33. ୩୩. କୃଷକର୍ କାହାଣୀ

33. ୩୩. କୃଷକର୍ କାହାଣୀ — illustration 1

ଏକ ଦିନ୍, ଯୀଶୁ ଗାଙ୍ଗ ଧାରେ ଏକ ବଡ଼ ନକ୍ ଭିଡ଼ଏ ଶିକ୍ଷା ଦିନେ ଥାଲେ। ବହୁତ୍ ନକ୍ ଶୁଣିଚେ ଯୀଶୁଇ ପାସ୍ କେ ଆସ୍ଥା ଲିନ୍ ଆର୍ ଠିକ୍ ହେନ୍ କେ ଯୋଉ କାମାଇ ଯେ ରକମ୍ ଶିକ୍ଷ ବୁଝି ଦିପାରେକ୍ ସୋଉ ପାଇଁ ଧାରେ ଏକ ଡଙ୍ଗା ଉପରେ ବସି ଓଉ ଡଙ୍ଗାରେ ବସ୍ତାଲେକ୍ ଆର୍ ନକ୍ ହେଁ କେ ଶିକ୍ଷ ଦିଲେକ୍।

33. ୩୩. କୃଷକର୍ କାହାଣୀ — illustration 2

ଯୀଶୁ ଓଉ କହାନୀ କହିଲେକ୍। ଏକ ନକ୍ ଚାଷୀ କିଛି ବିହାଂ ବୁଣତେ ବାହିରଲେକ୍ ଓଉ ଯୋଉ ଡବା ହାଥେ ବିହନ ଗାକେ ନାଗଲେକ କିଛି ବିହନ ବାଟେ ପଡଲେକ୍ ଆର୍ ଚଢେଇହେନ୍ ଆସି ସ୍ଉ ବିହନ ଗାକେ ଖାଇ ଦିଲିନ୍।

33. ୩୩. କୃଷକର୍ କାହାଣୀ — illustration 3

ଅଲଗା ବିହନ ଗା ପାଥାରିଆ ମାଟି ଉପରେ ପଡଲେକ୍ ଯଉଠେ କମ୍ ମାଟି ଥାଲେକ୍ ପାଥରିୟା ମାଟିଏ ଥାବା ବିହନ ଅତି ଶୀଘ୍ର ଗଜା ହଲେକ୍ ହଳେ ସୌଭଗା ଚେର ଭିତର୍ ମାଟିକେ ଯାଇ ପାରୋଲେନ୍ ନାଇଁ ଯୋଉ ତବା ବେଳା ଆସିଲେକ୍ ଆର୍ ଖରାହଲେକ୍ ଗଚ୍ଛ ଝାଉଲି ଗେଲା ଆର୍ ମରି ଗେଲା।

33. ୩୩. କୃଷକର୍ କାହାଣୀ — illustration 4

ତଥାପି ଅନ୍ୟ ବିହନ କାଣ୍ଟା ବୁଦା ମଧ୍ୟେ ପଡି ଓଉ ସବୁ ବିହନ ବୃଦ୍ଧି ପାଲେକ୍ ହଲେ କଣ୍ଟାଚା, ସୋଉଗା ଚାପିଗେଲା ହଲେ କଣ୍ଟା ଗାଛା ଗା ମଧ୍ୟେ ଥାବା ପଳ ହେଁ ଯାହା ବିହନନୁ ବେଶୀ ହଥାଲେକ୍ କଣ ବିହନ ବାହିର୍ ଲେ ନାହି।

33. ୩୩. କୃଷକର୍ କାହାଣୀ — illustration 5

ଅଲଗା ବିହନ ଭାଲ୍ ମାଟିଏ ପଡଲେକ୍ ଯୋଉ ବିହନ ବୁଣା ହଥାଲେକ୍ ସୋଉ ବିହନ ମା ବେଶୀ ହଲେକ୍ ୩୦, ୬୦, ଆର୍ ଭଲକମ୍ ୧୦୦ ଗୁଣ ବେଶୀ ଶସ୍ୟ ଫଳିବାକୁ ଲାଗିଲା ଯାହାର୍ କାନ ଆଛେ ଓଉ ଶୁଣୁ।

33. ୩୩. କୃଷକର୍ କାହାଣୀ — illustration 6

ଅଇ କାହାଣୀ ବା ଦୃଷ୍ଟାନ୍ତ ଚେଲ୍ ହେନ୍ କାର୍ ଦ୍ବନ୍ଦରେ ପକାଇଲା ହଲେ ଯୀଶୁ ବୁଝାଇ କହିଲେକ୍ ବିହନ ହଇଠେ ଇଶ୍ବରେ ବାକ୍ ବାଟେ ହଇଠେ ସୋଉ ବ୍ୟକ୍ତି ଯେ ଈଶ୍ବରରେ କଥା ଶୁଣେ ତାହା ବୁଝି ପାରେନାହିଁ ଆର୍ ଶୟତାନ୍ ତାହାଠାରୁ ବାକ୍ ହରଣ କରି ନେଇନ୍।

33. ୩୩. କୃଷକର୍ କାହାଣୀ — illustration 7

ପାଥରିଆ ମାଟିଏ ହଛେ ସୋଉ ନକ୍ ଯେ ଈଶ୍ବରରେ କଥା ଶୁଣେ ଆର୍ ଖୁସିରେ ତାହା ଗ୍ରହଣ କରେ ଆର୍ ହଲେ ଯୋଉତବା ସେଓଉ କଷ୍ଟ ଆର୍ ଖେଦାଣ ମଣେ କରେ ଆଉ ପତିତ ହୋଇଯାଏ।

33. ୩୩. କୃଷକର୍ କାହାଣୀ — illustration 8

କଣ୍ଟା ମାଟି ସୋଉ ନକ୍ ଯେ ଈଶ୍ବରରେ କଥା ଶୁଣେ ହଲେ ଯୋଉ ତବା ସମୟ ଆସେ ଯତ୍ନ ନିବା ଧନ ଆର୍ ଶୁକ୍ ଜୀବନ୍ ରେ ସୁଖ ସବୁ ଈଶ୍ବରରେ ପ୍ରତି ଥାନା ଉଦାର ଭାଲେ କେ ଚାପିଦେନ ଫଳ ସ୍ବରୁପ ସେ ଯୋଉ ଶିକ୍ଷା ଓଉ ଶୁଣେ ଥାଏ ହଲେ ଫଳ ତିଆରି କରେ ନାହିଁ।

33. ୩୩. କୃଷକର୍ କାହାଣୀ — illustration 9

ହଲେ ଭାଲ ମାଟି ହଇଠେ ସୋଉ ନକ୍ ଯେ ଈଶ୍ବର୍ ରେ କଥା ଶୁଣେ, ବିଶ୍ବାସ କରେ ଆର୍ ତିଆର୍ କରେ।

ବାଇବଲ୍ ର୍ ଏକଟା କାହାଣୀ: ମାଥିଉ ୧୩:୧-୮, ୧୮-୨୩; ମାର୍କ ୪:୧-୮, ୧୩-୨୦; ଲୁକ ୮;୪-୧୫

Read in the reader

Free to use, adapt, and share under an open license (CC BY-SA 4.0).