38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 1

ପ୍ରତି ବର୍ଷ ଯିହୁଦୀ ହେନ୍ କେ ନିସ୍ତାର୍ ପର୍ବ ପାଳନ କନେ ଥାଲେକ୍। ଉହାର୍ ହୋଇଠେ ଓଉ ଉତ୍ସବର୍ ପାଳନ ଯାହାକି ବହୁତ୍ ଶହ ବର୍ଷ ପୁବର ଈଶ୍ବର କି ରକମ୍ ଉରକାର ସାଜାନ୍ ପିଡି ହେନ୍ କାର୍ ଚକର୍ ଅବସ୍ଥା ଉଦ୍ଧାର କରି ଥାଲିନ୍। ଯୀଶୁ ସର୍ବ ସାଧାରଣ ଭାବେ ଆର୍ ପ୍ରଚାର ଶିକ୍ଷ ଆରମ୍ଭ କରବାର୍ ପ୍ରାୟ ତିନି ବଛର୍ ପେରେ ଯୀଶୁ ଉରକାର୍ ଚେଲା ହେନକେ ଯେ ଓଉ ଉରକାର୍ ସହ ଯିରୁଶାଲମରେ ରୁଟିର ପରବ୍ ପାଳନ କେତେ ଇଛା କରେ ଆର୍ ସୋଉଠେ ଉହାକୋ ମରାବ।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 2

ଯୀଶୁର୍ ଚେଲା ହେନକାର୍ ମଧ୍ୟେ ଯିହୁଡା ନାମେର ଏକ ନକ ଚେଲା ଥାଲେକ୍। ଯିହୁଦା ଚେଲା ହେନକେ ପଇସାକେ ଭାଲ ପାଲେକ୍ ଆର୍ ବହୁତ୍ ନୀୟଏ ସୌର ବେଗେ ଅର୍ଥ ପଇସା ଚୋର କତେ ଥାଲେକ୍। ଯୀଶୁ ଆର୍ ଉହାର୍ ଚେଲା ହେନ୍ ଯିରୁଶାଲମ ଏ ପହଞ୍ଚିବା ପରେ, ଯିହୁଡା ପଇସା ବଦଳେ ଯୀଶୁକେ ଶତ୍ରୁ ହାତେ ଧରାଇ ଦିବାର୍ ପରେ ଯିହୁଦା ନେତା ଦେନକାର୍ ପାସକେ ଗେଲା। ଓଉ ଜାଣାଥାଲେ ଯେ ଯୀଶୁ ଯେ ଖ୍ରୀଷ୍ଟ ଉଓର୍ ଯିହୁଦା ନେତା ହେନ୍ କେ ଅସିକାର୍ କରତେ ଥାଲେକ୍। ଆର୍ ଉଇକେ ଉଇକାର୍ ଯୀଶୁକେ ମରବା ପାଇଁ ଯୋଜନା କତେଥା ଥାଲେନ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 3

ଯିହୁଦା ନେତା ହେନ୍ ପ୍ରାଧାନ୍ ବଡ଼ ଜାଜକ୍ ରେ ଦିଇଂ ଯୀଶୁକେ ଶତ୍ରୁ ହାଥେ ସମର୍ପଣ କରବା ତରେ ତିରିଶଟା ରୁପା ପଇସା ନିଆଲେକ୍। ଭାବବାଦୀ ହେନ୍ ଭାବବାଣୀ କତେ ଥାବାର୍ ଆନୁସାରେ ଓଉ ଘଟିଥିଲା। ଯିହୁଡା ସୋଇ ରକମ୍ ସଙ୍ଗେ ଦେଇ ଅର୍ଥ ନେଇ ପାଳାକେକ୍। ଓଉ ଯେ ରକମ୍ ଯୀଶୁ କେ ଧରି ଶତ୍ରୁ ହାଥେ ସମର୍ପଣ କରିବା ଇ ସୁଜଗ୍ ଖୁଜୁତେ ନାଗେଲେକ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 4

ଯିରୁଶାଲମରେ ଯୀଶୁ ଉହାର୍ ଚେଲାହେନ୍ କାର୍ ରୁଟିର୍ ପରବ ପାଳନ କରଲେକ୍। ରୁଟିର୍ ପର୍ବ ଖାବା ସମୟେ ଯୀଶୁ ରୁଟି ନଇଂ ଉହାକେ ଭାଙ୍ଗି ଦିଲେନ୍। ଓର୍ କହିଲେକ୍ ଏଗା ଣୀ ଯାଇଂ ଖାଅ ଓଉ ଆମାର୍ ଦେହ ତୁରାକ୍ ତରେ ଦିଆଯାଛେ। ଆମାକେ ମଣେ କରବା ତରେ ଓଉ ରକମ୍ ଭାବେ ଯୀଶୁ କହିଲେକ୍ ଉରାକ୍ ତରେ ଦେହ ବଲିକୃତ ହବେକ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 5

