5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 1

ଦ୍‌ଶ୍ ବର୍ଷ ହ୍‌ଚେ କିଣାନ ଦେଶେ ଆଇଲା ହ୍‌ଚେ ହେଁ ଅବ୍ରାମ ଆର୍ ସାରୀର୍ ହିଲା ନ୍‌ରିଲା। ସେତାକ୍ ଅବ୍ରାହାମାର୍ ମାଇଜି। ସାରୀ ଅବ୍ରାହାମକେ କଇଲି, “ଅବେ ହ୍‌ତେକ୍ ଇଶ୍ୱର୍ ମକେ ହିଲା ଦେମ୍‌କେ କ୍‌ତା ଦେଇରିଲା ଆର୍ ଅବେ ହିଲା ଜ୍‌ଲମ୍ କ୍‌ର୍‌ତାର୍ ଗିନେ ମର୍ ବୟସ୍ ଅଦିକ୍ ଅଇଲି ଆଚେ, ଇ ମର୍ ଦାସି, ହାଗର୍ ଆଚେ। ସେ ମର୍ ଗିନେ ହିଲା ଜ୍‌ଲମ୍ କ୍‌ରେଦ୍।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 2

ସେତାକ୍ ଅବ୍ରାହାମ୍ ହାଗର୍‌କେ ବିବା ଅଇଲା। ହାଗରାର୍ ଗଟେକ୍ ଅଣ୍ତ୍‌ରା ହିଲା ଅଇଲା ଆର୍‌ ଅବ୍ରାହାମ୍ ତାକେ ଇସ୍‌ମାଏଲ୍ ନାଉ ଦିଲା। ମ୍‌ତର୍ ସାରିକେ ହାଗାରାର୍ ଗିନେ ରିସା ଅଇଲି। ଜ୍‌ଡେବ୍‌ଳ୍ ଇସ୍‌ମାଏଲ୍‌କେ ତେର ବର୍ଷ ଅଇଲି ଆରେଗଟ୍ ତର୍ ଇଶ୍ୱର୍ ଅବ୍ରାମ୍‌କେ କ୍‌ତା କଇଲା।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 3

ଇଶ୍ୱର୍ କଇଲା, “ମୁଇ ହ୍‌କା ସ୍‌ବ୍‌କାର୍ ତ୍‌ଇହ୍‌ଣି ଶ୍‌କ୍‌ତି ଶାଳି ଇଶ୍ୱର୍। “ତୁମାର୍ ସ୍‌ଙ୍ଗ୍ ମୁଇ ଗଟେକ୍ ନିୟମ୍ ତିଆର୍ କ୍‌ରିନ୍। ତ୍‌ବେ ଅବ୍ରାହାମ୍ ମୁଣ୍ତିଆ ମାରି ଜୁଆର୍ କ୍‌ଲା। ଇଶ୍ୱର୍ ହେଁ ଅବ୍ରାହାମ୍‌କେ କଇଲା, “ତୁଇ ବେଶି ଦେଶାର୍ ଉବା ଅଉସି। “ମୁଇ ତୁମୁକେ ଆର୍ ତର୍ ବ୍‌ଉଁଶାର୍ କିଣାନ୍ ଦେଶାର୍ ଅଦିକାରି ବାବେ ଦେଇନ୍, ସେମ୍‌ନ୍ ଇତି ବାସା କ୍‌ର୍‌ତି। ମୁଇ ସ୍‌ବୁଦିନାର୍ ଗିନେ ସେମ୍‌ନ୍‌କାର୍ ଇଶ୍ବର୍ ରେଇନ୍। ତୁମାର୍ ପରିବାରାର୍ ସ୍‌ବୁ ଅଣ୍ତ୍‌ରା ହିଲାକେ ସୁନ୍ନତ୍ କ୍‌ର୍‌ତା ଦ୍‌ର୍‌କାର୍।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 4

