43. ୪୩. ମଣ୍ଡଳୀର୍ ଆରମ୍ଭ
ଯୀଶୁ ସ୍ବର୍ଗକେ ଗେଲା ପରେ, ଯୀଶୁ ଯେରକମ୍ ଆଦେଶ ଦିଲେକ୍ ସଉ ରକମ୍ ଚେଲାହେନ୍ ଯିରୁଶାଲମରେ କରଲିନ୍। ବିଶ୍ବାସୀହେନ୍ ସୌଠି ପ୍ରାର୍ଥନା କରବର ତରେ ସୁତିଏ ଏକାଠେ ରହିଲିନ୍।
ରୁଟିର ପରବ୍ ୫୦ ଦିନ୍ ପରେ ସବୁ ବର୍ଷ ଯିହୁଦୀହେନ୍ ପେଣ୍ଟିକଷ୍ଟ ନାମେରେ ଏକଟା ଗୁରୁଦିବମ ପାଳନ କରତେ ଥାଲିନ୍। ପେଣ୍ଟିକଷ୍ଟ ହେଇଠେ ସୋଉ ସମୟେ ଯୋଉ ତଦାକି ଯିହୁଦୀହେନ୍ ଧାନ୍ ଅମଳ ହବାର କରନ୍। ପେଣ୍ଟିକଷ୍ଟ ଏକଠି ପାଳନ କବା ପାଇଁ ସମଗ୍ର ଜଗତେ ଯିହୁଦୀହେନ୍ ଯିରୁଶାଲମକେ ଆସଲେ। ଓଉ ବର୍ଷ ଯୀଶୁ ସ୍ବର୍ଗକେ ଯାଇଁ ପ୍ରାୟ ଏକ ସପ୍ତାହ ପରେ ପେଣ୍ଟିକଷ୍ଟ ଦିନ୍ ଆସଲେନ୍।
ବିଶ୍ବାସୀହେନ୍ ହୋଉତବା ଏକଠେ ଥାଲିନ୍ ଯୋଉ ଘରେ ଉରା ଥାଲିନ୍ ବହୁତ୍ ବଡ଼ ବାସିତସାଡା ରକମ୍ ଏକଟା ସାଡା ଆୟ ସୋଉ ଜାଗାରେଇଂ ଭର୍ତୀ ହଲେକ୍। ତାପରେ ଆଙ୍ଗୁନ୍ ରକମ୍ ଜିବଶା ସବୁକେ ବିଶ୍ବାସୀହେନକାର୍ ମୁଣ୍ଡ ଉପରେ ଦେଖାଲେକ୍। ଉରା ସୁବୁ ପବିତ୍ର ଆତ୍ମାୟ ପୁର୍ଣ ହଲିନ୍।
ଯୌତବା ଯିରୁଶାଲମରେ ଥିବା ନକ୍ ଓଉ ସାଡା ଶୁଣୁଲେକ୍ କହିଲେକ୍ ସେପା ଦେକେତେ ନକ୍ ବହୁତ୍ ଭିଡ ହଲେ। ଈଶ୍ବରରେ ଚମକ୍ ଟା କାମକେ ବିସୁ ଆସିହେନ୍ ଘସଣା ନକହେନ୍ ଜବା ଶୁଣୁଲେନ୍, ଉରା ଚମକି ହଇଂ କାରଣ ଉରା ସେପାକେ ତୁରୁକାର୍ ନିଜେଇ ଭାଷାଇଂ କଇତେ ଥାବା ଶୁଣାଲେକ୍।
କିଛୁ ନକ୍ ଚେଲାହେନ୍ ମାତାଲ୍ ହୋଥାବାର୍ ଅଭିଜଗ୍ କରଲିନ୍। ହଲେ ପିତର ଡାଣ୍ଡାଇ ଉରକେ କଇଲେକ୍ ଆମାର୍ କଥା ଶୁଣ। ଓଉ ସବୁ ନକ୍ ମାତାଲ ହନ୍ ନାହିଁ। ଏଗା ଯୋଏଲ୍ ଭାବବାଦୀ କରତେ ଥାବା ଭାବବାଣୀସଫଲ୍ ହଲେକ୍, ଯୋଉଠେ ଈଶ୍ବର୍ କଇଲେକ୍ ଶେଷ କାଲେ ଆମରା ତୁମ ଆତ୍ମା ଢାଳିବା।
ହେ ଇସ୍ରାଏଲୀୟ ନକ୍ ହେନକେ, ଯୀଶୁ ଏକଟା ନକ ଥାଲେକ୍ ଯେ ଈଶ୍ବରରେ ଶକ୍ତି ଦ୍ବାରା ବହୁତ୍ ମହତ୍ ଆର୍ ଚମକ୍ ଇଂ ସବୁ କରଲେକ୍, ଯାହା ତୁରା ଦେଖି ପାରତିଛ ଆର୍ ଜାଣଛ। ହଲେ ତୁରା ଉରାକେ କୃଶେ ମାରାଲିନ୍।
