47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 1

ଏକ ଦିନ୍ ପାଉଲ୍ ଆର୍ ଉହାର୍ ବନ୍ଧୁ ସିଲା ଫିଲିପ୍ପ ସହରକେ ଯୀଶୁ ଭାଲ୍ ଖବର୍ ଘଟଣା କୌତେ ଗେଲିନ୍। ଉରା ବାଜାର୍ ବାହାରେ ନଦୀ ଦାରରେ ଥାବାର୍ ଏକ ଜାଗାକେ ଗେଲିନ୍ ଯେଠେ ନକହେନ୍ ପ୍ରାର୍ଥନା କାବାର୍ ପାଇଁ ଏହାଠେ ହଛାନ୍। ସେଠେ ଉରା ଲୁଦିଆ ନାମେର୍ ଏକ ନକ୍ ବେପାରୀ ବହୁ ଥାଲେକ୍। ଓଉ ଈଶ୍ବରକେ ଭଲ ପାତେ ଥାଲେକ୍ ୟେ ପୁଜା କରତେ ଥାଲେକ୍। ଯୀଶୁର୍ ବିଷୟେର କଥାକେ ଯେ ରକମ୍ ଲୁଡିଆ ବିଶ୍ବସ୍ କରେକ୍ ଓଉ ପାଇଁ ଈଶ୍ବର ଉହାକେ ଚକ୍ ଖୁଲିଂ ଉହାର୍ ଆର୍ ପରିବାର୍ ଦୁବନ୍ ହଲେନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 2

ଓଉ ପାଉଲ୍ ଆର୍ ଶିଲାକେ ଉରାକାର୍ ଘରକେ ରହିତେ ନିମନ୍ତ୍ରଣ କରଲେକ୍, ହଲେ ଉରା ଉହାର୍ ସଙ୍ଗେ ଆର୍ ଉରାକାର୍ ପରିବାରେ ସଙ୍ଗେ ରହିଲେନ୍। ପାଉଲ୍ ଆର୍ ଶିଲା ପ୍ରାର୍ଥନା ଜାଗାଇ ବହୁତ୍ ସମୟ ନଖେର୍ ସଙ୍ଗେ ଚିହ୍ନା ପରିଚୟ କରେତ ଥାଲେନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 3

ସବୁ ଦିନେ ରକମ୍ ଉରା ଯୌତବା ପ୍ରାର୍ଥନା ପାସକେ ଜାଥେ ଥାଲିନ୍ ସଉ ତବା ଭୁତ୍ ନାଗା ଏକ ନକ୍ ଝିଚୀ ଆ ଉରକାର୍ ପିଛା ପିଛା ଯାତେ ଥାଲେନ୍। ସୌଉ ଭୁତ୍ ଦି ଓଉ ଭବିଷ୍ୟତ ବିଷୟେ ନକକେ କହି ପାରେ ଥାଲେକ୍ , ହଲେ ଓଉ ଉହାର୍ ମାଲିକ୍ ନାଇଁ ହଲେ ଏକ ଭବିଷ୍ୟତ କହାଲୀ ଭାବେ ବହୁତ୍ ଟାକା ପଇସା ପାତେ ଥାଲେ। ଉରା ଚଲୀଯାତେ ଥାବା ସମୟେ ଭୂନାଗା ଦାସୀ ହୁରି କରତେ ଥାଲେକ୍ ସଉ ନକହେନ୍ ସାବୁ ବେଳା ଈଶ୍ବର୍ ଚାକର୍ ଗଣ।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 4

ଉରା ବେଧୁଆ ଡୁବାର ଉପାୟ କଇତିଛନ୍ ଓଉ ବହୁତ୍ ସମୟ ଓଉ ରକମ୍ କରତେ ଥାଲେକ୍ ଯାହା ପାଉଲ୍ ଏଟା ଶୁଣି ଶୁଣି ବିରକ୍ତ ହୋଇଗେଲା। ସବୁନୁ ପେଛା ଯୌତବା ସୌ ଦାସୀ ଝିଚା ଆ ହୁରି କରି କଇତେ ନାଗେଳେକ୍ ପାଉଲ୍ ଘୁରିପଡି ସେଉ ଦାସୀ ପାସେ ଥାବା ଆତ୍ମାକେ ଯୀଶୁ ନାମେ ଏଠେନୁ ବାହିରିଜା।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 5

