32. ୩୨. ଯୀଶୁ ଏକ ଭୁତଗ୍ରସ୍ତ ବ୍ୟକ୍ତି ଆର୍ ଏକ ପିଡିତା ମାୟକେ ଭାଲ୍ କଲ
ଏକ ଦିନ୍ ଯୀଶୁ ଆର୍ ଉହାର୍ ଚେଲା ହେନେକ୍ ଡଙ୍ଗା ଉଠି ପରସାୟ ନକ୍ ହେଁ ରହିତେ ଥାବାର୍ ପାଙ୍ଗର୍ ପାସ୍କେ ପେଲିନ୍।
ଯେଉ ତବେ ଉରା ଗଙ୍ଗେର୍ ସେପାକେ ପୁହୁଚୁଲିନ୍, ଏକକେ ଭୁତ୍ ନାଗା ନକ୍ ଯୀଶୁର୍ ପାସ୍କେ ଦୌଡି ଆସଲେନ୍।
ଓଉକେ ଚେ ବଲିମାନ୍ ଯେ କତକେ ଉହାକେ ଅଟକାଇ ପାରେତ୍ ଥାଲିନ୍ ନାଇ ନକ ହେଁ ଏରକମ୍ ଉହାର୍, ହାତ ଆର୍ ଗଟ୍ ସବୁ ଶିକୁଳି ଏ ବନ୍ଧା ଥାଲେଂ ହଳେ ସାଉଗକେ ଛିଣ୍ଡି ଦିତେ ଥାଲେନ୍।
ନକ୍ କ ସଉ ଅଞ୍ଚଳ ରହିଥାବା ଚିରଗାଇଂ ରହିତେ ଥାବାର୍ ଅର୍ ନକ୍ ସବୁଡିଂ ଆର୍ ସବୁ ରଡି ହୁରୀ କରତେ ଥାଲେକ୍ ଅଉ କାପତ୍ ପର ଥାଇନାଇ ଆର୍ ସବୁ ଅଣ୍ଡା ନିଜେଇ ପାଥର୍ ଆଘାତ୍ କରତେ ଆଲେକ୍।
ସୋର୍ ତବା ଓଉ ଯୀଶୁର୍ ପାସ୍କେ ଆସି ସତ ମୁହ ରେ ଆନୁଆଇ ତାଡି ଯୀଶୁ ସୋଉ ଭୁତ୍ କେ ଆର୍ ନକ୍ଖେର୍ ଠେନୁ ବାହାରି ଆଇଂ।
ଭୁତ୍ ନାଗ ନକଟା ଅତି ଯୁରେ କହିଲେକ୍ ହେ ସର୍ବୋ ପରିସ୍ଥ ଈଶ୍ବରରେ ପୁତ୍ର ଯୀଶୁ ତର୍ ସଙ୍ଗେ ଆମାର୍ କି ଆଛେ ଦୟାକରି ଅପମାନ୍ କରନାଇଂ ତାପରେ ଯୀଶୁ ସଉ ଭୁତ୍କେ ସୁଧିଆଲେକ୍ ତର୍ ନାମ୍ କି ଉତ୍ର୍ ଦିଲେକ୍ ଆମାର୍ ନାମ୍ ବାହିନୀ ଥୋବା ବହୁତ୍ ରୋମୀୟ ସୈନ୍ୟ ବାହିନୀ ଥୋବା ବହୁତ୍ ହଜାର୍ ର୍ ଏକଟା ଦଳ।
ଭୁତ୍ହେନ୍ ଯୀଶୁ କେ ଆନୁରଧ କରି କହିଲେନ୍ ଦୟାକରି ଆମରାକେ ଆଉ ଅଞ୍ଚଳନୁ ଆଲ ପା ଜାଗାକେ ପଠାସ୍ ନାଇ ପାସେ ଏକ ପାହାଡେ ଘୁଶୁରୀ ଦଳ ଚାରୁଠେନ୍ ଥାଲିନ୍ ହଲେ ସୋଉ ଭୁତ୍ ହେନ୍ ଯୀଶୁ କେ ବିନତୀ କରି କହିଲିନ୍ ଉହାର୍ ଦଳେ ଆମରାକେ ପାଠାଇଁ ଦେଏ ଯୀଶୁ କହିଲେକ୍ ଯାଆ।
