35. ୩୫. ଦୟାମୟ ବାବା ର୍ କାହାଣୀ

35. ୩୫. ଦୟାମୟ ବାବା ର୍ କାହାଣୀ — illustration 1

ଏକ ଦିନ୍, ଯୀଶୁ ବହୁତ୍ ଖାଜାନା ଆଦାୟକାରୀ ଆର୍ ଅନ୍ୟ ପାପୀ ଦେନକେ ଯେଉଁ ହେନଶୁ ବାକ୍ ଏକତ୍ର ହଥାଲିନ୍ ଶିକ୍ଷା ଦିନେ ଥାଳିନ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 2

ସୌଠେ ଥାବା କତ ଧର୍ମ ନେତା ହେନ୍ ଯୀଶୁ ଏକ ପାପୀ ହେନ୍ କାର୍ ସଙ୍ଗେ ବନ୍ଧୁ ରକମ୍ ବେବହାର୍ କରତେ ଥାବାର୍ ଦେଖଲେକ୍ ଆର୍ ଉଇ ନିଜେ ନିଜେର୍ ଭିତରେ ଉରା ଏକ ଉରାକାର୍ ବିରୁଦ୍ଧ ଝଗଡା ଝାଟି କତେ ନାଗଲିନ୍। ହଲେ ଯୀଶୁ ଉରକେ ଓଉ କାହାଣୀ କହିଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 3

ଏକଟା ନଖେର୍ ଦୁଟା ପେଟା ଥାଲିନ୍। ଛୁଟୁ ବେଟା ବାଇଁକେ କହିଲେନ୍ ବାଇ ସମ୍ପତିଏ ହଲେ ଭାଗ ଆମାର୍ ଆଛେ ଆମୀ ଚାହିଁ ହଲେ ବାଇ ସେଉ ଦୁଟା ବେଟାର୍ ମଧ୍ୟେ ସମ୍ପତି ଉପ କରଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 4

ଉହାର୍ ଛୁଟା ବେଟା ଉହାର୍ ପାସେ ଥାବା ସବୁ ଏକଠେ କରି ଦୁରକେ ପାଳାଲେକ୍ ଆର୍ ଖାରାପ୍ ଜୀବନ୍ କାଟବାରେ ସମ୍ପତି ଉଡାଇ ଦିଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 5

ତାପରେ ଛୁଟୁ ବେଟା ଯୋଉ ଦେଶେ ରହିତେ ଥାଲେକ ସୋଉ ଦେଶେ ଏକ ବଡ଼ ଦୁର୍ଭିକ୍ଷ ପଡଲେକ୍ ଆର୍ ଖାଦ୍ୟ କିଣିବା ତରେ ଉହାର୍ ପାସେ ଅର୍ଥ ଥାଲେକ୍ ନାଇଁ ହଲେ ଘୁଶୁର୍ ଖାବାର୍ କାମ୍ ଉହାକେ ମିଳାଲେକ୍ ଓଉ ଏତ୍ ଦୟନିୟ ଆର୍ ଉଖିଲା ଆଲେ ଯେ ଓଉ ଘୁଶୁର୍ ଖାବାର୍ ଖାଦ୍ୟ ଖାଟେ ଚହିଁଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 6

ଶେସରେ, ଛୁଟୁ ବେଟା ନିଜେକେ ନିଜେ କହିଲେକ୍ ଆମିକି ହେକେର୍ ପାଇଁ ପ୍ରଚୁର୍ ଖାଦ୍ ଆଛେ ଆର୍ ଆମୀ ଏଠେ ଭକେ ମରିଚ ଆମି ଆମର୍ ବଇଁ ଏଇ ପାମକେ ଯାବ ଆର୍ ଆମା ଏକ ଉରକା ର ମୁଲିଆ ମଧ୍ୟେରେ ଏକ ନକ ରକମ୍ ରାକତେ କହିବ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 7

ତେଣୁ ଛୁକୁ ବେଟା ଉହାର୍ ବାଇରେ ବାସକେ ଘୁରି ଯାବାର୍ ତରେ ବହୁରୁଲେକ୍ ଓଉ ଯୋଉତବା ଧୁରେ ଜାଗାଇ ଥାଲେ ଉହା ବାଇ ଧିରକୁ ଦେଖି ଦୟରେ ବିଚଳିତ ହଲେକ୍ ଓଉ ଦୌଡି ଯାଇଁ ଆଲାଦ୍ କରଲେ ଆର୍ ଚୁମା ଖାଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 8

ବେଟା କହିଲେକ୍ ବଇଁ ଆମୀ ଈଶ୍ବର୍ ରେ ବିରୁଦ୍ଧୟ ଆର୍ ତୁର ବିରୁଦ୍ଧେ ପାପ୍ କରଛି ତର୍ ବେଟା ବଲି ଡାକବାର ଆମି ଜଗ୍ୟ ନାଇଁ।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 9