ତର୍ ଡକୁର୍‌ଦି ସାରିର୍ ଗଟେକ୍ ହିଲା ଅଇଦ୍, “ସେ ହ୍‌ର୍‌ମାଣ୍ କ୍‌ରିରିଲା ହିଲା ଅଇଦ୍। “ତାର୍ ନାଉ ଇସହାକ୍ ସ୍‌ଙ୍ଗାଉଆସ୍। ତାର୍ ସ୍‌ଙ୍ଗ୍ ମୁଇ ମର୍ ନିୟମ୍ ତିଆର୍ କ୍‌ରିନ୍ ଆର୍ ସେ ଗଟେକ୍ ବ୍‌ଡ୍ ଦେଶ୍ ଅଇଦ୍। ମୁଇ ଇସ୍‌ମାଏଲ୍‌କେ ହେଁ ଗଟେକ୍ ବ୍‌ଡ୍ ଦେଶ୍ କ୍‌ରିନ୍, ମ୍‌ତର୍ ମର୍ ହ୍‌ର୍‌ମାଣ୍ ଇସାହାକାର୍ ସ୍‌ଙ୍ଗ୍ ରେଇଦ୍। ତାର୍‌ହ୍‌ଚେ ଇଶ୍ୱର୍ ଅବ୍ରାହାମାର୍ ନାଉକେ ଆବ୍ରାହାମ୍ ନାଉଏ ବାଦ୍‌ଲାଇଲା, ଜାର୍ ଅର୍ତ ”ବେଶି ଲକାର୍ ଉବା“। ଇଶ୍ୱର୍ ସାରିର୍ ନାଉକେ ହେଁ ସାରା ନାଉଏ ବାଦ୍‌ଲାଇ ଦିଲା, ଜାର୍ ଅର୍ତ ରାଜ୍ କୁମାରି।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 5

ସେଦିନ୍ ଅବ୍ରାହାମ୍ ତାର୍ ପରିବାରାର୍ ସ୍‌ବୁ ଅଣ୍ତରାମ୍‌ନ୍‌କେ ସୁନ୍ନତ୍ କ୍‌ଲାଇ। ଗଟେ ବର୍ଷ୍ ଗ୍‌ଲା ହ୍‌ଚେ, ଅବ୍ରାହାମ୍‌କେ ଜ୍‌ଡେବ୍‌ଳ୍ ୧୦୦ ବର୍ଷ ଅଇଲି, ଆର୍ ସାରାକେ ୯୦ ବର୍ଷ ଅଇଲି, ସାରା ଅବ୍ରାହାମ୍‌କେ ଗଟେକ୍ ହିଲା ଜ୍‌ଲମ୍ କ୍‌ଲି। ଇଶ୍ୱର୍ ସେମ୍‌ନ୍‌କେ କଇଲା ଅନୁସାରେ ସେମ୍‌ନ୍ ତାକେ ଇସହାକ୍ ନାଉ ଦିଲାଇ।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 6

ଜ୍‌ଡେବ୍‌ଳ୍ ଇସାହାକ୍ ବେଣ୍ତିଆ ଅଇଲା, ଇଶ୍ୱର୍ ଅବ୍ରାହମାର୍ ବିଶ୍ବାସ୍‌କେ ପରିକ୍ଯା କ୍‌ଲା ଆର୍ କଇଲା, “ତର୍ ଗଟେ ବ୍‌ଲି ହିଲା ଇସାହାକ୍‌କେ ନିଆ ଆର୍ ମର୍ ଗିନେ ବଳିହୁଜା କ୍‌ର୍‌ତାର୍ ଗିନେ ତାକେ ମାର୍। ଆରେ ଗଟେତର୍ ଅବ୍ରାହାମ୍ ଇଶ୍ୱରାର୍ ଆଦେଶ୍ ମାନ୍‌ଲା ଆର୍ ଇସାହାକ୍‌କେ ହୁଜା କ୍‌ର୍‌ତାର୍ ଗିନେ ରେଡି କ୍‌ଲାଇ।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 7

ଜ୍‌ଡେବ୍‌ଳ୍ ଅବ୍ରାହାମ୍ ଆର୍ ଇସାହାକ୍ ବଳି ହୁଜା କ୍‌ର୍‌ତା ଜାଗାଇ ଜାତିରିଲା, ଇସାହାକ୍ ଉବାସିକେ ହ୍‌ଚାର୍‌ଲା, “ବଳି ହୁଜା କ୍‌ର୍‌ତାର୍ ଗିନେ, ଅମାର୍ ଲ୍‌ଗେ କାଟ୍ ଆଚେ ମ୍‌ତର୍ ମେଣ୍ଢା କେଣେ ଆଚେ? ”ଅବ୍ରାହାମ୍ ଉତ୍ତର ଦେଇ କଇଲା, “ମର୍ ହିଲା ହୁଜାର୍ ଗିନେ ଇଶ୍ୱର୍ ମେଣ୍ଢା ଗଟେକ୍ ଜାଗାଇ ଦେଇଦ୍।“

