50. ୫୦. ଯୀଶୁ ଘୁରି ଆସେଲ୍

50. ୫୦. ଯୀଶୁ ଘୁରି ଆସେଲ୍ — illustration 1

୨୦୦୦ ବଛର୍ ଅଧିକ ସମୟ ସାରା ବ୍ରମାଣ୍ଡ ଅଧିକ ନୁ ଅଧିକ ଯୀଶୁର୍ ବିଷୟେ ଶୁଭ୍ ଖବର୍ ଶୁଣି ଆସନ୍ ଠେ। ମଣ୍ଡଳୀ ତେଆର୍ ଚଲଛେ। ଯୀଶୁ କିରା କର୍ଲେ ଯେ ଔ ଶେଷ ସମୟେ ପୃଥିବୀ କେ ଘୁରି ଆସେକ୍। ହୋଲେହଁ ଅଉ ଏ ତକିତ ଆସେ ନାହିଁ, ଅଉ ଉହାର୍ କିରା ରକ୍ଷା କରେକ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 2

ଆମ୍ରା ଯୀଶୁର୍ ଆସବାର୍ ବାଟ ଚାହିଁ ଗହିଁ, ଈଶ୍ବର୍ ଇଛା କଲେକ୍ ଯେ ଯେନ୍ ଆମ୍ରା ଗୋଟା ପବିତ୍ରା ଆର୍ ଉହାକେ ଗୌରିଆସ ଦିଆ କର୍ଥାବା ଗୋଟାକ୍ ଜୀବନ୍ କାଟବ। ଅଉ ଇଚ୍ଛା କରେ କି ଯେନ୍ ଆମ୍ରା ଉହାର୍ ରାଇଜ୍ ବିଷୟେ ହେନକେ କହି। ଯୀଶୁ ପୁର୍ଥୀରେ ଉଠାବସା କିରା ସମୟେ ର୍କେଲେକ୍ ଏ ଆଲ୍ହାର୍ ଚେଲାହେନ୍ ଇଶ୍ବରେର୍ ରାଇଜେର୍ ଶୁଭ ଖବର୍ ଜଗତେ ଥାବା ସବୁ ନୋକକେ ପର୍ଛାର୍ କରେକ୍, ତାପରେ ହି ଯୁଗ ଶେଷ ହବେକ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 3

ଢେର୍ ନୋକ୍ ଦୋଳ ଏତା ତୋଡିକ୍ ଯୀଶୁର୍ ବିଷୟେ ଶୁଣନ୍ ନାଇ। ଅଉ ସରଗକେ ଘୁରି ଯାବାର୍ ଆଗୁ, ଯେଗା କରୁ ମଇଧ ସୁ-ଖବର୍ ଶୁଣନ୍ ନାଇ ଉର୍ହାକାର୍ ଠେ ନ୍ ଶୁଭ ଖବର୍ ପର୍ଚାର୍ କାର୍ବାର୍ ତୋରେ ଯୀଶୁ ଖ୍ରୀଷ୍ଟିଆନ ହେନକେ କୋର୍ଛେ। ଅଉ ର୍କୋଲେକ୍ “ତୁହା ଯାଇଁ ସବୁ ନୋକ୍ କେ ଚେଲା କର“, ଆର୍ ବିହନ ପାଇଁ ତୋର୍ ଧାନ୍ ପୁରା ହାଛେ।“

50. ୫୦. ଯୀଶୁ ଘୁରି ଆସେଲ୍ — illustration 4

ଯୀଶୁ ଆର୍ହିଁ ର୍କୋଲେକ୍ “ଚାକର୍ କରାଠେନୁ ବଡ଼ ନାଇଁ। ଏ ପାର୍ଥ ମେର୍ ହକଦାର୍ ପାୱା ନୋକହେନ୍ ଯେନ୍ ଆହ୍ଲାକେ ଘଣ କରନ୍, ଠିକ୍ ସୌରକମ୍ ଉର୍ହା ଆହ୍ଲାର୍ ସକାଶେ ତୁର୍ହାକେ ଖେଦାତାତା କରି ମରାଭିନ୍। ଯଦି ଅଉ ପିର୍ଥମେ ତୁର୍ହା କଷ୍ଟ-ଭୋଗ୍ କରି ଶୁଣି ହୋହୋ କାରଣ ଜଗତ୍ କେ ଶାସନ୍ କର୍ବାକେ ଶୟତାନ୍ କେ ଆହ୍ମୀ ଜୟ କରା। ଯଦି ତୁର୍ହା ଶେଷ ତଟିକ୍ ଆହ୍ମାର୍ ପାସେ ବିଶସେ ରଇବ, ଟାହେଲେ ଈଶ୍ବର୍ ତୁର୍ହାକେ ରକ୍ଷା କରେକ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 5

