49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 1

ହୋଲେ ଯୌତବା ଅର୍ କୁଆଁରୀ ଥାଲେକ୍, ପବିତର୍ ଆତ୍ମା ଉହାକେ ଆବୁର୍ ଲେକ୍ ଆର୍ ଅଉ ଏକ ମ୍ଆତା ହୋଲେନ୍ ଆଉ ଗୋଟାକ୍ ବେଟା ଜନମ୍ କର୍ଲେକ୍ ଆର୍ ଉହାର୍ ନାମ ଯୀଶୁ ଦିଲେକ୍। ହୋଲେ ଯୀଶୁ ହୟେଠେ ସବୁ ନୋଖେର୍ ଈଶ୍ବର୍ ଆର୍ ମାଣୁଷ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 2

ଯୀଶୁ ତେର (ଆଶ୍ଚର୍ଯ୍ୟ କାର୍ଯ୍ୟ) କର୍ଲେକ୍ ଯେଟା ଅଉ ଈଶ୍ବରରେ ବେଟା କହି ପର୍ମାଣ ହୋବ୍। ଅର୍ ପାଣି ଉପରେ ଚଲଲେକ୍, ଝଡ଼କେ ଶାନ୍ତ କର୍ଲେକ୍, ଢେର୍ ହେନ୍ ନୋକ୍ କେ ଭାଲ୍ କର୍ଲେକ୍, ଭୁତ୍ ହେନ୍ କେ ଖେଦଲେକ୍, ମରା ନୋକ୍ କେ ଜୀବନ୍ ଦିଲେନ୍ ଆର୍ ୫୦୦୦ରନୁ ଅଧିକ ନୋକକେ ପାଞ୍ଚଟା ରୁଟି ଆର୍ ଦୁଟା ମାଛେ ଖଆଲେନ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 3

ଯୀଶୁ ଗୋଟାକ୍ ବଡ଼ ମାହାନ୍ ଗୁରୁ ଥାଲେକ୍, ଆର୍ ଅଉ ହକଦାର୍ ସଙ୍ଗେ କଥା କିତେ ଥାଲେକ୍ କାରଣ ଅଉ ଇଶ୍ବରେର୍ ବେଟା ଥାଲେକ୍। ଅଉ (ଶିକ୍ଷ) ଦି ଥାଲେକ୍ ଯେନ୍ ତୁରା ନିଜେକେ ଆଲାଦ୍ କର ସେରକନ୍ ଏୈନକ୍ ମଇଧ ଭାଲ୍ ପାବା ଦାରକାର୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 4

ଅଉ ଆର୍ ମଇଧ ଶିକ୍ଷା ଦିଲେକ୍ ଯେ ତୁର୍ହା ଯେକୋଣନୁ ବିଷୟକେ କିବା ତୁର୍ହାକାର୍ ଧନ୍ ସମ୍ପତିକେ ଭାଲ୍ ପାବା ଅପେକ୍ଷା ଈଶ୍ବରକେ ଢେର୍ ଭାଲ୍ ପାବାକେ ହାଲ। ଯୀଶୁ ର୍କେଲେକ୍ ଯେ ଜଗତେ ଥାବା ଯେକୋଣନୁ ମଇଲ ବାଂ ବିଷୟ ଛାଡା ଇଶ୍ବରେର୍ ରାଇଜ୍ ଢେର୍ ଢେର୍ ହକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 5

ଯୀଶୁ ର୍କେଲେକ୍ ଯେ ଜଗତେ ଥାବା ଯେକୋଣନୁ ମଇଲ ବାଂ ବିଷୟ ଛାଡା ଇଶ୍ବରେର୍ ରାଇଜ୍ ଢେର୍ ଢେର୍ ହକ୍। ଯେକୋଣ ନୋଖେର୍ ତୋରେ ସବୁଠେନୁ ଗୁରୁର୍ ବପାଇ ହୋୟଠେ ଅଉ ଇଶ୍ବରେର୍ ରାଇଜେ ଭର୍ତୀ ହୋକ୍। ଇଶ୍ବରେର୍ ରାଇଜେ ଭର୍ତୀ ହୋବାର୍ ତୋରେ ତୁର୍ହା ନିହାତି ତୁରହାକାର୍ ପାପନୁ ଛଡ ପାବାକେ ପଡେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 6

