31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 1

ତାପେର ଯୀଶୁ ଉହାର୍‌ ଚେଲାହେନ୍‌କେ ଡଙ୍ଗାୟ୍‌ ଚୋଢାଇଁ ଡଙ୍ଗାକେ ଚାଲାଇଁ ଗାଙ୍ଗେର୍‌ ଆର୍‌ପାଶ୍‌କେ ଯାବାର୍‌ ତୋରେ କୈଲେକ୍‌ ଯେତେବା ସୌ ନୋକ୍‌ହେନ୍‌କେ ପାଟାଇଁ ଦିଲେକ୍‌।ଯୀଶୁ ନୋକ୍‌ହେନ୍‌କେ ପାଠାଲାପରେ,ଅଉ ପାର୍ଥାନା କର୍ବାର୍‌ ତୋରେ ଗୋଟାକ୍‌ ବଣ୍‌ ପାଶେର୍‌ ଉପର୍‌କେ ଗେଲା।ଯିଶୁ ସେଠେଁ ଏକ୍‌ଲା ଥାଲେକ୍‌,ଆର୍ ଅଉ ରାତ୍‌ ପୋହାବା ତୋଢ଼ିକ୍‌ ପାର୍ଥାନା କର୍ବାକେ ନାଗ୍‌ଲେକ୍‌।

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 2

ସୌତେବା,ଚେଲାହେନ୍‌ ଉର୍ହାକାର୍‌ ଡଙ୍ଗା ଚୋଲାତେ ଥାହ୍ଲିଁନ୍‌, ହୋଲେ ମାଝୁ ରାତୀୟେ ଉର୍ହା ଗାଙ୍ଗେର୍‌ ମାଝୁ ପଞ୍ଚ୍‌ହ୍ଲିଁନ୍‌। କଷ୍ଟୟ ଡଙ୍ଗା ଚୋଲାତେ ଥାହ୍ଲିଁନ୍‌ କାରଣ୍‌ ଝଢ୍‌ ବାସେତେ ଆସ୍‌ତେ ଥାଲେକ୍‌।

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 3

ତାପରେ ଯୀଶୁ ପାର୍ଥାନା କରିଁ ସାର୍ଲେକ୍‌ ଆର୍‌ ଚେଲାହେନ୍‌କାର୍‌ ପାଶ୍‌କେ ଗେଲା।ଅଉ ଗାଙ୍ଗେର୍‌ ଉପ୍ରେ ଉର୍ହାକାର୍‌ ଡଙ୍ଗା ଆଢ଼କେ ଚୋଲିଁ ଚୋଲିଁ ଆସ୍‌ଲେକ୍‌!

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 4

ଉର୍ହା ଯେତେବା ଯୀଶୁକେ ଦେଖ୍‌ହ୍ଲିଁନ୍‌ ସୌତେବା ଚେଲାହେନ୍‌ ଡରାଇଁ ଗେହ୍ଲିଁନ୍‌,କାରଣ୍‌ ଉର୍ହା ଭୂତ୍‌ଦେଖ୍‌ଛନ୍‌ କହିଁ ଭାବ୍‌ହ୍ଲିଁନ୍‌।ଯୀଶୁ ଜାଣ୍‌ଲେକ୍‌ ଯେ ଉର୍ହା ଡରାଇଁ ଗେଛନ୍‌,ତେଣୁ ଉର୍ହାକେ ଡାକିଁ କୈଲେକ୍‌”ଡରାହା ନାଇଁ।ଏଟା ଆହ୍ମିଁ!”

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 5

ତାପରେ ପିତର୍‌ ଯୀଶୁକେ କୈଲେକ୍‌,”ଗୁରୁ,ଯଦି ସେଟା ତୁର୍ହା,ତେବେ ପାଣୀ ଉର୍ପେ ଚୋଲିଁ ଆସ୍‌ଥାବା ତୋରେ ଆହ୍ମାକେ ଆଇଗାଁ ଦେହେ।”ଯୀଶୁ ପିତର୍‌କେ କୈଲେକ୍‌ “ଆସ!”

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 6

ତେଣୁ ପିତର୍‌ ଡଙ୍ଗାନୁ ବାହାରିଁ ଯୀଶୁର୍‌ ପାଶ୍କେ ପାଣୀ ଉପ୍ରେ ଚୋଲ୍‌ବାକେ ଆରାମ୍ବ କୋର୍ଲେକ୍‌।ହୋଲେ କିଛୁକ୍‌ ଧୂର୍‌ ଚୋଲ୍‌ବା ପରେ।ଅଉ ଯୀଶୁର୍ ପାଶ୍‌କେ ନିଯେର୍‌ ଚୋକ୍ ଘୁରାଇଁ ନିଲେକ୍‌ ଆର୍‌ ଢେଔଗାଗେ ଦେଖ୍‌ବାକେ ନାଗ୍‌ଲେକ୍‌ ଆର୍‌ ଅଉ ଜୁରେ ବାସାତ୍‌ ଆସ୍ବାର୍‌ ଭାବ୍‌ଲେକ୍‌।

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 7

ତେଣୁ ପିତର୍‌ ଡରାଇଁଗେଲା ଆର୍ ସମୁଦରେ ଡ଼ୁବ୍‌ତେ ନାଗ୍‌ଲେକ୍‌।ଅଉ ହୁରୀ କରିଁ ଉଠ୍‌ଲେକ୍‌“ଗୁରୁ,ଆହ୍ମାକେ ଉଧାର୍!”ଯୀଶୁ ସୌତେବାଉ ଯାଇଁ ଉହାକେ ଧରିଁ ପେକାଲେକ୍‌।ତାପେର ଅଉ କୈଲେକ୍‌”ହେ କମ୍‌ ବିଶାସୀ,ତୁର୍ହା କେହ୍ନେ ସନ୍ଦେ କର୍ହୋ?”

31. ୩୧. ଯୀଶୁ ପାଣୀ ଉପ୍ରେ ଚୋଲେ — illustration 8

ଯୌ ତେବା ପିତର୍‌ ଆର୍ ଯୀଶୁ ଡଙ୍ଗାକେ ଗେହ୍ଲିଁନ୍‌,ସୌ ତେବା ବାସାତ୍‌ ସାଙ୍ଘେ ସାଙ୍ଗ୍‌ ବନ୍ଦ୍‌ ହୋଇଁଗେଲା ଆର୍‌ ପାଣୀ ଶୁସ୍ତି ହୋଇଁ ଗେଲା।ଚେଲାହେନ୍‌ ଆଚାକା ହୋଇଁ ଗେହ୍ଲିଁନ୍‌।ଉର୍ହା ଯୀଶୁର୍‌ ଗୀତ୍‌ଗାଣ୍‌ କରିଁ ଉହାକେ କୈର୍ହ୍ଲିନ୍‌“ସତ୍‌,ତୁର୍ହା ଇଶରେର୍‌ ବେଟା।”

ବାଇବଲେର୍‌ ଏକ୍ଟା କାହାଣୀ:ମାଥିଉ ୧୪:୨୨-୩୩;ମାର୍କ ୬:୪୫-୫୨

Read in the reader

Free to use, adapt, and share under an open license (CC BY-SA 4.0).