ଯେ ଜଗତ୍ କେ ଶେଷ ହବା ସମୟେ ନୋକ୍ ହେନ୍ କାର୍ ତୋରେ କି ଘତେକ୍ ସେଟା ବୁଝବାର ତୋରେ ଯୀଶୁ ଉହାର୍ ଚେଲାହେନ୍ କେ ଗୋଟାକ୍ କାହାଣୀ ର୍କେଲେକ୍। ଅଉ ର୍କେଲେକ୍ ଗୋଟାକ୍ ନୋକ୍ ଉହାର୍ ବିଲ୍ଲେ ଭାଲ୍ ବିହାଂ ବୁଣାଲେକ୍। ଅଉ ଶୁଆବା ସମୟେ ଅଉହାର ଶତ୍ରୁ ଆସିଏ ଗହମ୍ ରେ ସଙ୍ଗେ ବାଲୁଙ୍ଗା ବିହନ ବୁଣୁଲେନ୍ ଆର୍ ଅଉ ପାଳଇଗେଲା।

50. ୫୦. ଯୀଶୁ ଘୁରି ଆସେଲ୍ — illustration 6

“ଯେବା ବିହନ ଗଜା ହଲେକ୍, ସୌନଖର୍ ଚେଲାହେନ୍ ଆସି କୋହଲିନ୍ ‘ଗୁରୁ, ସୌଦିଲେ ଭାଲ୍ ବିହନ ବୁଣ ଥାଲହିନ୍। ହୋଲେ ସେଠେ କେହ୍ନେ ବାଳୁଙ୍ଗା ଦିଖା ଦିଛେ ? ଗୁରୁ ଉତ୍ତର ଦିଲେନ୍, ଗୋଟାକ୍ ଶତ୍ରୁ ସେର୍ମା କର୍ଛା।

50. ୫୦. ଯୀଶୁ ଘୁରି ଆସେଲ୍ — illustration 7

“ଚେଲାହେନ୍ ଉର୍ହାକାର୍ ମାଲିକ୍ କେ କୈହ୍ଲିନ୍ ଆମ୍ରା କି ବାଳୁଙ୍ଗାକେ ଉଠାବ୍ ? ମାଲିକ୍ ର୍କୋଲେକ୍, ନାଇଁ ଯଦି ତୁହା ସେଟା କର୍ହ, ଉହାର୍ ସଙ୍ଗେ ତୁର୍ହା ଗହମ୍ ମଧ୍ୟ ଉଠାଇଦିଉ। ଫଳ ଅମଳ ହବାତିତେକ୍ ବାଟ ଚାହିଁ ବାଳୁଙ୍ଗାକେ ଏକଠେଁ କରିତ୍ ଧରଇଁ ଦେବେ। ହୋଲେ ଗହମ୍ ଅମଳକେ ଆହ୍ମାର୍ ହାମାର୍ କେ ଆଣ।

50. ୫୦. ଯୀଶୁ ଘୁରି ଆସେଲ୍ — illustration 8

ଚେଲାହେନ୍ ସୌ କାହାଣୀ ବା ନିଜରେ ଅର୍ଥରେ ବୁଝି ପାହ୍ଲିନ୍ ନାଇଁ, ତାପରେ ଉର୍ହା ସେଟା ବୁଝିବାର୍ ନାଇଁ ଯୀଶୁକେ ର୍କେଲେକ୍। ଯୀଶୁ ର୍କେଲେକ୍ ଏ ଯେ ନୋକ୍ ଭାଲ୍ ବିହନ ବୁଣୁଲେକ୍ ଅଉ ଖ୍ରୀଷ୍ଟର୍ ଅତଲା ଆଛେ। ବିଲ୍ ହୋୟଠେ ଜଗତ୍। ଭାଲା ବିହନ ଇଶ୍ବରେର୍ ଭାଲ୍ ନୋକକେ ବୁଝାଏ।

