1. ୧. ସୁସ୍‌ଟି

1. ୧. ସୁସ୍‌ଟି — illustration 1

ସ୍‌ବୁ ସୁସ୍‌ଷ୍ଟି ଅନ୍‌କ୍‌ରି ଅଇଲି। ଚଅଦିନ୍ ବିତ୍‌ରେ ଇଶ୍ବର୍ ସ୍‌ର୍‌ଗ୍ ଆର୍ ପୁର୍‌ତିବି ଆର୍ ସେତିର୍ ସ୍‌ବୁ ଜିନିସ୍ ସୁସ୍‌ଟି କ୍‌ଲା। ଇଶ୍ୱର୍ ସୁସ୍‌ଟି କ୍‌ଲାହ୍‌ଚେ ପୁର୍‌ତିବି ଅନ୍ଦାର୍ ଆର୍ ଚୁଚାରିଲି। କୁଇ ବିଷୟର୍ ଗଠନ ଅଇ ନ୍‌ରିଲି। ମ୍‌ତର୍ ଇଶ୍ୱରାର୍ ଆତ୍ମା ହାଣି ଉହ୍‌ରେ ରିଲି।

1. ୧. ସୁସ୍‌ଟି — illustration 2

ତାର୍‌ହ୍‌ଚେ ଇଶ୍ୱର୍ କଇଲା, ଉଜାଳ୍ ଅଉଅ। ସେତାକ୍ ଉଜାଳ୍ ଅଇଲି। ଇଶ୍ୱର୍ ଉଜାଳ୍‌କେ ବ୍‌ଲ୍‌କ୍‌ରି ଦ୍‌କ୍‌ଲା ଆର୍ ତାକେ ଉଜାଳ୍ ବ୍‌ଲି କଇଲା। ସେ ଇତାକେ ଅନ୍ଦାର୍, ଜାକେ ସେ କଇଲା “ରାତି”। ଇଶ୍ୱର୍ ସୁସ୍‌ଟି କ୍‌ଲା ହ୍‌ର୍‌ତୁ ଦିନ୍ ଉଜାଲ୍ ସୁସ୍‌ଟି କ୍‌ଲା।

1. ୧. ସୁସ୍‌ଟି — illustration 3

ସୁସ୍‌ଟି କ୍‌ଲା ଦୁଇଦିନ୍ ହ୍‌ଚେ ଇଶ୍ୱର୍ ପୁର୍‌ତିବି ଉହ୍‌ରେ ଆକାଶ୍ ସୁସ୍‌ଟି ଅମ୍‌କେ କଇଲା। ସେ ତ୍‌ଳେ ହାଣିୟେ ହ୍‌ଣି ଉହ୍‌ରାର୍ ହାଣିକେ ପୂଥକ୍ କ୍‌ଲାର୍ ଗିନେ ଆକାଶ୍ ସୁସ୍‌ଟି

1. ୧. ସୁସ୍‌ଟି — illustration 4

ତିନି ଦିନ୍‌ହ୍‌ଚେ ଇଶ୍ୱର୍ କଇଲା ଆର୍ ସୁକ୍‌ଲା ମାଟିୟେ ହ୍‌ଣି ହାଣିକେ କଇଲା। ସେ ସୁକ୍‌ଲା ମାଟିକେ “ପୁର୍‌ତିବି” କଇଲା ଆର୍ ସେ ହାଣିକେ ”ସ୍‌ମ୍‌ଦୁର୍” ବ୍‌ଲି କଇଲା। ଇଶ୍ୱର୍ ଦ୍‌କ୍‌ଲା ଜୁଇରି ସେ ସୁସ୍‌ଟି କ୍‌ରିରିଲା ବ୍‌ଲ୍ ରିଲି।

