45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 1

ଆଦ୍ୟ ମଣ୍ଡଳୀର୍ ନେତାହେନ୍ କାଠେନୁ ସ୍ତିଫାନ୍ ନାମେର୍ ଏକ ନକ୍ ଥୀଲକ୍। ଓଉ ସୁଖ୍ୟାତି ଥାଲେକ୍ ଆର୍ ସୌଉ ସବୁ ଭାଲ୍ ଆତ୍ମା ଆର୍ ବୁଦ୍ଧିଏ ଭର୍ତ୍ତି ହଥାଲେକ୍ ସ୍ତିଫାନ୍ ବହୁତ୍ ଆଶ୍ଚର୍ଯ୍ୟ କାମ୍ କଲେକ୍ ଆର୍ ଭାବୀ ବିଚାର୍ କରଲେ ଯେରକମ୍ ନକହେନ୍ ଯୀଶୁର୍ ପାସେ ବିଶ୍ବାସ୍ କରଭିନ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 2

ଏକ ଦିନ୍ ଯୌତବା ସ୍ତିଫାନ୍ ଯୀଶୁ ବିଷୟେ ଶିକ୍ଷା ଦିତେ ଥାଲେନ୍, ସୌତବା ଯୀଶୁର୍ ପାସେ ବିଶ୍ବାସ ନାଇ କରବା କୋତେକ୍ ନକ୍ ଯିହୁଦୀ ସ୍ତିଫାନ୍ ଉହାର୍ ଯୁକ୍ତିତର୍କ କତେ ନାଗଲେନ୍। ଉରା ବହୁତ୍ ହିସା ହୋଥାଲିନ୍ ଆର୍ ସ୍ତିଫାନ୍ ବିଷୟେରେ ବଡ଼ ନେତା ହେନକେ ମିଛା କହିଲିନ୍। ଉରା କହିଲିନ୍ ଆମରା ତୁରାକେ ମୋଶା ଆର୍ ଈଶ୍ବରରେ ବିରୁଦ୍ଧଏ କଥା କଇବାର୍ ଶୁନୁଛୁ। ହେଲେ ବଡ଼ ନେତା ସ୍ତିଫାନ୍ କେ ଜବତ୍ କରଲିନ୍ ଆର୍ ହିନ୍ କାଇ ଆର୍ ଯିହୁଦୀ ହେନ୍ କେ ନେତାର୍ ପାସକେ ଉରକେ ଆଣଲେନ୍ ଯୋଉଠେ ସ୍ତିଫାନରେ ବିରୁଦ୍ଧରେ ମିଛା ସାକ୍ଷୀ ଥାଲେକ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 3

ବଡ଼ ଜାଜାକ୍ ସ୍ତିଫାନ୍ ସୁଦିଆଲେକ୍ ଓଉ ସବୁ କଥା କି ସଥଉ ? ଆବ୍ରାହମକେ ସମୟରେ ଆରମ୍ଭ କରି ଯୀଶୁକେ ପର୍ଯ୍ୟନ୍ତ ଈଶ୍ବର୍ ଯେଉଁ ସବୁ ବଡ଼ ବଡ଼ କାମ୍ କରଥାଲିନ୍ ସେଠେନୁ ବହୁତ୍ ସ୍ମରଣ କରାଇ ଦିଲିନ୍ ଉରାକାର୍ ଉତ୍ତର ଦେଇଂ କହିଲେକ୍ ଯେ ଈଶ୍ବର୍ ନକହେନ୍ କିରକମ୍ ଚିନ୍ତାଭାବେ ଉରକାର୍ ଅମାନ୍ତି ହୋତେଥାଲେକ। ତାପରେ ଓଉ କହିଲେକ୍ ହେ ଠାତଣ ହୃଦୟ ବିରଧି ନକହେନ୍ ତୁରାହେନ୍ ସାବୁ ପ୍ରତିରଧ ଆତ୍ମାକେ ବିରୁଦ୍ଧ କରତିଛନ୍, ଯେରକମ୍ ତୁରା ଆଗୁକାର୍ ମାଣୁଷହେନ୍ ଦବୁ ଈଶ୍ବରରେ ପ୍ରତିରଧ କରି ଉରକାର୍ ଭାବବାଦୀ ହେନେକେ ମରାଇଁ ଦିଥାଲିନ୍। ହଲେ ଉରା ଆଧିକା ହିନ୍ କରତିଛନ୍ ତୁରା ଖ୍ରୀଷ୍ଟିଆନ ମରଇଂ ଦିଛ।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 4