ତାପରେ ଯୀଶୁ ଏକଟା ପାନପତର୍ ଉଠାଲେକ୍ ଆର୍ କହିଲେକ୍ ଏହାକୁ ଖାଅ। ଓଉ ଆମାର୍ ନଇଟନ୍ ନିୟମ ର୍ ରକ୍ତ ଯାହା ପାପ କ୍ଷମା ତରେ ଢାଳି ଦିଆଗଛେ। ତରା ପ୍ରତେକ୍ ଥର୍ ଅଭ ଖାବାର୍ ସମୟେ ଆମାକେ ମଣେ ପକାବେ।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 6

ତାପରେ ଯୀଶୁ ଉହାର୍ ଚେଲା ହେନକେ କହିଲେକ୍ “ତୁରାକାର୍ ମଧ୍ୟନୁ ଏକ ନକ୍ ଆମାକେ ବିଶ୍ବାସଘାତ୍ କର୍। ଚେଲାହେନ୍ ଚେଲହେନ୍ ଆଚାକା ହଇ ଗେଲିନ୍, ଆର୍ ଏ ରକମ୍ ବିଷୟେ କେକରେ କହି ପଚାଲେକ୍ ଯୀଶୁ କଇଲେ ଆମି ଯୋଉ ନକକେ ଓଉ ରୁଟି ଖାଣ୍ଡା ଦିବ ଉଆ ମାକେ ବିଶ୍ବସଘାତ କରଛେ। ତାପରେ ଯୌଉ ରୁଟି ଯିହୁଦା କେ ଦିଲେନ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 7

ଯିହୁଦା ସୌଉ ରୁଟି ଖାଣ୍ଡା ନିଈଂ ପରେ ସୈତାନ୍ ଟା ଭିତରେ ତୁକୁଲେକ୍। ଯିହୁଦା ସୋଉ ଜାଗା ଛାଡି ଦିଲେ ଯୀଶୁକେ ଗିରପ୍ କରବରେ ଯିହୁଦୀ ନେତାହେନ୍ କେ ସାହାଯ୍ୟ କରବାର୍ ପାଇଁ ଉରକେ ପାସ୍ କେ ଗେଲା ଓଉ ସମୟେ ରାତ୍ ହଥାଲେକ।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 8

ଖାବାର୍ ପରେ ଯୀଶୁ ଆର୍ ଉହାର୍ ଚେଲାହେନ୍ ଜିତ ପାହାଡ଼ କେ ପାଳାଇ ଗେଲେନ୍। ଯୀଶୁ କହିଲେକ୍ ତୁରା ସବୁ ଆମାକେ ପରିତ୍ୟଗ୍ କରଉ। ନେଖା ଆଛେ ଆମେ ମେଣ୍ଡା ଅଲଗା ଅଲଗା ହୋ ଯାଭିନ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 9

ପିତର ଉତ୍ତର ଦିଲେନ୍ ଯଦି ଆର୍ ସବୁ ତୁରକାର୍ ପରିତ୍ୟଗ୍ କରଭିନ୍ ଆମି କରବ୍ ନାଇଁ। ତବେ ଯୀଶୁ ପିତର କେ କହିଲେକ ସୈତାନ୍ ସବୁ ସାହିତ ରହିତେ ଖୁଜୁକୀ କି ପିତର ତୁରାକାର୍ ବିଶ୍ବାସ ଯେ ରକମ୍ ଦୁର୍ବଳ ହଉନାଇ ଏପାଇଁ ଆମି ଅନୁରଧ କରଛି। ଏରକମ୍ ରାତି କୁକୁଡା ଡାକିବା ଆଗୁ ଆମାକେ ତିନ୍ ବାର ଅସ୍ବିକାର୍ କରିବେ।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 10

ତାପରେ ପିତର ଯୀଶୁକେ କଇଲେକ୍ “ଯଦିଅ ଆମାକେ ମାତେ ହଇ ତଥାପି ଆମି କବହୁ ଅସ୍ବିକର୍ କରିପାରାବ ନାହିଁ। ଆର୍ ସବୁ ଚେଲାହେନ୍ କାର୍ ମଧ୍ୟେ ସେପ୍ରକର୍ କହିଲେକ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 11

ତାପରେ ଯୀଶୁ ଉରାକା ଚେଲାହେନ୍ ସହ ଗେଥାସମାନୀ ନାମକ ଜାଗାକୁ ଗେଲେ। ଚେଲାମାନେ ଯେରକମ୍ ପରୀକ୍ଷା ନାଇ ପଡି ସୋ ପାଇଁ ଯୀଶୁ ଆପଣାର୍ ଚେଲାହେନ୍ କେ ପ୍ରାର୍ଥନା କରବାକେ କଇଲେକ୍। ତାପରେ ଯୀଶୁ ନିଜେ ପ୍ରାର୍ଥନା କରବାକେ ଗେଲା।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 12

