3. ୩. ହାଣି ହ୍ବନ୍
କ୍ତିଦିନ୍ ହ୍ଚେ, ଇଶ୍ବର୍ ସାରା ଜ୍ଗ୍ତ୍କେ ବ୍ଡ୍ ବାନ୍ୟା ଦ୍ବାରା ସ୍ବୁ ପୁର୍ତିବିକେ ନାସ୍ କ୍ରୁକେ ଇଚାକ୍ଲା।
ମ୍ତର୍ ନୋହ ଇଶ୍ୱରାର୍ ଆକିଲ୍ଗେ ଆଶ୍ରିବାଦ୍ ହାଇରିଲା। ସେ କ୍ରାପ୍ ଲକ୍ମ୍ନ୍କାର୍ ବିତ୍ରେ ଗଟେକ୍ ଦ୍ର୍ମ୍ ଲକ୍ ହର୍ ଜୀବନ୍ କାଟ୍ତି ରିଲା। ଇଶ୍ୱର୍ ନୋହକେ ବନ୍ୟା ହ୍ଟାଉତା ଯଜ୍ନା ବିଷୟେ କଇଲା। ସେ ନୋହକେ ଗଟେକ୍ ବ୍ଡ୍ ଡଙ୍ଗା ବ୍ନାମ୍କେ କଇଲା।
୧୪୦ ମିଟର୍ ଲମ୍ବା ୨୩ ମିଟର୍ ଅସାର୍ ଆର୍ ୧୩.୫ ମିଟର୍ ଉଚା ଡଙ୍ଗା ତିଆର୍ କ୍ରୁକେ ଇଶ୍ବର୍ ନୋହକେ କଇଲା। ଇତାକେ କାଟ୍ ଦ୍ବାରା ବ୍ନାମ୍କେ ଆର୍ ତିନି ମହ୍ଲା ଉହ୍ରେ ବ୍କ୍ରା, ଗଟେକ୍ ଚାତ ଆର୍ ଗଟେକ୍ ଜର୍କା ବ୍ନାମ୍କେ କଇଲା। ଇ ଡଙ୍ଗା ବନ୍ୟା ଆର୍ ହାଣିହ୍ବନ୍ ବ୍ଳ୍ ନୋହର୍ ତାର୍ ପରିବାର୍। ଆର୍ ସ୍ବୁ ତ୍ଳେ ରିଲା ପଶୁମ୍ନ୍କେ ବ୍ଲ୍କ୍ରି ର୍କେଦ୍।
ନୋହ ଇଶ୍ୱରାର୍ କ୍ତା ମାନ୍ଲା। ଇଶ୍ୱର୍ ଜ୍ନ୍କ୍ରି କଇଲା, ଟିକ୍ ସେନ୍କ୍ରି ନୋହ ଆର୍ ତାର୍ ତିନିଗଟ୍ ହିଲାମ୍ନ୍ ହେଁ ଡଙ୍ଗା ବ୍ନାଇ ରିଲାଇ। ଡଙ୍ଗା ବ୍ନାମ୍କେ ବେଶି ବ୍ର୍ଷ ଲାଗି ରିଲି କାଇତାକ୍ ଇରି ବେଶି ବ୍ଡ୍ ରିଲି। ଆସ୍ତି ରିଲା ହାଣିହ୍ବନ୍ ବିଷୟେ ନୋହ ଲକ୍ମ୍କେ ଚେତ୍ନା କ୍ରାଉତି ରିଲା, ଆର୍ ଇଶ୍ୱରାର୍ ଲ୍ଗେ ଲେଉଟି ଆସୁକେ କ୍ଉତି ରିଲା, ମ୍ତର୍ ସେମ୍ନ୍ ତାର୍ କ୍ତାକେ ବିଶ୍ବାସ୍ ନ୍କେଲାଇ।
ଇଶ୍ୱର୍ ନୋହକେ ଆର୍ ତାର୍ ପରିବାର୍କେ ତାକାର୍ ଗିନେ ଆର୍ ପଶୁ ମ୍ନ୍କାର୍ ଗିନେ ସ୍ମାନ୍ ଅଉତା ହ୍ତେକ୍ କାଦି ଅରାମ୍କେ ଆଦେଶ୍ ଦିଲା। ଜ୍ଡେବ୍ଳ୍ ସ୍ବୁ ଜାଗ୍ରତ୍ ଅଇଲି, ନୋହକେ ଇଶ୍ୱର୍ କଇଲା, ଅବେ ତୁଇ, ତର୍ ମାଇଜି, ତର୍ ହିଲାମ୍ନ୍ ଆର୍ ତାକାର୍ ମାଇଜିମ୍ନ୍ ସ୍ବୁ ଆଟ୍ ଲକ୍ ଡଙ୍ଗା ବିତ୍ରେ ହୁର୍ତା ସମୟ୍ ଅଇଲି ଆଚେ।