ସୌତବା ସଉ ଭୁତ୍ ଛାଡି ଚଲୀଗେଲା। ଯେଉ ନକ୍ ସୌଉ ଦାସୀ ଝିଛା ଆ କେ ଅଧିକାର୍ କର ଥାଲେକ୍ ଓଉ ବହୁତ୍ ରାଗ ଗେଲେକ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 6

ଉରା ଆତ୍ମା କଇଲି ଯେ ଭୁତ୍ ବିନା ସୌଉ ଦାସୀ ଝିଛା ନକହେନ୍ କେ ଭବିଷ୍ୟତ କହିବାର ବେଲ ନାହିଁ। ଉହାର୍ ଅର୍ଥ ହଇଠେ ନଖେର୍ ଭବିଷ୍ୟତ କହିବାର୍ ପରେ ସୌ ଦାସୀ ଝିଛା ଆ ମାଲିକକେ ଆର୍ ଆଉ କିଛି ଅର୍ଥ ଦେବେକ୍ ନାହିଁ। ତାହେଲେ ସୌଉ ଦାସୀ ଝିଛା ଆ ମାଲିକ୍ ପାଉଲ୍ ଆର୍ ଶିଲା କେ ରୋମୀୟ ଅଧିକାରେ ପାସେ ନକ୍ ନିଗେଲିନ୍, ଯୌତବେ ହେନ୍ ପାଉଲ ଆର୍ ଶିଲା କେ ଜାଗୁଆଲୀ ଜେଲ୍ ଖାନ୍ କେ ଢୁକାଲିନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 7

ଉର ପାଉଲ୍ ଆର୍ ଶିଲାକେ ଜେଲ୍ ଖାନା ରା ଭାଲ ଜାଗା ରାଖୀ ଉରକେ ଠେଙ୍ଗ୍ କେ ବାନ୍ଧି ଦିଲିନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 8

ହଲେଭି ମାଜୂ ରାତି ଉରା ଈଶ୍ବରରେ ପାସେ ପ୍ରଶଂସା ର୍ ଗୀତ୍ ଗାକେ ଗୀତ୍ କାଳିନ୍। ତାଇକରି ବହୁତ୍ ଦରାଣୀଆ ଭୁମିକମ୍ପ ହୋଲେକ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 9

ଜେଲ୍ ଖାନ ଇ ଥାବାର୍ ସବୁ ବାଟ ଖୁଲୀ ଗେଲା ଆର୍ ସବୁ ବନ୍ଦୀ ନଖେର୍ ହାତନୁ ହତ୍ କଡା ଖୁଲୀଗେଲା। ଜେଲ୍ ଖାନାର୍ ଜାଗୁଆଲୀ ନିଦ ଭାଙ୍ଗିଗେଲା, ଆର୍ ଜାଉତବା ଓଉ ଦୁଆର୍ ଖୁଲା ହୋଇଗେଛେ, ଓଉ ଡରାଇ ଗେଲା।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 10

ଓଉ ଭାବ ବେଲେକ୍ ଯେ ସବୁ ବନ୍ଦୀ ପଳାଇ ଗେଛେନ୍, ହେଲେ ଓଉ ନିଜେକେ ନିଜେ ମରି ଯାବାର୍ ଭାବୀ ଦିଲେକ୍। ଓଉ ଜାଣ ଥାଲେକ୍ ଯେ ରୋମୀୟ ଅଧିକାରୀ ଉହାକେ ମରାଇ ବେକ ଯଦି ଓଉ ବନ୍ଦୀ ହେନେକେ ପାଳାତେ କଇଛେ। ହଲେ ପାଉଲ୍ ଉହାକେ ଦେଖି ହୁରି କରି ଉଠୁଲେକ୍ ରୁହା ନିଜେକେ କ୍ଷତି କରୁ ନାହିଁ।ଆମାରା ସବୁ ଓଉଠେ ଆଛି। ଜେଲ ଖାନା ଘରନୁ ଯୌତବା ପାଉଲ୍ ଆର୍ ଶିଲାର୍ ପାସ୍ କେ ଆସଲେନ୍ ଓଉ ଡରେ ଥର ଥର ହତେଥାଲେକ ଆର୍ କହିଲେକ୍ ଉଧାର୍ ପାବାତରେ ଆମି କି କରବ୍ ?

