37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 1

ଏକ ଦିନ୍, ଯୀଶୁ ଶୁଣୁତେ ପାଲେ ଯେ ଲାଜେର୍ ଖାରାପ୍ ଆଛେ। ଲାଜେର୍ ଆର୍ ଉହାର୍ ଡୁନୁକ୍ ବହେଂ ମରିୟମ୍ ଆର୍ ମାର୍ଥା ଯୀଶୁର୍ ବହୁତ୍ ଭାଲ୍ ସଙ୍ଗ ଥାଲେକ୍। ଯୀଶୁ ସୌତବା ଓର୍ କଥା ଶୁଣୁଲେକ୍ ଓଉ କହିଲେକ୍ ଅଉ ଖାରାପ୍ ମରାବ୍ ଉହାର୍ ସରେକ୍ ବାହିଁ, ହଲେ ଅଉ ଈଶ୍ବରରେ ଗୌରବ୍‌ର୍ ତରେ ଯୀଶୁ ଉହାର୍ ବନ୍ଦହେନ୍‌କେ ଭାଲ କରତେ ଥାଲେକ୍, ହଳେ ଉରା ଜଉ ଜାଗାଇ ଥାଲିନ୍ ସେଠେ ଦୁଦି ରହିଲିନ୍।

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 2

ଡୁ ଦିନ୍ ସରବା ପରେ, ଯୀଶୁ ଉହାର୍ ଚେଲାକେ କହିଲେକ୍ ଆସ ଆମରା ଯିହୁଡା ପ୍ରଦେଶକେ ଯାବ। ଚେଲେହେନ୍ ଉତ୍ତର ଦିଲେନ୍, ଗୁରୁ କିଛି ସମୟ ପରେ ନକ୍‌ହେନ୍ ତକେ ମରାବ୍ କହିତେ ଥାଲିନ୍, ଯୀଶୁ କହିଲେକ୍ ଆମାର୍ ବନ୍ଧୁ ଲାଜାର୍ ନିଦ୍ରା ଜାଛି ଆର୍ ଆମୀ ଉର୍ହାକେ ନିହାତି ନିଦ୍ରାରୁ ଉଠାତେ ପଦେକ୍।“

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 3

ଯୀଶୁର୍ ଚେଲାହେନ୍ ଉତ୍ତର ଦିଲିନ୍ ଗୁରୁର୍ ଯଦି ଲାଜେର୍ ନିଦ୍ରା ପାଛେ ତେବ୍ ଓଉ ଉଠେକ୍। ତାପରେ ଯୀଶୁ ଉରକେ ସରଳ ଭାଷାରେ କହିଲେକ୍ ଲାଜେର୍ ମରିଗେଛେ। ଆମୀ ଆନନ୍ଦିତ ଯେ ଆଣି ସେଠେ ଥାଲାଇ ନାହିଁ, ଜେରେ କମ୍ ତୁରୀହେନ୍ ଆମାଠେ ବିଶ୍ବସ୍ କର।“

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 4

ଯୀଶୁ ଯୌତବା ଲାଜାର୍‌ରେ ଘେରକେ ଆସଲେକ୍ ଲାଜେର୍ ମରି କବର୍ ପ୍ରାପ୍ତ ହଁଇ ଚାରି ଦିନ୍ ହଇ ଗେଥାଲେକ୍। ମାର୍ଥା ଯୀଶୁକେ ଦେଖାକତେ ଜାଥାଲେକ୍ ପ୍ରଭୁ ଜିଦୀ ତୁଈଂ ଅଉଠେ ଆଛୁ ଆମାର୍ ଭାଏ ମର୍ ଥାଲେକ୍ ନାଇଁ। ହଲେ ଆମୀ ବିଶ୍ବସ୍ କରି ତୁରା ଈଶ୍ବର୍ କେ ଦେଖ।“

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 5

ଯୀଶୁ ଉତ୍ର୍ ଦିଲେକ୍ “ଆମୀ ଆର୍ ଏକବାର ବଞ୍ଚିଛି ଆର୍ ଜିମିତା ଆଛି। ଯେ ଆମାଠେ ବିଶ୍ବସ୍ କର ଆମର୍ ତଥାପି ବାଞ୍ଚିବା। ଯେକେଉକେ ଆମାପାସେ ବିଶ୍ବସ୍ କର କଉ ମରେ ନାହି। ତୁରା ଏଠା ବିଶ୍ବସ୍ ? ମାର୍ଥା ଉତ୍ର୍ ଅ ଦିଲେକ୍ ହଁ ଗୁରୁ ଆମୀ ବିଶ୍ବାସ ଯେ ତୁରା ଈଶ୍ବର୍ ପ୍ରବୁ ଖିଷ୍ଟ।“