ଭୁତ୍ ହେଁ ସୋଉ ନକ୍ଇ ପାଖନୁ ବାହାରି ଘୁଶୁର୍ ହେଁ କର ମଧ୍ୟେ ତୁକି ପେଲିନ୍ ସୋଉ ଘୁଷୁରୀ ହେନ୍ ଚରା ଜାଗାଳୁ ଦୌଡିଯାଇ ଗାଙ୍ଗେ ଡୁବି ମରଲିନ୍ ସେଠେ ପ୍ରାୟ ୨୦୦୦ ଘୁଷୁରୀ ଦଳ ଥାଲିନ୍।
ଯୋଉନକ୍ ହେନ୍ ଘୁଷୁରୀରେ ଯତ୍ନ ନିଜତ୍ ଥାଲିନ୍ ଉରାକାର୍ କି ଘଟଲେକ୍ ତାହା ଦେଖି ଉରାଃ ବାଜାର୍ ଆଡେ ଦୌଡି ପାଳାଇ ଗେଲିନ୍ ଆର୍ ଯୀଶୁ କିକି କଉ ଥାଲିନ୍ ତାହା ଉରା ଜତଲେକେ ଦେଖା ହଲେନ୍ ସବୁକେ ଜାଗାଲିନ୍ ବାଜାରେ ନକକେ ଆସି ଆଗୁନୁ ଭୁତ୍ ନାଗ ଥାବା ନକ୍ ଖେଇ ପ୍ରତି ଯାହା ଯାହା ଘଟ ଥାଲେକ ସୋଉ ସବୁ ଦେଖିଲିନ୍ ଓଉ ଶାନ୍ତିଏ କାପଡ଼ ପରି ଭାଲ ମଣେ ସାଧାରଣ ନକ ରାକମ୍ ବସି ଥିବର୍ ଦେଖିଲିନ୍।
ନକ ଦେଂ ବହୁତ୍ ଡରାଇ ଚୋ ଥାଲିନ୍ ଆର୍ ଉରାକାର୍ ସୀମାକୁ ବାହାରି ଯାବାଇ ତାରେ କହିଲିନ୍ ହଲେ ଯୀଶୁ ଡଙ୍ଗରେ ଯାବାର୍ ଡରେ ଉହାକେ କହିଲେନ୍।
ହଲେ ଯୀଶୁ ଉହାକେ କହିଲେନ୍ ନାଇଁ ଆମୀ ଚାହିଁ ତୁଇ ଘର କେ ଯା ଆର୍ ତର୍ ବନ୍ଧୁ ଆର୍ ପରିବାର୍ ରେ ଈଶ୍ବର୍ ତୋର୍ ପ୍ରତି ଯାହା ଯାହା କରଛେ ଆର୍ ତର୍ ପ୍ରତି ଯୋଉ ଦୟା ଦେଖାଛେ ସ୍ଉ ସବୁ କ।
ହଳେ ସ୍ଉ ନକ୍ ଉହାର୍ ବାଟେ ବାହିନୀ ଲେକ୍ ଆର୍ ଯୀଶୁ ଉହାର୍ ପ୍ରତି ଯାହା ଯାହା କଇଥା ଲେକ୍ ସୋଉ ସବୁ ବିଷୟେ ଜାଣାଲେକ୍। ଯୋଉ ହେଁ ଉହାର୍ ଘଟଣା ଶୁଣୁଲିନ୍ ଉରା ଚମକି ଗେଲିନ୍।
