46. ୪୬. ସ୍ତିଫାନ୍ କେ ମରାବା କେ ହେନ୍କେ ପଶାକ୍ ଜାଗତେ ଥାବା ଛଣ୍ଡା ଏକ ନକ୍ ସାଉଲ୍ ଥାଲେକ୍।
ଯେ ଯୀଶୁର୍ ପାସେ ବିଶ୍ବସ୍ କରଲେ ନାଇଁ, ହୋଲେ ସେ ବିଶ୍ବାସୀ ହେନକେ କଷ୍ଟ କର ଥାଲିନ୍। ସବୁ ମରଦ ଆର୍ ମାୟା କେ ଯେରକମ୍ ବାନ୍ଧି ଆଣିବର ଓଉ ଯିରୁଶାଲମ୍ ରେ ଥାବା ସବୁ ବିଶ୍ବାସ୍ ଘୋରେ ତୁକୁତେ ଥାଲିନ୍ ଆର୍ ଜେଲ୍ ରେ ବାନ୍ଧି କର ତେ ଥାଲିନ୍। ଦମ୍ମେସକରେ ଥାବା ଖ୍ରୀଷ୍ଟିଆନ ହେନେକ୍ କେରକମ୍ ସାଉଲ ଧରି ଯିରୁଶାଲମ୍ ଆଣବାରେ ସୌ ପାଇଁ ଉ ବଡ଼ ଜାଜକ୍ ଆଦେଶ ଦିଲେକ୍। ସାଉଲ ସୌତବା ଦମ୍ମେସକ ବାଟରେ ଯାତେ ଥାଲେକ୍ ଆକାଶନୁ ଅତି ସାଫା ଆଲ ଉହାର୍ ଚାରି ଆଡେ ଝାକ୍ ଉଠୁଲେକ ଆର୍ ମାଟିଏ ଗୋଡି ଗେଲା।
କେଉ ଏକ ନକ୍ କଇବାର୍ ସାଉଲ ଶୁଣୁଲେକ୍, ସାଉଲ ସାଉଲ ତୁଈଂ କି କତେ ଆମାକେ କଷ୍ଟ ଦିତିଛୁ ? ସାଉଲ ସୁଧିଆଲେକ୍ ପ୍ରଭୁ ତୁରା କେ ? ଯୀଶୁ ଉତ୍ତର ଦିଲେକ୍ ଆମି ଯୀଶୁ। ତୁରା ଆମାକେ ଦିତୀଛା। ସାଉଲ ଯୌତବା ଉଠୁଲେକ୍, ଓଉ କିଛୁ ଦେଖି ପାଲେକ୍ ନାହିଁ।
ଉରାକାର୍ ବନ୍ଧୁହେନ୍ ଉହାକେ ଦମ୍ମେସକ ତରେ ବାଟ ବାତାଇ ଦିଲେନ୍। ସାଉଲ ତିନି ଦିନ୍ ପର୍ଯ୍ୟନ୍ତ ଖାଲେକ୍ ନାହିଁ କି ଗିଳିଲେକ୍ ନାହିଁ। ହନନୀୟ ନାମେର୍ ଏକ ନକ୍ ଚେଲା ଦମ୍ମେସକରେ କରତେ ଥାଲେନ୍।
ଈଶ୍ବର୍ ଉରାକେ କଇଂଲେକ୍ ସାଉଲ ଉଅରତେ ଥାବା ଘରକେ ଯାଆ। ଉହାର ଉପରେ ହାଟ୍ ରଖି ଯେରକମ୍ ଉ ଦୃଷ୍ଟିଶକ୍ତି ଘୁରାପାକ୍। ହଲେ ହନନୀୟ କଇଲେକ୍ ପ୍ରଭୁ ଓଉ ନକ୍ କିରକମ୍ ବିଶ୍ବାସୀ ହେନକେ କଷ୍ଟ କରଛେ ଆମି ଶୁଣୁଛି। ଈଶ୍ବର୍ ଉରକେ ଉତ୍ତର ଦିଲେକ୍ ଯାଆ ଯିହୁଦୀ ଆର୍ ଅଲଗା ନକଦଲ ହେଁ ପାସେ ଆମାର୍ ନଂ କହିବାର୍ ମାନେ ଆମୀ ଉରକେ କଇତେ କଇଛି। ଓଉ ଆମାର୍ ନଂ ସକାଶେ ବହୁତ୍ ଦୁଃଖ କଷ୍ଟ ପାକ୍। ହଲେ ହନନୀୟ ସାଉଲ ରହିତେ ଥାବା ଘରକେ ଗେଲିନ୍, ଉହାର୍ ଉପରେ ଉହାର୍ ହାତ ରାଖାଲେକ୍ ଆର୍ କହିଲେକ୍ ତୁରା ଏତିକେ ଆସିବା ସମୟେ କେଉ ଯୀଶୁ ତୁରକେ ଦେଖାହ ଥାଲେକ୍ ଉ ଆମାକେ ତୁରାକାର୍ ପାକେ ପାଠାଛେ, ଯେରକମ୍ କି ତୁରା ଦୃଷ୍ଟି ଶକ୍ତି ଘୁରାଇ ପାବେ ଆର୍ ପଦିଷ୍ତା ଆତ୍ମା ସଖ୍ମ ହବେ।
ସାଉଲ ସାଙ୍ଗେ ସାଙ୍ଗେ ଦୃଷ୍ଟି ଶକ୍ତି ଘୁରାଇ ପାବାକେ ସକ୍ଷମ କଲେଲେ, ଆର୍ ହନନୀୟ ତାକୁ ଡୁବନ ଦିଲେକ୍। ତାପରେ ସାଉଲ କିଛୁକ୍ ଖାବାର୍ ଖାଲେକ୍ ଆର୍ ଶକ୍ତି ଘୁରାଇଂ ପାଲେକ୍। ସ୍ଉତବା ସାଉଲ ଦମ୍ମେସକ କିରେ ଥାବା ଯିହୁଦୀ ହେନକାର୍ ପାସେ ଓଉ କହିବାର୍ ଆରମ୍ଭ କରଲେକ୍ ଯୀଶୁ ଓଉ ଈଶ୍ବର୍ ବେଟା।
ଯୌନକ୍ ବିଶ୍ବାସୀ ହେନକେ ବିନାଶ କରାବାରେ ତରେ ଚେଷ୍ଟା କତେ ଥାଲେକ୍ ଆର୍ ଓଉ ଯେ ଏତା ଯୀଶୁର୍ ପାସେ ବିଶ୍ବାସ କରେ ସେ ବିଷୟେ ଯିହୁଦୀ ହେଁ ଚମକି ଗେଲିନ୍। ସାଉଲ ଯିହୁଦୀ ହେନକାର୍ ସହ ଜୁକ୍ତିତର୍କ କରି ପ୍ରମାଣ କରଲି ଯେ ଯୀଶୁ ଓଉ ଖ୍ରୀଷ୍ଟ ବହୁତ୍ ଦିନ୍ ଉତାରେ ସାଉଲକେ ମରାବା ତରେ ଯିହୁଦୀ ହେନ୍ ଚିନ୍ତ କରଲିନ୍।
ଉରା ୟହାକେ ମରବା ତରେ ବାଜାରେ ସାମାନା ଜାଗବାର୍ ପାଇଁ ନକ ପାଠାଲେକ୍। ହୋଲେ ସାଉଲ ସୌଉ ଚିନ୍ତ ବିଷୟେ ଶୁଣୁଚେ ପାଲେକ୍, ୟେ ସେଠାନୁ ଖସି ପାଲାପ ତରେ ଉହାର୍ ବନ୍ଧୁହେନୋ ସାହାଯ୍ୟ କରକେ। ଏକ ରାତି ଉରା ଗୋଟାକ ଝୁଡିରେ ଉହାକେ ପାଚିରୀ ଉପରନୁ ଓଲ୍ଲାଇ ଦିଲେନ୍। ସାଉଲ ଦମ୍ମେସକରୁ ଖସି ପାକାଲେକ୍ ପେଛୁ ସେ ଯୀଶୁର୍ ବିଷୟେରେ ଖବର୍ ଦିବା ଜାରି ରଖଲେକ୍। ସାଉଲ ଚେଲା ହେନକା ସହ ଦେଖା କରବା ତରେ ଯିରୁଶାଲମକେ ଗେଲିନ୍, ହୋଲେ ଉରା ଉରାକେ ଉରାତେ ଥାଲିନ୍।
