48. ୪୮. ଈଶ୍ବର୍ ଯୌତବେ ପୃଥିବୀ ସୃଷ୍ଟି କରଲେକ୍, ସୌତବା ସବୁ ଜାଗା ଭାଲ୍ ଥାଲେକ୍
ସୌତବା କିଛି ପାପ୍ ଥାଲେକ୍ ନାଇଁ। ଆଦମ୍ ଆର୍ ହବାର ଦୁନୁକ୍ ଦୁନିକ୍ ଭାଲା ପାତେ ଥାଲିନ୍ ଆର୍ ଉହ୍ରା ଈଶ୍ବରକେ ଭାଲ୍ କରତେ ଥାଲିନ୍। ସେତବା କୋଣ ରୋଗ୍ ବା ମୃତ୍ୟୁ ଥାଲେକ୍ ନାଁ। ପୃଥିବୀ ଅଉ ରକମ୍ ହୋଉ ବୋଲି ଈଶ୍ବର ଦେକତେ ଥାଲେକ୍। ହାବକକେ ଖେବା ତାଡା ନିମନ୍ତେ ଗୋଟାକ ସାପ୍ ଦ୍ବାରା କଥା ହଲେକ୍।
ତାପରେ ଉ ଆର୍ ଆଦମ୍ ଈଶ୍ବରରେ ବିରୁଦ୍ଧେ ପାପ୍ କଲେକ୍। ଯାହାକି ଉରା ପାପ୍ କରଲେ, ସୌପାଇଁ ପୃଥିବୀଏ ଥାବାର୍ ସବୁ ଅସୁସ୍ଥ ହନ୍ନ ଆର୍ ଅସ୍ବୁ ମୃତ୍ୟୁଭଗ୍ କରନ୍। ହଲେ ଆଦମ୍ ଆର୍ ହବା ପାପ୍ କରଲିନ୍ ଏଠେନୁ ଆହଁ କିଛୁ ଦାରାବା ବିଷୟ ଘଟୋଲେକ୍।
ଉର୍ହା ଈଶ୍ବରକେ ଶତ୍ରୁ ହଲିନ୍। ଉହାର୍ ଫଳ ସ୍ବରୁପ୍, ସଉ ଦିନ୍ ଠେନ୍ ଜନ୍ମ ହତେ ଥାବାନ୍ତୁ ସବୁ ମାଣୁଷ ପାପ ସ୍ବଭାବ୍ ବେ ଜନ୍ମ ହଥାନ୍ ଆର୍ ଈଶ୍ବରର୍ ଶତ୍ରୁ ହୋଥେନ୍। ଈଶ୍ବର ଆର୍ ମନୁଷ୍ ମାଜୁଇ ଥାବା ସଙ୍ଗ ପାପ ଭଙ୍ଗ ହଥାଲେକ୍ ହୋଲେ। ସେ ସମ୍ପର୍କ କେ ଦହରା କବାର୍ ତରେ ଈଶ୍ବର୍ ଗୋଟାକ ଜେଜେରା କରତେ ଆଳାଇଂ। ଈଶ୍ବରରେ କିରା କରି କହିଲେ ଯେ ଯୁବା କେ ବିଂଶୟ ଜନ୍ମବତ୍ ଏକ ନକ ଶୟତାନ୍ ମୁଣ୍ଡକେ ଚୁନା କରକେ, ଆର୍ ଶୟତାନ୍ ତାର୍ ରେ ଗଈଠି କେ ହି କରକ୍।
ଉହାର ଅର୍ଥ ହୋଇଠେ ଯେ ସାହାଜ୍ କରି ଖ୍ରୀଷ୍ଟକେ ମାରୀ ଦିଭିନ୍, ହୋଲେ ଇଶ୍ବର୍ ଉରାକେ ମରାପାସ୍ ନୁ ମଧ୍ୟ ଉଠାଇଂ ବେକ୍ ଆର୍ ତାପରେ ତାର ପରେ ଖ୍ରୀଷ୍ଟ ଚର ଦିନ୍ ପାଇଁ ଶୟତାନ୍ ରେ ଶକ୍ତିକେ ଗୁଣ୍ଡା କରକେ। ବହୁତ୍ ବର୍ଷ ପରେ ଈଶ୍ବର ଜାଣାଇ ଦିଲେ ଯେ ଯୀଶୁ ଓଉ ହୋଇଠେ ସଉ ଖ୍ରୀଷ୍ଟ ଈଶ୍ବର ଯୌତବା ଏକ ପାଣି ପବନ ପୁରା ସମଗ୍ର ପୃଥିବୀ କେ ଦୁବାଇ ଦିଲେକ୍, ଯୌତବା ଯେଉଗା ଉରାକେ ପାସେ ବିଶ୍ବାସ କରଲିନ୍ ଉରାକେ ରକ୍ଷା କତେ ଜାହାଜ୍ ଜଗାଲେକ୍।
