରେ ବୁଲ୍ବାର୍ ଚାଳିଶ୍ ବଛର୍ ସମୟେ ଈଶର୍ ଉର୍ହାକେ ସବୁ ଦର୍କାରୀୟାବିଷଯ୍ ଜୁଗାଲେକ୍।”ମାନ୍ନା” ନାମେର୍ ଜାଣାଶୁଣା ସ୍ୱର୍ଗେର୍ ଆହାର୍ ଦିଲେକ୍।ଆର୍ହଁ ଅଉ ଉର୍ହାକାର୍ ବସ୍ତି ଜାଗାକେ ଗୋଟ୍ ଗୋଟ୍ ଭାଟୋଇ ଚଢ଼ଇ ପାଠାଲେକ୍(ଯେଗାସବୁ ଛଟ ଧାରାଣ୍ ଚଢ଼ିଥାହ୍ଲିନ୍) ଯେ ଉର୍ହାଖାବାର୍ ତୋରେ ମାସ୍ ପାଭିନ୍। ଅଉ ସବୁ ସମୟ୍ ମୈଧେ, ଈଶର୍ ଉର୍ହାକାର୍ ଫର୍ବାର୍ କାପଢ଼୍ ଆର୍ ଗୋଡ଼୍ଗାକେ ଜିରାତେ ଦିଲେକ୍ନାଇଁ।
ଈଶର୍ ଯେନ୍କି ଆଚାହୋଇଁ ପାଥର୍ନୁ ଉର୍ହାକେ ପାଣିଁ ଦିକେଲ୍।ହୋଲେ ଅଉ ସବୁ କାମ୍ ସତେ,ଇସ୍ରାଏଲ୍ ନୋକ୍ହେ ଇଶର୍ ଆର୍ ମୋଶର୍ ବିରଧେ ଦୋଷ୍ କର୍କେଲ୍ ମନେ ମନେ ଗାଳ୍ ଦିଲେକ୍।ସେନ୍ ହୋବାର୍ ପରେ ଈଶର୍ ଅବ୍ରାହ୍ମାମ,ଇସହାକ୍ ଆର୍ ଯାକୁବେର୍ ସଙ୍ଘେ କର୍ଥାବାର୍ କିରାର୍ ତୋରେ ବିଷାଷ୍ ଥାହ୍ଲିନ୍।
ଐନ ଗୋଟାକ୍ ସମୟେ,ନୋକ୍ହେନ୍ ଯୌତେବା ପାଣିଁ ପାହ୍ଲିଁନ୍ ନାଇଁ,ଈଶର୍ ମୋଶାକେ କୈଲେକ୍” ସୌ ପାଥର୍କେ କଥା କୋହ ଆର୍ ସେଠେଁନୂ ପାଣିଁ ବାହିରେକ୍।”ହୋଲେ ମୋଶା ପାଥର୍କେ କଥା କୈବା ବଦୋଳେ ଦୁବାର୍ ବାଡ଼ିୟେ ମାର୍ବାର୍ ଦିଁ ସବୁ ନୋଖେର୍ ସାମ୍ନଇଁ ଈଶରେର୍ ଅସନ୍ମାନ୍ କର୍ଲେକ୍।ସବୁନୋକ୍ ଯେନ୍ ପାଣିଁ ଖାଭିନ୍ ସୌର୍ତେ ପାଣିଁ ବାହାରିଁ ଆସ୍ଲେକ୍, ହୋଲେ ଈଶର୍ ମୋଶାର୍ ଉପ୍ରେ ରାଗିଁ ଥାହ୍ଲିଁନ୍ ଆର୍ ଅଉ କୈଲେକ୍”ତୁର୍ହ ରହା ଦେଶେ ଢ଼କିଁ ପାର୍ଭୋ ନାଇଁ।”
ଇସ୍ରାଏଲୀୟହେନ୍ ଚଳିଶ୍ ବଛର୍ ଧାରେ ବୁଲା ସମୟେ,ଈଶରେର୍ ବିରୁଧେ ଯୋତନୋକ୍ ଖେଦାତାଢ଼ା କର୍ଥାହ୍ଲିଁନ୍,ସବୁନୋକ୍ ମରିଁ ଗେହ୍ଲିଁନ୍।ତାର୍ ପିଛୁ ଈଶର୍ ଆର୍ ବାରେବ୍ ରହାଦେଶେର୍ ପାଶ୍କେ ଉର୍ହାକେ ନିଥାଲେକ୍।ମୋଶ ଆଖ୍ଣୁ ବହୁତ୍ ବୁଢା ହୋଇଁଗେଥାକେଲ୍,ହୋଲେ ନୋକ୍ହେନ୍କେ ବାଟ୍ ଏଢ଼ାଇଁ ନିବାର୍ ତୋରେ ଉହାକେ ସାଇଜ କର୍ବାର୍ ତୋରେ ଅଉ ଯିହୋଶୂୟକେ ବାଞ୍ଚ୍ଲେକ୍।ଈଶର୍ ମୋଶାକେ ଆର୍ଗୋଟାକ୍ କିରା କର୍ଲେକ୍ ଯେ,ଅଉ ମୋଶାର୍ ରକନ୍ ଆର୍ ଏକ୍ନୋକ୍ ଭାଗିଚାଷିକେ ପାଠାଲେକ୍।
ତାର୍ ପିଛୁ ଈଶର୍ ମୋଶାକେ ଗୋଟକ୍ ବଣେର୍ ଉପର୍କେ ଉଠ୍ବାର୍ ତୋରେ କୈଲେକ୍ ଯେନକି ଅଉ ସେଠେନୁ ରହାଦେଶ୍ ଦେଖିଁ ପାର୍ଥାହ୍ଲିଁନ୍।ମୋଶା ରହା ଦେଶ୍ ଦେଖିଁପାର୍ଥାଲେକ୍ ହୋଲେ ଅଉ ସେଠେଁ ଡ଼ୁକ୍ବାର୍ ତୋରେ ଈଶର୍ ହୁକୁମ୍ ଦିଲେକ୍ ନାଇଁ।ତାର୍ ପରେ ମୋଶା ମର୍ଲେକ୍,ଆର୍ ଇସ୍ରାଏଲୀୟହେନ୍ ତିରିଶ୍ ଦିନ୍ ଉର୍ହାକାର୍ ତୋରେ ଶୁକ୍ କର୍ଲେକ୍।ଯିହୋଶୂୟ୍ ଉର୍ହାକାର୍ ନୋଆ ନେତା ହୋଲେକ୍।ଯିହୋଶୂୟ ଏକ୍ନୋକ୍ ଭାଲ୍ ନେତାଥାଲେକ୍ କାରଣ୍ ଅଉ ଈଶରେର୍ଠେଁ ଭର୍ଷା ରାଖ୍ଥାଲେକ୍ ଆର୍ ଉହାର୍ ଆଇଗାଁମାନା ଥାଲେକ୍।
ବାଇବଲେର୍ ଗୋଟାକ୍ କାହାଣୀ:ଯାତ୍ରାବୈ୧୬-୧୭;ଗଣନାବୈ ୧୦-୧୪;୨୦;୨୭; ଦୁତୀୟ ବିଷୟ୍-୩୪
Free to use, adapt, and share under an open license (CC BY-SA 4.0).