ଇଶ୍ୱର୍ ପଶୁ ଆର୍ ଚେଳେମ୍ନ୍କେ ସ୍ବୁ ନୋହର୍ ଲ୍ଗେ ହ୍ଟାଇଲା ଜ୍ନ୍କ୍ରି ସେମ୍ନ୍ ବନ୍ୟା ସମୟେ ଡଙ୍ଗା ବିତ୍ରେ ଜାଇକ୍ରି ବ୍ଲ୍କ୍ରି ରେତି। ଇଶ୍ୱର୍ ବଳି ହୁଜାର୍ ଗିନେ ସାତ୍ଗଟ୍ ଅଣ୍ତରା ଆର୍ ଟକି ସ୍ବୁ ପଶୁମ୍ନ୍କେ ନୋହର୍ ଲ୍ଗେ ହ୍ଟାଇଲା। ଜ୍ଡେବ୍ଳ୍ ସେମ୍ନ୍ ଡଙ୍ଗା ବିତ୍ରେ ରିଲାଇ, ଇଶ୍ୱର୍ ନିଜେ ଦୁଆର୍ ଡାହ୍ଲା।
ତାର୍ ହ୍ଚେ ବେଶି ବର୍ଷା ଆରମ୍ ଅଇଲି। ୪୦ ଦିନ୍ ଆର୍ ୪୦ ରାତି ଦ୍ରି ବେଶି ବର୍ଷା ଅଇଲି। ପୁର୍ତିବି ଉହରେ ହ୍ତେକ୍ ହାଣି ବୁଡାମ୍କେ ଲାଗ୍ଲି। ପୁର୍ତିବିର୍ ସ୍ବୁ ଉହରେ ଅନ୍କ୍ରି କି ସ୍ବୁତ୍ଇ ହ୍ଣି ଉଚା ଡଙ୍ଗୁର୍ ହେଁ ହାଣିଲ୍ଗେ ବୁଡୁକେ ଲାଗ୍ଲି।
ଡଙ୍ଗା ବିତ୍ରେ ଲକ୍ମ୍ନ୍ ଆର୍ ପଶୁ ଚେଳେମ୍ନ୍କେ ଚାଡିକ୍ରି ପୁର୍ତିବି ଲ୍ଗାର୍ ସ୍ବୁ ଚେଳେ ପଶୁମ୍ନ୍ ଜୁଇଲକ୍ ବାସା କ୍ର୍ତି ରିଲାଇ ସେମ୍ନ୍ ମ୍ଲାଇ। ଜାଜ୍ ହାଣି ଉହ୍ରେ ବଳାମ୍କେ ଲାଗ୍ଲି ଆର୍ ଡଙ୍ଗା ବିତ୍ରେ ରିଲା ସ୍ବ୍କେ ବୁଡ୍ତା ତ୍ଇହ୍ଣି ର୍କ୍ୟା କ୍ଲି।
ବର୍ଷା ଚାଡ୍ଲା ହ୍ଚେ, ଡଙ୍ଗା ହାଣି ଉହ୍ରେ ହାଁଚ୍ ମାସ୍ ହ୍ତେକ୍ ହାଣି ଉହ୍ରେ ରିଲି, ଆର୍ ଇ ସମୟେ ହାଣି କମୁକେ ଲାଗ୍ଲି। ତାର୍ହ୍ଚେ ଗଟେଦିନ୍ ଡଙ୍ଗା ଗଟେକ୍ ଡଙ୍ଗୁର୍ ଟିହେ ଲାଗ୍ଲି, ମ୍ତର୍ ଅବେ ହ୍ତେକ୍ ଜ୍ଗତେ ହାଣିଲ୍ଗେ ବୁଡି ରିଲି। ଆରେକ୍ ତିନି ମାସ୍ ହ୍ଚେ, ଡଙ୍ଗୁର୍ ଉହ୍ରାର୍ ମାଟି ଦ୍କୁକେ ମିଲ୍ଲି।
ଦ୍କା ୪୦ ଦିନ୍ ହ୍ଚେହାଣି ଶୁକ୍ଲି ଆଚେ କି ନାଇ ଦ୍କୁକେ ନୋହ ଗଟେକ୍ ଚେଳେ କାଉଆକେ ହ୍ଦାଇ ହ୍ଟାଇଲା। କାଉଆ ଶୁକ୍ଲା ଜାଗା କଜ୍ତାର୍ ଗିନେ ବାଉଳି ଗ୍ଲି ଇବାଟ୍ ସେବାଟ୍ ଉଡି ବୁଲ୍ଲି, ମ୍ତର୍ କୁଇ ଜାଗା ହେଁ ନାହାଇଲି।