ଯୀଶୁ କଇଲେକ୍, କିଛି କ ନୋକ୍ ଉର୍ହାକେ ଗ୍ରହଣ କରିଂ ଉଧାର୍ ପାଭିନ୍ ହୋଲେ ଏୈନ୍ ହେନ୍ ଗ୍ରହଣ କର୍ଲିନ୍ ନାଇଂ। ଅଉ କେଲେକ୍ ଯେ କିଛିକ ନୋକ୍ ଭାଲ୍ ମାଟି ରକନ୍। ଉର୍ହା ଯୀଶୁର୍ ଭଲ ଖବର୍ ଶୁଣି ଉଧାର୍ ପାନ ଏୈହେନ୍ ବାଟ ଧାରେ ଥାବା ଟାଣ ପାଥିରିୟା ମାଟି ରକମ୍ ଯେଠେନ୍ ଇଟାରେର୍ ବିହନ୍ ହୋଇ ପାରେ ନାହିଁ ଆର୍ ହୋବାର୍ ତୋରେ ଧନ ତେଆର୍ ହୋୟ ନାଇଁ। ଯେ ନୋକହେନ୍ ଯୀଶୁର୍ ଭାଲ୍ ଖବର୍ କେ ଆଦର୍ କରନ୍। ଉର୍ହା ଉର୍ହାକାର୍ ରିଜେ ନୁକ୍ ଭିନ୍ ନାଇଁ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 7

ଯୀଶୁ ଶିକ୍ଷ ଦିଲେକ୍ ଯେ ଈଶ୍ବର୍ ପାପୀହେନ୍ କେ ଢେର୍ ଭାଲ୍ ପାୟ ଅଉ ଉର୍ହାକେ କ୍ଷେମା କରିତ ଉହାର୍ ଛା କର୍ବାକେ ଇଚ୍ଛା କରେ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 8

ଯୀଶୁ ଆମ୍ରାକେ ଆର୍ହାଂ ମ୍ଇଧ କେର୍ଲେକ୍ ଯେ ଈଶ୍ବର୍ ପାପକେ ଘିଣା କରେ। ଯେତେବା ଆଦମ୍ ଆର୍ ହବା ପାପ୍ କର୍ଲିହିନ୍ ସେଟା ଉର୍ହାକେ ସବୁ ବଂଶ ହେନକେ ଆକ୍ରମଣ କର୍ଲେକ୍। ଏଟା ଫଳ ରକମ୍ ପ୍ରଥମ୍ ଆବା ପର୍ତେକ୍ ପାପ୍ କରନ୍ ଆର୍ ଈଶ୍ବର୍ରେ ହେଁନୁ ଅଗ୍ଲା ହୋନ୍। ହୋଲେ ସବୁ ଇଶ୍ବରେର୍ ଶତ୍ରୁ ହୋଛନ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 9

ହୋଲେ ଈଶ୍ବର୍ ଜଗତେ ଥାବା ସବୁହେନ୍ ଯେରକମ୍ ଭାଲ୍ ପାଲେକ ଯେ ଅଉ ନିଜେ ଗୋତାକ ମାତ୍ର ବେଟାକେ ଦିଲେକ୍ ଯେନ୍ କି ଯେଙ୍କେ ଉହାର୍ ଠେଁ ବିଶ୍ବସ୍ କରେ ଅଉ ଉହାର୍ ପାପେର୍ ଦଣ୍ଡ ନାଇଁ ପାଇଁ ଇଶ୍ବରେର୍ ଚିରଦିନ୍ ବସୁବାସ୍ କରେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 10

ତୁର୍ହାକାର୍ ପାପ୍ ଦିଁ ତୁର୍ହା ଦୁଷୀ ଆର୍ ମରବାର୍ ଯେଗୁ। ଈଶ୍ବର୍ ତୁର୍ହାକାର୍ ଉପ୍ରେ ଦୁଖ୍ କର୍ଵା କଥା, ହୋଲେ ଅଉ ତୁର୍ହାକାର୍ ଉପ୍ରେ ସୋ ଦୁଖ୍ ନାଇଁ ଢାଳିଁ। ଯୀଶୁ ଉପ୍ରେ ନିଜେରେ ଦୁଖ୍ ଢାଳିଁ ଦିଲେକ୍। ଯୀଶୁ ଯେତବା କୃଶେ ମରଣ ଭୋଗ୍ କର୍ଲେକ୍, ସୌତବା ତୁର୍ହାକାର୍ ଦଣ୍ଡ ପାଲେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 11

ଯୀଶୁ କଉ ପାପ୍ କରେ ନାଇଁ, ହୋଲେ ତୁର୍ହାକାର୍ ଆର୍ ପିର୍ଥୀମେ ଥାବା ସବୁ ନୋଖେର୍ ପାପେର୍ ଭାର୍ ବହିଁ ନିବାର୍ ତୋରେ ଗୋଟାକ୍ ସିଦ୍ଧି ବଲିଦାନ୍ ଭାବେ ଦଣ୍ଡ ନାୱା ହୋବାକେ ଭାଲ୍ ର୍କେଲେକ୍। ଯେହେତୁ ଯୀଶୁ ନିୟେକେ ନିଜେ ବଳୀ ହର୍ଥାଲ୍ ହୋଲେକ୍। ଯୋକାତେ ଈଶ୍ବର୍ ଯେକୋଣ ପାପ୍ ଜେନକି ସବୁଠେନୁ ଭୟଙ୍କର୍ ପାପ୍ ମ୍ଇଧ କ୍ଷେମା ଦିଁପାରେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 12