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 6

ତାପରେ ମରିୟମ୍ ପହଞ୍ଚିଲେକ୍ ଓଉ ଯୀଶୁର୍ ଠେଙ୍ଗେ ତଳେ ପଡି କହିଲେକ୍ “ପ୍ରଭୁ ଯଦି ତୁରା ଓଉଠେ ଥାତ୍ ଆମାର୍ ଭାଇ ମରତାଥେନ୍ ନାଇଁ।“ ଯୀଶୁ ଉରକେ ସୁଧିଆଲେକ୍ ତୁରକେ ଲାଜେର୍ ରି କୋଣ ଜାଗା ରାକେଛେ ? ଉରା କହିଲିନ୍ ଚିରେ ପାସେ। ଆସ ଆର୍ ଦେଖା ତାପରେ ଯୀଶୁ କାନ୍ଦୀଲେ।

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 7

ଚିର ପାସେ ଏକଟା ଗୁମ୍ଫ ଥାଲେକ୍ ଆର୍ ଉହାର୍ ମୁଁହେ ଏକଟା ପାଥର୍ ଢାକାଇଁ ଦିଆଯାଇ ଥାଲେକ୍। ଯୀଶୁ ଯୌତବା ଚିରେ ପହିଞ୍ଚିଲେକ୍ ଓଉ ଉର୍ହାକେ କହିଲେକ୍ ପାଥର୍ କେ ଧୁର୍ କର ହେଲେ ମାର୍ଥା ଅ=କହିଲେକ୍ ଓଉ ମରି ଚାର୍ ଦିନ୍ ହଲେକ୍। ସେଠେ ପଚି ଯାଥାକ୍।

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 8

ଯୀଶୁ ଗାମରୁଆଳତାଇ ଇନଞ୍ଜ ଆପେକେ କାନଞ୍ଜ ଗାମଆକାପେ ଛି ଆପେକେ ଇଞ୍ଜଠି ବିଶ୍ୱାସ ଏପେ ଇଶ୍ୱରଠି ଭିଜାଉ ଅପେ ନେଲଆ ଆକୁ ଦ୍ୱୀହିରୀକେ ପେଲହମେ ପେଲହତାକୁ

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 9

ତାପରେ ଯୀଶୁ ସ୍ବର୍ଗ ଆଡେକ ଦେଖିକରି କହିଲେକ୍ ପିତଃ ଆମାର୍ ପ୍ରାର୍ଥନା ଶୁଣ ଥାବାଣୁ ଧନ୍ୟବାଦ୍। ଆମୀ ଜାଣି ତୁରା ଆମାର୍ ସବୁ କାଥା ଶୁଣୁ ଥାଆ, ହଳେ ଯୋଉସବୁ ନୋକ୍ ଏଠେ ଦଣ୍ଡାଛାନ୍ ସୌ ନକ୍‌ହେନ୍ କା ସକାଶେ ଆମୀ ଓଉ କହିଥି। ତାପରେ ଯୀଶୁ ଜୁର୍ କରି କହିଲେକ୍ “ଲାଜାର୍ ବାହିରି ଅଇଁ।“

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 10

ହଳେ ଲାଜାର୍ ବାହିରୀ ଆସଲେକ୍। ସୌ ସମୟେ ଓଉ ଚିରେ କାପଡ଼ ଗୁଡିଆଇ ଥାଲେକ୍। ଯୀଶୁ ଉରକେ କହିଲେକ୍ ଔ ଚିରେ କାପଡ଼ ଉହାର୍ ଠେନୁ ନିଇ ଉହାର୍ ବନ୍ଧନ୍ ମୁକ୍ତ କର। ଯୀଶୁର୍ ଓଉ ଚମ୍‌କା ସାକାଶେ ସବୁ ଯିହୁଦୀ ଉହାର୍ ପାସେ ବିଶ୍ବସ୍ କରଲିନ୍।

37. ୩୭. ଯୀଶୁ ଲାଜାରଏ ମୃତ୍ୟୁ ଉଠାଏ — illustration 11

ହଳେ ଯିହୁଦୀ ଉହାର୍ ହେନ୍‌କାର୍ ଧର୍ମନେତା ହେନ୍ ରିଶା ଗେଲିନ୍ ଆର୍ ଉରା କିରକମ୍ ଭାବେ ଯୀଶୁ ଆର୍ ଲାଜର୍ ଏକ ମରାଭିନ୍ କହିଁ ଏକଠେ କଥା ହେଲିନ୍।

ବାଇବଲର ଏକ କାହାଣୀ:ଯୋହନ ୧୧:୧-୪୬

Read in the reader

Free to use, adapt, and share under an open license (CC BY-SA 4.0).