ତାପରେ ବର୍ଣବା ନାମେର୍ ଏକ ନକ ବିଶ୍ବାସୀ ଚେଲା ହେନକାର୍ ପାସକେ ସାଉଲ ଏକ ଆର୍ ଉରାକେ କହିଲିନ୍ ଯେଉ କିରକମ୍ ଦମ୍ମେସକର ସାହସ ଆଗୁନୁ କଇ ଥାଲିନ୍। ଉହାର୍ ପରେ ଚେଲାହେନ୍ ସାଉଲକେ ମାନ୍ ଲିନ୍ ଯେ ବିଶ୍ବାସୀ କଷ୍ଟ ସକାସୁ ଯିରୁଶାଲମ ଛାଡି ପାଳା ଥାଲେକ୍ ଉରା ଆନ୍ତିୟକିଆ ତଡିକ ଯାଇଁ ପ୍ରଚାର୍ କରତେ ନାଗିଲିନ୍।
ଅନ୍ତିୟକିଆରେ ଥାବା ଅଧିକାଂଶ କକ ଯିହୁଦୀ ଥାଲିନ୍ ନାଇ, ହଲେ ପ୍ରଥମ୍ ଠାରେରେ ତରେ ଉରାକାଠେନୁ ବହୁତ୍ ବିଶ୍ବାସୀ ହୋଲେନ୍। ବର୍ଣବା ଆର୍ ସାଉଲ ସେଠେ ଥାବା ନଇତନ୍ ବିଶ୍ବାସୀ ହେନକେ ଯୀଶୁର୍ ବିଷୟେ ଆଧିକା ଶିକ୍ଷ ଦିବାର୍ ତରେ ଆର୍ ମଣ୍ଡଳୀକେ ଟାଣ କରବା ତରେ ଗେଲା। ଏକ ଦିନ୍ ଆନ୍ତିୟକିଆ ମଣ୍ଡଳୀଏ ଥାବା ଖ୍ରୀଷ୍ଟିଆନ ହେନ୍ ଭଖେ ସଶେ ପ୍ରାର୍ଥନା କରତେ ଥାବା ସମୟେ ପବିଷ୍ଟ ଆତ୍ମା ଭରାକେ କହିଲିନ୍ “ବର୍ଣବା ଆର୍ ସାଉଲକେ ଯେଉ କାମରେ ତରେ ଆମି କଇ ଥାଲାଇ ସୌଉ ପାଇଁ ଉରକେ ଆମାର୍ ତରେ ଅଲଗା କର।
ତାହେଲେ ଆନ୍ତିୟକିଆ ମଣ୍ଡଳୀ ବର୍ଣବା ଆର୍ ସାଉଲ ତରେ ପ୍ରାର୍ଥନା କରି ଉରାକେର୍ ଉପରେ ହସ୍ତାର୍ପଣ କରଲିନ୍। ତାପରେ ଉରା ବହୁତ୍ ଜାଗାରେ ଯୀଶୁ ବିଷୟେ ସୁଭ ଖବର୍ ପ୍ରଚାର୍ କରାବାରେ ଉଇକେ ପାଠାଲିନ୍। ବର୍ଣବା ଆର୍ ସାଉଲ ଅଲଗା ଅଲଗା ଦଳକେ ଶିକ୍ଷା ଦିବାକେ ନାଗିଲିନ୍ ଆର୍ ବହୁତ୍ ନକ ଯୀଶୁର୍ ପାସେ ବିଶ୍ବସ୍ କରଚେ ନାଗିଲିନ୍। ବାଇବଲର୍ ଏକ କାହାଣୀ:
ପ୍ରେରିତ ୮:୩; ୯:୧-୩୧; ୧୧:୧୯-୨୬; ୧୩:୧-୩୪୭.
Free to use, adapt, and share under an open license (CC BY-SA 4.0).