ଯୀଶୁ ଗାଙ୍ଗେର୍ ସୀ ପାସ୍ କେ ଘୁରୁଲେକ୍ ଓଉ ସେଠେକ ପହଞ୍ଚିଲା ପରେ ବହୁତ୍ କେ ଏକେଠେ ହଲିନ୍ ଆର୍ ଉହାର୍ ଉପର ଠେଲି ହଚେ ଥାଲିନ୍ ନକ୍ ଗହଳି ଭରେ ଏକ ନକ୍ ମାୟା ବାର ବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବ ରଗେ ପଡି ଥାଲେ ଓଉ ବହୁତ୍ ବୈଦର୍ ପାସ୍ କେ ଯାଇଁ ଭଲ ହବାରେ ସବୁ ଅର୍ଥ ଖର୍ଚ କଲେ ହଲେ ଉହାର୍ ଅବସ୍ଥା ଦିନେକେ ଦିନ୍ ଖାରାପ୍ ହତେନା ଗଲେକ୍।
ଓଉ ଶୁଣୁଲେକ୍ ଯେ ଯୀଶୁ ବହୁତ୍ ଅସୁସ୍ଥ ନକକେ ସୁସ୍ଥ କରଲେକ୍ ଆର୍ ଭାବିଲେକ୍ ଯେ ଆମୀ କେବଳ ଯୀଶୁ କପଡା ଛୁଇଁ ଦିଲେ ଆମୀ ଭଲ ହଇ ଯାବ୍ ହଲେ ଓଉ ଯୀଶୁର୍ ପେଛୁ ଆଡେ ଉହାର୍ କାପଡ଼ ଛୁଇଁ ଦିଲେକ୍ ଯୋଉ ତବା ଓଉ କାପଡ଼ ଛୁଲେକ ସୋଉ ତବା ଉହାର୍ ରକ୍ତସ୍ରାବ ବନ୍ଦ ହୋଇଗେଲା।
ସାଙ୍ଗେ ସାଙ୍ଗେ ଯୀଶୁ ଭାବେଲେକ୍ ଯେ ଉହାର୍ ପାସ୍ ନୁ ଶକ୍ତି ଚଲୀଗେଲା ହଳେ ଓଉ ବୁଲିପଡି ସୁଧିଆଲେକ୍ କେ ଆମାକେ ଛୁଲେ କ।
ଚେଲା ହେନ୍ ଉତ୍ର୍ ଦିଲେନ୍ ବହୁତ୍ ନକ୍ ତୁରକାର୍ ଚରିଆଡେ ଅଛନ୍ ଆର୍ ତୁରକା ର୍ ଉଅପରେ ଠେଲା ପେଲା କରତିଛନ୍ ଆମାକେ କେ ଛୁଲେକ୍ ବୋଲି କି କରତେ ସୁଧିଆ ଡିଛ ସୋଉ ମାୟା ନକଟା ଯୀଶୁ ପାସେ ଆଠୁଆଁଇ ପଡିଲେକ ଓଉ ଥର୍ ତେ ଥାଲେଂ ଆର୍ ବହୁତ୍ ଡରାଇ ପଥାଲେକ୍ ଓଉକି କରଥା ଲେକ୍ ତାହା ସବୁ କହିଲେ ଆର୍ ଭଲ ହଲେକ୍ ଯୀଶୁ ଉହାକେ କହିଲେକ ତର୍ ବିଶ୍ବାସ୍ ତକେ ଭାଲ୍ କରଛେ। ଶାନ୍ତିଏ ଚଲି ଯା।
ବାଇବଲର୍ ଏକଟା କାହାଣୀ: ମାଥିଉ ୮:୨୮-୩୪; ୯:୨୦-୨୦; ମାର୍କ୍ ୫:୧-୨୦; ୫:୨୪ଖ-୩୪; ଲୁକ ୮:୨୬-୩୯; ୮: ୪୨ଖ-୪୮
Free to use, adapt, and share under an open license (CC BY-SA 4.0).