36. ୩୬. ରୁପାନ୍ତରଣ
ଏକ ଦିନ୍, ଯୀଶୁ ଉହାର୍ ଚେଲା ହେନେକାର୍ ମଧ୍ୟ ତିନି ନକେ ପିତର, ଯାକୁବ ଆର୍ ଯୋହନକେ ନଇ (ଯୋହନ ନାମରେ ଯୀଶୁର୍ ଚେଲା ଆର୍ ଯୀଶୁର୍ ଦିଇ ଦିଥାକା ଯୋହନ ଏକଲା ନାହିଁ) ଉରା ନିଜେ ପ୍ରାର୍ଥନା କରବାଇ ତର ଏକ ଅତି ଉଚା ବାହାଡ଼କେ ଗେଲେନ୍।
ଯୀଶୁ ଯୌତବା ପ୍ରାର୍ଥନା କରୋତେ ଥାଲେକ ଉହାର୍ ମୁହୁଁ ବେଳା ରକମ୍ ଆଲ ଥାଲେ ଆର୍ ଉହାର୍ କାପଡ଼ ଆଲ ରକମ୍ ଧଵ ଦେଖାଲେକ୍ ଯାହା ପୃଥିବୀ ଏ ଥାବା କଣ ନଖରେ ନାହିଁ।
ତାପରେ ମୋଶା ଆର୍ ଏଲିୟ ଦେଖା ଦେଲିନ୍। ଓଉ ଦୁନକ୍ ଓଉ ଘଟଣାର୍ ଶହ ଶହ ଆଗୁଇନ୍ ଓଉ ପୃଥିବୀରେ ଥାଲିନ୍। ଉରା ଯୀଶୁର୍ ସଙ୍ଗେ ଉହାର୍ ମରଣ ବିଷୟେ କଥା ବାର୍ତ୍ତା କରତେ ଥାଲିନ୍ ଯାହା ଯିରୁଶାଲମରେ ବହୁତ୍ ଜଲତି ଘଟବା ଥାଲେନ୍।
ଯୌବା ମୋଶା ଆର୍ ଏଲିୟ ଯୀଶୁର୍ ସହ କଥାବାର୍ତ୍ତା କରତେ ଥାଲିନ୍, ପିଟର୍ ଯୀଶୁକେ କହିଲେନ୍ ଆମ୍ରା ଯେ ଓଉଠେ ଆଛି ଉହାର୍ ଆମ୍ରା ତିନିଟା ଘର ତିଆରି କରବ୍, ତୁରକ ପାଇଁ ଏକଟା, ମୋଶା ପାଇଁ ଏକଟା ଆର୍ ଏଲିୟ ପାଇଁ ଏକଟା। ପିତର କଇତେ ଥାଲେକ୍ ହଲେ ଓଉ ଜାଗା ଥାଲେକ୍ ନାହିଁ।
ଯୌବା ପିତର କଥା କଇତେ ଥାଲେକ୍ ଏକ ସାଫା ମେଘ ତଳକେ ଆସଲେକ ଆର୍ ଉରାକେ ହଲେ ଆଛାଦନ୍ କଲେକ୍ (ବା ଢାକାଇ ଦିଲେକ୍) ଆର୍ ମେଘନୁ ଓର୍ ବାଣୀ ଆସଲେକ୍ ଅଉ ଆମରାକାର୍ ପ୍ରିୟ ପୁତ୍ର ଯାହାକେ ଆମେ ପ୍ରେମ କଲୁ। ଉରକାର୍ ପାସେ ଆମାର୍ ସଂତୋଷ ଉହାର୍ ଶୁଣ। ସୋଉ ତିନକେ ଚେଲା ହେନେ ଯାଇଁ ମାଟିଏ ପଡି ଥାଲିନ୍।
ତାପରେ ଯୀଶୁ ଉରକେ ସ୍ପର୍ଶ କଲେକେ ଆର୍ ସେମାନେ କହିଲେକ୍ ଭୟ ଭିତ୍ ହ ନାହିଁ। ଉଠ ସେମାନେ ଯୋଉ ତବା ଚାରିଆଡେ ଦେଖିଲିନ୍ ଉରକାର୍ ଏକକେ କେବଲ୍ ଯୀଶୁକେ ଦେଖିଲିନ୍।
ଯୀଶୁ ଆର୍ ଉହାର୍ ତିନିକେ ଚେଲାହେନ୍ ପାହାଡ଼ ତଲକେ ଅଲ୍ଲାଇଂ ଆସଲେନ୍ ତାପରେ ଯୀଶୁ ଉରକେ କହିଲେକ୍ ଏଠେ ଯାହା ଘଟଛେ ତୁରା କାକଉ କହିବା ନାହିଁ। ଆମି ଜଲତି ମରିଯାବ ଆର୍ ଏକବାର ବାଞ୍ଚିଯାବ ତାପରେ ତୁରା ନକହେନ୍ କେ କହିଵ।
ବାଇବଲ୍ର୍ ଏକ କାହାଣୀ: ମାଥିଉ ୧୭:୧-୨; ମାର୍କ ୯:୨-୮; ଲୁକ ୯:୨୮
Free to use, adapt, and share under an open license (CC BY-SA 4.0).