50. ୫୦. ଯୀଶୁ ଘୁରି ଆସେଲ୍ — illustration 9

ଏ ବାଳୁଙ୍ଗାକେ ସୌ ନୋକଗାକେ ଚିହ୍ନାନ୍ କରେ ଯୌ ନକହେନ୍ ଆଛନ୍। ଯୌ ଶତ୍ରୁ ବାଳୁଙ୍ଗାକେ ବୁଣୁଲେକ୍ ବା ନାଗଇଁ ଦି ପଲାସ୍ ଗେଲା ଅଉ ହୋୟଠେ ଶୟତାନ୍। ଫଳ ଅମଳ ହୋୟଠେ ପିଥିମିର୍ ଶେଷ୍ ଆର୍ ଚାପିହେନ୍ ହୋନଠେ ଇଶ୍ବରେର୍ ଦୁତହେନ୍।“

50. ୫୦. ଯୀଶୁ ଘୁରି ଆସେଲ୍ — illustration 10

ଯୌତବା ପିଥିମ୍ ଶେଷ ହବେକ୍, ସୌତବା ଦୁତହେନ୍ ପାପେର୍ ଛାହେନ୍ କେ ଏକଠେ କରିଏ ନାଇଁ ନିରା ଆର୍ଗୁନେ ପେକାଇ ଦିରିନ୍, ଯେଠେ କାନ୍ଧାନୀ ଆର୍ ଦାନ୍ତର୍ କେଡିମିଡି ହୋବେକ୍। ସୌତବା ଧର୍ମିକ୍-ହେନ୍ ଉର୍ହାକାର୍ ବାୟ ଇଶ୍ବରେର୍ ରାଇଜୟ ବେଳା ରକମ ଦେଖାକ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 11

ଯୀଶୁ ଆହଁ ମଧ୍ୟ କୋଇଲେକ୍ ଯେ ପିର୍ଥିମ୍ ଶେଷ ହୋବା ଠିକ୍ ଆଗୁ ଅଉ ପିରଥିମୀକେ ଘୁରି ଆସେକ୍। ଅଉ ଯେନ୍ ପିର୍ଥିମ୍ ନୁ ସରଗକେ ଯାଥାଲେକ୍ ଅଉ ଠିକ୍ ସୌରକମ୍ ପିର୍ଥିମ୍ ନୁ ଘୁରି ଆସେକ୍। ଉର୍ହାକାର୍ ଗୋଟା ଗାଥା ଠାକ୍ ଆର୍ ଅଉ ଆକାଶେ ମେଘ ବାଦଲେ ଜାରିନ୍। ଯୀଶୁ ଯେତବା ଘୁରେକ୍ ଯୋତ ନକ ଖ୍ରୀଷ୍ଟିଆନ ମରଣଗେ କଆଲିନ୍, ଉର୍ହା ମରଣନୁ ଉଠବିନ ଆର୍ ଉର୍ହାକେ ଆକାଶେ ଦେଖା କରିନ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 12

ତାପରେ ଯୋଉ ଖ୍ରୀଷ୍ଟିଆନହେନ୍ ଜିମମୀ ଥାଭିଂ ଉର୍ହା ମରଣନୁ ଜିସ୍ତି ଖ୍ରୀଷ୍ଟିଆନ ହେନକାର୍ ସଙ୍ଗେ ମିଶି ଆକାଶକେ ଉଠି ଜାଭିନ୍। ଉର୍ହା ସବୁ ସେଠେ ଯୀଶୁର୍ ସଙ୍ଗେ ରେହିନ୍। ତାପରେ, ଯୀଶୁ ଉହାର୍ ନୋକହେନ୍ କାର୍ ସଙ୍ଗେ ପୁରା ଶାନ୍ତି ଆର୍ ଏକତାୟ ଚିରଦିନ୍ ରେଭିନ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 13

ଯୌ ନୋକ୍ହେନ୍ ଯୀଶୁଠେ ବିଶ୍ବାସ୍ କରନ୍ ଉର୍ହାକେ ଗୋଟାକ୍ ମୁକୁଟ୍ ଦିବାର୍ ତୋରେ ଯୀଶୁ କିରା କର୍ଛେ। ଉର୍ହା ଇଶ୍ବରେର୍ ସଙ୍ଗେ ପୁରା ଶାନ୍ତିୟେ ରହିଁ କରି ରାଜ୍ କରନ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 14

