39. ୩୯. ଯୀଶୁର୍ ବିଚାର୍ କରାଏ

39. ୩୯. ଯୀଶୁର୍ ବିଚାର୍ କରାଏ — illustration 1

ସୋଉତବା ମାଝୁ ରାତି ଥାଲେକ୍। ବଡ଼ ଜାଜକ୍ ଯେପରି ଯୀଶୁକେ ପ୍ରଶ୍ନ ସୁଧିଆଲିନ୍ ସୌ ପାଇଁ ସୈନହେନ୍ ଉହାକେ ବଡ଼ ଜାଜକ୍ କେ ର୍ ଘରକେ ନି ଗଲେନ୍। ପିତର ଧୁରେ ରହିଁ ଉଇକାର୍ ପେଛୁ ପେଛୁ ଯାତେ ଥାଲେକ୍। ଯୀଶୁକେ ଯଉତବା ସ୍ଉ ଘରକେ ନିଆଗେଲା ପିତର ବାହିରେ ରହିଁ ଆଙ୍ଗୁନ୍ ପହାଚେ ଥାଲେନ୍।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 2

ଘର ମଧ୍ୟରେ ଯିହୁଡା ନେତାହେଁ ଯୀଶୁର୍ ବିଚାର୍ କରଲିନ୍। ଉଇ ବହୁତ୍ ମିଛା ସାକ୍ଷୀ ଯୋଗାଲିନ୍ ଯେ ଉର୍ କଥାଇ ମିଛା କହିଲିନ୍। ହଲେ ଉଇକାର୍ କଥାବାର୍ତ୍ତା ସବୁ ଖାପ ଖାଟେ ଥାଲେକ ନାଇ, ହଲେ ଯିହୁଦୀ ନେତା ହେନ୍ ପ୍ରମାଣ କରଲି ଯେ, ଓଉ କିଛୁ ଭୁଲ୍ କରତିଛେନ୍। ଯୀଶୁ କିଛୁ କହିଲେକ୍ ନାହିଁ।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 3

ଶେଷରେ ବଡ଼ ଜାଜକ୍ ଯୀଶୁର୍ ପ୍ରତି ସିଧା ଉହାକେ ସୁଧିଆ ଥାଲେ ଯେ ତାରାକେ କହ, ତୁରାକି ଜୀବନ୍ତ ଈଶ୍ବରରେ ପୁତ୍ର ଖ୍ରୀଷ୍ଟ ?

39. ୩୯. ଯୀଶୁର୍ ବିଚାର୍ କରାଏ — illustration 4

ଯୀଶୁ କହିଲେକ୍, ଅମି ସ୍ଉ ଆର୍ ତୁରା ଆମକେ ଈଶ୍ବରରେ ସିଂହାସନେ ବସବାର ଆର୍ ସର୍ଗନୁ ଅବତରଣ ହେବାର୍ ଦେଖେବେ। ବଡ଼ ଜାଜକ୍ ରାଗେ ନିଜର୍ ଆଙ୍ଘାକେ ଚିରି ଅଲଗା ନେତାହେନ୍ କେ ହୁରିକରି କହିଲେକ୍ ଆମରକାର୍ ଆଉ ସାକ୍ଷୀ ଦରକାର୍ ନାଇ, ତୁରା ଶୁଣଲ ଯେ ଓଉ ଈଶ୍ବରରେ ପୁତ୍ର ବୋଲି କହେଠେ, ତୁରାକା ବିଚାର୍ କି ?

39. ୩୯. ଯୀଶୁର୍ ବିଚାର୍ କରାଏ — illustration 5

ଯିହୁଦୀ ନେତାହେନ୍ ବଡ଼ ଯାଜକକେ ଉତ୍ତର ଦିଲିନ୍ ଓଉ ମରବାର୍ ଯୋଗ୍ୟ ତାପରେ ଉରା ଯୀଶୁ ଚଇଖେ କାନା ବାନ୍ଧି ଦିଲିନ୍, ଉହାକେ ମାରିଲିନ୍, ଉହାଇ ଉପରେ ଛେପ୍ ପେକାଲିନ୍ ଆର୍ ଆପମାନ୍ କରଲିନ୍।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 6

ପିତର ଘର ବାହରେ ଅପେକ୍ଷା କରିଥିବା ସମୟେ ଏକ ନକ ଚାକର୍ ଝିଛା ଉହାକେ ଦେଖି କହିଲେକ୍ ତୁରାଉ ଯୀଶୁର୍ ପାସେ ଥାଇ। ପିତର ଏବିଷୟ କେ ଅମାନ୍ତି ହୋଲେକ ଏଠାକାର୍ ସମୟେ ଆର୍ ଏକ ନକ ଝିଛା ସୋଉ ଏକଟା ବିଷୟେ କହିଲେକ୍, ହଲେ ପିତର ଏଟାହଁ ଅସିକାର୍ କଲେକ୍ ପରି ବେଣେ ନକହେନ୍ କହଲିନ୍ ତୁରା ଜାଣ ଯେ ତୁରା ହଁ ଯୀଶୁର୍ ସାଙ୍ଗେ ଥାଲ କାରଣ ତୁରା ଡଇପାତେ ଆସଛ।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 7