1. ୧. ସୁସ୍‌ଟି — illustration 5

ତାର୍‌ହ୍‌ଚେ ଇଶ୍ୱର୍ କଇଲା, “ ପୁର୍‌ତିବି ଲ୍‌ଗେ ସ୍‌ବୁ ପର୍‌କାର୍ ଗ୍‌ଚ୍‌ମ୍‌ନ୍ ଆର୍ ର୍‌ନ୍ ତିଆର୍ ଅଉଅ। ଆର୍ ସେନ୍‌କ୍‌ରି ଅଇଲି। ଇଶ୍ୱର୍ ଦ୍‌କ୍‌ଲା ଜୁଇରି ସେ ସୁସ୍‌ଟି କ୍‌ରିରିଲା ବ୍‌ଲ୍ ରିଲି।

1. ୧. ସୁସ୍‌ଟି — illustration 6

ସୁସ୍‌ଟି କ୍‌ଲା ଚାର୍‌ଦିନ୍ ହ୍‌ଚେ, ଇଶ୍ୱର୍ କଇଲା ଆର୍ ବେଳ୍, ଜନ୍ ଆର୍ ତାରାମ୍‌ନ୍‌କେ ସୁସ୍‌ଟି କ୍‌ଲା। ଇଶ୍ୱର୍ ସେ ସ୍‌ବ୍‌କେ ପୁର୍‌ତିବି ଲ୍‌ଗେ ଉଜାଳ୍ ଦେମ୍‌କେ ଆର୍ ଦିନ୍, ରାତି, ଊତୁମ୍‌ନ୍ ଆର୍ ବର୍ଷ୍ ମ୍‌ନ୍‌କାର୍ ଚିନାର୍ ଗିନେ ବ୍ଯବହୃତ୍ ଅମ୍‌କେ କଇଲା। ଇଶ୍ୱର୍ ଦ୍‌କ୍‌ଲା ଜୁଇରି ସେ ସୁସ୍‌ଟି କ୍‌ରିରିଲା ବ୍‌ଲ୍ ରିଲି।

1. ୧. ସୁସ୍‌ଟି — illustration 7

ସୁସ୍‌ଟି କ୍‌ଲା ହାଚ୍‌ଦିନ୍ ଇଶ୍ୱର୍ କଇଲା ଆର୍ ହାଣିଏ ହ୍‌ଉଁର୍‌ତା ସ୍‌ବୁ ମାଚ୍ ଆର୍ ଚେଳେମ୍‌ନ୍‌କେ ସୁସ୍‌ଟି କ୍‌ଲା। ଇଶ୍ୱର୍ ସେରି ବ୍‌ଲ୍‌କ୍‌ରି ଦ୍‌କ୍‌ଲା ଆର୍ ସେ ସେମ୍‌ନ୍‌କେ ଆଶ୍‌ରିବାଦ୍ କ୍‌ଲା।

1. ୧. ସୁସ୍‌ଟି — illustration 8

ସୁସ୍‌ଟି କ୍‌ଲା ଚଦିନ୍ ବିତ୍‌ରେ, ଇଶ୍ୱର୍ କଇଲା, “ମାଟିଲ୍‌ଗେ ସ୍‌ବୁ ପ୍ର୍‌କାର୍ ପଶୁମ୍‌ନ୍ ସୁସ୍‌ଟି ଅଉତ୍। ଇଶ୍ୱର୍ ଜ୍‌ନ୍‌କ୍‌ରି କଇଲା, ଟିକ୍ ସେନ୍‌କ୍‌ରି କ୍‌ଲା। କ୍‌ତେକ୍ ଚାଷ୍ କାମେ ଲାଗ୍‌ତା ପଶୁ ରିଲାଇ, କ୍‌ତେକ୍ ମାଟି ଉହ୍‌ରେ ଇଣ୍ତତା ସାହ୍ ବାଗ୍ ଆର୍ କ୍‌ତେକ୍ ବ୍‌ନାର୍ ପଶୁମ୍‌ନ୍ ରିଲାଇ। ଆର୍ ଇଶ୍ବର୍ ସେମ୍‌ନ୍‌କେ ବ୍‌ଲ୍ କ୍‌ରି ଦ୍‌କ୍‌ଲା।