ଠିକ୍ ସେଉ ରକମ୍ ଭାବେ, ସବୁ ମାଣୁଷ ଉରାକାର୍ ନିଜେର୍ ନିଜେର୍ ପାପକେ ବନଷ୍ଟ ହବାର୍ ଯୋଗ୍ୟ ଥାଲେକ୍, ହଲେ ଯୌଉହେନ୍ ଉହାର୍ ପାସେ ବିଶ୍ବାସ କରନ୍ ଉହାରା କେ ରଖା କରବା ପାଇଁ ଈଶ୍ବର ଯୀଶୁକେ ଜାଗା କରାଲେକ୍ ଶହ ଶହ ବର୍ଷ ଧରବ୍ କହେନ୍ ଉରାକାର୍ ଉରକା ପାପ୍ ଯୋଗୁଁ ଯୌଉ ଦଣ୍ଡ ଭଗ୍ୟ ଥାଲିନ୍, ସେଉଗା ଦେଖାବା ପାଇଁ ଜାଜକ୍ ହେଁ ନିମନ୍ତ୍ରଣ ଈଶ୍ବରରେ ପାସ୍ କେ ବଳୀ ଉପରକେ କରତେ ଥାଲେକ୍।
ହଲେ ସ୍ଉ ସବୁ ବଲିଦାନ୍ ଉରାକାର୍ ପାପକେ ଦୁର୍ କରି ପାରେନହିଁ। ଯୀଶୁ ହୋଇଠେ ବଡ଼ ମହା ଜାଜକ୍ ଅନ୍ୟା ଜଜକେଇ ରକମ୍ ନାହିଁ, ଯାହା ଯୀଶୁ କରି ଦେଖାଲେକ୍ – ଏକଟା ମାତ୍ର ବଲିଦାନ୍ ଭାବେ ଉ ନିଜେ ଉତ୍ସର୍ଗ କଲେକ୍ ଯାହା ଜଗତେ ଥାବାର୍ ସବୁ ପାପୀକେ ଧୁର୍ କରବ୍। ଯୀଶୁ ବଡ଼ ମହା ଜାଜକ୍ ଜାତିର୍ କାରଣ ଜଗତେ ଥାବାର୍ ଯାହା କିଛୁ ନକ ଯେ ଯାହା ମମୟେ ରାଖାବାର ସବୁ ପାପ୍ ଦଣ୍ଡ କେ ସେ ନିଜେ ଉପର କେ ନୀଗେଲା। ଈଶ୍ବର୍ ଆବ୍ରାହମ୍ କେ କହିଲେକ ପୃଥିବୀ ଏ ସବୁ ନକହେନ୍ ତୁରା ଦ୍ବାରା ଆସିରବାଦ ପାବେ।“
ଯୀଶୁ ଆବ୍ରାହମ୍ ରେ ଏକ ନକ ବଂଶଧର୍ ଥାଲେନ୍। ସବୁ ନକ ଦଳ ଉରାକାର୍ ପାଇଁ ଆସିର୍ବାଡ଼ ପ୍ରାପ୍ତର୍ କାରଣ ଯୀଶୁ ନାମରେ ବିଶ୍ବାସ କଥେ ଥାବା ସବୁ ପାପନୁ ଉଦ୍ଧାର ପାଛେ, ଆର୍ ଆବ୍ରାହମ୍ ଆତ୍ମିକ୍ ବଂଶଧରରେ ସଉ ରକମ୍ ହୋଛେ।
ଆବ୍ରାହମ୍ ଉହାର୍ ବେଟା ଇସାହାକ୍ କେ ବଲିଦାନ ଭାବେ ବଳୀ ଦିବାର୍ ପାଇଁ ଯୌତବା ଈଶ୍ବର କହିଲେକ୍, ସୌତବା ଉହାର୍ ପୁତ୍ର ଇସାହାକ୍ ବଦଲେ ବଳୀ ଦିଆ ହବେ କହିଁ ମେଣ୍ଧା ଜାଗଲିନ୍ ଆମାର୍ ସବୁ ପାପ୍ ପାଇଁ ମରବାର୍ ଯୋଗ୍ୟ। ହୋଲେ ଈଶ୍ବର୍ ଉରାକାର୍ ମେଣ୍ଧା ଯୀଶୁ ଆମର୍ ଠିକ୍ ଗୋଟକ୍ ଜାଗାଇ ବଳୀ ରକମ୍ ଭାବେ କୋଲେକ୍। ଈଶ୍ବର୍ ଯୌତବା ମିଶରରେ ପେଛୁ ମହାମାରୀ ଜାଗୀ ପାହଲ୍ଲିଂ ଉସବୁ ଇସ୍ରାଏଲୀୟର୍ ପରିବାର୍ କେ ଗୋଟାକ୍ ଗେଟକ ସିଦ୍ଧି ମେଣ୍ଧା ମାରୀ କରି ଉରାକାର୍।