ଯଦିଓ ଯୀଶୁ ମରଲେକ୍ ତଥାପି ଈଶ୍ବର ଉର୍ହାକେ ମରାଠେନୁ ଉଠାଲେକ୍। ଉହାର୍ ଅଉ ଭାବବାଣୀ ହାସକ କରେ, ଯାହା କହେ ତୁରା ଉହାର ପବିତ୍ରା ହେନ୍ ତାଲେ ସମାଧିଏ ଧୁଇ ପେକାତେ ଦିଉନାହିଁ। ଈଶ୍ବର ଯେ ଯୀଶୁର୍ ଆର୍ ଏକବାରରେ ଜୀବନ୍ ଦାନ୍ କରଛନ୍ ତୁରା ସାକ୍ଷୀ ରହ।
ଏତା ଯୀଶୁ ବାପାରେ ଦକ୍ଷିଣ ପାସେ ଆଛେ। ଆର୍ ଯୀଶୁ ଯୋଉ ପ୍ରକାର ପବିତ୍ରା ଆତ୍ମାକେ ଦିଲେନ୍ ଏତା ତୁରା ଯୋଉ ବିଷୟେ ଦେଖଛ ଆର୍ ଶୁଣୁଛ ସୋଉ ସବୁ ଆତ୍ମା ଘଟା ଛନ୍।
ପିତର ତରାଇଆନ ଆର ସକ କ୍ରୁଶବିଦ୍ଧ କରିଅଛନ୍ତି କାଆ ବିଶ୍ୱାସ ଯିହୁଦୀ ଦେଖିଉଲେକୁ ଯୀଶୁ ସିପାହି ଯୀଶୁ ଗଜନୋଇ ଖାହାତୀଚେ ଦଶତୋଇ!”
ନକହେନ୍ ବାଇ ପିତରକେ କଥା ସୁଣୁଲେ ଆର୍ ଓଉ କହିଥାବା କଥା ଯୋଉ ଗହିର୍ ଭାବେ ଜଗାଡ଼ ହଲେନ୍। ହଲେ ଉରାକାର୍ ବାଇ, ଆର୍ ଅନ୍ୟ ଚେଲାହେନ୍ ସୁଧିଆଲିନ୍ ଭାଇରା ଆମରା କି କରବ୍ ?
ପିତର ଉରାକେ ଉତ୍ତର ଦିଲେକ୍ ତୁରା ସବୁ ଯୀଶୁ ଖ୍ରୀଷ୍ଟରେ ନାମେ ଦୁବନ୍ ନେହ ଯେରକମ୍ ଈଶ୍ବର୍ ତୁରାକାର୍ ପାପ୍ କ୍ଷମା କରେକ୍। ତାପରେ ପବିତ୍ରା ଆତ୍ମା ଦାନ୍ ଦେକ୍।
ପ୍ରାୟ ୩୦୦୦ ନକହେନ୍ ପିତର କହିବାର୍ କଥା ବିଶ୍ବାସ୍ କରି ଯୀଶୁର୍ ଚେଲା ହଲିନ୍। ଉରା ବିଶ୍ବାସ୍ କରି ଯିରୁଶାଲମରେ ଥାବା ମଣ୍ଡଳୀର ଏକଟା ଅଂଶ ହଲେନ୍।
ଚଲାହେନ୍ ସୁସ୍ତି ଭାବେର୍ ପ୍ରଥମ୍ ଚେଲାମାନେ ଶିକ୍ଷା ଶୁଣୁତେ ନାଗଲିନ୍, ଏକଠେ ସମୟ କଟାଲିନ୍, ଏକଠେ ଖାଲିନ୍ ଆର୍ ଏକଠେ ପ୍ରାର୍ଥନା କରଲିନ୍। ଉରା ଏକାଠେ ଇଶ୍ବରେ ପ୍ରଶଂସା କରବା ପାଇଁ ଆନନ୍ଦ କରଲିନ୍ ଆର୍ ଉରକାର୍ ଯାହ ଯାହ ଥାଲିନ୍ ତାହା ନିଜେର୍ ନିଜେର୍ ମଧ୍ୟେ ଭାଗ କରି ନିଲିନ୍। ପ୍ରତେକ୍ ସବୁର୍ ମଂଗଲ କାମନା କରନେ ଥାଲିନ୍। ସବୁ ଦିନ୍ ଅଧିକାନୁ ଅଧିକା ନକହେନ୍ ବିଶ୍ବାସୀ ହତେ ଥାଲିନ୍।
ବାଇବଲ୍ ର୍ ଏକ କାହାଣୀ: ପ୍ରେରିତ ୨
Free to use, adapt, and share under an open license (CC BY-SA 4.0).