ଭାଲ୍ କାମ୍ ତୁର୍ହାକେ ଉଦ୍ଧାର କରିପାରେକ୍ ନାଇଁ। ଇଶ୍ବରେର୍ ସଙ୍ଗେ ସମ୍ପର୍କ ରଖ୍ବାର୍ ତୋରେ ଏନ୍ କୋଣ ବିଷୟ ନାଇଁ। ଖାଲି ଯୀଶୁ ହିଁ ତୁର୍ହାକାର୍ ପାପ୍ କେ ଧୁଈଂ ପାରେକ୍। ଯୀଶୁ ଯେ ଇଶ୍ବରେର୍ ବେଟା ଆର୍ ତୁର୍ହାକାର୍ ବଦଳେ ଯୀଶୁ ଯେ କୃଶେ ମରଣ ଭୋଗ୍ କର୍ଲେକ୍ ଆର୍ ଈଶ୍ବର୍ ଯେ ଉର୍ହାକେ ମରଣନୁ ଉଠଇଂ ଜିବିତ୍ କର୍ଲେକ୍। ଏକଥାକେ ତୁର୍ହା ନିହାତି ବିଶ୍ବସ୍ କର୍ବାକେ ହୋକ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 13

ଯୋକେ ନୋକ୍ ଯୀଶୁର୍ ଠେନ୍ ବିଶ୍ବସ୍ କରେ ଆର୍ ନିଜେର୍ ପର୍ଭୂ ଭାବେ ଉର୍ହାକେ ଗ୍ରହଣ କରେ। ହୋଲେ ଯେ ଉର୍ହାର୍ ତେ ବିଶ୍ବାସ୍ କରେ ନାଇଁ ଅଉ ଉର୍ହାକେ ଉଦ୍ଧାର୍ କରେକ୍ ନାଇଁ। ତୁର୍ହା ଧନୀ କି ଭିକାରୀ, ମରଦ କି ମାୟା, ବୁଢା କି ଛଣ୍ଡା ଆର୍ ଯାରଠେଁ ରହେଁ ସେଠେ କିଛୁ ଅଘଟଣା ହୋୟନାଇଁ। ଈଶ୍ବର୍ ତୁର୍ହାକେ ଭାଲ୍ ପାଏ ଆର୍ ତୁର୍ହା ଯେରକମ୍ ଯୀଶୁର୍ ଠେ ବିଶ୍ବସ୍ କର୍ଭୋ ସେଟା ଚାହେଁ ଯେରକମ୍ ଉହାର୍ ସଙ୍ଗେ ତୁର୍ହାକାର୍ ନିଭାଙ୍ଗା ସମ୍ପର୍କ୍ ରାଖୀ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 14

ଯୀଶୁ ତୁର୍ହାକେ ଉହାର୍ ଠେ ବିଶ୍ବାସ୍ କର୍ବାକେ ଆର୍ ଡୁବନ୍ ହୋଵକେ ଖବର୍ କରନ୍। ଯୀଶୁ ଯେ ଖ୍ରୀଷ୍ଟ ଆର୍ ଇଶ୍ବରେର୍ ଏକଟା ବେଟା ମାଣ୍ଡ୍ ବେଟା ତୁର୍ହାକେ ବିଶ୍ବାସ୍ କର ? ତୁର୍ହା କି ବିଶାସ୍ କର କି ତୁର୍ହା ଅକ୍ ନୋକ୍ ମାନି ଆର୍ ଇଶ୍ବରେର୍ ଠେଁ ତୁର୍ହା ଦଣ୍ଡ ନିବାର୍ ଯଗିତା ? ତୁର୍ହା କି ବିଶ୍ବସ୍ କର କି ଯେ ତୁର୍ହାକାର୍ ପାପ୍ ବହିଁ ଣୀ ଯାବାର୍ ତୋରେ ଯୀଶୁ କୃଶ୍ ଉପ୍ରେ ମରନ୍ ଭୋଗ୍ ଖାଲେ ?