ଈଶ୍ବର୍ ଯୌତବା ରକଟ୍ ଦେଖଲେକ୍ ଉ ଉହାର୍ ଘର ଛାଡିଲେକ୍ ଆର୍ ଉହାର୍ ପ୍ରାଥାମ୍ ଜନ ବେଟାକ ମାରଲେ ନାହିଁ। ଏ ଘଟଣା ଟାକେ ନିତ୍ସାର୍ ପର୍ବର୍ ମେଣ୍ଧା।
ଓଉ ସିଦ୍ଧ ଆର୍ ନିପାପ୍ ଥାଲେକ୍ ଆର୍ ରୁଟିର୍ ପରବ୍ ପାଳନ ସମୟେ ହଁ ମରାଇଂ ଦି ଥାଲିନ୍ ହନ୍ମ। ଯୌତବା ଯେ ହୋଲେହେଁ ଏକ ନକ୍ ଯୀଶୁର୍ ପାସେ ବିଶ୍ବାସ୍ କରେ, ସୌଉ ତବା ଯୀଶୁର୍ ରକତ୍ ସୌଉ ରତଉ ହାର ପାପେ ସାଫାକରେ ଆର୍ ଈଶ୍ବର୍ ଦଣ୍ଡ ସୌଉ ନାଖେରେ ପାସେ ଧୁଇ ହୋଇ ଯାଏ। ଈଶ୍ବର ଇସ୍ରାଏଲୀୟ ହେନ୍ କାର୍ ସହ ଗୋଟାକ ନିୟମ କରଲେକ୍ ଯୌ ନକ ଉଦ୍ଧାର ମନେର୍ ନକ୍ ଥାଲେକ୍।
ହୋଲେ ଈଶ୍ବର୍ ଏତା ଏକ ନଇତନ୍ ନିୟମ କରଛେ ଯାହା ସବୁ ନଖେର୍ ତରେ ସେଟା ଆଛେ। ଓଉ ନଇତନ ନିୟମ ଦ୍ବାରା ଯାହଭି ନକଖେର୍ ଦଳ ଜାହାରୀ ହାଉ ନକ ଯୀଶୁକେ ବିଶ୍ବସ୍ କରବା ଦି ଈଶ୍ବର୍ ନକ ହେନ୍ କାର୍ ଏକ କିଛୁକ ହୋଁ ପାରେ। ମୋଶା ଏକ ନକ ଭାବବାଦୀ ଥାଲେକ୍ ଯେ ଈଶ୍ବର୍ ଭାଖ ପ୍ରଚାର୍ କତେ ଥାଲେନ୍।
ହୋଲେ ଯୀଶୁ ସବୁ ତିନା ପରିଚୟ ମଧ୍ୟରେ ବଡ଼ ଥାଲେକ୍। ଉ ଈଶ୍ବର୍ ଥାଇ। ହୋଲେ ଉରା ଯାହା କରତେ ଥାଲିନ୍ ଆର୍ ଈଶ୍ବରରେ କାମ୍ ଆର୍ ଈଶ୍ବରକେ ବାକି ଥାଲେକ୍। ସେଟାର୍ ପାଇଁ ଯୀଶୁକେ ଈଶ୍ବରରେ ବାକ୍ୟ କହାଯାଏ। ଈଶ୍ବର ରାଜାରାକେ କିରା କରି କଇଲେକ୍ ଯେ ଉହାର୍ ବଂଶୟ ଏକ ନକ ଈଶ୍ବର ନକହେନ୍ କାର୍ ପାସେ ଚିରକାଲ୍ ରାଜୁତି କରେକ୍।
ଯେ ହଲେ ଯୀଶୁର୍ ଈଶ୍ବର୍ ବେଟା ଆଉ ଖ୍ରୀଷ୍ଟ ଥାଲେକ, ଓଉ ଦାଉଦରେ ବିଶେଷ ବଂଶର୍ ଥାଲେକ୍ ଯେ ଚିରକାଳ ରାଜତ୍ବ କରେକ୍। ଦାଉଦ ଇସ୍ରାଏଲର୍ ରାଜା ଥାଲେକ୍ ହୋଲେ ଯୀଶୁ ସବୁ ଆଡେର୍ ରାଜା।
ଓଉ ଆର୍ ଏକ ବାର ଆସେକ୍ ଆର୍ ନୀୟା ଆର୍ ଶାନ୍ତି ଏ ଚିରକାଳ ରାଜତ୍ବ କରେକ୍। ବାଇବଲ ର୍ ଗୋଟାକ କାହାଣୀ:
ଆଦି ୧-୩, ୬, ୧୪, ୨୨; ଯାତ୍ରା ୧୨, ୨୦; ୨ଶାମୁୟେଲ ୭; ଏବ୍ରୀ ୩:୧-୬, ୪:୧୪-୫:୧୦; ୭:୧-୮:୧୩; ୯:୧୧-୧୦:୧୮; ପ୍ରକାଶିତ ୨୧୪୯.
Free to use, adapt, and share under an open license (CC BY-SA 4.0).