ହଲେ ଉହାଇ ବାଇରେ ଚକାର୍ ହେଁ କାଉ ମଧ୍ୟେ ଏକ ନକ କେ କହିଲେକ୍ ଜଳତି ଯାଇ ସାବୁଠେନୁ ଉତ୍ମ୍ କାପଡ଼ ନିଆସ ଆର୍ ତାହା ଆମାର୍ ବେଟାକେ ପରାଇଁ ଦେହ ଆଙ୍ଗୁଳେ ମୁଦି ଆର୍ ପାଦଇ ପାଦୁକା ଦେହ। ତାପରେ ସବୁଠେନୁ ଉତ୍ତମ ବାଛୁର୍ ମରାହ ଆର୍ ଆମରା ଖାବାର୍ ପ୍ରସ୍ତୁତ କର ପର୍ବ କର କାରଣ ଆମାର୍ ବେଟା ମାରିପେ ଥାଲେକ୍ ହଲେ ଏଖୁଣୁ ଓଉ ବାଞ୍ଚ ଆଛେ ଓଉ ହଜିପେ ଥାଲେ ହଲେ ମିଳିଗେଛେ।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 10

ତେଣୁ ନକ ହେନ୍, ପର୍ବ ପାଳନ କରବାଇ ଆରମ୍ଭ କରିଲିନ୍ କିଛୁକ ସମୟ ପରେ ବିଲନୁ କାମ କରି ଆଟେ ଆବା ବଡ଼ ବେଟା ଘରକେ ଆସ ବେଲେ ଉନ୍ ଓଉ ପିତା ଆର୍ ନାଚ ଶବ୍ଦ ଶୁଣି ସୁଧିଆଲେକ୍ ଆର୍ କିହଛେ ବଲି।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 11

ଉହାର୍ ଛଟୁ ଭାଇ ଆସ୍ତା ବାନୁ ଅଉ ସବୁ ପର୍ବ ଆୟ ଜନ ହଛେ ତାହା ଜଉତବା ବଡ଼ ବେଟା ଦେଖଲେକ୍ ସୋଉ ତବାଓଉ ରାଗିଗେଲା ଆର୍ ଘର ଭିଟର୍ କେ ଗେଲା ନାଇଁ ଉହାର୍ ବାଇଁ ଆସଲେ ଆର୍ ଉରକା ସଙ୍ଗେ ପର୍ବ ପାଳନ କତେ ଅନୁରଧ କଲେକ୍ ହଲେ ସେ ନାଇଁ କହିଲେକ୍।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 12

ବଡ଼ ବେଟା ବାଇକେ କହିଲେକ୍ ଏତ ବର୍ଷ ଧରି ଆମି ବିସ୍ବସ୍ତ ଭାବେ ତର୍ କାମ କରି ଆସିଚ ଆମି କେବେ ତକେ କଇଛି କି ତଥାପି ତୁଇ ଆମାର୍ ପାଇଁ ଏକଟା ଛୋଟ ଛେଳି ଛୁଆ ସୁଦ୍ଧା ଦେଉ ନାଇଁ ଯେରକମ୍ ଆମି ଆମାର୍ ବଦ୍ଧ ହେଁ କାଉ ସଙ୍ଗେ ଉତ୍ସବ୍ ପାଳନ ପର୍ବ ହଲେ ସାରୀ ଘରକେ ଘୁରି ଆଛେ ତୁରା ଉହାର୍ ତରେ ସବୁଠେନୁ ହୃଷ୍ଟପୃଷ୍ଟ ବାଛର୍ ମରାଇ ଦିଲେ।

35. ୩୫. ଦୟାମୟ ବାବା ର୍ କାହାଣୀ — illustration 13

ବାଇ ଉତ୍ର୍ ଦିଲେନ୍ ବେଟା ତୁଇ ସର୍ବଦା ଆମାର୍ ସଙ୍ଗେ ରହିଚ୍ଛ ଯେଉଁ ସବୁ ଆମାର୍ ସୋଉ ସବୁ ମଧ୍ୟ ତର୍, ହଲେ ତୁଇ ଉତ୍ସବ୍ ପାଳନ କାରବାର ଥାଲେନ୍ କାରଣ ତର୍ ଭାଇ ମରିପେ ଥାଲେକ ହଲେ ଏତା ବାଞ୍ଚି ଆଛେ ଓଉ ହଜିପେ ଥାଲେକ ହଲେ ଏତା ଆଛେ।

ବାଇବଲ୍ ରେ ଏକ କାହାଣୀ: ଲୁକ ୧୫:୧୧-୩୨

Read in the reader

Free to use, adapt, and share under an open license (CC BY-SA 4.0).