ତାପରେ ପିତର ସପତ୍ କରଲେକ୍ ଈଶ୍ବର୍ ଆମାକେ ଅଭିଶାପ୍ ଦେଏ , ଯଦି ଆମୀ ଏ ନକ କେ ଜାଣିଥାବ୍ ସାଙ୍ଗେ ସାଙ୍ଗେ ଏକଟା କୁକୁଡା ଦାକଲେ, ଆର୍ ଯୀଶୁ ଘୁରି ପଡି ପିତର କେ ଦେଖେଲେକ୍।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 8

ପିତର ପଳାଇ ଗେଲା ଆର୍ ଅତ୍ଯନ୍ତ ଦେଖା ସହ କାନ୍ଦେଲେକ୍। ସୋଉ ମଧ୍ୟେ ବିଶ୍ବାସଘାତ୍ କରଲିନ୍ ଯିହୁଡା ଦେଖଲେ ଯେ ନେତାହେଁ ଯୀଶୁକେ ମରାବାଇ ପାଇଁ ଦୋଶୀ କରଛନ ଯିହୁଡା ବହୁତ୍ ଦୁଖୀ ହୋଲେକ୍ ଆର୍ ପାଲାଇ ଯାଇ ନିଜେକେ ମାରାଇ ଦିଲେକ୍।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 9

ପୁଇସୁ ଦିନ୍ ଭର୍ ସକାଳେ ଯିହୁଦା ନେତାହେନ୍ ଯୀଶୁକେ ପିଲାତରେ ପାସକେ ଆଣିଲିନ୍ ଯେ ରୋମୀୟ ଶାସକ୍ ଥାଲେକ୍ ଉରା ଆସା କରଲିନ୍ ଯେ ପିଲାତ ଯୀଶୁକେ ଦୋଶୀ ସାବ୍ୟସ୍ତ କରି। ହତ ହେବା ତରେ ବିଚାର୍ କରେକ୍ ପିଲାତ ଯୀଶୁକେ ସୁଧୁଆଲେକ୍ ତୁରା କି ଯିହୁଦୀ ହେନ୍ ରାଜା ?

39. ୩୯. ଯୀଶୁର୍ ବିଚାର୍ କରାଏ — illustration 10

ଯୀଶୁ ଉତ୍ତର ଦିଲେକ୍ ତୁରା କଇଛ, ହଲେ ଆମାର୍ ରାଜ୍ୟ ଜଗତ୍ ସମ୍ଭନ୍ଧିୟ ନାଇଁ, ଯଦି ଅଉ ରକମ୍ ହଥାତେ ଆମା ଚେଲାହେନ୍ ଆମା ତରେ ଯୁଦ୍ଧ କର ଥାଥିନ୍। ଈଶ୍ବରରେ ବିଷୟେ ସତ କେ ଭାଲ ପାଏ ସେଉ ଆମାର୍ କଥା ଶୁଣେ। ପିଲାତ କହିଲେ ସତ୍ୟ କି ?

39. ୩୯. ଯୀଶୁର୍ ବିଚାର୍ କରାଏ — illustration 11

ପିଲାତ ଯୀଶୁର୍ ସଙ୍ଗେ କଥା କହି ସାରିବା ପରେ ଜନଗହଳି ପାସକେ ଯାଇଁ କହିଲେକ୍ ଓଉ ନକଟାଏ ଆମାର୍ କିଛୁ ଦଷ ପାଇଁ ନାଇଁ। ହଲେ ଯିହୁଦୀ ନେତାହେନ୍ ଆର୍ ଜନଗମନ୍ ହୁରି କରି କହିଲେକ୍ “ଉହାକେ କୃଶ୍ ବଧ କର” ପିଲାତ ଉତ୍ତର ଦିଲେକ ଓଉ ଦୋଶୀ ନାହିଁ ହଲେ ଉରା ଅଦିକା ଉରୀକାତେ ନାଗିଲିନ୍। ତାପରେ ପିଲାତ ତୃତୀୟ ବାର କହିଲେକ୍ ଓଉ ଦୋଶୀ ନାଇଁ।

39. ୩୯. ଯୀଶୁର୍ ବିଚାର୍ କରାଏ — illustration 12

ପିଲାତ ଡରାଇ ଗେଲା ଯେ କାଲେ ଗେଣ୍ଡଗଳ କରବା ଆରମ୍ଭ କରି ଦିଉନ୍, ହଲେ ଯୀଶୁକେ କୃଶ୍ ବିଦ୍ଧ କବାର୍ ତାରେ ଓଉ ଉହାର୍ ସୈନ୍ୟ ହେଁ କେ ଆଦେଶ୍ ଦିଲେକ୍। ରୋମୀୟ ସୈନ୍ୟହେନ୍ ଯୀଶୁକେ କଡା ପ୍ରହାର୍ କରଲିନ୍ ଆର୍ ଏକ ରାଜକୀୟ କାପଡ଼ ଆର୍ ମୁଣ୍ଡେ କଣ୍ଟାର୍ ମୁକୁଟ୍ ପରାଇଁ ଦିଲିନ୍। ତାପରେ ଉରା ଉହାକେ ଯିହୁଦୀ ହେନ୍ କାର୍ ରାଜାକେ ଦେଖ କହି ପରିହାସ୍ କରିଲିନ୍।

ବାଇବଲର୍ ଏକ କାହାନୀ: ମାଥିଉ ୨୬:୫୭-୨୭; ମାର୍କ ୧୪:୫୩-୧୫:୧୫; ଲୁକ ୨:୫୪-୨୩:୨୫; ଯୋହନ ୧୮:୧୨-୧୯:୧୬

Read in the reader

Free to use, adapt, and share under an open license (CC BY-SA 4.0).