ହ୍ଚେ ନୋହ ଆରେକ୍ ଗଟେକ୍ ଚେଳେ ହାରୁଆକେ ହ୍ଦାଇ ହ୍ଟାଇଲା। ମ୍ତର୍ ସେ ହେଁ କାଇ ଶୁକ୍ଲା ଜାଗା ନାହାଇଲି, ସେତାକ୍ ସେ ନୋହର୍ ଲ୍ଗେ ଲେଉଟି ଆଇଲି। ଆଟ୍ ଦିନ୍ ହ୍ଚେ ନୋହ ଆରେ ଗଟ୍ତର୍ ହାରୁଆକେ ହ୍ଦାଇ ହ୍ଟାଇଲା ଆର୍ ସେ ଜିତ ଗ୍ଚାର୍ ହ୍ତାର୍ ଚଣ୍ତିଏ ଦ୍ରି ଲେଉଟି ଆଇଲି। ହାଣି ଅଳ୍କ୍ କମିଗ୍ଲି ଆର୍ ଗ୍ଚ୍ମ୍ନ୍ ଆରେକ୍ ବାଡୁକେ ଲାଗ୍ଲି।
ନୋହ ଆରେକ୍ ଆଟ୍ଦିନ୍ ଜାଗ୍ଲ ହ୍ଚେ ହାରୁଆକେ ତିନିତର୍ ହ୍ଦାକେ ହ୍ଟାଇଲା। ଅବାର୍ ସେ ହୁଣ୍ତୁକେ ଜାଗା ହାଇଲି ଆର୍ ଲେଉଟି ଆସୁ ନ୍ଚ୍ଲି। ହାଣି ଶୁକୁକେ ଲାଗ୍ଲି।
ଦୁଇ ମାସ୍ ହ୍ଚେ ନୋହକେ ଇଶ୍ୱର୍ କଇଲା, ତର୍ ପରିବାର୍ ଆର୍ ସ୍ବୁ ପଶୁ, ଚେଳେମ୍ନ୍ ଆର୍ ତୁମି ଡଙ୍ଗାଇ ହ୍ଣି ବାରି ଜ୍ମ୍ହାରାସ୍। ବେଶି ହିଲା ଆର୍ ନାତି ନାତୁଣି ଜ୍ଲମ୍ କ୍ରି ପୁର୍ତିବି ଲ୍ଗେ ହୁରାକ୍ରା। ତ୍ବେ ନୋହ ଆର୍ ତାର୍ ପରିବାରାର୍ ଲକ୍ ଡଙ୍ଗାଇ ହ୍ଣି ବାରି ଆଇଲାଇ।
ନୋହ ଡଙ୍ଗା ଲ୍ଗେହ୍ଣି ବାରି ଆଇଲା ହ୍ଚେ, ସେ ଗଟେକ୍ ବେଦି ତିଆର୍ କ୍ଲା ଆର୍ ଜୁଇ ପଶୁମ୍ନ୍କେ ବଳି ହୁଜା କ୍ର୍ତା ଦ୍ର୍କାର୍, କ୍ତେକ୍ ର୍କମାର୍ ପଶୁମ୍ନ୍କେ ନେଇ ବଳି ହୁଜା କ୍ଲା। ଇଶ୍ୱର୍ ହୁଜାଲ୍ଗେ ସ୍ର୍ଦା ରିଲା। ନୋହ ଆର୍ ତାର୍ ପରିବାରାର୍ ଲକ୍ମ୍ନ୍କେ ଆଶ୍ରିବାଦ୍ କ୍ଲା।
ଇଶ୍ୱର୍ କଇଲା, “ମୁଇ ହ୍ର୍ମାଣ୍ କ୍ରୁଲେ ଲକ୍ମ୍ନ୍କାର୍ ଗିନେ ମାଟିକେ ଅବିଶାପ୍ କ୍ବେ ହେଁ କ୍ରୁ ନ୍ଚି, ମ୍ତର୍ ଯଦି ଲକ୍ମ୍ନ୍ ସେମ୍ନ୍କାର୍ ହିଲାବ୍ଳ୍ ହ୍ଣି ପାପି ଅଇଲେକ୍ ହେଁ ମୁଇ ପୁର୍ତିବିକେ ଆରେ ଗଟ୍ତର୍ ହାଣି ହବନ୍ କି ବନ୍ୟା ଦ୍ବାରା ନାଶ୍ କ୍ରୁ ନ୍ଚି।
ହ୍ର୍ମାଣାର୍ ଗଟେକ୍ ଚିନ୍ ବାବେ ଇଶ୍ବର୍ ହ୍ର୍ତୁ ଅର୍ଡାବାଲି ସୁସ୍ଟି କ୍ଲା। ସ୍ବୁ ବ୍ଳ୍ ଆକାଶେ ଜ୍ବେ ଅର୍ଡା ବାଳି ଡିସେଦ୍, ଇଶ୍ୱର୍ ତାର୍ ହ୍ର୍ମାଣ୍କେ ଏତାଉଆସ୍, ସେନ୍କ୍ରି ଲକ୍ମ୍ନ୍ ହେଁ କ୍ର୍ତି।
ବାଇବଲାର୍ ଗଟେକ୍ କ୍ତା:ଆଦିବହି ୬-୮
Free to use, adapt, and share under an open license (CC BY-SA 4.0).