15. ୧୫. କିରାର୍ ଦେଶ୍
ସବାର୍ଶେଷେ ଥାବାର୍ ଦେଶ୍ କିନାନେ ଇସ୍ରାଏଲୀୟେହେନ୍ ଢ଼ୁକ୍ ବାର୍ ଗୋଟାକ୍ ପର୍କୁତି ବା ସମୟ୍ ଥାଲେକ୍।ବହୁତ୍ ପୂର୍ନା ଚାରିଆଢ଼େ କିଣାନୀୟ ବାଜାର୍ ବିଷୟେ ଅନୁସନ୍ଧାନ୍ କର୍ବାର୍ ତୋରେ ଯିହୋଶୂୟ ଦୁନୋକ୍ ନୁକାଣ୍ଚୋର୍ହେନ୍କେ ପାଠାଲେକ୍ ପାଠାଇଁ।ସୌବାଜାରେ ରାହବ ନାମେର୍ ଏକ୍ନୋକ୍ ଛିନାରୀ ଥାଲେକ୍ ଯେ ସୌ ଗୁପ୍ତଚୋର୍ହେନ୍କେ ନୁକାଇଁ ପାରେ ଉର୍ହାକେ ନୁକାଇଁ ଯାବାର୍ତୋରେ ସାଇଜ କର୍ଲେକ୍ ଅଉ ସୌରକନ୍ କର୍ଲେ କାରଣ୍ ଅଉ ଈଶରେରଠଁ ବିଶାଷ୍ କର୍ଲେ।ଉର୍ହାଯେ ରାହବ୍ ଆର୍ ଉହାର୍ ପରିବାର୍କେ ରକ୍ଷା ଦେକ୍।ଇସ୍ରାଏଲୀହେନ୍ ଯେତେବା ଯିରୀହୋକେ ହିନ୍ କର୍ବାକେ କୋହିଁ ଏଟା କିରା କର୍ଲେକ୍।
ଇସ୍ରାଏଲୀହେନ୍ କିରା ଦେଶେ ଢ଼ୁକ୍ବାର୍ ତରେ ଯର୍ଦନ୍ ନଦୀକେ ପାର୍ହାତେ ପଢ଼୍ଲେକ୍।ଈଶର୍ ଯିହୋଶୂୟକେ କୈଲେକ୍”ଯାଜକ୍ହେନ୍ ପର୍ଥୁମେ ଯାନ୍।“ଯାଜକ୍ହେନ୍ ଯେତେବାକେ ଯର୍ଦନ୍ ନଦୀୟେ ଗୋଡ଼୍ ପେକାବାକେ ଆରମ୍ବ କର୍ଲେକ୍, ସୌତେବା ଉପର୍ ଭାଗେଥାବା ପାଣିଁ ବୈବା ବନ୍ଧ୍ହୋଇଁ ଗେଲା ଯେନ୍କି ଇସ୍ରାଏଲୀୟହେନ୍ ଶୁଖ୍ଲା ଭୂଇଁୟେ ଚଲିଁ ଚଲିଁ ଯର୍ଦନ ନଦୀ ପାର୍ ହୋକ୍।
ନୋକ୍ହେନ୍ ଯର୍ଦନ୍ ନଦୀ ପାର୍ହାଲା ପରେ, ଶକ୍ତିଶାଳି ବାଜାର୍ ଯିରୀହୋକେ କେନ୍ ଆଘାତ୍ କର୍ବାକେ ହୋବେକ୍ ସେଟା ଈଶର୍ ଯିହୋଶୂୟକେ କୈଥାହ୍ଲିଁନ୍।ନୋକ୍ହେନ୍ ଈଶରେର୍ ଆଇଗାଁ ମାନ୍ଲେ।ଈଶର୍ ଯେନ୍ କୈଲେକ୍,ସେଟା ଅନୁସାରେ ସୈନିକ୍ହେନ୍ ଆର୍ ଯାଜକ୍ହେନ୍ ଦିନ୍କେ ଏକ୍ବାର୍ ସୈରକନ୍ ଛଅ ଦିନ୍ ଯିରିହୋ ବାଜାର୍ ଚାରିଆଡ଼େ ବୁହ୍ଲିଁନ୍।
ତାର୍ ପରେ ଶେଷ୍ ଦିନେ,ଇସ୍ରାଏଲୀୟହେନ୍ ସାତ୍ ବାର୍ ବୁହ୍ଲିଁନ୍। ଯୈତେବା ଉର୍ହା ବାଜାରେର୍ ଚାରିଆଢ଼େ ଶେଷ୍ବାର୍ ବୁହ୍ଲିଁନ୍, ସୌତେବା ସୈନିକ୍ହେନ୍ ଜୟ୍ସାଡ଼ା କର୍ହ୍ଲିଁନ୍ ଆର୍ ଯାଜକ୍ହେନ୍ ଉର୍ହାକାର୍ ତୂରିଗାକେ ବାଜାହ୍ଲିଁନ୍।
