42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 1

ଯୀଶୁ ଯୋଉ ଦିନ୍ ମରାହେନ୍ କାର୍ ମଧ୍ୟନୁ ଉଠୁଲେନ୍, ଦୁନୁକ୍ ଚେଲାର୍ ପାସେ ଏକ ଉଠାତେ ଯାତେ ଥାଲିନ୍। ଉଦ୍ରା ଚଲାତେ ଥାବା ସମୟେ ଯୀଶୁର୍ ପ୍ରତି ଯାହା ଘଟତେ ଥାଲେକ୍ ସେ ବିଷୟେ ଉର୍ କଥାବାର୍ତ୍ତା ହେତେ ଥାଲିନ୍। ଉରା ଆଶା କରତେ ଥାଲିନ୍ ଯେ ଓଉ ଖ୍ରୀଷ୍ଟ ଥାଲେ ହଲେ ଉହାକେ ମାରିଦିଆ ଯାଥାଥାଲେକ୍। ଏତା ସୌଉ ମାୟା କଇଲେକ୍ ଯେ ଓଉ ଆର୍ ଏକଥର୍ ଜିବିତ୍ ଅଚ୍ଛନ୍ତି। ଉରକେ ଜାଣି ପାରଲିନ୍ ନାଇ କାକେ ବିଶ୍ବସ୍ କରଭିନ୍।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 2

ଯୀଶୁ ସୌଉ ହେନକାର୍ ପାସକେ ପଦୁ ଚୁଲେକ ଆର୍ ଉରାକାର୍ ସଙ୍ଗେ ଚଲାତେ ନାଗାଲେକ୍, ହଲେ ଉରା ଉରାକେ ଚିହ୍ନି ପାରିଲିନ୍ ନାଇଁ। ଉରା ଯୌଉ ବିଷୟେ କଥାବାର୍ତ୍ତା କଥେ ଥାଲିନ୍ ବଲିଓଉ ଉରାକେ ସୁଧିଆଲେକ୍, ଆର୍ କିଛୁକ ଦିନ୍ ପରେ ଯୀଶୁର୍ ସଙ୍ଗେ ଯାହା ସବୁ ଘେଟ୍ ଥାଲେନ୍ ସୌଉ ମୁଖ୍ୟ ଘଟଣା ତାହା ଉରାକାର୍ ଉହାର୍ କଇଲେକ୍। ଉରା ଏକ ନକ୍ ବୁଲାକାର୍ କରତିଛିନ୍ ଯେ କି ଯିରୁଶାଲମରେ ଘଟ ଥାବା ଅ ମାନ୍ତି।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 3

ତାପରେ ଯୀଶୁ ଉରକେ ଆକକନ୍ କରବାକେ ନାଗଲେକ୍ ଯେ ଈଶ୍ବର୍ ଖ୍ରୀଷ୍ଟର୍ ବିଷୟେ କି, କହିଲେକ୍। ଓଉ ଉରାକାର୍ ଭବିଷ୍ୟବାଣୀ ମଣେ ପେକାଇଁକହିଲେକ୍ ଯେ ଖ୍ରୀଷ୍ଟ ଦୁଃଖ ଭୋଗ୍ କରବେକ୍ ଆର୍ ମାରିବା ଆର୍ ତିନ୍ ଦିବସେ ଆର୍ ଏକ ବାର ଉଠେକ୍। ସୌଉ ଦୁନକ୍ ଯୌ ସହାରରେ ଯୋଜନା କରତା ଥାଲିନ୍, ଉରା ଯୌତବା ସୋଉଠିକ୍ ପହୁଚିଲିନ୍, ସାଉତବା ସାଞ୍ଜ ହୋଇ ଦେଥାଲିନ୍।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 4

ସୌ ଦୁ ନକ୍ ଉରାକା ସହ ରହିବାର୍ ତରେ ଯୀଶୁ ଖବର୍ ଦିଲେନ୍, ହୋଲେ ସଉ ଭରା ଉରାକେ ସଙ୍ଗେ ସଙ୍ଗେ ଗେଲିନ୍। ଉରା ଯୌତବା ସାଞ୍ଚେରେ ଖାବାର୍ ତରେ ଗେଲିନ୍, ହଲେ ଯୀଶୁ ଏକ ରୁଟି ଉଠାଇ କଇକେ ଈଶ୍ବରକେ ଧନ୍ୟବାଦ୍ ଦିଲେକ୍ ଆର୍ ଉହାକେ ଭାଙ୍ଗିଲେକ୍। ସାଙ୍ଗେ ସାଙ୍ଗେ ଓଉ ଯୀଶୁ କହି ଉରକେ ଚିନି ପାଲେକ୍। ହଲେ ସୋଉ ସମୟେ ଉ ଉରାକାର୍ ଦୃଷ୍ଟିନୁ ନୁକାଇଂ ଗେଲା।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 5

