4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 1

ହାଣି ହ୍‌ବନାର୍ ବନ୍ଯା ବେଶି ବର୍ଷ ହ୍‌ଚେ ଜ୍‌ଗତେ ବେଶି ଲକ୍‌ମ୍‌ନ୍ ବାସା କ୍‌ରୁକେ ଲାଗ୍‌ଲାଇ ଆର୍ ସେମ୍‌ନ୍ ଗଟେକ୍ ବାଷାଇ କ୍‌ତା କ୍‌ଉତି ରିଲାଇ। ଇଶ୍ୱରାର୍ ଆଦେଶ୍ ଅନୁସାରେ ପୁର୍‌ତିବିକେ ହୁରା କ୍‌ର୍‌ତା ବାଦୁଲେ, ସେମ୍‌ନ୍ ସ୍‌ବୁଲକ୍ ଗଟେତ୍‌ଇ ଅଇ ଗଟେକ୍ ସ୍‌ହର୍ ତିଆର୍ କ୍‌ରୁକେ ଲାଗ୍‌ଲାଇ।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 2

ସେମ୍‌ନ୍ ବେସି ଗ୍‌ର୍‌ବ୍ ରିଲାଇ ଆର୍ ଇଶ୍ୱରାର୍ କ୍‌ତା ଶୁଣୁକେ ଇଚା ନ୍‌ରିଲି। ସେମ୍‌ନ୍ ସ୍‌ର୍‌ଗେ ହଚ୍‌ତାର୍ ଗିନେ ବ୍‌ଡ୍ ଗଡ୍ ବ୍‌ନାଇଲାଇ। ଇଶ୍ୱର୍ ଦ୍‌କ୍‌ଲା ଯେ, ଯଦି ସେମ୍‌ନ୍ କ୍‌ରାପ୍ କାମ୍ କ୍‌ରୁକେ ମ୍‌ନ୍ କ୍‌ରିରେତି, ତ୍‌ବେ ସେମ୍‌ନ୍ ଅଦିକ୍ ପାପାର୍ କାମ୍ କ୍‌ର୍‌ତି।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 3

ସେତାର୍ ଗିଗେ ଇଶ୍ୱର୍ ସେମ୍‌କାର୍ ବାଷାକେ ବେଶି ବାଷାଇ ବଦୁଳ୍‌ଲାଇ ଆର୍ ପୁର୍‌ତିବିର୍ ବିନ୍ ବିନ୍ ଜାଗାଇ ସେମ୍‌ନ୍‌କେ ଚାଡିଦିଲା। ଜୁଇ ଗାମ୍ ସେମ୍‌ନ୍ ବ୍‌ନାମ୍‌କେ ଆରମ୍ କ୍‌ରି ରିଲାଇ, ତାର୍ ନାଉ ବାବିଲ୍ ରିଲି। ଆର୍ ଅର୍ତ୍ “ଦ୍ୱନ୍ଦ୍ୱ”।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 4

ଶଏ ଶଏ ବର୍ଷ୍ ହ୍‌ଚେ, ଗଟେକ୍ ମାନାଇ, ଅବ୍ରାମ୍‌କେ ଇଶ୍ବର୍ କ୍‌ତା ଅଇଲା। ଇଶ୍ୱର୍ ତାକେ କଇଲା, “ତୁମାର୍ ପରିବାର୍ ଆର୍ ତୁମାର୍ ଦେଶ୍ ଚାଡି ମୁଇ ଜୁଇ ଦେଶ୍ ଦ୍‌କାଇନ୍, ସେ ଦେଶେ ଜାହା। ମୁଇ ତୁମିକେ ଆଶ୍‌ରିବାଦ୍ କ୍‌ରିନ୍ ଆର୍ ତୁମୁକେ ବ୍‌ଡ୍ ଦେଶ୍ କ୍‌ରିନ୍‌। ମୁଇ ତୁମାର୍ ନାଉକେ ବ୍‌ଡ୍ କ୍‌ରିନ୍। ଜୁଇଲକ୍ ତୁମାର୍ ଆଶ୍‌ରିବାଦ୍ କ୍‌ର୍‌ତି, ସେମ୍‌ନ୍‌କେ ମୁଇ ଆଶ୍‌ରିବାଦ୍ କ୍‌ରିନ୍, ଜୁଇଲକ୍ ଅବିଶାପ୍ ଦେତି, ସେମ୍‌ନ୍‌କେ ଅବିଶାପ୍ ଦେଇନ୍। ତୁମାର୍ ଗିନେ ପୁର୍‌ତିବିର୍ ସ୍‌ବୁ ପରିବାର୍ ଆଶ୍‌ରିବାଦ୍ ହାଉତି।”

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 5

ତ୍‌ବେ ଅବ୍ରାମ୍ ଇଶ୍ୱରାର୍ କ୍‌ତା ମାନ୍‌ଲା। ସେ ତାର୍ ମାଇଜି ସାରିକେ ନିଲା, ତାର୍ ଦାସ୍‌ମ୍‌କେ ଆର୍ ଜାଇରି ତାକାର୍ ରିଲି ସେ ସ୍‌ବୁ ନେଇକ୍‌ରି ଇଶ୍ୱର୍ ଜୁଇ ଦେଶ୍ ଦ୍‌କାଇରିଲା, ସେ “କିଣାନ” ଦେଶ୍‌କେ ଗ୍‌ଲାଇ।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 6

