2. ୨. ପାପ୍ ଜ୍‌ଗତେ ଆଇଲି

2. ୨. ପାପ୍ ଜ୍‌ଗତେ ଆଇଲି — illustration 1

ଇଶ୍ବର ସେମ୍‌ନ୍‌କାର୍ ଗିନେ ତିଆର୍ କ୍‌ରିରିଲା ସୁନ୍ଦୁର୍ ବଗିଚା ଲ୍‌ଗେ ଆଦମ୍ ଆର୍ ତାର୍ ମାଇଜି ବେଶି ସ୍‌ର୍‌ଦା କ୍‌ରି ଜୀବନ୍ କାଟ୍‌ତି ରିଲାଇ। ସେମ୍‌ନ୍ କେ ହେଁ ହ୍‌ଚିଆ ହିନ୍ଦି ନ୍‌ରିଲାଇ, ମ୍‌ତର୍ ଇରି ସେମ୍‌ନ୍‌କାର୍ ଗିନେ କାଇ ଲାଜ୍ ନ୍‌ରିଲି। ଜ୍‌ନ୍‌କ୍‌ରି ଜ୍‌ଗତେ ପାପ୍ ନ୍‌ରିଲି। ସେମ୍‌ନ୍ ସ୍ବୁବ୍‌ଳ୍ ବଗିଚା ଲ୍‌ଗେ ଜାଆ ଆସ୍ କ୍‌ର୍‌ତି ରିଲାଇ ଆର୍ ଇଶ୍ୱରାର୍ ସ୍‌ଙ୍ଗ୍ କ୍‌ତା ଅଉତି ରିଲାଇ।

2. ୨. ପାପ୍ ଜ୍‌ଗତେ ଆଇଲି — illustration 2

ମ୍‌ତର୍ ସେ ବଗିଚା ଲ୍‌ଗେ ଗଟେକ୍ ଚ୍‌ତୁର୍ ସାହ୍‌ରିଲି। ସେ ଟକିକେ ହ୍‌ଚାର୍‌ଲି, ଇଶ୍ବର୍ ସ୍‌ତ୍‌କ୍‌ରି ବଗିଚାର୍ କୁଇ ଗ୍‌ଚାର୍ ହ୍‌ଳ୍ ନ୍‌କାମ୍‌କେ ତୁମୁକେ କଇଲା ଆଚେ କି?

2. ୨. ପାପ୍ ଜ୍‌ଗତେ ଆଇଲି — illustration 3

ଟକି କଇଲି, ଇଶ୍ୱର୍ ଅମୁକେ କଇଲା ବ୍‌ଲ୍ ଆର୍ କ୍‌ରାପ୍ ଗିଆନ୍ ଦେତା ଗ୍‌ଚାର୍ ହ୍‌ଳ୍‌କେ ଚାଡି ଜୁଇ ଗ୍‌ଚା ହ୍‌ଳ୍ ହେଁ ଅମି କାମ୍‌ହାରୁ। ଇଶ୍ବର୍ ଅମୁକେ କଇଲା, ଯଦି ତୁମି ସେ ଗ୍‌ଚାର୍ ହ୍‌ଳ୍ କାହାସ୍ କି ଚୁଆସ୍ ସେଦିନ୍ ତୁମି ମ୍‌ରାସ୍।

2. ୨. ପାପ୍ ଜ୍‌ଗତେ ଆଇଲି — illustration 4

ସାହ୍ ଟକିକେ କ୍‌ଇଲି, ସେରି ସ୍‌ତ୍ ନଇ। ତୁମି ମ୍‌ରି ନ୍‌କେରାସ୍। ଇଶ୍ୱର୍ ଜାଣି ଆଚେ ଯେ, ତୁମି କାଇଲା ସ୍‌ଙ୍ଗେ ସ୍‌ଙ୍ଗେ ଇଶ୍ବରାର୍ ହର୍ ତୁମି ଅଉଆସ୍ ଆର୍ ତାର୍ ହର୍ ବ୍‌ଲ୍ ଆର୍ କ୍‌ରାପ୍‌କେ ବୁଜୁ ହାରାସ୍।