1. ୧. ସୁସ୍‌ଟି — illustration 9

ତାର୍ ହ୍‌ଚେ ଇଶ୍ୱର୍ କଇଲା, ଆସା, ଅମି ମାନାଇକେ ଅମାର୍ ହର୍ ନିଜାର୍ ରୁପ୍‌ଲ୍‌ଗେ ସୁସ୍‌ଟି କ୍‌ରୁମା। ପୁର୍‌ତିବି ଉହ୍‌ରେ ଆର୍ ସ୍‌ବୁ ପଶୁମ୍‌ନ୍‌କାର୍ ଉହ୍‌ରେ ସେମ୍‌ନ୍‌କାର୍ ଅଦିକାର୍ ରେଇଦ୍।

1. ୧. ସୁସ୍‌ଟି — illustration 10

ସେତାକ୍ ଇଶ୍ୱର୍ କ୍‌ତେକ୍ ଦୁଳି ନେଇ, ମାନାଇକେ ବ୍‌ନାଇଲା, ଆର୍ ତାର୍ ବିତ୍‌ରେ ଜୀବନ୍ ହୁକି ଦିଲା। ଇ ମାନାଇର୍ ନାଉ ଆଦମ ରିଲି। ଇଶ୍ବର୍ ଗଟେକ୍ ବଗିଚା ବ୍‌ନାଇଲା, ଜୁଇତି କି ଆଦମ ରେଇଦ୍ ଆର୍ ତାର୍ ସେବା କ୍‌ର୍‌ତାର୍ ଗିନେ ତାକେ ସେତି ର୍‌କ୍‌ଲା।

1. ୧. ସୁସ୍‌ଟି — illustration 11

ସେ ବଗିଚା ବିତ୍‌ରେ, ଇଶ୍ବର୍ ଜଳେକ୍ ମୁକ୍ଯ ଗ୍‌ଚ୍ ଲାଗାଇଲା- ଗଟେକ୍ ଜୀବନ୍ ଦେତା ଗଚ୍ ଆର୍ ବ୍‌ଲ୍ ଆର୍ କ୍‌ରାପ୍ ଗିଆନ୍ ଦେତା ଗ୍‌ଚ୍। ଇଶ୍ବର୍ ଆଦମ୍‌କେ କଇଲା ଯେ ବ୍‌ଲ୍ ଆର୍ କ୍‌ରାପ୍ ଗିଆନ୍ ଦେତା ହ୍‌ଳ୍‌କେ ଚାଡି ବଗିଚାର୍ ବିତ୍‌ରେ ରିଲା ସ୍‌ବୁ ଗଚାର୍ ହ୍‌ଳ୍ କାମ୍ ହାର୍‌ସି। ଯଦି ଇ ଗ୍‌ଚାର୍ ହ୍‌ଳ୍ ସେ କାଇଦ୍, ତ୍‌ବେ ସେ ମ୍‌ରେଦ୍।

1. ୧. ସୁସ୍‌ଟି — illustration 12

ତାର୍‌ହ୍‌ଚେ ଇଶ୍ବର୍ କଇଲା, ମାନାଇ ଏକ୍‌ଲା ରେତାର୍ ବ୍‌ଲ୍ ନାଇ। ମ୍‌ତର୍ କାଇ ପଶୁ ହେଁ ଆଦମାର୍ ଗିନେ ସାଇଜ କ୍‌ର୍‌ତାର୍ କେ ନ୍‌ରିଲାଇ।

1. ୧. ସୁସ୍‌ଟି — illustration 13

ସେତାକ୍ ଇଶ୍ବର୍ ଆଦମ୍‌କେ ଗ୍‌ରେ ନିଦେ ସଳାଇ ଦିଲା। ତାର୍‌ହ୍‌ଚେ, ଇଶ୍ବର୍ ଆଦମାର୍ ଗଟେକ୍ ହ୍‌ଞରା ଆଡ୍‌କେ ନେଇ ଗଟେକ୍ ମାଇଜି ତିଆର୍ କ୍‌ଲା ଆର୍ ତାକେ ଆଦମାର୍ ଲ୍‌ଗେ ଆନ୍‌ଲା।

