40. ୪୦. ଯୀଶୁ କୃଶରେ ମର୍‌ଲେକ୍

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 1

ସନ୍ୟହେନ୍ ଯୀଶୁ କେ ମଜା କର୍ଲେକ୍, ଉର୍ହାକାର୍ କୃଶେ ମରାତରେ ଉର୍ହାକେ ନିଗେଲିନ୍। ଓଉ ଜର୍ କୃଶେ ମରେକ୍ ସୌ କୃଶ୍ ଉର୍ହାକେ ବହା କରଲିନ୍।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 2

ସୈନ୍ୟହେନ୍ “କପାଲ୍ ସ୍ଥଳ” ନାମେର୍ ଏକ ଜାଗାକେ ଆଚ୍ ଲେକ୍ ଆର୍ କୃଶରେ ହାତ୍ ଗଡ କାଣ୍ଟାଇ ବିଦ୍ଧ କରଲେକ୍, ହଲେ ଯୀଶୁ କଇଲେକ୍ ଆଇ ଉରକେ କ୍ଷମା କର୍ କାରଣ ଉରା କି କରତିଛ ସେଗା ଜାଣନ୍ ନାଇଁ। ଯିହୁଦୀ ହେନ୍ କେ ରାଜା ନେଖୀ ଉହାକେ ଯୀଶୁର୍ ମୁଣ୍ଡ ଉପରେ ଟଙ୍ଗତେ ଟାଙ୍ଗିତେ ପିଲାତ୍ ଉରାକେ କଇଲେକ୍।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 3

ସୈନ୍ୟହେନ୍ ଯିଶୁର୍ କାପତ୍ କେ ଖେଇ କରଲିନ୍ ଉର୍ ଯୌତବା ଏଗା କରଲିନ୍, କହା ଯାଥାବା ଭାବବାଣୀ ହାସଲ୍ ହଲେକ୍ ଉରା ଆମାର୍, କାପତ୍ କେ ଉଣା କର୍‌ଲିନ୍ ଆର୍ କାପଡ଼ ଏ ତରେ ଗୁଳିବାଣ୍ଟ କରଲିନ୍

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 4

ଯୀଶୁର୍ ଦୁନକ୍ ଡାକାତ୍ ଭିତରେ କୃଶ୍ ମରାଗେଲା। ଉରକେ ମଧ୍ୟ ଏକ ନକ୍ ଯୀଶୁକେ ମଜା କରଲେକ୍, ହଲେ ଅନ୍ୟ ଅକ୍ ନକ୍ କହିଲେକ୍ କି ଈଶ୍ବର୍ ପ୍ରତି ଡର ନାଇଁ ? ଆମାର୍ ଦଶୀ ଦୋଶୀ, ହଲେ ଉହାର୍ ଆଦେଶ୍ ତାପରେ ଓଉ ଯୀଶୁକେ କହିଲେକ୍ “ଦୟାକରି ତୁର୍ହା ରାଜ୍ୟଇ ଆମାକେ ମଣେ କରବ। ଯୀଶୁ ଉର୍ହାକେ କଇଲେକ୍ ତୁରା ଆଜ୍ ଆମାର୍ ସଙ୍ଗେ ପାରଦିଶଇ ରହିବ।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 5

ଯିହୁଦୀ ନେତାହେନ୍ ଆର୍ ନକ୍ ହେନ୍ ମଧ୍ୟ ଯୀଶୁକେ ମଜା ଲାକେ। ଉରା ଉର୍ହାକେ କହିଲିନ୍ “ଯଦି ତୁରା ଈଶ୍ବର୍ ପୁତ୍ର କୃଶନୁ ଅଲାଇଂ ଆସ, ଆର୍ ନିଜେକେ ରକ୍ଷା କର, ହଲେ ଆମାରାତୁରକେ ବିଶ୍ବସ୍ କରବ।“