2. ୨. ପାପ୍ ଜ୍‌ଗତେ ଆଇଲି — illustration 5

ଟକି ସେରି ଦ୍‌କ୍‌ଲି, ସେ ହ୍‌ଳ୍ ଦ୍କୁକେ ସୁନ୍ଦୁର୍ ରିଲି ଆର୍ କାମ୍‌କେ ସୁଆଦ୍ ରିଲି। ସେ ହେଁ ବୁଦିମାନ୍ ଅମ୍‌କେ ଇଚାକ୍‌ଲି, ସେତାର୍ ଗିନେ ସେ କ୍‌ତିଗଟ୍ ହ୍‌ଳ୍ କଳ୍‌ଲି ଆର୍ କାଇଲି। ତାର୍ ହ୍‌ଚେ ସେ କ୍‌ତେକ୍ ହ୍‌ଳ୍ ତାର୍ ଡକ୍‌ରାସିକେ ଦିଲି, ଯେ ତାର୍ ସ୍‌ଙ୍ଗ୍ ରିଲା ଆର୍ ସେ ହେଁ ସେତିର୍ କ୍‌ତେକ୍ କାଇଲା।

2. ୨. ପାପ୍ ଜ୍‌ଗତେ ଆଇଲି — illustration 6

ସେଦାହ୍‌ରେ ତାକାର୍ ଆକି ଡିସ୍‌ଲି, ଆର୍ ସେମ୍‌ନ୍ ବାବ୍‌ଲାଇ ଯେ, ସେମ୍‌ନ୍ ନ୍‌ଗ୍‌ଳା ଅଇଲାଇ ଆତି। ହ୍‌ତାର୍‌କେ ତୁନିକ୍‌ରି ସେମ୍‌ନ୍‌କାର୍ ଗ୍‌ଗାଳ୍‌କେ ହିନ୍ଦୁକେ ଚେଷ୍ଟା କ୍‌ଲାଇ।

2. ୨. ପାପ୍ ଜ୍‌ଗତେ ଆଇଲି — illustration 7

ତାର୍‌ହ୍‌ଚେ ଇଶ୍ୱର୍ ବଗିଚା ଇତ୍‌ରେ ଇଣ୍ତି ଆସ୍‌ତି ରିଲାର୍ ଶ୍‌ବ୍‌ଦ ଅଣ୍ତରା ଆର୍ ତାର୍ ଡକୁର୍‌ସି ଶୁନ୍‌ଲାଇ। ସେମ୍‌ନ୍ ଦୁଇଲକ୍ ଇଶ୍ବରାର୍ ତ୍‌ଇହ୍‌ଣି। ତାର୍‌ହ୍‌ଚେ ଇଶ୍ୱର୍ ଅଣ୍ତାରେକ୍ କୁଦ୍‌ଲା, ତୁମି କୁଇତି ଆଚାସ୍? ଆଦମ୍ କଇଲା, ତୁଇ ଏଦନ ବଗିଚା ଲ୍‌ଗେ ଇଣ୍ତତାର୍ ମୁଇ ଶୁନ୍‌ଲେ ଆର୍ ମୁଇ ଡିର୍‌ଲେ, କାଇତାକ୍ ମୁଇ ନ୍‌ଗ୍‌ଳା ରିଲେ। ସେତାର୍ ଗିନେ ମୁଇ ଲୁକ୍‌ଲେ।

2. ୨. ପାପ୍ ଜ୍‌ଗତେ ଆଇଲି — illustration 8

ତ୍‌ବେ ଇଶ୍ୱର୍ ହ୍‌ଚାର୍‌ଲା, ତୁମି ଯେ ନ୍‌ଗ୍‌ଳା ଆଚାସ୍ ତୁମୁକେ କେ କ୍‌ଇଲା? ଜୁଇ ହ୍‌ଳ୍ କ୍‌ହା ନାଇବ୍‌ଲି ମୁଇ କଇ ରିଲେ, ସେ ହ୍‌ଳ୍ ତୁମି କାଇଲାସ୍ କି? ଅଣ୍ତରା କଇଲା, ଇ ଟକିକେ ତୁଇ ମକେ ଦିଲିସ୍ ଆର୍ ସେ ମକେ ହ୍‌ଳ୍ କାମ୍‌କେ ଦିଲି। ଇଶ୍ୱର୍ ଟକିକେ ହ୍‌ଚାର୍‌ଲା, ଇରି ତୁଇ କାଇ କ୍‌ଲିସ୍? ଟକି କଇଲି, ସାହ୍ ମକେ ବ୍‌କୁଆ କ୍‌ଲି।

2. ୨. ପାପ୍ ଜ୍‌ଗତେ ଆଇଲି — illustration 9

ଇଶ୍ୱର୍ ସାହ୍‌କେ କଇଲା, ତୁଇ ଅବିସାପ୍ ହାଇଲି ଆଚ୍‌ସି। ତୁଇ ତର୍ ହେଟେ ଇଣ୍ତସି ଆର୍ ଦଳି କାସି। ତୁଇ ଆର୍ ଟକି ଜାର୍ ଜାର୍ ବିତ୍‌ରେ ଗୁର୍‌ଣା କ୍‌ରାସ୍। ଆର୍ ତୁମାର୍ ହିଲା ତାର୍ ହିଲା ହେଁ ଗୁର୍‌ଣା କ୍‌ର୍‌ତି। ଟକିର୍ ବ୍‌ଉଁଶ୍‌ ତୁମାର୍ ମୁଣ୍ତକେ ଆଗାତ୍ କ୍‌ରେଦ୍ ଆର୍ ତୁମି ତାର୍ ଗଇଟାକେ ଚାବାସ୍।