ଯୌତବା ଧର୍ମ ନେତାହେନ୍ ଏଗା ଶୁଣି, ଉରା ଏତ୍ ରାଗି ଗେଥାଲିନ୍ ଯେ ଉରା ଉରକେ କନକେ ଚିପିଧରି ଅତ ଖାରାପ୍ ହୁରି କନକେ ହୁରି କରବା ପାଇଁ ପାଥର୍ ମାରଲେକ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 5

ସ୍ତିଫାନ୍ ମରବାର ସମୟେ ଜୁର୍ କରି ହୁରି କଲେକ୍ ଆର୍ କହିଲେକ୍ “ହେ ଯୀଶୁ ଆମାର୍ ଆତ୍ମାକେ।“ ତାପରେ ଓଉ ଆଠୁଆ ପଡି ଆର୍ ଏକବାର ଜୁର୍ କରି କଇଲେକ୍ “ହେ ପ୍ରଭୁ ଏ ପାପୀ ଉରକର୍ ନାମେ ଗଣନା କରନାଇଁ।“ ତାପରେ ଓଉ ମରିଗେଲା।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 6

ସାଉଲ ନାମେର୍ ଏକ ନକ୍ ସ୍ତିଫାନକେ ମରାତେ ଥାବା ନକ୍ ହେନକାର୍ ସହ ଏକ ରକମ୍ ଥାଲିନ୍ ଯେ ମରାହେନ୍ ମରାତେ ଥାବା ସମୟେ ଉରାକାର୍ କାପଡ଼ ଗା ଯାଗତେ ଥାଲିନ୍। ସୋଉ ଦିନ୍, ଯିରୁଶାଲମତେ ଥାବା ନକହେନ୍ ଯୀଶୁର୍ ପେଛୁ ପେଛୁ ଚଲା ହେନକେ କଷ୍ଟ କରତେ ଆରମ୍ଭ କରଲେନ୍, ହୋଲେ ବିଶ୍ବାସୀହେନ୍ ଯେଯଉ ଆଡେ ଦୌଡି ପାଳାଲିନ୍। ହୋଲେ ଓଉ ସବୁ ସତ୍ତ୍ବେ, ଉରା ଯୋଉ ଯୋଉ ଜାଗାକେ ଗେଲିନ୍ ସେଉଠେ ଯୀଶୁର୍ କାଥା ପ୍ରଚାର୍ କରଲିନ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 7

ଯୀଶୁର୍ ଏକ ନକ୍ ଚେଲା ଜାହାର୍ ନାମ ଫିଲିପ୍ପ ଯିରୁଶାଲମରେ କଷ୍ଟ ପାବା ଶାକଶେ ପାଳାଇ ଯାଥାବା ବିଶ୍ବାସୀହେନ୍ କାର୍ ଉତନୁ ଏକ ନକ୍ ଥାଲେକ୍। ଓଉ ଶମରୀୟକେ ଯାଇଁ ସେଠେ ଯୀଶୁର୍ ବିଷୟେ ପ୍ରଚାର୍ କଲେକ୍ ଆର୍ ବହୁତ୍ ନକ ସେଠେ ଉଧାର୍ ପାଲିନ୍। ତାପରେ ଏକ ଦିନ୍ ଈଶ୍ବରରେ ଏକ ଦୁଟ୍ ଫିଲିପ୍ପକେ ପାସ୍ ଆସି ମରୁଭୁମୀୟେ ପଡିଥାବା ଅଲଗା ବାଟ ଦିଁ ଯାବାରତେ କହିଲେକ୍ ଓଉ ଯୌତବା ବାଟଦିଁ ଯାତେ ଥାଲେକ୍ ଫିଲିପ୍ପ ଦେଖଲେକ୍ ଇଥିଓପିଆ ରାଜା ପରିବାରରେ ଏକ ନକ୍ ପଦବୀର୍ ବଡ଼ ମର୍ମଚାରୀ ଉହାର୍ ରଥେ ଆସିଠେ। ସୋଉ ନଖେର୍ ପାସ୍ କେ ଯାଏଁ ଉହାର୍ ସଙ୍ଗେ କଥାହବା ପବିତ୍ରା ଆତ୍ମା ଫିଲିପ୍ପକେ କଇଲେକ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 8