ସୌ ଦୁ ନକ୍ ଉରା ଉରା କହାକହି ହଲେନ୍ “ସୌ ଯୀଶୁ ଥାଲିନ୍ ସୌ ପାଇଁ ଓଉ ଆମାରାକେ ଈଶ୍ବର ବାକ୍ୟ ବୁଝାବାର୍ ସମୟେ ଆମକାର୍ ଦେହେଇଂକେ ଆଲ ଦି ଥାଲେକ୍। ସାଙ୍ଗେ ସାଙ୍ଗେ ଆମାରା ଯିରୁଶାଲମନେ ଘୁରି ଆସଲେକ୍। ଉର୍ ଯୌତବା ପହଞ୍ଚିଲନ୍, ଉରାକାର୍ ଚେଲ୍ ହେନକେ କହିଲେନ୍ ଯୀଶୁ ବାଞ୍ଚି ଆଛେ , ଆମ୍ରା ଉର୍ହାକେ ଦେକିଛି।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 6

ଚେଲାହେନ୍ ଯୌତବା କଥାବାର୍ତା ହଚେ ଥାଲିନ୍, ଯୀଶୁ ଉରା କରତେ ଥାବା ଘରେ ଉରାକାର୍ ପାସେ ଆସେଲେକ୍ ହଲେ ଆର୍ କହିଲେକ୍, ତୁରାକାର୍ ସବୁ ଶାନ୍ତି ହେଉ। ଚେଲାହେନ୍ ଭାବିଲେ ଯେ ଓଉ ଏକ ନକ ଭୁତ୍, ହଲେ ଯୀଶୁ କହିଲେକ୍ ଯେ, ତୁରା କିରତେ ଡରାତିଚ୍ଛ ଆର୍ ସନ୍ଦେହ କରତିଚ୍ଛ ? ଆମାର୍ ହାତ ଆର୍ ଟେଙ୍ଗ୍ କେ ଦେଖ। ଆମାର୍ ଯେରକମ୍ ଦେହ ଆଛେ ଭୁତ୍ ହେନକାର୍ ସୌଉ ରକମ୍ ଦେହ ଥାଇ ନାହିଁ। ହଲେ ପ୍ରମାଣ କରବାର୍ ପାଇଁ ଓଉ ଖାବାର୍ ତରେ କିଛି ମାଗଲେକ୍। ଉରା ଉହାକେ ରାନ୍ଧା ଯାଥାବା ମାଚ୍ଛ, ଖାଣ୍ଡାଆର୍ ଓଉ ଏ ଗା ଖାକ୍।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 7

ଯୀଶୁ କଇଲେକ୍ “ଆମି ତୁରାକେ କଇ ଥାଲାଇ ଯେ ଆମାର୍ ବିଷୟେ ଈଶ୍ବରରେ ବାକ୍ୟୟୋ ନେଖର୍ ସବୁ ବିଷୟ ନିହାତି ହାସଲ୍ କରବାକେ ପଡେକ୍। ତାପରେ ଓଉ ଉରାକାର୍ ମନକେ ଖୁଲିଦେଲେକ୍ ଯେରକମ୍ ଉରା ଇଶ୍ବରେ ବାକ୍ୟ ବୁଝି ପାରଭିନ୍। ଉରା କହିଲେକ୍ “ଆଗୁନୁ ନେଖାଅଛେ ଯେ ଖ୍ରୀଷ୍ଟ ଦୁଃଖ ଭଗକରି ମରଣ ଭଗ୍ କରେକ୍ ଆର୍ ତିନ୍ ଦିନେ ପୁନରୁତ୍ଥାନ ହୋବେକ୍।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 8