2. ୨. ପାପ୍ ଜ୍‌ଗତେ ଆଇଲି — illustration 10

ତାର୍ ହ୍‌ଚେ ଇଶ୍ୱର୍ ଟକିକେ କଇଲା, ମୁଇ ତର୍‌ ହିଲା ଜ୍‌ଲମ୍ କ୍‌ର୍‌ତାର୍ ବେଶି ବାଡାଇନ୍। ତୁମି ତୁମାର୍ ଅଣ୍ତରାକେ ଦ୍‌କି ଆର୍ ସେ ତୁମାର୍ ଉହ୍‌ରେ ଶାସନ୍ କ୍‌ରେଦ୍।

2. ୨. ପାପ୍ ଜ୍‌ଗତେ ଆଇଲି — illustration 11

ଇଶ୍ୱର୍ ମାନାଇକେ କଇଲା, ତୁଇ ତର୍ ମାଇଜିର୍ କ୍‌ତା ଶୁନ୍‌ଲିସ୍ ଆର୍ ମର୍ କ୍‌ତାକେ ନ୍‌ମାନ୍‌ଲିସ୍। ଅବେ ମାଟି ଅବିସାପ୍ ଅଇଲି, ଆର୍ ତୁମିକେ ଚାଷ୍ କ୍ରୁକେ ବେଶି କ୍‌ଷ୍ଟ କ୍ରୁକେ ଅଇଦ୍। ତୁମି ମ୍‌ରାସ୍ ଆର୍ ତୁମାର୍ ଗ୍‌ଗାଳ୍ ମାଟି ବିତ୍‌ରେ ଜାଇଦ୍। ଅଣ୍ତରା ତାର୍ ମାଇଜିକେ ହବା ନାଉଁ ଦିଲା, ଯାର୍ ଅର୍‌ତ ଜୀବନଦାଇ, କାଇତାକ୍ ସେ ବେଶି ଲକାର୍ ଆସି ଅଇଦ୍। ଆର୍ ଇଶ୍ୱର୍ ଆଦମ୍ ଆର୍ ହବାକେ ପଶୁର୍ ଚାମ୍‌ଳା ଲ୍‌ଗେ ଆଚାଦିତ କ୍‌ଲା।

2. ୨. ପାପ୍ ଜ୍‌ଗତେ ଆଇଲି — illustration 12

ତାର୍ ହ୍‌ଚେ ଇଶ୍ୱର୍ କଇଲା, ଅବେ ବ୍‌ଲ୍ ଆର୍ କ୍‌ରାପ୍ ଜାଣ୍‌ତା ଦ୍ବାରା ମାନାଇ ଅମାର୍ ହର୍ ଗଟେକ୍ ଅଇଲା ଆଚେ, ସେମ୍‌ନ୍ ସ୍‌ବୁବ୍‌ଳ୍ ଜିବନ୍ ରେତାର୍ ଗିନେ ଜିବନ୍‌ଦାଇ ଗ୍‌ଚାର୍ ହ୍‌ଳ୍ କାତାର୍ ଦ୍‌ର୍‌କାର୍ ନାଇ। ସେତାକ୍ ଇଶ୍ୱର୍ ଆଦମ୍ ଆର୍ ହବାକେ ସୁନ୍ଦୁର୍ ବଗିଚା ଲ୍‌ଗେ ହ୍‌ଣି ବାର୍‌କ୍‌ଲା ଆର୍ ଦୁରିକେ ହ୍‌ଟାଇଲା। ଜୀବନଦାଇ ଗ୍‌ଚାର୍ ହ୍‌ଳ୍ ଜ୍ନ୍‌କ୍‌ରି ନ୍‌କାତି, ଇଶ୍ୱର୍ ଶ୍କ୍‌ତି ଶାଳି ଦୁତ୍ମ୍‌ନ୍‌କେ ବଗିଚାର୍ ଗେଟେ ଜାଗୁଆଳି ବାବେ ର୍‌କ୍‌ଲା।

ବାଇବଲାର୍ ଗଟେକ୍ କ୍‌ତା: ଆଦିବହ-୩

Read in the reader

Free to use, adapt, and share under an open license (CC BY-SA 4.0).