ସୌତେବା ଯିରୀହୋ ପୂର୍ନାଗା ଗଡ଼ିଆପଡ଼୍ଲେକ୍।ଈଶରେର୍ ଆଇଘାଁ ଅନୁସାରେ ଇସ୍ରାଏଲୀୟହେନ୍ ବାଜାରେର୍ ସବୁ ଜିନିଷ୍କେ ହିନ୍ କର୍ହ୍ଲିନ୍।ଉର୍ହା କାଲି ରାହବେର୍ ଆର୍ ଉହାର୍ ପରିବାର୍କେ ରକ୍ଷା କର୍ଲେକ୍,ଯେନୋକ୍ହେନ୍ ଇସ୍ରାଏଲୀୟେର୍ ଚିହ୍ନା ଥାହ୍ଲିଁନ୍। କିଣାନେ ରହା ଐନନୋକ୍ହେନ୍ ଯୈତେବା ଶୁଣ୍ହ୍ଲିନ୍ ଯେ ଇସ୍ରାଏଲୀୟହେନ୍ ଯରୀହୋକେ ନଷ୍ଟ କର୍ଛୋନ୍,ଉର୍ହା ଡରାଇଁ ଗେହ୍ଲିଁନ୍ ଯେ ଇସ୍ରାଏଲୀୟହେନ୍ ଉର୍ହାକେ ମୈଧ ଆଘାତ୍ କର୍ଭିନ୍।
କିଣାଣ୍ କୋହ୍ଣ ନୋଖେର୍ଦୋଳେର୍ ସଙ୍ଘେ ଶାନ୍ତିବୁଝାମାଣା ନାଇଁ କର୍ବାର୍ ତୋରେ ଈଶର୍ ଇସ୍ରାଏଲୀୟହେନ୍କେ କିରା ଦିଥାକେଲ୍।ହୋଲେ ଗିବିୟୋନ ଗୋଟାକ୍ କିଣାନୀୟ ନୋକ୍ ଦୋଳ୍ ଯିହୋଶୂୟକେ ମିଛ କୈଲେକ୍ ଯେ ଉର୍ହା କିଣ୍ନ୍ ବହୁତ୍ ଧୁରେ ଥାବା ଗୋଟାକ୍ ଜାଗାକେ ଆସନ୍ଠେ।ଉର୍ହା ଯିହୋଶୂଙ୍କେ ଉହାକାର୍ ସଙ୍ଘେ ଶାନ୍ତିବୁଝାମାଣା କର୍ବାର୍ ତୋରେ କୈଲେକ୍।
ଗିବିୟୋନୀୟହେନ୍ କଁଠେଁନୁ ଆସ୍ହ୍ଲିଁ ସେଟା ଯିହୋଶୂୟ ଆର୍ ଇସ୍ରାଏଲୀୟହେନ୍ ଈଶରକେ ପଚାର୍ଥାହ୍ଲିଁନ୍ ନାଇଁ।ତେଣୁ ଯିହୋଶୂୟ ଉର୍ହାକାର୍ ସଙ୍ଘେ ଗୋଟାକ୍ ଶାନ୍ତିବୁଝାମାଣା ତାପ୍ନା କର୍ହ୍ଲିଁନ୍।ଗିବିୟୋନୀୟହେନ୍ ଉର୍ହାକେ କଥାବାର୍ତା କର୍ଛୋନ୍ କହିଁ ଏସ୍ରାଏଲୀୟହେନ୍ ଯେବାକେ ଜାଣ୍ବାକେ ପାହ୍ଲିଁନ୍ ଉର୍ହା ରାଗିଁ ଗେହ୍ଲିଁନ୍,ହୋଲେ ଉର୍ହା ଉର୍ହାକାର୍ ସଙ୍ଘେ କର୍ଥାବା ଶାନ୍ତିବୁଝାମାଣା ରକ୍ଷା କର୍ଥାହ୍ଲିଁନ୍ କାରଣ୍ ଏଟା ଈଶରେର୍ ଗୋଟାକ୍ କିରା ଥାଲେକ୍।କିଛୁକ୍ ସମୟ୍ ପରେ,କିଣାନେ ଥାବା ଅମୋରୀୟ ନାମେର୍ ଐନ ଗୋଟାକ୍ ଦୋଳେର୍ ରାଜାହେନ୍ ଶୁଣ୍ବାକେ ପାହ୍ଲିଁନ୍ ଯେ ଉର୍ହା ଇସ୍ରାଏଲୀୟହେନ୍କାର୍ ସଙ୍ଘେ ଗୋଟାକ୍ ଶାନ୍ତିବୁଝାମାଣା ଥାପ୍ନା କର୍ଛୋନ୍, ହୋଲେ ଉର୍ହା ଉର୍ହକାର୍ ସୈନବାହାନୀଗାକେ ଏକ୍ଠେଁ କରିଁ ବହୁତ୍ ବାହୀୟେ ପରିଣତ୍ କରିଁ ବିଗିୟୋନକେ ଆଘାତ୍ କର୍ଲେକ୍।ବିଗିୟୋନହେନ୍ ଯିହୋଶୂୟକେ ପାଶ୍କେ ସାଇଜ ତୋରେ ଗୋଟାକ୍ ଖବର୍ ପାଠାଲେକ୍।