ଶାସ୍ତ୍ରରେ ଆର୍ ହଁ ଲେଖାଅଛେ ଯେ ଅବୁ ଉରାକାର୍ ପାପନୁ କ୍ଷେମା କରବା ତରେ ଆର୍ ଏକ ବାର କହିଭିନ୍ ଯାହା ଚେଲାହେନ୍। ଯିରୁଶାଲମ ନୁ ଆରମ୍ଭ କରି ପାସେ ଜାଭିନ୍। ଓଉ ସବୁ ବିଷୟେର୍ ସଖୀ।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 9

ଆହଁ ଚାଲିସ ଦିନ୍ ଧରି, ଯୀଶୁ ବହୁତ୍ ଥର୍ କଥା ଉହା ଚେଲାହେନ୍ ଦେଖା ଥାଲେକ୍। ଏକ ଥର୍ ଓଉ ଏକା ଥରେ ୫୦୦୦ ନୁ ଅଧିକ ନକ୍ କେ ଦେଖାଲେକ୍। ଓଉ ଯେ ବାଞ୍ଚି ଆଛେ , ଏ ବିଷୟେ ଓଉ ବହୁତ୍ ଥର୍ ଉହାର୍ ଚେଲାହେନ୍ କାର୍ ପାସେ ପ୍ରମାଣ କଲେକ୍, ଆର୍ ଓଉ ଇଶ୍ବରେ ରାଜା ବିଷୟେ ଶିକ୍ଷା ଦିଲେନ୍।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 10

ଯୀଶୁ ଉହାର୍ ଚେଲାହେନ୍ କେ ସର୍ଗ ଆର୍ ପୃଥିବୀ ସବୁ ଅଧିକାର ଆମାକେ ପ୍ରଦତ ହୋଛେ । ଅତଏବ ଯାଉ ସବୁ ନକଦଳ ପାସକେ ଯାଇଁ ବାପେ, ବେଟା ଆର୍ ପବିତ୍ରା ଆତ୍ମା ନାମେ ଉରାକେ ଦୁବନ୍ ଦିଇଂ ଆର୍ ଆମି ତୁରାକେ ଯୋଉ ଯୋଉ ଆଦେଶ୍ ଦିଇଛି ସୋଉ ସବୁ ପାଲାନ୍ କରବାକେ ଶିକ୍ଷା ଦିଇଂ। ଚେଲା ରଖେ ସ୍ମରଣ ରଖ, ଆମି ସବୁବେଲ ତୁରାକାର୍ ପାସେ ପାସେ ଅଛି।

42. ୪୨. ଯୀଶୁଙ୍କ ସ୍ଵର୍ଗକୁ ପ୍ରତ୍ୟାଗମନ — illustration 11

ଯୀଶୁର୍ ମରା ଚାଲିସ୍ ଦିନ୍ ପରେ ଓଉ ଉହାର୍ ଚେଲାହେନ୍ କେ କହିଲେକ୍ “ସାଫ୍ ଆତ୍ମା ତୁରାକାର୍ ଉପରେ ଆବ୍ରଣ କରବା ସମୟେ ଆମାର୍ ବାଇଂ ତୁରାକେ ଯତୁକ୍ ପର୍ଯ୍ୟନ୍ତ ଶକ୍ତି ନାଇଁ ଦେଇ ସେ ପର୍ଯ୍ୟନ୍ତ ଯିରୁଶାଲମରେ ରହିଁ ଥାହା। ତାପରେ ଯୀଶୁ ସର୍ଗକେ ଗେଲା ଆର୍ ଏକ ମେଘେ ଉହାର୍ ଦୃଷ୍ଟିନୁ ଯୀଶୁକେ ନୁକାଇ ଗେଲା। ଯୀଶୁ ସବୁ ବିଷୟେ ଉପରେ କୋଇଥାବା ତରେ ଈଶ୍ବରର୍ ଦକ୍ଷିଣ ପାସେ ବସି ଥାଲେକ୍।

ବାଇବଲର ଏକଟା କାହାଣୀ:ମାଥିଉ ୨୮:୧୬-୨୦; ମାର୍କ ୧୬:୧୨-୨୦; ଲୂକ ୨୪:୧୩-୫୩; ଯୋହନ ୨୦:୧୯-୨୩; ପ୍ରେରିତ ୧:୧-୧୧

Read in the reader

Free to use, adapt, and share under an open license (CC BY-SA 4.0).