ହୋଲେ ଯେରକମ୍ ନୋକହେନ୍ ଯୀଶୁଠେ ବିଶ୍ବାସ୍ କରନ୍ ନାଇଁ ଈଶ୍ବର୍ ଉର୍ହାକାର୍ ବିଚାର୍ କରେକ୍। ଅଉ ଉର୍ହାକେ ନରକେକ ଧଂସ କରେକ୍, ଯେଠେ କନ୍ଦଣା ଆର୍ ଦାନ୍ତେର୍ କିଡିମିଡି ହବେକ୍। ଏ ରକମ୍ ଗୋଟାକ୍ ଆଁଗୁଣ ସେଟା ବାଉନ୍ ନିଭେ ନାଇଁ ଆର୍ ସବୁ ଛାଣ୍ଡା ଧର୍ତେ ଥାବା ଆର୍ ଚଡଇ ଛେଠାହେନ୍ଉର୍ହାକେ ଖାବାକେ ବନ୍ଦ କରବେ ନାଇଁ।

50. ୫୦. ଯୀଶୁ ଘୁରି ଆସେଲ୍ — illustration 15

ଯୀଶୁ ଯେତବା ଘୁରେକ୍, ଅଉ ପୁରାପୁରି ଶଇତାନ୍ ଆର୍ ଉହାର୍ ରାଇଜକେ ବିନାଶ୍ କରେକ୍। ଅଉ ଶୟତାନ୍ କେ ଆର୍ ଇଶ୍ବରେର୍ ଆସକ୍ତ ହୋବାଦିଁ ଉହାର୍ ବାକେ ଛଲବାକେ ମନନିତ କଥାବା ସବୁକେ ନର୍କେ ନିକ୍ଷେପ୍ କରେକ୍ ଯେଠେ ଚିରଦିନ୍ ତୋରେ ଜଲଭିନ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 16

ଯେହେତୁ ଆଦମ୍ ଆର୍ ହବା ଇଶ୍ବରେର୍ ଅମାନ୍ତି ହ୍ଲିନ୍ ଆର୍ ଏ ଜଗତ୍ କେ ପାପ୍ ଡୁକାହ୍ଲିନ୍, ସୌକର୍ତେ ଈଶ୍ବର୍ ଏଟାକେ ଅଭିଶାପ୍ ଦିଲେନ୍ ଆର୍ ଏଟାକେ ବିନାଶ କର୍ବାର୍ ତୋରେ ସିଦ୍ଧାନ୍ତ ନିଲେକ୍। ହୋଲେ ଏକ ଦିନ୍ ଈଶ୍ବର୍ ଗୋଟାକ ସରଗ୍ ଆର୍ ନ୍ଆ ପିର୍ଥମ ତେଆର୍ କରେକ୍ ସେଟା ସିଦ୍ଧ ଆର୍ ପୁରା ହବେକ୍।

50. ୫୦. ଯୀଶୁ ଘୁରି ଆସେଲ୍ — illustration 17

ଯୀଶୁ ଆର୍ ଉହାର୍ ନୋକହେନ୍ ନ୍ଆ ପିର୍ଥିମେ ବସୁବାସ୍ କର୍ଲିନ୍ ଆର୍ ଯାହା ସବୁ ଠାକ୍ ଅଉ ସବୁ ନୋଖେର୍ ଉପ୍ରେ ଅଉ ଡରବାକ୍ ରାଜ୍ କରେକ୍। ଅଉ ମର୍ତେକ୍ ନୋଖର୍ ଚଖେର୍ ନୋହ ପୁଛିଦେକ୍ ଆର୍ କଷ୍ଟଭଗା, ଦୁଖ୍, କନ୍ଦଣା, ହିନ୍, କଷ୍ଟ ବା ମରଣ ହବେକ୍ ନାହିଁ। ଯୀଶୁ ଶାନ୍ତିୟେ ଆର୍ ନିଇୟେ ଉହାର୍ ରାଇଜ୍ ଉପ୍ରେ ରାଜ୍ କରେକ୍ ଆର୍ ଅଉ ଉର୍ହାକାର୍ ନୋକ୍ ହେନ୍ କାର୍ ସଙ୍ଗେ ଚିରଦିନ୍ ରେଭିନ୍।

ବାଇବଲର ଏକ କାହାଣୀ:ମାଥିଉ ୨୪:୨୪; ୨୮:୧୮; ଯୋହନ ୧୫:୨୦, ୧୬:୩୩; ପ୍ରକାଶିତ ୨:୧୦; ମାଥିଉ ୧୩:୨୪-୩୦, ୩୬-୪୨; ୧ଥେସଲନିକୀୟ ୪:୧୩-୫:୧୧; ଯାକୁବ ୧:୧୨; ମାଥିଉ ୨୨:୧୩; ପ୍ରକାଶିତ ୨୦:୧୦ ;୨୧:୧-୨୨:୨୧

Read in the reader

Free to use, adapt, and share under an open license (CC BY-SA 4.0).