ହୋଲେ ଯିହୋଶୂୟ ଇସ୍ରାଏଲୀୟ ସେନାବାହାନୀକେ ଏକ୍ଠେଁ କର୍ଲେକ୍ ଗିବିୟୋନୀୟହେନ୍କାର୍ ପାଶ୍କେ ପହୁଞ୍ଚ୍ବା ପାଇଁ ସାରା ରାତ୍ ଚହ୍ଲିଁନ୍। ଭୁର୍ ସକାଳେ ଉର୍ହା ଅମୋରୀୟ ସେନାବାନୀକେ ଅଚାକା କରିଁ ଉର୍ହାକେ ଆଘାତ୍ କର୍ହିଁନ୍।
ଈଶର୍ ସୌ ଦିନା ଇସ୍ରାଏଲୀୟହେନ୍କାର୍ ଆଡ଼େ ଯୁଦ୍ଧ କର୍ହ୍ଲିଁନ୍।ଅଉ ଅମମୋରୀୟ ସେନାବାହାନିର୍ ଆନ୍ଧାୟ୍ ପେକାଇଁ ଦିହ୍ଲିଁନ୍ ଆର୍ ହୂଳ୍ପାଥର୍ ପାଠାହ୍ଲିଁନ୍ ସେଗା ଡ଼େର୍ ଅମୋରୀୟର୍ ଜୀବନ୍ ନିଲେକ୍।
ଈଶର୍ ଆକାଶେ ବେଲାକେ ଗୋଟାକ୍ ଜାଗାୟ୍ ଅଟ୍କାଇଁ ରାକ୍ଲେକ୍ ଯେନ୍କି ଇସ୍ରାଏଲ କିଛୁକ୍ ସମୟେ ଅମୋରୀୟହେନ୍କେ ପୂରାଭାବେ ଖଦ୍ଭିନ୍। ସୌ ଦିନ୍ ଈଶର୍ ଇସ୍ରାଏଲେର୍ ତୋରେ ଗୋଟାକ୍ ବଡ଼ ଜୟ୍ ପାଭିନ୍।
ଈଶର୍ ଔ ସବୁ ସେନାବାହାନୀକେ ଘୂରାଲେକ୍, ଆର୍ହଁ ଢ଼େର୍ କିଣାନୀୟ ନୋକ୍ଦୋଳ୍ ଇସ୍ରାଏଲୀୟହେନ୍କେ ଆଘାତ୍ କର୍ବାର୍ ତୋରେ ଏକ୍ଠେଁ ହ୍ଲିଁନ୍।ଯିହୋଶୁୟ ଆର୍ ଇସ୍ରାଏଲୀୟହେନ୍ ଉର୍ହାକେ ଆଗାତ୍ କର୍ହ୍ଲିଁନ୍ ଆର୍ ନଷ୍ଟ କର୍ହ୍ଲିଁନ୍।
ସୌ ଯୁଦ୍ଧ ପରେ,ଈଶର୍ ଇସ୍ରାଏଲେର୍ ପର୍ତେକ୍ ଗୁଷ୍ଟିକେ କିରା ଦେଶେର୍ ନିଯେର୍ ନିଯେର୍ ଭାଗ୍ ଅନୁସାରେ ଦିଲେକ୍। ତାର୍ପରେ ଈଶର୍ ଇସ୍ରାଏଲେର୍ ସୀମାୟ୍ ଥାବା ସବୁ ଦେଶେର୍ ସଙ୍ଘେ ଶାନ୍ତି ଦିଲେକ୍।
ଯିହୋଶୟ ଯେତେବା ବୁଢ଼ା ହୋଲେକ୍, ଅଉ ଇସ୍ରାଏଲେର୍ ସବୁ ନୋକ୍କେ ଏକ୍ଠେଁ କରିଁ ଡାକ୍ଲେକ୍।ତାପରେ ଇଶର୍ ଇସ୍ରାୟେଲ୍ହେନ୍କାର୍ ସଙ୍ଘେ ସିୟନ୍ ବଣେ ଯୌ ନିୟମ୍ କର୍ଥାଲେକ୍ ସୌ ନିୟମେର୍ ତୋରେ।ନୋକ୍ହେନ୍କାର୍ ପର୍ତେକ୍ବାଧା ବିଷୟେ ଉର୍ହାକେ ମନେ ପେକାକରାଲେକ୍। ନୋକ୍ହେନ୍ ଈଶରେର୍ ତୋରେ ବିଶାସେ ରୈବାକେ ଆର୍ ଉହାର୍ ନିୟମ୍ସବୁ ପାଳନ୍ କର୍ବାକେ କିରା କର୍ଲେକ୍।
ବାଇବଲେର୍ ଗୋଟାକ୍ କାହାଣୀ:ଯିହୋଶୂୟ ୧-୨୪
Free to use, adapt, and share under an open license (CC BY-SA 4.0).