1. ୧. ସୁସ୍‌ଟି — illustration 14

ଜ୍‌ଡେବ୍‌ଳ୍ ଆଦମ ତାକେ ଦ୍‌କ୍‌ଲା, ସେ କଇଲା, ସ୍‌ରାସ୍‌ରି! ଏ ଗଟେକ୍ ମର୍ ହର୍ ଆଚେ! ସେ ଟକି ବ୍‌ଲି କୁଦା ଅଇଦ୍, ଜ୍‌ନ୍‌କ୍‌ରି ସେ ଅଣ୍ତରାର୍ ତ୍‌ଇହ୍‌ଣି ସୁସ୍‌ଟି ଅଇଲି ଆଚେ। ଇତାର୍ ଗିନେ ମାନାଇ ତାର୍ ଉବାସି ଆଇସିକେ ଚାଡି ତାର୍ ମାଇଜି ସ୍‌ଙ୍ଗ୍ ଗଟେକ୍ ଅଉତି।

1. ୧. ସୁସ୍‌ଟି — illustration 15

ଇଶ୍ବର୍ ଅଣ୍ତରା ଆର୍ ଟକିକେ ତାର୍ ନିଜାର୍ ହର୍ ତିଆର୍ କ୍‌ରିରିଲା। ସେ ସେମ୍‌ନ୍‌କେ ଆଶ୍‌ରିବାଦ୍ କ୍‌ଲା ଆର୍ କଇଲା, ବେଶି ହିଲା ଜିଲା ଆର୍ ନାତିନାତୁଣି ମ୍‌ନ୍‌କେ ଜ୍‌ଲମ୍ କ୍‌ରା ଆର୍ ପୁର୍‌ତିବି ଲ୍‌ଗେ ବ୍‌ର୍‌ତି କ୍‌ରା। ଇଶ୍ବର୍ ଜୁଇରି ସ୍‌ବୁ ସୁସ୍‌ଟି କ୍‌ରିରିଲା, ସେସ୍‌ବୁ ବେଶି ବ୍‌ଲ୍ କ୍‌ରି ଦ୍‌କ୍‌ଲା। ଜୁଇରି ସେ ସ୍‌ବୁତ୍‌ଇ ତାକାର୍ ବେଶି ଶାନ୍ତି ରିଲି। ଇ ସ୍‌ବୁ ବିଷୟ୍ ସୁସ୍‌ଟି କ୍‌ଲା ଚଅଦିନ୍ ବିତ୍‌ରେ ଅଇଲି।

1. ୧. ସୁସ୍‌ଟି — illustration 16

ଜ୍‌ଡେବ୍‌ଳ୍ ସାତ୍ ଦିନ୍ ଆଇଲି, ଇଶ୍ବର୍ ତାର୍ ସ୍‌ବୁ କାମ୍ ସ୍‌ରାଇ ରିଲା। ସେତାକ୍ ଇଶ୍ବର୍ ସ୍‌ବୁ କାମେ ହ୍‌ଣି ଜୁଇରି ସେ କ୍‌ରି ଆସ୍‌ତି ରିଲା ବିଶାଉଣି କ୍‌ଲା। ସେ ସାତ୍ ଦିନ୍‌କେ ଆଶ୍‌ରିବାଦ୍ କ୍‌ରି ପବିତ୍‌ର କ୍‌ଲା। କାଇତାକ୍ ଇ ଦିନେ ସେ ତାର୍ କାମେହ୍‌ଣି ବିଶାଉଣି କ୍‌ଲା। ଅନ୍‌କ୍‌ରି ଇଶ୍ବର୍ ବ୍ରହ୍ମାଣ୍ତ ଆର୍ ସେତିର୍ ସ୍‌ବୁ ବିଷୟ୍ ସୁସ୍‌ଟି କ୍‌ଲା।

ବାଇବଲାର୍ ଗଟେକ୍ କ୍‌ତା: ଆଦିବହି ୧-୨

Read in the reader

Free to use, adapt, and share under an open license (CC BY-SA 4.0).