ଜ୍‌ଡେବ୍‌ଳ୍ ଆବ୍ରାହାମ୍‌ କିଣାନ୍ ଦେଶେ ହଚ୍‌ଲାଇ, ଇଶ୍ୱର୍ କଇଲା, “ତୁମାର୍ ଚାରିବାଟ୍ ଦ୍‌କା। ଜୁଇରି ତୁମି ଦ୍‌କୁ ହାରୁଲାସ୍, ଇ ସ୍‌ବୁ ଜାଗା ମୁଇ ତୁମୁକେ ଆର୍ ତୁମାର୍ ବ୍‌ଉଶାର୍ ଅଦିକାର୍ ବାବେ ଦେଇନ୍‌। ତାର୍‌ହ୍‌ଚେ ଆବ୍ରାହାମ୍‌ ସେ ଜାଗାଇ ବାସା କ୍‌ଲା।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 7

ଗଟେଦିନ୍ ଅବ୍ରାହାମ୍ ବ୍‌ଡ୍ ଇଶ୍ୱରାର୍ ଯାଜକ୍, ମଲକୀସଦକେ ବେଟ୍ ହାଇଲା। ମଲକିସେଦକ ଅବ୍ରାହାମ୍‌କେ ଆଶ୍‌ରିବାଦ୍ କ୍‌ଲା ଆର୍ କଇଲା, ସ୍‌ବୁତ୍‌ଇ ହ୍‌ଣି ଇଶ୍ବର୍ ଯେ କି ସ୍‌ର୍‌ଗ୍ ଆର୍ ପୁର୍‌ତିବିର୍ ସ୍‌ବୁ ଅଦିକାରି, ଅବ୍ରାହାମ୍‌କେ ଆଶ୍‌ରିବାଦ୍ କ୍‌ର୍। ତାର୍‌ହ୍‌ଚେ ଅବ୍ରାହାମ୍‌ ତାର୍ ସ୍‌ବୁ ଦ୍‌ନ୍ ସ୍‌ମ୍ପତି ଦଶମାଂଶ ମଲକୀସେଦକ୍‌କେ ଦିଲା।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 8

କ୍‌ତେକ୍ ବର୍ଷ ଗ୍‌ଲାହ୍‌ଚେ, ମ୍‌ତର୍ ଅବେ ହ୍‌ତେକ୍ ଅବ୍ରାହାମ୍ ଆର୍ ସାରୀର୍ ହିଲା ନ୍‌ରିଲା। ଇଶ୍ବର୍ ଅବ୍ରାହାମ୍‌କେ ଆରେକ୍ ହ୍‌ର୍‌ମାଣ୍ କ୍‌ରି କଇଲା ଯେ ତାର୍ ଗଟେକ୍ ହିଲା ଅଇଦ୍ ଆର୍ ତାକାର୍ ବ୍‌ଉଁଶାର୍‌ ଲକ୍ ଆକାଶେ ରିଲା ତାରାହର୍ ଅଉତି। ଇଶ୍ବରାର୍ ହ୍‌ର୍‌ମାଣ୍‌କେ ଅବ୍ରାମ ବିଶ୍ବାସ୍ କ୍‌ଲା। ଇଶ୍ବର୍ ଅବ୍ରାମ୍‌କେ ଦାର୍‌ମି ଲକ୍‌ବ୍‌ଲି କଇଲା, କାଇତାକ୍ ସେ ଇଶ୍ବରାର୍‌ ତ୍‌ଇ ବିଶ୍ବାସ୍ କ୍‌ଲା।

4. ୪. ଅବ୍ରାହାମାର୍ ସ୍‌ଙ୍ଗ୍ ଇଶ୍ୱରାର୍ ରାଜିନାମା — illustration 9

ତ୍‌ବେ ଇଶ୍ବର୍ ଅବ୍ରାମାର୍ ସ୍‌ଙ୍ଗ୍ ନିୟମ୍ ତିଆର୍ କ୍‌ଲା। ଜ୍‌ଳେକ୍ ଦ୍‌ଳ୍ ବିତ୍‌ରେ ଗଟେକ୍ ଚୁକ୍ତି କ୍‌ର୍‌ତାର୍ ଗଟେକ୍ ନିୟମ୍ ଆଚେ। ଇଶ୍ବର୍ କଇଲା, ତୁମାର୍ ଗ୍‌ଗାଳାର୍ ମୁଇ ତୁମାର୍ ଗିନେ ଗଟେକ୍ ହିଲା ଦେଇନ୍। ତୁମାର୍ ବ୍‌ଉଁଶ୍‌କେ ମୁଇ “କିଣାନ” ଦେଶ୍ ବ୍‌ଲି ନାଉ ଦେଇନ୍। ମ୍‌ତର୍ ଅବେ ହ୍‌ତେକ୍ ଅବ୍ରାମାର୍ ହିଲା ନ୍‌ରିଲା।

ବାଇବଲାର୍ ଗଟେକ୍ କ୍‌ତା: ଆଦିବହି ୧୧-୧୫

Read in the reader

Free to use, adapt, and share under an open license (CC BY-SA 4.0).