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 15

ଯୀଶୁ ତୁର୍ହାକାର୍ ପର୍ତୀ ଯେଟା କର୍ଛେ ଯଦି ସେଟାଇ ତୁର୍ହା ବିଶ୍ବାସ କର, ତୁର୍ହା ଏକ ନୋକ୍ ଖ୍ରୀଷ୍ଟିଆନ ହୋଉ। ଈଶ୍ବର୍ ତୁର୍ହାକେ ଶୟତାନ୍ ଅନ୍ଧାର୍ ରାଇଜେନୁ ବାହିର୍ କର୍ଛନ୍ ଆର୍ ଈଶ୍ବରରେ ରାଇଜେ ଆଲୋକ୍ ସ୍ଥାପ୍ଣା କର୍ଛେନ୍। ଈଶ୍ବର୍ ତୁର୍ହାକାର୍ ଆଗୁ ପାପ୍ ଭାରୋ ଆଗେରୁ ବାଟ ନିଇଂଛନ୍ ଆର୍ ଅଉ ତୁର୍ହାକେ ନୋଆ ଆର୍ ଧାର୍ମିକ୍ କାମେର୍ ବାଟ ତେଆର୍ କର୍ଛନ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 16

ଯଦି ତୁର୍ହା ଏକ ନୋକ୍ ଖ୍ରୀଷ୍ଟିଆନ ହୋଛ, ଅହ୍ନ ତୁର୍ହା ଇଶ୍ବରେର୍ ଏକ ନୋକ୍ ଶତ୍ରୁ ନାଇଁ ଆର୍ ଉହାର୍ ଏକ ନୋକ୍ ଭାଲ୍ ବନ୍ଧୁ ହୋବା ତୋରେ ଈଶ୍ବର୍ ଚିନ୍ତା କରେ।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 17

ଯଦି ଏକନୋ ଇଶ୍ବରେ ବନ୍ଧୁ ଆର୍ ପ୍ରଭୁ ଯୀଶୁର୍ ଏକ ନୋକ୍ ସୋକାରୀ, ତେବେ ଯୀଶୁ ଯାହା ଶିକ୍ଷା ଦିଛେ ସେଟା ପାଳନ କର୍ବାର୍ ତୋରେ ତୁର୍ହା ଚାଇଁହୋ। ତୁର୍ହା ଏକ ନୋକ୍ ଖ୍ରୀଷ୍ଟିଆନହୋ ତେଆତେ ତୁର୍ହା ପାପ୍ କର୍ବାର୍ ତୋରେ ନୋକର୍ଭା। ହୋଲେ ଈଶ୍ବର୍ ବିଶ୍ବସ୍ ଅଛେ ଆର୍ ଅଉ କଛେ ଯେ ଯଦି ତୁର୍ହା ତୁର୍ହାକାର୍ ପାପ୍ ସବୁ ହଁସିକର୍ କର୍ଭା ଅଉ ତୁରହାକେ କ୍ଷେମା ଦିଲେକ୍। ପାପ୍ ବିରୁଦ୍ଧେ ଯୁଦ୍ଧ କର୍ବାର୍ ଆର୍ ତୋରେ ଅଉ ତୁର୍ହାକେ ବଲ୍ ଦେକ୍।

49. ୪୯. ମରିୟମ୍ ନାମେର୍ ଗୋଟାବ୍ ବୁଆଁଇକେ ଦୁଟ୍ ର୍କେଲେକ୍ ଯେ ଅଉ ଇଶ୍ବରେର୍ ବେଟାକେ ଜନମ୍ ଦିବେକ୍। — illustration 18

ଖ୍ରୀଷ୍ଟିଆନହେନ୍ କାର୍ ସଙ୍ଗେ ଉହାର୍ ଗୀତ୍ ଗାନ୍ କରେକ୍ ଆର୍ ଅଉ ତୁର୍ହାକାର୍ ତୋରେ ଯେଟା ଯେଟା କର୍ଛେ ସେଟା ଏୈନ ହେନକ୍ କୈଭୋ, ଏକା ଈଶ୍ବର୍ ତୁରହଆକେ କହେଠେ। ଓଉ ସବୁ ତୁର୍ହାକେ ଉହାର୍ ସଙ୍ଗେ ଏକଟା ଭିଟର୍ ସମ୍ପର୍କ୍ ଆପ୍କା କର୍ବାର୍ ତୋରେ ସାହାଜ୍ କରେ।

ବାଇବଲର ଏକ କାହାଣୀ:ରୋମୀୟ ୩:୨୧-୨୬; ୫:୧-୧୧; ଯୋହନ ୩:୧୬; ମାର୍କ ୧୬:୧୬; କଲସୀୟ ୧:୧୩-୧୪; ୨ କରିନ୍ଥୀୟ ୫:୧୭-୨୧; ୧ଯୋହନ୧:୫-୧୦

Read in the reader

Free to use, adapt, and share under an open license (CC BY-SA 4.0).