ଫିଲିପ୍ପ ଯୋଉତବା ରଥେର୍ ପାଖାପାଖୀ ହଲେକ୍ ସୋଉ ଇଥିଓପିଆ ନକ୍ ଯିଶାଇୟ ଭାବବାଦୀର୍ ବଇନୁ କରତେ ଥାବା ଶୁଣୁଲେକ୍। ସେଉ ନକ୍ ପାଠ୍ ପାଠ୍ କରତେ ଥାଲେକ “ଉରା ମେଣ୍ଧା ସମାନ ଉରାକାର୍ ହଟ ହେବା ତରେ ନିଲିନ୍ ଆର୍ ଚୁପ୍ ମେଣ୍ଧା ସମାନ ଓଉ କିଯେର୍ ମୁହୁଁ ଖୁଲେକ୍ ନାଇ। ଉରା ଉହାକେ ଖାରପ୍ ଦେବହାର୍ କରଲିନ୍ ଆର୍ ଉରାକେ ସାମନାୟ କରଲେକ ନାହିଁ ଉରା ଉରାକାର୍ ଠେନୁ ଜୀବନ୍ ନିଲିନ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 9

ଫିଲିପ୍ପ ଯୋଉତବା ରଥେର୍ ପାଖାପାଖୀ ହଲେକ୍ ସୋଉ ଇଥିଓପିଆ ନକ୍ ଯିଶାଇୟ ଭାବବାଦୀର୍ ବଇନୁ କରତେ ଥାବା ଶୁଣୁଲେକ୍। ସେଉ ନକ୍ ପାଠ୍ ପାଠ୍ କରତେ ଥାଲେକ “ଉରା ମେଣ୍ଧା ଉରା ଉହାକେ ଖାରପ୍ ଦେବହାର୍ କରଲିନ୍ ଆର୍ ଉରାକେ ସାମନାୟ କରଲେକ ନାହିଁ ଉରା ଉରାକାର୍ ଠେନୁ ଜୀବନ୍ ନିଲିନ୍। ସୋଉ ନଖେର୍ ପାସ୍ କେ ଯାଏଁ ଉହାର୍ ସଙ୍ଗେ କଥାହବା ପବିତ୍ରା ଆତ୍ମା ଫିଲିପ୍ପକେ କଇଲେକ୍

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 10

ଯୀଶୁର୍ ବିଷୟେ ଥାବା ସୁଭ୍ ଖବର୍ କହିବା ତରେ ଫିଲିପ୍ପ ଅଲଗା ଶାସ୍ତ୍ର ମଧ୍ୟ ବୁଝାଲେକ୍। ଯୌତବା ଫିଲିପ୍ପ ଆର୍ ଇଥିଓପିଆ ଯାତ୍ରା କତେ ଥାଲିନ୍, ଉରାକେ ଏକ ପାଣି ପାସକେ ଆସଲିନ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 11

ଇଥିଓପିଆ ନକ୍ କହିଲେକ୍ ଦେଖତ ଏଠେ କିଛୁକ୍ ପାଣି ଥାଛେ ଉଦନ୍ ହଇପାରେକି ? ଆର୍ ଓଉ ଉହାର୍ ରଥ୍ ଚଲାକେ ରଥ୍ ଅଟକା ବାର ତରେ କହିଲିନ୍। ହଲେ ଉରା ପାଣି ପାସେ ଆଳାଲିନ୍ ଆର୍ ଫିଲିପ୍ପ ସେହି ଇଥୀଓପିଆକେ ଦୁବନ୍ ଦିଲେନ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 12

ଉରା ପାଣିନୁ ଉଠି ଆସିଲିନ୍ ପରେ ପବିତ୍ରା ଆତ୍ମା ଫିଲିପ୍ପକେ ଅଲଗା ଏକଟା ଜାଗାକେ ନିଗେଲିନ୍ ଯୌଠେ ଓଉ ଯୀଶୁର୍ ବିଷୟେ ନକ୍ ହେନକେ ସବୁବେଲ କଇବାକେ ନାଗେନ୍। ଇଥିଓପିଆ ଉହାର୍ ଘର ପଟ ଯାତ୍ରା ଆଜ୍ ରାଖିଲେକ୍, ଓଉ ଯୀଶୁକେ ଜାଣଲେକ୍।

45. ୪୫. ସ୍ତିଫାନ୍ ଆର୍ ଫିଲିପ୍ପ — illustration 13

ବାଇବଲର ଏକଟା କାହାଣୀ:

ପ୍ରେରିତ ୬:୮-୮:୫; ୮:୨୬-୪୦୪୬

Read in the reader

Free to use, adapt, and share under an open license (CC BY-SA 4.0).