44. ୪୪. ପିତର ଆର୍ ଯୋହନ ଏକ ଭିକ୍ଷୁକ ସୁସ୍ଥ କରିଲିନ୍
ଏକ ଦିନ୍, ପିତର ଆର୍ ଯୋହନ ମନ୍ଦିରକେ ଯାତେ ଥାଲିନ୍। ଉରକାର୍ ଯୌତବା ମନ୍ଦିର ଦୁଆରେ ପହୁଚୁଲିନ୍, ଉରା ଏକ ଛଟାକେ ମାଗତେ ଥାବାର୍ ଦେଖିଲିନ୍।
ପିତର ଛଟା ନକ୍ ପ୍ରତି ଦେଖି କରି କଇଲେକ୍ ଦେବାର୍ ତରେ ଆମାର୍ ପାସେ ଟାକା ନାହିଁ। ହଲେ ଆମାର୍ ଯାହା ଆଛେ ତାହା ଆମି ତକ୍ ଦିଠି ନାଜରିତିୟ ଯୀଶୁକେ ମନେ କର ଉଠ ଚଲ।
ସାଙ୍ଗେ ସାଙ୍ଗେ, ଈଶ୍ବର ସଉ ଛଟାକେ ଭାଲ୍ କରଲେକ୍ ଆର୍ ଓଉ ଚାରିଆଡେ ଡେଙ୍ଗି ଉଠି ଚାଲି ବୁଲୁତେ ନାଗଲେକ୍। ମନ୍ଦିର ପାସେ ଥାବା ନକହେ ଚମକି ରହି ଗେଲେନ୍।
ଯୌ ନକଟା ସୁସ୍ଥ ହୋ ଥାଲେନ୍ ଉହାକେ ଦେଖବାର୍ ତରେ ନେଖର୍ ଭିଡ଼ ନାଗିଗେଲା। ପିତର ଉରକେ କହିଲେକ୍ ଓଉ ନକ ଭାଲ୍ ହବାର୍ ତୁରା କିପାଇଁ ଚମକୁତିଛ ? ଆମାର୍ ର୍ ଶକ୍ତି ଆର୍ ଅସୁଦ୍ ଯିଇଂ ଭାଲ ନାହିଁ ଭାବ। ଏଟା ଯୀଶୁ ଶକ୍ତି ଆର୍ ଯୀଶୁ ପ୍ରଦାନ୍ କରଥାବା ବିଶ୍ବାସ ଯାହା ଓଉ ନକକେ ଭାଲ୍ କରଛେ।
ତୁରାଉ ଓଉ ଯୀଶୁକେ ମୋରାବା ତରେ ରୋମୀୟ ଶାସକକେ କହିଥାଲ। ତୁରା ଜୀବନରେ କାମିଆକେ ମରାଲ, ହଲେ ଈଶ୍ବର୍ ଉହାକେ ମରଣରେ ଉଠାଇ ଦିଛ। ତୁରା ଯାହା ଯାହା କରଛ ଯଦି ବୁଝି ପାର ନାହିଁ, ତଥାପି ଖ୍ରୀଷ୍ଟ ଯେ ଦୁକ୍ ଭୋଗ୍ କରି ଓଉ ଭାବବାଣୀ ସାଫା କରବା ତରେ ଈଶ୍ବର ତୁରାକେ କାମକେ ବେଭାର୍ କଲେ। ହୋଲେ ଏତା ଶୁଣ ଆର୍ ଇଶ୍ବରେ ପାସକେ ଯାହା ଯେରକମ୍ ତୁରାକାର୍ ପାପକେ ସାଫା କରାଯାଏ ପାରେକ୍।
ପିତର ଆର୍ ଯୋହନ ଯାହା କତେ ଥାଲିନ୍ ତାହା ଶୁଣି ମନ୍ଦିରରେ ନେତାହେଁ ରାଗି ଗୋଥାଲିନ୍। ଆର୍ ଉରାକେ ଉରାକାର୍ ଧରି ଆଣି ଜେଲ୍ ରାଖିଲିନ୍। ହଲେ ବହୁତ୍ ନକ୍ ପିତରରେ ଖବରକେ ବିଶ୍ବାସ କରଲିନ୍ ଆର୍ ଯୀଶୁକେ ବିଶ୍ବାସ୍ କଥାବା ନକହେନ୍ କାର୍ ସଂଖ୍ୟା ୫୦୦୦ ପହୁଚୁଲେକ୍।
ପସୁ ଦିନ୍ ଯିହୁଦା ନେତା ହେନ୍ ପିତର ଆର୍ ଯୋହନକେ ବଡ଼ ଜାଜକ୍ ଆର୍ ଅଲଗା ଧର୍ମଗୁରୁର ପାସକେ ଆଣିଲିନ୍। ଉରା ପିତର ଆର୍ ଯୋହନକେ ସୁଧିଆଲେନ୍ କି ଶକ୍ତି ଏ ତୁରା ଓଉ ଛଟାକେ ଭାଲ୍ ଲରଲ୍ ?
ପିତର ଉରକେ ଉତ୍ତର ଦିଲନ୍ ଓଉ ନକ ଯୀଶୁ ଖ୍ରୀଷ୍ଟରେ ଶକ୍ତିଏ ଭାଲ ହୁଇ ଉଠୁଛେ। ତୁରା କେ ଯୀଶୁର୍ କୃଶେ ବିଦ୍ଧା କଲା, ହଲେ ଈଶ୍ବର ଉରକେ ଆର୍ ଏକବାର ବାଚାଲେକ୍। ତୁରା ତୁରାକାର୍ ଆର୍ ଏକ ବାର କଇଛେ ହଲେ ଉଧାର୍ ତରେ ଯୀଶୁ ଶକ୍ତି ଛାଡା ଆର୍ କିଛୁ ଉପାଇଁ ନାଇଁ।
ପିତର ଆର୍ ଯୋହନ ଅତ ସାହାସ୍ କଥା କଇଥାବା ଦେଖି ନେତାହେନ୍ ଚମକୁବା କାରଣ ଉରା ଦେଖେକେଲି ଯେ ସାଧାରଣ ନକହେନ୍ କେ ଅଶିକ୍ଷିତ ଥାଲିନ୍। ହଲେ ପେଛୁ ଉରା ନସ୍କାର୍ କରଲିନ୍ ଯେ ଉରା ଯୀଶୁର୍ ସଙ୍ଗେ ଥାଲିନ୍। ଉରା ପିତର ଆର୍ ଯୋହନକେ ଧମାଲିନ୍ ପେଛୁ ଛାଡି ଦିଆଲିନ୍।
ବାଇବଲର ଏକ କାହାଣୀ:ପିତର ୩:୧-୪:୨୨
Free to use, adapt, and share under an open license (CC BY-SA 4.0).