ଯୀଶୁ ତିନ୍ ବାର ପ୍ରାର୍ଥନା କଲେ, ଆମର୍ ପିତା ଯଦି ସମ୍ଭାବ୍ ହଇ ତେବେ କ୍ଲେଶ ଭୋଗର୍ ଏହି ପାନ ପାତର୍ ଆମାଠେନୁ ଦୁରେ ରହେ। ହଲେ ଯଦି ନକ ହେକର୍ ପାପ୍ କ୍ଷମା କରବା ତରେ ଆଉ କିଛି ଉପାଇ ଥାଇ ନାଇଁ ହଲେ ତୁଇକା ଇଛା ସଫଲ ହଉ। ଯୀଶୁ ଅତ୍ଯନ୍ତ ଦୁଖେ ଭାଙ୍ଗି ପଡଲେକ୍ ଆର୍ ଉହାର୍ ଝାଲ୍ ଘନ ରକ୍ତ ଟପା ରକମ୍ ଥାଲେକ୍। ଈଶ୍ବର ଉହାକେ ଧର୍ଯ୍ୟ ଧରବା ପାଇଁ ଏକ ନକ୍ ଦୁତ ଉରାକାର୍ ପାସ୍ କେ ପଠାଲେକ୍।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 13

ପ୍ରତି ଥର୍ ପ୍ରାର୍ଥନା କରବାର ପରେ, ଯୀଶୁ ଉରକାର୍ ଚେଲାହେନ୍ କାର୍ ପାସ୍ କେ ଆସେ ହଲେ ଉରା ନିଦାଇ ଯାଆନ୍। ଯୌଉ ତବା ଓଉ ତୃତୀୟ ବାର ଆଲେକ୍, ଯୀଶୁ କଇଲେକ୍ ଉଠ ଆମାର୍ ବିଶ୍ବାସଘାତ୍ ଅଠେ ଅଛେ।

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 14

ଯିହୁଦା ନେତାଗଣ ସୈନ୍ୟହେନ୍ ଆର୍ ବହୁତ୍ ନକ୍ ରେ ସଙ୍ଗେ ଯିହୁଦା ଆସଲେକ୍। ଉରକା ଖଣ୍ଡା ଆର୍ ମଶାଲ୍ ଗାକେ ଧରି ଯିହୁଦା ଯୀଶୁର୍ ପାସ୍ ଯାଇ କହିଲେକ୍ ଏ ଗୁରୁ ନମସ୍କାର୍ ଓର୍ ଉହାର୍ ଚୁମା ଦିଲେକ୍। ଯିହୁଦୀ ନେତାହେନ୍ ତାକେ ଗିରପ୍ କର ଭିନ୍ ଉହାର ଏକଟା ଚିହ୍ନ ଥାଲେକ୍। ତାପରେ ଯୀଶୁ କହିଲେକ୍ ଯିହୁଦା ଚୁମା ଦିଇଂ କି ତୁଇ ଆମାକେ ଶତ୍ରୁ ହାତେ ଦିଇଂ ଜିତିଛୁ ?

38. ୩୮. ଯୀଶୁର୍ ପ୍ରତି ବିଶ୍ବାସ୍ ଘାତ୍ ହେଲା — illustration 15

ଯୌଉ ତବା ସୈନ୍ୟ ହେନ୍ ଯୀଶୁକେ ଗିରପ୍ କରରେଲି, ପିତର ଉହାର୍ ଖଣ୍ଡା ବାର କରାଲେ ଆର୍ ବଡ଼ ଜାଜକ୍ କେ ଚାକର୍ ରେ କାନ୍ କାଟି ଦିଲେକ୍। ଯୀଶୁ କହିଲେକ୍ ଖଣ୍ଡା କେ ଦୁରେ ରକା ଆମାକେ ରକ୍ଷା କରିବା ତରେ ଆମୀ ଆମାର୍ ବାପେଇ ଦୁଟ୍ ହେନ୍ କାର୍ କାଇ ଚେଲାକେ ମାଗବ୍। ହଲେ ଆମି ଆମାର୍ ବାଇରେ କଥା ମାନିବା ଠିକ୍ ହବେକ୍। ପଛେ ଯୀଶୁ ସୋଉ ନକେର୍ କାନକେ ଭାଲ୍ କରଲେକ୍। ଯୀଶୁ ଗିରପ୍ ହବା ପରେ ସବୁ ଚେଲା ଦୌଡି ଗକାଲିନ୍।

ବାଇବଲ୍ ର ଏକ କାହାଣୀ: ମାଥିଉ ୨୬:୧୪-୫୬; ମାର୍କ ୧୪:୧୦-୫୦; ଲୁକ ୨୨:୧-୫୩; ଯୋହନ ୧୨:୬; ୧୮:୧-୧୧

Read in the reader

Free to use, adapt, and share under an open license (CC BY-SA 4.0).