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 11

ପାଉଲ୍ ଉତ୍ତର ଦିଲେକ୍ ଯୀଶୁର୍ ପାସେ ଯେ ଗୁରୁ ବିଶ୍ବସ୍ କର ଟାହଲେ ତୁରା ଆର୍ ତୁରାକାର୍ ପରିବାର୍ ରକ୍ଷା ପାଉ। ତାପରେ ସୋଉ ଜେଲ୍ ଖାନା ନକ୍ ନିଜର୍ ଘରକେ ପାଉଲ୍ ଆର୍ ଶିଲାକେ ନିଇଂ ଉରାକାର୍ ବେଥ ସବୁ ଧୁଇଂ ଦିଲେକ୍। ଉରାକାର୍ ଘରେ ଥାବାର୍ ସବୁକେପାଉଲ୍ ଯୀଶୁର୍ ବିଷୟେ ଭାଲ୍ ଖବର୍ କଇଲେକ୍। ଜେଲ୍ ଖାନାର୍ ଜାଗୁଆଳି ଆର୍ ଉହାର୍ ପରିବାର୍ ରେ ସବୁ ବିଶ୍ବସ୍ କରି ହାର ମାଲିନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 12

ଜେଲ୍ ଖାନାର୍ ଜାଗୁଆଳି ପାଉଲ୍ ଆର୍ ଶିଲାକେ ଖାଟେ ଦିଲେକ ଆର୍ ଉରା ସବୁ ଏକଠେ ଖୁସି ହଲିନ୍। ପ୍ରସୁ ଦିନ୍ ବାଜାରେ ନେତା ହେନକେ ପାଉଲ୍ ଆର୍ ଶିଲାକେ ଜେଲ୍ ଖାନାନୁ ଛାଡି ଦିଲେନ୍ ଆର୍ ଉରକେ ଫିଲିପ୍ପରୁ ଗାକାତେ କହିଲିନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 13

ପାଉଲ ଆର୍ ଶିଲା ଲୁଦିୟା ଆର୍ ଅଲଗା କତ ନକ୍ ଚିନା ପରିଚୟ ହଲା ପରେ ଉରା ସୌଉ ବାଜାର୍ ଛାଡିଲେନ୍। ଯୀଶୁର୍ ବିଷୟେ ସୁଭ୍ ଖବର୍ ପ୍ରଚାର୍ ହଲେନ୍ ଆର୍ ମଣ୍ଡଳୀ ହଁ ବୁଦ୍ଧି ପାତେ ନାଗୋଲେକ୍ ପାଉଲ୍ ଆର୍ ଅନ୍ୟ ଖ୍ରୀଷ୍ଟିଆନ ନେତାହେନ୍ ବହୁତ୍ ଜାଗା ବୁଲିନ୍ ଆଆ ଯୀଶୁକେ ସୁଭ୍ ଖବର୍ ପ୍ରଚାର୍ କରି ଶିକ୍ଷ ଦିଲିନ୍।

47. ୪୭. ପାଉଲ ରୋମୀୟ ସମ୍ରାତେ ସାରା ଯାବ ବେଳା ଓଉ ଉହାର୍ ରୋମୀୟ ନାମ ପାଉଲ୍ ବେଭାର୍ କରତେ ଥାଲେକ୍ — illustration 14

ଉରା ବୈଠାକ୍ ଜାଗାଇ ଥାବାର୍ ବିଶ୍ବାସୀ ହେନ୍ ଖୁସି ହୁଇ ଆର୍ ଶିକ୍ଷା ଦିବାର୍ ତରେ ବହୁତ୍ ଚିଠି ନେକଲିନ୍। ଓଉ ଚିଠି ଗା ଭି ବାଇବଲ ଇଂ ବଇଗା ହଲେନ୍। ବାଇବଲ ଏକ କାହାଣୀ:

ପ୍ରେରିତ ୧୬:୧୧-୪୦୪୮

Read in the reader

Free to use, adapt, and share under an open license (CC BY-SA 4.0).