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 8

ଜ୍‌ଡେବ୍‌ଳ୍ ସେମ୍‌ନ୍ ହୁଜା କ୍‌ର୍‌ତା ଜାଗାଇ ହଚ୍‌ଲାଇ, “ଅବ୍ରାହାମ୍ ତାର୍ ହଇସି ଇସାହାକ୍‌କେ ବାନ୍ଦ୍‌ଲା ଗଟେକ୍ ସ୍‌ତିଆ ବେଦି ଉହ୍‌ରେ ସଳାଇଲା। ଜ୍‌ଡେବ୍‌ଳ୍ ସେ ତାର୍ ହଇସିକେ ମାର୍‌ତା ଉହ୍‌ରେ ରିଲା, ଇଶ୍ୱର୍ ତାକେ କଇଲା, “ରିଆ“। ହିଲାକେ ଆଗାତ୍ କ୍‌ରାନାଇ! ଅବେ ମୁଇ ତୁମୁକେ ଜାଣୁଲେ ଯେ, ତୁମି ମକେ ଡିରା। ଜ୍‌ନ୍‌କ୍‌ରି ତୁମି ତୁମାର୍ ଗଟେକ୍ ମ୍‌ତର୍ ହିଲାକେ ମର୍ ଗିନେ ର୍‌କି ନ୍‌କେଲାସ୍।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 9

ଲ୍‌ଗେ ରିଲା ବୁଟାଲ୍‌ଗେ ଅଳ୍‌ଜି ରିଲା ଗଟେକ୍ ମେଣ୍ଢାକେ ଅବ୍ରାହାମ୍ ଦ୍‌କ୍‌ଲା। ଇସାହାକ୍‌କେ ପରିବର୍ତେ ଇଶ୍ୱର୍ ମେଣ୍ଢାକେ ହୁଜା କ୍‌ର୍‌ତାର୍ ଗିନେ ଜାଗାଇଲା। ଅବ୍ରାହାମ୍ ମେଣ୍ଢାକେ ଗଟେକ୍ ବଳି ହୁଜା ବାବେ ସ୍‌ର୍‌ଦା କ୍‌ରି ହୁଜା କ୍‌ଲାଇ।

5. ୫. ହ୍‌ର୍‌ମାଣ୍ କ୍‌ରିରିଲା ହିଲା — illustration 10

ତାର୍‌ହ୍‌ଚେ ଇଶ୍ୱର୍ ଅବ୍ରାହାମ୍‌କେ କଇଲା, “ତୁମାର୍ ଅନ୍‌କ୍‌ରି କି ଗଟେକ୍ ବ୍‌ଲି ହିଲାକେ ମର୍‌ଗିନେ ହୁଜା କ୍‌ରୁକେ ଇଚାକ୍‌ରି ରିଲାକେ, ମୁଇ ତୁମୁକେ ଆଶ୍‌ରିବାଦ୍ କ୍‌ରୁକେ ହ୍‌ର୍‌ମାଣ୍ କ୍‌ରୁଲେ।” ଆକାଶାର୍ ତାରାମ୍‌ନ୍‌କାର୍ ତୁମାର୍ ବ୍‌ଉଁଶାର୍ ଲକ୍‌ମ୍‌ନ୍ ବେଶି ଅଉତି। କାଇତାକ୍ ତୁମି ମର୍ ଆଦେଶ୍ ମାନି ଆଚାସ୍, ତୁମାର୍ ଦ୍ବାରା ପୁର୍‌ତିବିର୍ ସ୍‌ବୁ ପରିବାର୍ ଆଶ୍‌ରିବାଦ୍ ହାଉତି।

ବାଇବଲାର୍ ଗଟେକ୍ କ୍‌ତା:ଆଦିବହି ୧୬-୨୨

Read in the reader

Free to use, adapt, and share under an open license (CC BY-SA 4.0).