41. ୪୧. ପରମେଶ୍ବର୍ ଯୀଶୁକେ ମରାନୁ ଉଠାଏ
ସୈନ୍ୟହେନ୍ ଯୀଶୁକେ କୃଶରେ ତପକା ପରେ, ଅବିଶ୍ବାସୀ ଯିହୁଦୀ ନେତାହେନ୍ ବଇଁକେ କହିଲେନ୍ ସୋଉ ମିଛାବାଦୀ ଯୀଶୁ କଇଛେ ଯେ ଓଉ ତିନ୍ ଦିନ୍ ପରେ ଉଠେକ। କେଉ ଏକ ନକ୍ ନିହାତି ସମାଧିକେ ଜାଗଗି ରହିତେ ପଡେକ୍ ଆର୍ ନିହାତି କଇତେ ପଡେକ ଯେରକମ୍ ଚେଲାହେନ୍ ଉହାର୍ ମରା ଦେହକେ ଚରକରି ନିଯାଇ ପାରଭି ନାହିଁ ଯେ ଓଉ ମାରାନ୍ ଖେର୍ ପାସ୍ ନୁ ଉଠି ଅଛେ।
ପିଲାତ୍ କହିଲେକ୍ କିଛୁକ ସୈନ୍ୟକେ ନି ତୁରାକାର୍ ପାରୁ ପର୍ଯ୍ୟନ୍ତ ଚିର ପାସେ ଭାଲକରି ରଖ। ହଲେ ଉରା ଚିଉର୍ ପାସେ ତୁକୁ ବାଇ ଜାଗାରେ ଥାବା ପାଥର୍ କେ ଢାକାଇଁ ରାଖଲିନ୍ ଆର୍ ସେଠେନୁ ସୈନ୍ୟହେନ୍ ଲେକ ଯେରକମ୍ କେଉ ଉହାର୍ ଦେହକେ ଚର୍ କରି ନାଇଁ ପାରନ୍।
ଯୀଶୁ ଚିରେ ହୋବାର୍ ପରେ ଦିନ୍ ବିଶ୍ରାମ୍ ବାର ଥାଲେକ୍ ଆର୍ ସୋଉ ଦିନ୍ ଚିରକେ ଯାଵା ପାଇଁ ଯିହୁଦୀହେନ୍ କାର୍ ଯାଵାର୍ ଥାଲେକ୍। ହଲେ ବିଶ୍ରାମ୍ ବାର ଦିନରେ ପର ଦିନ୍ ଭର୍ ସକାଳୁ ବହୁତ୍ ମାୟା ଯୀଶୁର୍ ଦେହଇଂ ଆଡିକା ଚରରେ ତେଲ ନିଯାବାର୍ ପାରେ ଡରିଲେନ୍।
ହଠାତ୍ ଏକଟା ବଡ଼ ଭୁମିକମ୍ପ ହୋଲେନ୍। ଝିଲ୍ କା ବାଇ ରକମ୍ ଆଲ ଦେଖାଲେକ୍ ଏକଟା ସର୍ଗନୁ ଦେଖାଲେକ୍। ଚିରେ ଯାଥାବା ପାଥର୍ କେ ଗଡାଇ ସେଉଠେ ବସଲେକ୍। ଯୋଉ ସୈନ୍ୟହେନ୍ ଚିରେ ଜାଗୁଆଳି ଥାଲିନ୍ ଉରା ଡରଇ ଗେଲିନ୍। ମରା ମାଣୁଷ ରକମ୍ ଭୁୟେ ପଡି ଗେଲିନ୍।
ଯୌତବା ମାୟ ନକହେନ୍ ଚିର୍ ପାସକେ ପହୁଁଚିଲେ, ଦୁତ ଉରକେ କଇଲେକ୍ ଡରହ ନାଇଁ। ଯୀଶୁ ଏଠେନ୍ ନାଇନ୍, ଓଉ ଯେରକମ୍ ମରାଇ ମଧ୍ୟନୁ ଜିବିତ୍ ଆଛେ। ଆସ ଆର୍ ଚିରକେ ଦେଖ। ଯୌଉ ଠେ ଯୀଶୁ ଦେହ ଦେଖତେ ଥାଲେକ୍ ମାୟହେନ୍ କବର୍ ଯାଇ ଦେଖିଲିନ୍। ଉହାର୍ ଦେହ ସେଠେ ଥାଲେନ୍ ନାଇଁ।
ତାପରେ ସ୍ବର୍ଗ ଦୁତ ମାୟ ନକହେନ୍ କେ କହିଲେକ୍ ଯାଇ ଚେଲାହେନ୍ କେ କହ, ଯୀଶୁ କାହୀଆଛେ ଆର୍ ତୁରାକାର୍ ଆଗୁ ଗାଲିଲୀକୁ ଜାବେ।
ସୋଉ ମାୟକେ ହେନ୍ ବହୁତ୍ ଡରାଲିନ୍ ଆର୍ ବହୁତ୍ ଖୁସି ହଥାଲିନ୍। ଚେଲାହେନ୍ କେ ଶୁଭ୍ ଖବର୍ କହିବା ପାଇଁ ଉରା ଦୌଡିଲିନ୍।
ଯୋଉତବା ସୋଉ ଶୁଭ୍ ଖବର୍ ଚେଲାହେନ୍ କେ କହିବା ମାତ୍ରେ ଉରା ପାଥର୍ ଥାଲେକ୍ ଯୀଶୁ ଉରକେ ଦେଖା ଦିଲେକ୍ ଆର୍ ଉରକେ ପ୍ରମାଣ କରଲେକ୍ ଯୀଶୁ କଇଲେକ୍ ଡରାହା ନାହିଁ। ଯାଵା ତରେ ମାହାର୍ ଚେଲାହେନ୍ କେ କହ ସୋଉଠେ ଉରା ଆମାକେ ଦେଖିଭିନ୍।
ବାଇବଲର ଏକ କାହାଣୀ:ମାଥିଉ ୨୭:୬୨-୨୮:୧୫; ମାର୍କ ୧୬:୧-୧୧; ଲୂକ ୨୪:୧-୧୨; ଯୋହନ ୨୦:୧-୧୮
Free to use, adapt, and share under an open license (CC BY-SA 4.0).