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 6

ତାପରେ ସବୁ ଅଞ୍ଚଳର୍ ଥାବା ଆକାଶ୍ ସବୁ ଆନ୍ଧାର୍ ହଇଗେଲା, ଯଦି ଆର୍ ଓଉ ଦିନ୍ ଦୁପହର୍ ସମୟେ ଥାଲେନ୍। ଦୁପହର୍ ଆନ୍ଧାର୍ ହାଲେକ୍ ଆର୍ ପ୍ରାୟ ତିନ୍ ଘଣ୍ଟା ପର୍ଯ୍ୟନ୍ତ ରହିଲେନ୍।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 7

ତାପରେ ଯୀଶୁ ଯୁର୍ କରି ଡାକି କହିଲେକ୍ ସାରିଗେଲା, ପିତା ତର୍ ହାଥେ ଆମି ଆତ୍ମା ଦିଲାଈ। ତାପରେ ଓଉ ମୁଣ୍ଡ ତଳକେ କରଲେକ୍ ଆର୍ ମରି ଗେଲେକ୍। ସୌତବା ଭୁଈଂକମ୍ପ ହୋଲେକ୍ ଆର୍ ମନ୍ଦିରେ ଯଉ ବଡ଼ ପରଦା ଇଶ୍ବରେର୍ ପାସେ ଥାଲେକ୍ ନକହେନ୍ କାର୍ ସାହାଯ୍ୟ କରତେ ଥାଲେକ୍ ସେଠା ଉପରନୁ ତଲଲେ ଛିଣ୍ଡି ଡୁପାଳା ହୋଇଗେଲା।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 8

ଯୀଶୁ ଉହାର୍ ମରଣ ଦ୍ବାରା ନକହେନ୍ କେ ଈଶ୍ବର୍ ପାସ୍‌କେ ଆସତେ ଥାବା ବାଟ ଖୁଲୀ ଗେଲା। ଯୀଶୁର୍ ଜାଗଥାବା ସୈନ୍ୟ ଯେଉତବା ଏହି ସବୁ ଘଟିବା ଦେଖିଲିନ୍ ଓଉ କହିଲେକ୍ ନିହାତି ଓଉ ଠିକ୍ ମାଣୁଷ ଥାଲେକ୍ ଓଉ ଈଶ୍ବର୍ ପୁତ୍ର ଥାଲେକ୍।

40. ୪୦. ଯୀଶୁ କୃଶରେ ମର୍‌ଲେକ୍ — illustration 9

ତାପରେ ଯୋଶେଫ୍ ଆର୍ ନିକଦିମ୍ ଯୀଶୁର୍ ବିଶ୍ବସ୍ କରତେ ଥାବା ଓଉ ଦୁନୁକ୍ ଯିହୁଦୀ ନେତା ଯୀଶୁର୍ ଦେହ ନିବାର୍ ତରେ ପିଲାତ୍ କେ ଅନୁରଧ କରଲିନ୍। ଉରା ଏକ କାପଡେ ଉହାର୍ ଦେହକେ ଢାକାଇଁ ଏକଟା ପାଥର୍ କାଟା ଯା ଥାବାର୍ ଚିର୍ ରଖିଲେଂ। ତାପରେ ଉରା ଚିରେ ମୁଁ ହେର୍ ଏକ ଅଲାଗା ପାଥର୍ ଢାକାଇ ଦିଲେନ୍ ଆର୍ ମୁହାଣ କେ ବନ୍ଦ କରି ଦିଲିନ୍।

ବାଇବଲର ଏକ କାହାଣୀ:ମାଥିଉ ୨୨:୨୭-୬୧; ମାର୍କ ୧୫:୧୬-୪୭; ଲୂକ ୨୩:୨୬-୫୬; ଯୋହନ ୧୯:୧୭-୪୨

Read in the reader

Free to use, adapt, and share under an open license (CC BY-SA 4.0).